Esdras 2
Oriya Bible (GL_ORIYA) vs NTLH
1 ପ୍ରଦେଶର ଏହି ଲୋକମାନେ ୟୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫରେି ଆସିଲେ। ଅତୀତ ରେ ବାବିଲର ରାଜା ନବୂଖଦ୍ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନଇୟୋଇଥିଲେ। ସହେି ଲୋକମାନେ ୟିରୁଶାଲମ ଓ ଯିହୁଦାକୁ ଫରେି ଆସିଲେ। ପ୍ରେତ୍ୟକକ ଲୋକେ ସମାନଙ୍କେର ନିଜ ନିଜ ସହରକୁ ଫରେି ଆସିଲେ।
1 Entre os israelitas que o rei Nabucodonosor, da Babilônia, tinha levado como prisioneiros, havia muitos que eram da província de Judá. Estes voltaram para Jerusalém e Judá, cada um para a sua própria cidade.
2 ଏହି ଲୋକମାନେ ସରୁଦ୍ଦାବିଲ, ଯଶୂେଯ, ନିହିମଯା, ସରାଯ, ରିଯଲୋଯ, ମର୍ଦ୍ଦଖଯ, ବିଲଶନ, ମିସ୍ପର, ଦିଗ୍ବଯ, ରହୂମ୍ ଓ ବାନା ସଙ୍ଗେ ଫରେି ଆସିଲେ। ଇଶ୍ରାୟେଲୀୟ ବଂଶୀଯ ପୁରୁଷମାନଙ୍କର ସଂଖ୍ଯା ଏହିପରି ଥିଲା।
2 Os seus líderes eram Zorobabel, Josué, Neemias, Seraías, Reelaías, Mordecai, Bilsã, Mispar, Bigvai, Reum e Baaná. Esta é a lista dos grupos de famílias do povo de Israel que voltaram da Babilônia, sendo indicados o nome do chefe e o número de pessoas de cada grupo: Sefatias: trezentos e setenta e dois; Ará: setecentos e setenta e cinco; Paate-Moabe, isto é, os descendentes de Jesua e de Moabe: dois mil oitocentos e doze; Elão: mil duzentos e cinquenta e quatro; Zatu: novecentos e quarenta e cinco; Zacai: setecentos e sessenta; Bani: seiscentos e quarenta e dois; Bebai: seiscentos e vinte e três; Azgade: mil duzentos e vinte e dois; Adonicã: seiscentos e sessenta e seis; Bigvai: dois mil e cinquenta e seis; Adim: quatrocentos e cinquenta e quatro; Ater, também chamado de Ezequias: noventa e oito; Besai: trezentos e vinte e três; Jora: cento e doze; Hasum: duzentos e vinte e três; Gibar: noventa e cinco. Belém: cento e vinte e três; Netofa: cinquenta e seis; Anatote: cento e vinte e oito; Azmavete: quarenta e duas; Quiriate-Arim, Cefira e Beerote: setecentas e quarenta e três; Ramá e Geba: seiscentas e vinte e uma; Micmás: cento e vinte e duas; Betel e Ai: duzentas e vinte e três; Nebo: cinquenta e duas; Magbis: cento e cinquenta e seis; A outra Elão: mil duzentas e cinquenta e quatro; Harim: trezentas e vinte; Lode, Hadide e Ono: setecentas e vinte e cinco; Jericó: trezentas e quarenta e cinco; Senaá: três mil seiscentas e trinta. Jedaías, descendente de Jesua: novecentos e setenta e três; Imer: mil e cinquenta e dois; Pasur: mil duzentos e quarenta e sete; Harim: mil e dezessete. Levitas descendentes de Jesua e Cadmiel, que eram descendentes de Hodavias: setenta e quatro. Músicos descendentes de Asafe: cento e vinte e oito. Porteiros descendentes de Salum, de Ater, de Talmom, de Acube, de Hatita e de Sobai: ao todo, cento e trinta e nove. Zia, Hasufa, Tabaote, Queros, Sia, Padom, Lebana, Hagaba, Acube, Hagabe, Salmai, Hanã, Gidel, Gaar, Reaías, Rezim, Necoda, Gazã, Uzá, Paseia, Besai, Asnate, Meunim, Nefisim, Baquebuque, Hacufa, Harur, Baslute, Meída, Harsa, Barcôs, Sísera, Temá, Nesias e Hatifa. Sotai, Soferete, Peruda, Jaala, Darcom, Gidel, Sefatias, Hatil, Poquerete-Hazebaim e Ami.
3 ପରିଯୋଶର ବଂଶଧର 2,172 ଜଣ।
3 — ausente —
4 ଶଫଟିଯର ବଂଶଧର 372 ଜଣ।
4 — ausente —
5 ଆରହର ବଂଶଧର 775 ଜଣ।
5 — ausente —
6 ଯଶୂେଯ ଓ ଯୋୟାବର ପରିବାର ମଧ୍ଯରୁ ପହତ୍ ମାୟୋବର ବଂଶଧର 2,812 ଜଣ।
6 — ausente —
7 ଏଲମର ବଂଶଧର 1 ,254 ଜଣ।
7 — ausente —
8 ସତ୍ତୂର ବଂଶଧର 945 ଜଣ।
8 — ausente —
9 ସକ୍କଯର ବଂଶଧର 760 ଜଣ।
9 — ausente —
10 ବାନିର ବଂଶଧର 642 ଜଣ।
10 — ausente —
11 ବବଯରେ ବଂଶଧର 623 ଜଣ।
11 — ausente —
12 ଅସଗଦର ବଂଶଧର 1,222 ଜଣ।
12 — ausente —
13 ଅଦୋନୀକାମର ବଂଶଧର 666 ଜଣ।
13 — ausente —
14 ବିଗ୍ବଯର ବଂଶଧର 2,056 ଜଣ।
14 — ausente —
15 ଅଦୀନର ବଂଶଧର 454 ଜଣ।
15 — ausente —
16 ହିଜକିଯର ପରିବାରରୁ ଅଟରର ବଂଶଧର 98 ଜଣ।
16 — ausente —
17 ବେତ୍ସଯର ବଂଶଧର 323 ଜଣ।
17 — ausente —
18 ୟୋରାହର ବଂଶଧର 112 ଜଣ।
18 — ausente —
19 ହଶୁମର ବଂଶଧର 223 ଜଣ।
19 — ausente —
20 ଗିଦ୍ଦରର ବଂଶଧର 95 ଜଣ।
20 — ausente —
21 ବୈଥଲହମେ ବଂଶଧର 123 ଜଣ।
21 — ausente —
22 ନଟୋଫାର ସହରରୁ 56 ଜଣ।
22 — ausente —
23 ଅନାେଥାତର ସହରରୁ 128ଜଣ।
23 — ausente —
24 ଅସ୍ମାବତର ପୁତ୍ରଗଣ 42 ଜଣ।
24 — ausente —
25 କିରିଯତ-ଯାରୀମ୍ ଓ କଫୀରା ଓ ବରେୋତ ସହରରୁ 743 ଜଣ।
25 — ausente —
26 ରାମାର ଓ ଗବୋ ସହରରୁ 621 ଜଣ।
26 — ausente —
27 ମିକ୍ମସର ସହରରୁ 122 ଜଣ।
27 — ausente —
28 ବୈଥଲରେ ଓ ଅଯ ସହରରୁ 223 ଜଣ।
28 — ausente —
29 ନବୋର ସହରରୁ 52 ଜଣ।
29 — ausente —
30 ମରାବୀଶ ସହରରୁ 156 ଜଣ।
30 — ausente —
31 ଅନ୍ୟ ଏଲମ ସହରରୁ 1 ,254 ଜଣ।
31 — ausente —
32 ହାରୀମ ସହରରୁ 320 ଜଣ।
32 — ausente —
33 ଲୋଦ ଓ ହାଦୀଦ୍ ଓ ଓନୋ ସହରରୁ 725 ଜଣ।
33 — ausente —
34 ଯିରୀହାେ ସହରରୁ 345 ଜଣ।
34 — ausente —
35 ସନାଯା ସହରରୁ 3,630 ଜଣ।
35 — ausente —
36 ୟିଦଯିଯର ଯାଜକମାନଙ୍କର ସଂଖ୍ଯା- ଯଶୂେଯ ପରିବାରରୁ 973 ଜଣ।
36 — ausente —
37 ଇମ୍ମରେ ବଂଶଧର 1,052 ଜଣ।
37 — ausente —
38 ପଶ୍ହୂରର ବଂଶଧର 1 ,247 ଜଣ।
38 — ausente —
39 ହାରୀମର ବଂଶଧର 1 ,017 ଜଣ।
39 — ausente —
40 ଲବେୀୟ ପରିବାରବର୍ଗରୁ ହୋଦବିଯର ପରିବାର ମଧ୍ଯରୁ ଯଶୂେଯ ଓ କଦ୍ମୀଯଲରେ ବଂଶଧର 74 ଜଣ।
40 — ausente —
41 ଗାଯକମାନଙ୍କ ସଂଖ୍ଯା: ଆସଫର ବଂଶଧର 128 ଜଣ।
41 — ausente —
42 ମନ୍ଦିର ଦ୍ବାରପାଳମାନଙ୍କ ବଂଶଧରମାନଙ୍କ ସଂଖ୍ଯା, ଶଲ୍ଲୁମର ବଂଶଧରଗଣ, ଆଟର ବଂଶଧରଗଣ, ଟଲମାନେ ବଂଶଧରଗଣ, ଆକ୍କବ ବଂଶଧରଗଣ, ହଟୀଟା ବଂଶଧରଗଣ ଓ ଶୋବଯର ବଂଶଧରଗଣ ସର୍ବ ମାଟେ 139 ଜଣ।
42 — ausente —
43 ମନ୍ଦିରର ବିଶଷେ ଦାସମାନଙ୍କ ବଂଶଧରମାନେ ହେଲେ: ସୀହ, ହସୂଫା, ଟଦ୍ଦଯୋତ।
43 — ausente —
44 କରେୋସ, ସୀଯ, ପାଦୋନ,
44 — ausente —
45 ଲବାନାର, ହଗାବ, ଅକୂବ,
45 — ausente —
46 ହାଗବ, ଶମ୍ଲଯ, ହାନନ,
46 — ausente —
47 ଗଦ୍ଦଲେ, ଗହର, ରାଯା,
47 — ausente —
48 ରତ୍ସୀନ ବଂଶଧରଗଣ, ନକୋଦ ବଂଶଧରଗଣ, ଗସମ ବଂଶଧରଗଣ,
48 — ausente —
49 ଉଷ ବଂଶଧରଗଣ, ପା ସହେ ବଂଶଧରଗଣ, ବଷେଯ ବଂଶଧରଗଣ,
49 — ausente —
50 ଅସ୍ନା ବଂଶଧରଗଣ, ମିଯୂନୀମ ବଂଶଧରଗଣ, ନଫିଷୀମ ବଂଶଧରଗଣ,
50 — ausente —
51 ବକ୍ବୁକ ବଂଶଧରଗଣ, ହକୁଫା ବଂଶଧରଗଣ, ହହୂର୍ର ବଂଶଧରଗଣ,
51 — ausente —
52 ବସ୍ଲୂତ ବଂଶଧରଗଣ, ମହୀଦା ବଂଶଧରଗଣ, ଦର୍ଶା ବଂଶଧରଗଣ,
52 — ausente —
53 ବର୍କୋସ ବଂଶଧରଗଣ, ସୀଷରା ବଂଶଧରଗଣ, ତମହେ ବଂଶଧରଗଣ,
53 — ausente —
54 ନତ୍ସୀହ ବଂଶଧରଗଣ, ହଟୀଫା ବଂଶଧରଗଣ,
54 — ausente —
55 ଶଲୋମନର ଦାସମାନଙ୍କର ବଂଶଧରଗଣ, ସୋଟଯ ବଂଶଧରଗଣ, ହସୋଫରତେ ବଂଶଧରଗଣ, ପରୁଦା ବଂଶଧରଗଣ,
55 — ausente —
56 ୟାଳା ବଂଶଧରଗଣ, ଦର୍କୋଣ ବଂଶଧରଗଣ, ଗିଦ୍ଦଲେ ବଂଶଧରଗଣ,
56 — ausente —
57 ଶଫଟିଯ ବଂଶଧରଗଣ, ହଟୀଲ ବଂଶଧରଗଣ, ପୋଖରେତ୍ ବଂଶଧରଗଣ, ହତ୍ସବାଯିମ ବଂଶଧରଗଣ, ଅମୀ ବଂଶଧରଗଣ,
57 — ausente —
58 ନଥନୀଯ ଶେ ଲୋମନଙ୍କ ଦାସମାନଙ୍କର ବଂଶଧର ସର୍ବ ମାଟେ 392 ଜଣ।
58 O total dos trabalhadores do Templo e dos descendentes dos servidores de Salomão era de trezentos e noventa e dois.
59 ନିମ୍ନ ଲିଖିତ ଲୋକମାନେ ସହରରୁ ଆସିଲେ, ତଲମେଲହେ, ତଲହେର୍ଶା, କରେୁବ, ଅଦ୍ଦନ୍ ଓ ଇମ୍ମରେ, ମାତ୍ର ସମାନେେ ଇଶ୍ରାୟେଲୀୟ ଲୋକ ବୋଲି ନିଜନିଜ ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସହେି ଲୋକମାନେ ହେଲେ:
59 — ausente —
60 ଦଲାଯ, ଟୋବିୟ ଓ ନକୋଦର ବଂଶଧର 652 ଜଣ।
60 — ausente —
61 ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ଯରୁ ହବାଯ, ହକୋସ, ବର୍ସିଲ୍ଲଯ, ବର୍ସିଲ୍ଲଯ ଗିଲିଯଦୀଯ ବର୍ସିଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ଖ୍ଯାତି ହାଇେଥିଲା।
61 Os grupos de famílias dos sacerdotes Habaías, Coz e Barzilai não puderam encontrar registros que provassem de quem eram descendentes. (O antepassado do grupo de famílias de Barzilai tinha casado com uma das filhas de Barzilai, o gileadita, e ficou com o nome do seu sogro.)
62 ଏହି ଲୋକମାନେ ସମାନଙ୍କେର ବଂଶାବଳୀର ନଥିପତ୍ର ଖାଜେିଲେ, କିନ୍ତୁ ସଗେୁଡିକ ପାଇବାକୁ ଅକ୍ଷମ ହେଲେ, ତେଣୁ ସମାନଙ୍କେୁ ଯାଜକତ୍ବରୁ ବାହାର କରି ଦିଆଗଲା।
62 Eles não foram aceitos como sacerdotes porque não puderam provar quem eram os seus antepassados.
63 ଶାସନକର୍ତ୍ତା ସମାନଙ୍କେୁ କହିଲେ ଯେ, ସମାନେେ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିବେ ନାହିଁ, ଯେପର୍ୟ୍ଯନ୍ତ ଜଣେ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ ହାଇେ ନାହିଁ।
63 O governador mandou que não comessem dos alimentos sagrados até que aparecesse um sacerdote que pudesse decidir a questão, usando o Urim e o Tumim . Os seus escravos e escravas: sete mil trezentos e trinta e sete. Cantores e cantoras: duzentos. Cavalos: setecentos e trinta e seis; Mulas: duzentas e quarenta e cinco; Camelos: quatrocentos e trinta e cinco; Jumentos: seis mil setecentos e vinte.
64 ଏମାନେ ସମସ୍ତେ ମିଶି 42 ,360 ଜଣ ଥିଲେ। ଏମାନଙ୍କର ଦାସଦାସୀ ମିଶି 7,337 ଜଣ।
64 — ausente —
65 ସମାନଙ୍କେର ମଧ୍ଯ 200 ଜଣ ଗାଯକ ଓ ଗାଯୀକା ଥିଲେ।
65 — ausente —
66 ସମାନଙ୍କେର 736 ଘୋଡା ଥିଲା।
66 — ausente —
67 245 ଟି ଖଚର, 435 ଓଟ ଓ 6,720 ଗଧମାନ ଥିଲା।
67 — ausente —
68 ସହେି ଦଳଟି ଆସି ୟିରୁଶାଲମର ସଦାପ୍ରଭୁଙ୍କର ମନ୍ଦିର ରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସହେି ମନ୍ଦିର ସ୍ବସ୍ଥାନ ରେ ସ୍ଥାପନ କରିବା ପାଇଁ ସ୍ବେଚ୍ଛାପୂର୍ବକ ଦାନ କଲେ।
68 Quando chegaram ao Templo do Senhor , em Jerusalém, alguns chefes dos grupos de famílias entregaram ofertas para tornar a construir o Templo de Deus no mesmo lugar.
69 ସମାନେେ ନିଜ ନିଜ ଶକ୍ତି ଅନୁସାରେ ସହେି କର୍ମର ଭଣ୍ତାର ରେ 61 ,000 ଡାରିକନାମକ ସ୍ବର୍ଣ୍ଣମୂଦ୍ରା ଓ 5 ,000 ପାଉଣ୍ତ ରୂପା ଓ ଯାଜକମାନଙ୍କ ନିମନ୍ତେ 100 ବସ୍ତ୍ର ଦେଲେ।
69 Deram para o fundo de construção, de acordo com o que podiam, quinhentos e catorze quilos de ouro, dois mil e oitocentos quilos de prata e cem mantos sacerdotais .
70 ଯାଜକମାନେ ଓ ଲବେୀୟମାନେ ଲୋକମାନଙ୍କ ମଧ୍ଯରୁ କେତକେ ଏବଂ ଗାଯକମାନେ, ଦ୍ବାରପାଳକମାନେ, ନଥୀନୀଯମାନେ ନିଜନିଜ ନଗର ରେ ଓ ସମଗ୍ର ଇଶ୍ରାୟେଲ ନିଜ ନିଜ ନଗର ରେ ବାସ କଲେ।
70 Os sacerdotes, os levitas e algumas pessoas do povo ficaram morando em Jerusalém ou ali perto. Os músicos, os serventes e os porteiros do Templo e os outros israelitas ficaram nas cidades onde os seus antepassados tinham vivido.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Esdras 2, comparar traduções ou montar um estudo — tudo direto pelo WhatsApp.