Romanos 10
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs BKJ
1 ଏ ବାୟ୍ବେଣିମଃନ୍ ମର୍ ନିଜାର୍ ଜାତିର୍ ଲକ୍ମଃନ୍ ମୁକ୍ତି ହାଉତି, ଇରି ମର୍ ମଃନ୍ ବିତ୍ରାର୍ ଇଚା ଆର୍ ଇସ୍ୱରାର୍ ତଃୟ୍ ଇରି ମର୍ ପାର୍ତନା ।
1 Irmãos, o desejo do meu coração e a oração a Deus por Israel é para que eles sejam salvos.
2 କାୟ୍ତାକ୍ବଃଲେକ୍ ଇସ୍ୱରାର୍ ବିସୟେ ଜେ ସେମଃନାର୍ ବଃଡେ ସଃର୍ଦା ଆଚେ, ଇରି ମୁୟ୍ ସେମଃନାର୍ ବାଟ୍ୟା ଅୟ୍ ସାକି ଦେଉଁଲେ, ମଃତର୍ ସେ ସଃର୍ଦା ଗ୍ୟାନ୍ ସଃଙ୍ଗ୍ ନୟ୍ ।
2 Porque eu lhes dou testemunho de que eles têm zelo de Deus, mas não segundo o conhecimento.
3 ବଃଲେକ୍ ମାନାୟ୍ମଃନ୍କେ ଦଃର୍ମି ବଃଲି ଗଃଣ୍ତି କଃରୁକେ ଇସ୍ୱର୍ ଟିକ୍ କଃଲା ଉପାୟ୍କେ ବିସ୍ୱାସ୍ ନଃକେରି ସେମଃନ୍ ଦଃର୍ମି ଅଃଉଁକେ ନିଜାର୍ ବାଟେ ଚାଲି ଆଚ୍ତି ସେତାର୍ଗିନେ ଇସ୍ୱରାର୍ ସେ ବାଟ୍କେ ଚାଡି ଆଚ୍ତି ।
3 Porque ignorando a justiça de Deus, e procurando estabelecer a sua própria justiça, não se sujeitaram à justiça de Deus.
4 କ୍ରିସ୍ଟ ହଃକା ମସାର୍ ବିଦିର୍ ସଃରାସଃରି, ତାର୍ ତଃୟ୍ ହଃକା ବିସ୍ୱାସ୍ କଃଲେକ୍ ନଃର୍ମାନାୟ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣ୍ତି ଅୟ୍ଦ୍ ।
4 Porque Cristo é o fim da lei, para justiça de todo aquele que crê.
5 ବିଦି ମାନ୍ଲେକ୍ ଦଃର୍ମି ଅଃଉତା ବିସୟେ ମସା ଲେକି ଆଚେ, “ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ବଲ୍ ମାନ୍ତି ସେମଃନ୍ ଜିବନ୍ ହାଉତି ।”
5 Porque Moisés descreve a justiça que é pela lei: O homem que faz estas coisas, viverá por elas.
6 ମଃତର୍ ବିସ୍ୱାସ୍ ଗିନେ ଦଃର୍ମି ଗଃଣା ଅଃଉତା ବିସୟେ ସାସ୍ତରେ ଲେକା ଆଚେ, “ମଃନେ ମଃନେ କଃଉଆ ନାୟ୍ କେ ସଃର୍ଗେ ଜାୟ୍ଦ୍, କ୍ରିସ୍ଟକେ ଉତ୍ରାୟ୍ ଆଣୁକେ ?
6 Mas a justiça que é pela fé diz assim: Não digas em teu coração: Quem subirá ao céu? (isto é, para fazer Cristo descer),
7 କି କେ ହଃତାଳ୍ହୁରେ ଜାୟ୍ଦ୍ କ୍ରିସ୍ଟକେ ମଃଲା ଲକାର୍ ବିତ୍ରେହୁଣି ଉଟାୟ୍ ଆଣୁକେ ? ଇ କଃତା ତୁମିମଃନ୍ ହଃଚାର୍ତା ଲଳାନାୟ୍ ।
7 ou: Quem descerá ao abismo? (isto é, para fazer Cristo subir dentre os mortos).
8 କାୟ୍ତାକ୍ ବଃଲେକ୍ ସାସ୍ତର୍ ହଃର୍କାରେ, ‘ଇସ୍ୱରାର୍ କବୁର୍ ତୁମାର୍ ଚଃମେ, ତୁମାର୍ ଟଣ୍ଡେ ଆର୍ ମଃନ୍ବିତ୍ରେ ଆଚେ ।’ ବିସ୍ୱାସ୍ ବିସୟେ ଇ କବୁର୍ ହଃକା ଅଃମି ପର୍ଚାର୍ କଃରୁଲୁ ।
8 Mas o que diz? A palavra está junto de ti, na tua boca e no teu coração; esta é a palavra da fé, que nós pregamos,
9 ତଃବେ ତୁମି ଜଦି ଟଣ୍ଡେ ଜିସୁକେ ମାପ୍ରୁ ବଃଲି କଃଉଆସ୍ ଆର୍ ଇସ୍ୱର୍ ତାକେ ମଃଲା ଲକାର୍ ବିତ୍ରେହୁଣି ଉଟାୟ୍ ଆଚେ ବଃଲି ମଃନ୍ ବିତ୍ରେ ବିସ୍ୱାସ୍ କଃରାସ୍ ତଃବେ ମୁକ୍ତି ହାଉଆସ୍;
9 se confessares com a tua boca o Senhor Jesus, e creres em teu coração que Deus o ressuscitou dentre os mortos, tu serás salvo.
10 ମଃନ୍ବିତ୍ରେ ବିସ୍ୱାସ୍ ଗିନେ ଅଃମିମଃନ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣ୍ତି ଅଃଉଁହାରୁଆଁ ଆର୍ ଟଣ୍ଡେ ମାପ୍ରୁ ବଃଲି କୟ୍ଲେକ୍ ଅଃମିମଃନ୍ ମୁକ୍ତି ହାଉଁହାରୁଆଁ ।
10 Porque com o coração o homem crê para a justiça, e com a boca faz confissão para a salvação.
11 ତଃବେ ସାସ୍ତର୍ କଃଉଁଲି, ଜେ କେ ତାର୍ ତଃୟ୍ ବିସ୍ୱାସ୍ କଃରେଦ୍ ସେ ଲାଜ୍ ନଃହାୟ୍ ।
11 Porque a escritura diz: Todo aquele que nele crer não será envergonhado.
12 ବଃଲେକ୍ ଜିଉଦି ଆର୍ ଅଜିଉଦି ଲକାର୍ ବିତ୍ରେ କାୟ୍ହେଁ ବିନ୍ ନାୟ୍, ବଃଲେକ୍ ସଃବୁ ଲକାର୍ ତ ଗଟେକ୍ ମାପ୍ରୁ, ଆର୍ ଜଃତେକ୍ ଲକ୍ ତାର୍ ତଃୟ୍ ପାର୍ତ୍ନା କଃର୍ତି ସେ ସଃବୁ ଲକମଃନ୍କେ ସେ ଜଃବର୍ ଆସିର୍ବାଦ୍ କଃରେଦ୍ ।
12 Porque não há diferença entre judeu e grego; pois o mesmo Senhor de todos é rico para com todos os que o invocam.
13 ବଃଲେକ୍ ଜେହେଁ ମାପ୍ରୁର୍ ନାଉଁ ଦଃରି ପାର୍ତ୍ନା କଃରେଦ୍ ସେ ମୁକ୍ତି ହାୟ୍ଦ୍ ।”
13 Porque todo aquele que invocar o nome do Senhor será salvo.
14 ତଃବେ ସେମଃନ୍ ଜାକେ ବିସ୍ୱାସ୍ ନଃକେର୍ତି, ତାର୍ ତଃୟ୍ କଃନ୍କଃରି ପାର୍ତ୍ନା କଃର୍ତି ? ଆରେକ୍ ଜାର୍ ବିସୟେ ସେମଃନ୍ ନଃସୁଣ୍ତି କଃନ୍କଃରି ତାର୍ ତଃୟ୍ ବିସ୍ୱାସ୍ କଃର୍ତି ? ଆର୍ ପର୍ଚାର୍ କଃର୍ତା ଲକ୍ ନୟ୍ଲେକ୍ ସେମଃନ୍ କଃନ୍କଃରି ସୁଣ୍ତି ?
14 Como então eles invocarão aquele em quem não creram? E como eles crerão naquele de quem não ouviram? E como eles ouvirão, se não há quem pregue?
15 ଆରେକ୍ ନିକ କବୁର୍ ପର୍ଚାର୍ କଃର୍ତା ଲକେ ନଃହେଟାୟ୍ଲେକ୍ କଃନ୍କଃରି ପର୍ଚାର୍ କଃର୍ତି ? ଜଃନ୍କଃରି ଲେକା ଆଚେ, ଜୁୟ୍ ଲକ୍ମଃନ୍ ନିକ କବୁର୍ ଆଣ୍ତି ସେମଃନାର୍ ହାଦ୍ କଃଡେକ୍ ସୁନ୍ଦୁର୍ ।
15 E como eles pregarão, se não forem enviados? Como está escrito: Quão formosos são os pés dos que pregam o evangelho de paz, dos que trazem boas notícias de boas coisas!
16 ମଃତର୍ ସଃବୁ ଲକ୍ ସେ ନିକ କବୁର୍କେ ନଃମାନ୍ଲାୟ୍ । ବଃଲେକ୍ ଜିସାୟ୍ ଲେକି ଆଚେ, “ଏ ମାପ୍ରୁ କେ ଅଃମାର୍ କବୁର୍ ସୁଣି ବିସ୍ୱାସ୍ କଃରି ଆଚେ ?”
16 Mas nem todos obedeceram ao evangelho; pois Isaías diz: Senhor, quem creu na nossa notícia?
17 ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
17 Assim então, a fé vem pelo ouvir, e o ouvir pela palavra de Deus.
18 ମଃତର୍ ମୁଁୟ୍ ହଃଚାରୁଲେ, ସେମଃନ୍ କି ସେ ନିକ କବୁର୍ ନଃସୁଣ୍ତି ? ହେଁ ବାୟଃଦ୍ରେ ସେମଃନ୍ ସୁଣି ଆଚ୍ତି, ବଃଲେକ୍ ସାସ୍ତରେ ଲେକା ଆଚେ,
18 Mas eu digo: Eles não ouviram? Sim, verdadeiramente, o seu som saiu por toda a terra, e as suas palavras até aos confins do mundo.
19 ମଃତର୍ ଆରେକ୍ ମୁୟ୍ଁ ହଃଚାରୁଲେ, ଇସ୍ରାଏଲ୍ ଲକ୍ମଃନ୍ କାୟ୍ ବୁଜି ନଃରିଲାୟ୍ ? ହୁର୍ବେ ମସାର୍ ବଃଳ୍ ଇସ୍ୱର୍ କୟ୍ଲା,
19 Mas eu digo: Israel não o soube? Primeiramente diz Moisés: Vou provocá-los em ciúmes com aqueles que não são povo, e com a nação insensata vos provocarei à ira.
20 ତାର୍ ହଃଚେ ଜିସାୟ୍ ଅଃଦିକାର୍ ସଃଙ୍ଗ୍ କଃଉଁଲା,
20 Mas Isaías é muito corajoso, e diz: Eu fui achado pelos que não me buscavam; fui manifestado aos que não perguntavam por mim.
21 ମଃତର୍ ଇସ୍ୱର୍ ଇସ୍ରାଏଲ୍ମଃନାର୍ ବିସୟେ କଃଉଁଲା, ମୁୟ୍ଁ ଅମାନ୍ୟାର୍ ଆର୍ ଗଃଣ୍ଡ୍ଗଳ୍ କାରି ଲକମଃନାର୍ ଉହ୍ରେ ସଃବୁ ବଃଳ୍ ମର୍ ଆତ୍ ଲାମାୟ୍ କୁଦୁଲେ ।
21 Mas para Israel ele diz: Todo o dia eu estendi as minhas mãos a um povo desobediente e contradizente.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Romanos 10, comparar traduções ou montar um estudo — tudo direto pelo WhatsApp.