Sofonias 2
Oriya Bible (GL_ORIYA) vs NVI
1 ହେ ନିଲର୍ଲଜ ଲୋକମାନେ, ତୁମ୍ଭମାନେେ ଏକତ୍ରୀତ ହୁଅ।
1 Reúna-se e ajunte-se, nação sem pudor,
2 ତୁମ୍ଭ ଉପ ରେ ବିଗ୍ଭର ଆସିବା ପୂର୍ବରୁ, ତୁଷ ପରି ସୁଯୋଗ ହରାଇବା ପୂର୍ବରୁ, ସଦାପ୍ରଭୁଙ୍କର କୋରଧ ତୁମ୍ଭ ଉପ ରେ ଆସିବା ପୂର୍ବରୁ, ସଦାପ୍ରବୁଙ୍କର ଭୟଙ୍କର କୋର୍ଧର ଶଷଦେିନ ଆସିବା ପୂର୍ବରୁ, ତୁମ୍ଭମାନେେ ଏକତ୍ରୀତ ହୁଅ।
2 antes que chegue o tempo determinado e aquele dia passe como a palha, antes que venha sobre vocês a ira impetuosa do Senhor, antes que o dia da ira do Senhor os alcance.
3 ସବୁ ବିନଯୀ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଆସ! ତାଙ୍କ ବ୍ଯବସ୍ଥାକୁ ମାନ। ଧର୍ମର ଅନ୍ବଷେଣ କର, ନମ୍ରତାର ଅନ୍ବଷେଣ କର, ହୁଏତ ସଦାପ୍ରଭୁ ତାଙ୍କର କୋରଧ ଦଖାଇେଲା ବେଳେ ତୁମ୍ଭମାନେେ ନିରାପଦ ହବେ।
3 Busquem o Senhor, todos vocês humildes do país, vocês que fazem o que ele ordena. Busquem a justiça, busquem a humildade; talvez vocês tenham abrigo no dia da ira do Senhor.
4 ଘସା ରେ କାହାରିକୁ ଛଡାୟିବ ନାହିଁ। ଅସ୍କିଲୋନ ଧ୍ବଂସ ହବେ, ମଧ୍ଯାହ୍ନ ସୁଦ୍ଧା ଲୋକମାଙ୍କୁ ଅସଦୋଦ୍ ଛାଡିବାକୁ ବାଧ୍ଯ କରାୟିବ। ଇକ୍ରୋଣ ଶୂନ୍ଯ ହାଇଯେିବ।
4 Gaza será abandonada, e Ascalom ficará arruinada. Ao meio-dia Asdode será banida, e Ecrom será desarraigada.
5 ତୁମ୍ଭେ କରେଥୀଯର ଲୋକମାନେ, ତୁମ୍ଭମାନେେ ସମୁଦ୍ର ନିକଟରେ ରହୁଛ, ସଦାପ୍ରଭୁଙ୍କଠାରୁ ତୁମ୍ଭମାନଙ୍କ ବିଷଯ ରେ ଏହି ବାର୍ତ୍ତା ଅଟେ। ହେ କିଣାନ, ହେ ପଲେଷ୍ଟୀୟ, ତୁମ୍ଭମାନେେ ସମସ୍ତେ ଧ୍ବଂସ ହବେ। ତୁମ୍ଭମାନଙ୍କ ମଧ୍ଯରୁ କହେି ବଞ୍ଚିବେ ନାହିଁ।
5 Ai de vocês que vivem junto ao mar, nação dos quereteus; A palavra do Senhor está contra você, ó Canaã, terra dos filisteus. "Eu a destruirei, e não sobrará ninguém".
6 ସମୁଦ୍ର ନିକଟରେ ଥିବା ଭୂମି ମଷେପାଳକ ଓ ସମାନଙ୍କେର ମଷେମାନଙ୍କ ପାଇଁ ଶୂନ୍ଯ ହାଇଯେିବ।
6 Essa terra junto ao mar, onde habitam os quereteus, será morada de pastores e curral de ovelhas.
7 ତା'ପ ରେ ସହେି ରାଜ୍ଯ ଯିହୁଦାର ରକ୍ଷାକର୍ତ୍ତାଙ୍କ ଅଧିକାରକୁ ଆସିବ। ସଦାପ୍ରଭୁ ଯିହୁଦାର ସହେି ଲୋକମାନଙ୍କୁ ସ୍ମରଣ କରିବେ। ସହେି ଲୋକମାନେ ବିଦେଶ ରେ ବନ୍ଦୀ। କିନ୍ତୁ ସଦାପ୍ରଭୁ ସମାନଙ୍କେୁ ଫରୋଇ ଆଣିବେ। ତା'ପ ରେ ଯିହୁଦାର ଲୋକମାନେ ସମାନଙ୍କେର ମଷଗେୁଡିକୁ ସହେି ପଡିଆ ରେ ଚରିବାକୁ ଦବେେ। ସନ୍ଧ୍ଯା ବେଳେ ଅସ୍କିଲୋନର ଶୂନ୍ଯ ଗୃହ ରେ ସମାନେେ ପଡି ରହିବେ।
7 Ela pertencerá ao remanescente da tribo de Judá. Ali encontrarão pastagem; e ao entardecer, eles se deitarão nas casas de Ascalom. Pois o Senhor, o seu Deus, cuidará deles; ele restaurará a sorte deles.
8 ସଦାପ୍ରଭୁ କୁହନ୍ତି, ଆମ୍ଭେ ଶୁଣିଛୁ ମାଯାେବ ଓ ଅମ୍ମାନରେ ଲୋକମାନେ କ'ଣ କହିଲେ। ସହେି ଲୋକମାନେ ଆମ୍ଭ ଲୋକମାନଙ୍କୁ ଅପମାନିତ କଲେ। ସମାନେେ ନିଜର ରାଜ୍ଯକୁ ବଢାଇବା ପାଇଁ ସମାନଙ୍କେର ଜମି ସବୁ ଅକ୍ତିଆର କଲେ।
8 "Ouvi os insultos de Moabe e as zombarias dos amonitas, que insultaram o meu povo e fizeram ameaças contra o seu território.
9 ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମାୟୋବ ଓ ଅମ୍ମାନରେ ଲୋକମାନେ ସଦୋମ ଓ ହ ମାରୋ ପରି ଧ୍ବଂସ ହବେେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସମାନଙ୍କେର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହବେ। ସମାନଙ୍କେର ଭୂମିରେ ଅନାବନା ଗଛ ବ୍ଯାପିୟିବ। ମରୁସାଗର ପରି ସମାନଙ୍କେର ଭୁମି ଲବଣାକ୍ତ ହବେ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫରେିପାଇବେ।
9 Por isso, juro pela minha vida", declara o Senhor dos Exércitos, o Deus de Israel, "Moabe se tornará como Sodoma e os amonitas como Gomorra: um lugar tomado por ervas daninhas e poços de sal, uma desolação perpétua. O remanescente do meu povo os saqueará; os sobreviventes da minha nação herdarão a terra deles".
10 ମାୟୋବ ଓ ଅମ୍ମାନରେ ଲୋକମାନଙ୍କ ପାଇଁ ଏହିସବୁ ଘଟିବ କାରଣ ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଲୋକମାନଙ୍କ ପ୍ରତି ଗର୍ବୀ ଓ ନିଷ୍ଠୁର ହାଇେଥିଲେ ଏବଂ ସମାନଙ୍କେୁ ଅପମାନିତ କରିଥିଲେ।
10 É isso que eles receberão como recompensa pelo seu orgulho, por insultarem e ridicularizarem o povo do Senhor dos Exércitos.
11 ସହେି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ବଂସ କରିବେ। ତା'ପ ରେ ସବୁ ଦେଶ ରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।
11 O Senhor será terrível com eles, quando destruir todos os deuses da terra. As nações de todo o mundo o adorarão, cada uma em sua própria terra.
12 ଏପରିକି ଇଥିଓପିଆର ଲୋକମାନଙ୍କୁ ମଧ୍ଯ ସଦାପ୍ରଭୁଙ୍କର ଖଡ୍ଗ ବିନାଶ କରିବ।
12 "Vocês também, ó etíopes, serão mortos pela minha espada. "
13 ସଦାପ୍ରଭୁ ଉତ୍ତରକୁ ଯିବେ ଏବଂ ଅଶୂରକୁ ଦଣ୍ତ ଦବେେ। ନୀନିବୀ ଗୋଟିଏ ଶୂନ୍ଯ ଶୁଷ୍କ ମରୁଭୂମିରେ ପରିଣତ ହବେ।
13 Ele estenderá a mão contra o norte e destruirá a Assíria, deixando Nínive totalmente em ruínas, tão seca como o deserto.
14 ତା'ପ ରେ କବଳେ ମଷେମାନେ ଓ ହିଂସ୍ର ପଶୁ ସହେି ଧ୍ବଂସ ନଗରୀ ରେ ବାସ କରିବେ। ପଚୋ ଓ କାଉମାନେ ପରିତ୍ଯକ୍ତ ସ୍ତମ୍ଭମାନଙ୍କ ରେ ବସିବେ। ସମାନଙ୍କେର ରାବ ଝରକା ବାଟେ ଶୁଣାୟିବ। କାଉଗୁଡିକ ଦ୍ବାର ପାହାଚ ଉପ ରେ ବସିବେ। ପ୍ରବେଶପଥ ଧ୍ବଂସ ଏବଂ ନିର୍ଜ୍ଜନ ହବେ। ଏରସ କଡିକାଠ ଖାଲିେ ଦିଆୟିବ।
14 No meio dela se deitarão rebanhos e todo tipo de animais selvagens. Até a coruja do deserto e o mocho se empoleirarão no topo de suas colunas. Seus gritos ecoarão pelas janelas. Haverá entulho nas entradas, e as vigas de cedro ficarão expostas.
15 ନୀନିବୀ ବର୍ତ୍ତମାନ ଗର୍ବିତ ଅଟେ। ଲୋକମାନେ ନିଜକୁ ଅତି ନିରାପଦ ମନେ କରନ୍ତି। ସମାନେେ ଭାବନ୍ତି ନୀନିବୀ ପୃଥିବୀ ରେ ସବୁଠାରୁ ମହାନ୍ ସ୍ଥାନ। କିନ୍ତୁ ସହେି ନଗରୀ ମଧ୍ଯ ଧ୍ବଂସ ହବେ। ଏହା ଏକ ଶୂନ୍ଯସ୍ଥାନ ହବେ ଯେଉଁଠା ରେ କବଳେ ବନ୍ଯପ୍ରାଣୀମାନେ ବିଶ୍ରାମ କରିବେ। ସହେି ବାଟ ଦଇେ ଯାଉଥିବା ଲୋକମାନେ ଶୁଶୁରି ବଜାଇବେ, ମୁଣ୍ତ ହଲାଇବେ ଯେତବେେଳେ ସମାନେେ ସହେି ନଗରୀଟିକୁ ଅତି ଶୋଚନୀଯ ଭାବରେ ଧ୍ବଂସ ହବୋର ଦେଖିବେ।
15 Essa é a cidade que exultava, vivendo despreocupada, e dizia para si mesma: "Eu, e mais ninguém! " Que ruínas sobraram! Uma toca de animais selvagens! Todos os que passam por ela zombam e sacodem os punhos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Sofonias 2, comparar traduções ou montar um estudo — tudo direto pelo WhatsApp.