Josué 13

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଯେତବେେଳେ ଯିହାଶୂେୟ ଅତ୍ଯଧିକ ବୃଦ୍ଧ ହାଇଗେଲେ, ସଦାପ୍ରଭୁ ତାଙ୍କୁ କହିଲେ, ୟିହୋଶୂଯ ତୁମ୍ଭେ ବକ୍ସ୍ଟଢା ହାଇଗେଲଣି। କିନ୍ତୁ ଆହକ୍ସ୍ଟରୀ ଅନକେ ଦେଶକକ୍ସ୍ଟ ଜଯ କରିବା ପାଇଁ ବାକି ଅଛି।
1 Sendo Josué já velho, de idade bastante avançada, o Senhor lhe disse: "Você já está velho, e ainda há muita terra para ser conquistada.
2 ତୁମ୍ଭେ ଏପର୍ୟ୍ଯନ୍ତ ଯେଉଁ ଦେଶଗକ୍ସ୍ଟଡିକ ତକ୍ସ୍ଟମ୍ଭ ଅଧିନକକ୍ସ୍ଟ ନଇେ ନାହିଁ, ସଗେକ୍ସ୍ଟଡିକ ହେଲା ପଲେଷ୍ଟୀୟମାନଙ୍କ ସମସ୍ତ ମଣ୍ତଳ, ଗଶୂରୀଯମାନଙ୍କ ସମସ୍ତ ଅଞ୍ଚଳ।
2 "Esta é a terra que resta: todas as regiões dos filisteus e dos gesuritas;
3 ଶୀହାରଠାେରକ୍ସ୍ଟ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା'ର ଉତ୍ତରାଞ୍ଚଳକକ୍ସ୍ଟ ବର୍ତ୍ତମାନ ପର୍ୟ୍ଯନ୍ତ ତୁମ୍ଭେ ନିଯନ୍ତ୍ରଣକକ୍ସ୍ଟ ନଇନୋହିଁ। ବର୍ତ୍ତମାନ ସକ୍ସ୍ଟଦ୍ଧା ସହେି ଦେଶ କିଣାନୀଯମାନଙ୍କର ଅଟେ। ଏହି ପାଞ୍ଚଜଣଙ୍କକ୍ସ୍ଟ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାତ୍ ଓ ଇକ୍ରୋଣର ନେତାଗଣଙ୍କକ୍ସ୍ଟ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ।
3 desde o rio Sior, próximo ao Egito, até o território de Ecrom, ao norte, todo esse território considerado cananeu. Abrange a região dos aveus, isto é, dos cinco chefes filisteus, governantes de Gaza, de Asdode, de Ascalom, de Gate e de Ecrom.
4 ଦକ୍ଷିଣ ରେ ବାସ କରୁଥିବା ଅଦ୍ଦଦୀଯମାନଙ୍କୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ। ତୁମ୍ଭକୁ କିଣାନୀଯମାନଙ୍କର ସମସ୍ତ ଦେଶକକ୍ସ୍ଟ ଏବଂ ମିଦିଯୋନୀଯମାନଙ୍କର ମିଯାରା ଓ ଅଫେକ୍ ଓ ଇମାରେୀୟମାନଙ୍କର ସୀମା ପର୍ୟ୍ଯନ୍ତ ପରାସ୍ତ କରିବାକୁ ହବେ।
4 Resta ainda, desde o sul, toda a terra dos cananeus, desde Ara dos sidônios até Afeque, a região dos amorreus,
5 ତୁମ୍ଭେ ଏପର୍ୟ୍ଯନ୍ତ ଗିବଲିଯମାନଙ୍କ ଦେଶକକ୍ସ୍ଟ ପରାସ୍ତ କରି ନାହିଁ। ଏବଂ ହର୍ମୋଣ ପର୍ବତର ତଳସ୍ଥିତ ବାଲଗାଦ୍ଠାରକ୍ସ୍ଟ ହମାତ ରେ ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ ପୂର୍ବ ଦିଗସ୍ଥ ସମସ୍ତ ଲିବା ନୋନ୍। ଏମାନଙ୍କୁ ପରାସ୍ତ କରିବ।
5 a dos gibleus, todo o Líbano, para o leste, desde Baal-Gade, ao pé do monte Hermom, até Lebo-Hamate.
6 ସୀଦୋନୀଯ ଲୋକମାନେ ଯେଉଁ ଦେଶ ରେ ବାସ କରୁଛନ୍ତି, ଲିବାନୋନଠାରକ୍ସ୍ଟ ମିଷ୍ରଫୋତ୍ମଯିମ ପର୍ୟ୍ଯନ୍ତ ଦେଶ ରେ କିନ୍ତୁ ଆମ୍ଭେ ଇଶ୍ରାୟେଲ ସନ୍ତାନଗଣ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେକ୍ସ୍ଟ। ତୁମ୍ଭେ ମାେ ଆଜ୍ଞାନକ୍ସ୍ଟସା ରେ ସହେି ଦେଶ ଅଧିକାର କରିବା ପାଇଁ ଇଶ୍ରାୟେଲଙ୍କକ୍ସ୍ଟ କବଳେ ବାଣ୍ଟି ଦିଅ।
6 "Todos os habitantes das montanhas, desde o Líbano até Misrefote-Maim, isto é, todos os sidônios; eu mesmo os expulsarei da presença dos israelitas. Você, porém, distribuirá esta terra a Israel por herança, como lhe ordenei,
7 ବର୍ତ୍ତମାନ ଅଧିକାର ନିମିତ୍ତ ନଅ ବଂଶକକ୍ସ୍ଟ ଓ ମନଃଶିର ଅର୍ଦ୍ଧବଂଶକକ୍ସ୍ଟ ଏହି ଭୂମି ବଣ୍ଟନ କରିଦିଅ।
7 repartindo-a agora entre as nove tribos e a metade da tribo de Manassés".
8 ରକ୍ସ୍ଟବନରେ ବଂଶ, ଗାଦ୍ ଏବଂ ମନଃଶିର ଅର୍ଦ୍ଧ ବଂଶଧରମାନେ ସମାନଙ୍କେର ଦେଶକକ୍ସ୍ଟ ନଇୟୋଇଛନ୍ତି। ସଦାପ୍ରଭୁଙ୍କର ସବେକ ମାଶାେ, ତାଙ୍କୁ ଏହି ଦେଶଗକ୍ସ୍ଟଡିକ ଦଇେଛନ୍ତି। ତାହା ୟର୍ଦ୍ଦନ ନଦୀର ପୂର୍ବ ଭାଗ ରେ।
8 Com a outra metade da tribo de Manassés, as tribos de Rúben e de Gade já haviam recebido a herança a leste do Jordão, conforme Moisés, servo do Senhor, lhes tinha designado.
9 ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋଯରଠାରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଦୀବୋନ୍ ପର୍ୟ୍ଯନ୍ତ ମଦବୋର ସମସ୍ତ ସମଭୂମି।
9 Esse território se estendia de Aroer, na margem do ribeiro do Arnom, e da cidade situada no meio do vale desse ribeiro, e incluía todo o planalto de Medeba, até Dibom,
10 ସହେି ସମସ୍ତ ସହର ରେ ଇମାରେୀୟମାନଙ୍କର ରାଜା ସୀହାନେ ସହେି ଦେଶ ରେ ରାଜତ୍ବ କରୁଥିଲେ। ସେ ହିଷ୍ବୋନ ରେ ଶାସନ କରୁଥିଲେ। ସହେି ଦେଶ ଅେମ୍ମାନୀୟମାନଙ୍କର ସୀମା ପର୍ୟ୍ଯନ୍ତ ଥିଲା।
10 e todas as cidades de Seom, rei dos amorreus, que governava em Hesbom, e prosseguia até a fronteira dos amonitas.
11 ଗିଲିଯଦ ଓ ଗଶକ୍ସ୍ଟରୀଯମାନଙ୍କ ଓ ମାଖାଥୀଯମାନଙ୍କ ଅଞ୍ଚଳ ଓ ସମକ୍ସ୍ଟଦାଯ ହର୍ମୋଣ ପର୍ବତ ଓ ସଲଖା ପର୍ୟ୍ଯନ୍ତ ସମସ୍ତ ବାସନ ସୀମା ପର୍ୟ୍ଯନ୍ତ ଥିଲା।
11 Também incluía Gileade, o território dos gesuritas e maacatitas, toda a região do monte Hermom e toda a Basã, até Salcá,
12 ରାଜା ଓଗ୍ଙ୍କର ସମସ୍ତ ରାଜ୍ଯ ସହେି ଦେଶ ରେ ଥିଲା ରଫାଯୀଯମାନଙ୍କ ବଂଶଧର। ରାଜା ବାଶନ ରେ ଶାସନ କରୁଥିଲେ। ପୂର୍ବ କାଳ ରେ ସେ ଅଷ୍ଟାରୋତ୍ ଏବଂ ଇଦ୍ରିଯୀ ରେ ଶାସନ କରୁଥିଲେ। ଅତୀତର ମାଶାେ ସହେି ଲୋକମାନଙ୍କର ଦେଶକକ୍ସ୍ଟ କରଗତ କରିଥିଲେ।
12 isto é, todo o reino de Ogue, em Basã, que tinha reinado em Asterote e Edrei, um dos últimos refains sobreviventes. Moisés os tinha derrotado e tomado as suas terras.
13 ଇଶ୍ରାୟେଲର ସନ୍ତାନଗଣ ଗଶକ୍ସ୍ଟରୀଯମାନଙ୍କ ଓ ମାଖାଥୀଯମାନଙ୍କୁ ଘଉଡାଇ ଦଇେ ନ ଥିଲେ। ଆଜି ପର୍ୟ୍ଯନ୍ତ ସହେି ଲୋକମାନେ ଇଶ୍ରାୟେଲୀୟମାନଙ୍କ ସହିତ ବାସ କରୁଛନ୍ତି।
13 Mas os israelitas não expulsaram os gesuritas e maacatitas, de modo que até hoje continuam a viver no meio deles.
14 କବଳେ ଲବେୀ ଏକ ବଂଶଧର ଯେ କି ଜମା ଭୂମି ପାଇନଥିଲେ। ଲବେୀୟମାନେ ଶସ୍ଯ ନବୈେଦ୍ଯ ଓ ହାମବେଳି ପାଇଲେ, ଯାହାକି ସଦାପ୍ରଭୁ ଇଶ୍ରାୟେଲର ପରମେଶଓରଙ୍କୁ ଉତ୍ସର୍ଗ କରାଯାଉଥିଲା। ଏହା ସଦାପ୍ରଭୁଙ୍କ ପ୍ରତିଜ୍ଞାନକ୍ସ୍ଟସା ରେ ଥିଲା।
14 Mas à tribo de Levi não deu herança alguma, visto que as ofertas preparadas no fogo ao Senhor, ao Deus de Israel, são a herança deles, como já lhes dissera.
15 ମାଶାେ ରକ୍ସ୍ଟବନେ ପରିବାରବର୍ଗ ପ୍ରେତ୍ୟକକଙ୍କକ୍ସ୍ଟ ସମାନଙ୍କେର ଗୋତ୍ରନକ୍ସ୍ଟସା ରେ ଅଧିକାର ଦେଲେ।
15 À tribo de Rúben, clã por clã, Moisés dera o seguinte território:
16 ଅର୍ନୋନ ଉପତ୍ୟକା ନିକଟସ୍ଥ ଅରୋଯରଠାେରକ୍ସ୍ଟ ଉପତ୍ୟକା ମଧ୍ଯବର୍ତ୍ତୀ ନଗର ଓ ମଦବୋ ନିକଟସ୍ଥ ସମସ୍ତ ସମତଳ ଭୂମି ସମାନଙ୍କେର ସୀମା ଥିଲା।
16 Desde Aroer, na margem do ribeiro do Arnom, e desde a cidade situada no meio do vale desse ribeiro, e todo o planalto depois de Medeba,
17 ହିଷ୍ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମତ୍ବାଲ ଓ ବୈତ୍ବାଲ ମିଯୋନ।
17 até Hesbom e todas as suas cidades no planalto, inclusive Dibom, Bamote-Baal, Bete-Baal-Meom,
18 ୟହସ୍, କଦମୋେତ୍ ଓ ମଫୋତ୍।
18 Jaza, Quedemote, Mefaate,
19 କରିଯାଥଯିମ୍, ସିବ୍ମା ଓ ତଳ ଭୂମିର ପର୍ବତସ୍ଥ ସରେତ୍ ସହର।
19 Quiriataim, Sibma, Zerete-Saar, na encosta do vale,
20 ବୈଥ୍ପିଯୋର, ଅସଦୋତ୍, ପିସ୍ଗା, ବୈଥ୍ୟିଶିମାେତ୍ ତହିଁର ଏହି ସମସ୍ତ ନଗର।
20 Bete-Peor, as encostas do Pisga, e Bete-Jesimote:
21 ଏହିପରି ସମତଳର ସମସ୍ତ ନଗରକକ୍ସ୍ଟ ମିଶାଇ ଓ ଇ ମାରେୀଯର ରାଜା ସୀହାନେ, ୟିଏ ହିଷ୍ବୋନ ରେ ରାଜତ୍ବ କରୁଥିଲେ, ତାଙ୍କର ସମସ୍ତ ଅଞ୍ଚଳକକ୍ସ୍ଟ ମିଶାଇ ଏହି ଦେଶ ଗଠିତ ହେଲା। ମାଶାେ ତାଙ୍କୁ ଓ ମିଦୀଯୋନର ନତେୃବର୍ଗ ଓ ସୀହାନରେ ରାଜପକ୍ସ୍ଟତ୍ରମାନଙ୍କୁ ମଧ୍ଯ ଇବି, ରକମେ, ସୂର, ହର ଓ ରବୋକକ୍ସ୍ଟ ପରାସ୍ତ କଲେ।
21 todas as cidades do planalto e todo o domínio de Seom, rei dos amorreus, que governava em Hesbom. Moisés o tinha derrotado, bem como aos líderes midianitas Evi, Requém, Zur, Hur e Reba, aliados de Seom, que viviam naquela terra.
22 ଇଶ୍ରାୟେଲ ସନ୍ତାନଗଣ ଖଣ୍ତା ରେ ଯେଉଁମାନଙ୍କୁ ହତ୍ଯା କରିଥିଲେ, ସମାନଙ୍କେ ମଧିଅରେ ଥିଲେ, ବିଯୋରର ପକ୍ସ୍ଟତ୍ର ମନ୍ତ୍ରଜ୍ଞ ବିଲିଯମକକ୍ସ୍ଟ ମଧ୍ଯ ହତ୍ଯା କରିଥିଲେ।
22 Além dos que foram mortos na guerra, os israelitas mataram à espada Balaão, filho de Beor, que praticava adivinhação.
23 ଆଉ ୟର୍ଦ୍ଦନ ନଦୀ, ରୂବନକେକ୍ସ୍ଟ ଦିଆୟାଇଥିବା ଦେଶର ସୀମା ଥିଲା। ରୂବନେ ପରିବାରବର୍ଗର ଗୋ୍ଟୀ ତାଲିକା ଭକ୍ସ୍ଟକ୍ତ ସହର ଓ କ୍ଷତେ ପାଇଲେ।
23 A fronteira da tribo de Rúben era a margem do Jordão. Essas cidades e os seus povoados foram a herança de Rúben, clã por clã.
24 ଏହା ହେଉଛି ସହେି ଭୂମି, ଯାହାକକ୍ସ୍ଟ ଗାଦ ବଂଶଧରମାନଙ୍କୁ ଗୋଷ୍ଠୀଅନକ୍ସ୍ଟସା ରେ ମାଶାେ ଦାନ କରିଥିଲେ। ମାଶାେ ମଧ୍ଯ ପ୍ରେତ୍ୟକକ ବଂଶଧରକକ୍ସ୍ଟ ଜମି ଦାନ କରିଥିଲେ।
24 À tribo de Gade, clã por clã, Moisés dera o seguinte território:
25 ୟା ସରମାନଙ୍କେର ଭୂମି ଏବଂ ଗିଲିଯଦର ସମସ୍ତ ସହର ମାଶାେ ସମାନଙ୍କେୁ ଦେଲେ। ସେ ମଧ୍ଯ ଅମ୍ମାନେ ସନ୍ତାନଗଣମାନଙ୍କ ଅର୍ଦ୍ଧକେ ଜମିକକ୍ସ୍ଟ ଦାନ କରିଥିଲେ। ତାହା ଅରୋଯରେ ପୂର୍ବସ୍ଥିତ ରଦ୍ଦାରଠା ରେ ଥିଲା।
25 O território de Jazar, todas as cidades de Gileade e metade do território amonita até Aroer, perto de Rabá.
26 ହିଷ୍ବୋନ୍ଠାରକ୍ସ୍ଟ ରାମତ୍ ମିସ୍ପୀ ଓ ବଟନୀମ୍ ପର୍ୟ୍ଯନ୍ତ ଓ ମହନଯୀମଠାରକ୍ସ୍ଟ ଦବୀର ସୀମା ପର୍ୟ୍ଯନ୍ତ।
26 Estendia-se desde Hesbom até Ramate-Mispa e Betonim, e desde Maanaim até o território de Debir.
27 ବୈଥାରମର ଓ ବୈଥାନିମ୍ରାର ଓ ସକ୍ସ୍ଟକ୍କୋତ୍ର ଓ ସଫୋନ୍ର ଉପତ୍ୟକା ସହେି ଦେଶ ରେ ସାମିଲ୍ ଥିଲା। ଅବଶିଷ୍ଟ ଦେଶ ଯାହାକି ହିଷ୍ବୋନର ରାଜା ସୀହାନେ ଦ୍ବାରା ଶାସିତ ହେଉଥିଲା, ସହେି ଦେଶ ମଧିଅରେ ସାମିଲ୍ ଥିଲା।
27 No vale do Jordão incluía Bete-Arã, Bete-Ninra, Sucote e Zafom; o restante do domínio de Seom, rei de Hesbom. Abrangia a margem leste do Jordão até o mar de Quinerete.
28 ଏହି ସ୍ଥାନ ଯାହାକି ମାଶାେ ଗାଦ୍ ପରିବାରବର୍ଗଙ୍କକ୍ସ୍ଟ ଦଇେଥିଲେ। ତାଲିକାଭକ୍ସ୍ଟକ୍ତ ସମସ୍ତ ସହର ସହେି ଦେଶ ରେ ସାମିଲ୍ ଥିଲା। ମାଶାେ ସହେି ଦେଶକକ୍ସ୍ଟ ପ୍ରେତ୍ୟକକ ଗାଦୀଯ ଗୋଷ୍ଠୀକକ୍ସ୍ଟ ଦେଲେ।
28 Essa região com suas cidades e povoados foram a herança de Gade, clã por clã.
29 ଆଉ ମାଶାେ ମନଃଶିର ଅର୍ଦ୍ଧ ପରିବାରବର୍ଗକକ୍ସ୍ଟ ସମାନଙ୍କେର ଗୋଷ୍ଠୀ ଦ୍ବାରା ଦିଆୟାଇଥିବା ଦେଶକକ୍ସ୍ଟ ଦେଲେ।
29 À metade da tribo de Manassés, isto é, à metade dos descendentes de Manassés, clã por clã, Moisés dera o seguinte território:
30 ସହେି ଭୂମି ମହନଯୀମଠାରକ୍ସ୍ଟ ଆରମ୍ଭ ହେଲା। ଏହା ମଧ୍ଯ ବାଶନର ଅନ୍ତଭର୍କ୍ସ୍ଟକ୍ତ ହେଲା। ଯାହାକି ଓଗ୍ର ରାଜା ବାଶନର ଶାସନାଧିନ ଥିଲା। ବାଶନ ଅଧିନର ମାଟେ 60 ଟି ସହର ଥିଲା।
30 O seu território se estendia desde Maanaim e incluía toda a região de Basã, todo o domínio de Ogue, rei de Basã: todos os povoados de Jair em Basã, sessenta cidades;
31 ଅର୍ଦ୍ଧକେ ଗିଲିଯଦ, ଅଷ୍ଟାରୋତ୍, ଇଦ୍ରିଯୀ ସହ ଏହି ଦେଶ ସାମିଲ୍ ଥିଲା। ମନଃଶିର ପକ୍ସ୍ଟତ୍ର ମାଖୀରର ବଂଶଧରଗଣଙ୍କକ୍ସ୍ଟ ଏହିସବୁ ଦେଶ ଦିଆୟାଇଥିଲା। ଅର୍ଦ୍ଧକେ ଉତ୍ତରାଧିକାରୀ ଏହି ଦେଶ ପାଇଲେ।
31 metade de Gileade, e Asterote e Edrei, cidades do reino de Ogue, em Basã. Esse foi o território destinado à metade dos descendentes de Maquir, filho de Manassés, clã por clã.
32 ମାଶାେ ଏହି ଭକ୍ସ୍ଟମିଗକ୍ସ୍ଟଡିକ ଏହି ପରିବାରବର୍ଗକକ୍ସ୍ଟ ଦେଲେ। ଯେତବେେଳେ ଲୋକମାନେ ମାୟୋବଠା ରେ ଛାଉଣୀ କରିଥିଲେ, ମାଶାେ ଏପରି କଲେ। ଏହା ୟର୍ଦ୍ଦନ ନଦୀର ଆରପାରିର ଯିରୀହାରେ ପୂର୍ବ ରେ ଥିଲା।
32 Essa foi a herança que Moisés lhes deu quando estava na planície de Moabe, do outro lado do Jordão, a leste de Jericó.
33 ମାଶାେ ଲବେୀ ବଂଶଧରମାନଙ୍କୁ ଆଦୌ ଭୂମି ଦଇନେଥିଲେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରିଥିଲେ, ଯେ ସେ ନିଜେ ସମାନଙ୍କେର ଉତ୍ତରାଧିକାରୀ।
33 Mas à tribo de Levi, Moisés não deu herança alguma; o Senhor, o Deus de Israel, é a herança deles, como já lhes dissera.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Josué 13, comparar traduções ou montar um estudo — tudo direto pelo WhatsApp.