Josué 12

Oriya Bible (GL_ORIYA)

1 ୟର୍ଦ୍ଦନର ପୂର୍ବପାଶର୍‌ବସ୍ଥ ଦେଶଗୁଡିକୁ ଇଶ୍ରାୟେଲର ଲୋକମାନେ ନିଜ ଅଧିନକକ୍ସ୍ଟ ଆଣିଲେ। ଆରୋଣ ପର୍ବତଠାରକ୍ସ୍ଟ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ଓ ଆରାବହଃର ପୂର୍ବ ଦିଗସ୍ଥ ସମସ୍ତ ରାଜାମାନଙ୍କୁ ପରାସ୍ତ କଲେ।

2 ହିଷ୍ବୋନ ନିବାସୀ ଇ ମାରେୀଯଲମାନଙ୍କର ସହରର ସୀହାନେ ରାଜାଙ୍କକ୍ସ୍ଟ ପରାସ୍ତ କଲେ ଓ ଅର୍ନୋନ ଗିରି ସଂକଟ ନିକଟସ୍ଥ ଆ ରଯରେଠାେରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଗିଲିଯଦର ଅର୍ଦ୍ଧ ଦେଶଠାରକ୍ସ୍ଟ ଅମ୍ମାନେ ସନ୍ତାନଗଣର ସୀମାସ୍ଥିତ ୟବୋକ୍ ନଦୀ ପ୍ରର୍ୟ୍ଯନ୍ତ ଶାସନ କଲେ।

3 ସମାନେେ ମଧ୍ଯ ୟର୍ଦ୍ଦନର ପୂର୍ବ ଉପତ୍ୟକାଠାରକ୍ସ୍ଟ ଗାଲିଲି ହ୍ରଦର ପୂର୍ବ ତୀର ପର୍ୟ୍ଯନ୍ତ ଓ ବୈତ୍ୟିଶିମାେତର ପଥରେ ପଦାଭୂମିସ୍ଥିତ ଲବଣ ସମକ୍ସ୍ଟଦ୍ରର ପୂର୍ବତୀର ପର୍ୟ୍ଯନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶ ରେ ରାଜତ୍ବ କଲେ।

4 ସମାନେେ ମଧ୍ଯ ବାଶନର ରାଜା ଓଗଙ୍କକ୍ସ୍ଟ ପରାସ୍ତ କଲେ। ଓଗ୍ ଥିଲେ, ରଫାଯୀଯ ବଂଶଧର, ସେ ଅଷ୍ଟରୋତ୍ ଓ ଇଦ୍ରିଯୀ ରେ ଶାସନ କରୁଥିଲେ।

5 ଓଗ୍ ମଧ୍ଯ ହର୍ମୋଣ ପର୍ବତ ରେ, ସଲଖା ରେ, ଗଶୂରୀଯମାନଙ୍କ ଓ ମାଖାଥୀଯମାନଙ୍କ ସୀମା ପର୍ୟ୍ଯନ୍ତ ସମକ୍ସ୍ଟଦାଯ ବାଶନ ଦେଶ ରେ ଓ ହିଷ୍ବୋନ୍ର ରାଜା ସୀହାନରେ ସୀମା ପର୍ୟ୍ଯନ୍ତ ଗିଲିଯଦର ଅର୍ଦ୍ଧ ଦେଶ ରେ ଶାସନ କରୁଥିଲେ।

6 ସଦାପ୍ରଭୁଙ୍କର ଦାସ ମାଶାେ ଏବଂ ଇଶ୍ରାୟେଲର ଲୋକମାନେ ସେ ରାଜାଗଣଙ୍କର ଦେଶକକ୍ସ୍ଟ ପରାସ୍ତ କରିଥିଲେ। ମାଶାେ ସମାନଙ୍କେର ଦେଶଗକ୍ସ୍ଟଡିକ ଗାଦୀଯ ରକ୍ସ୍ଟବନେୀଯ ପରିବାରବର୍ଗଙ୍କକ୍ସ୍ଟ ଏବଂ ମନଃଶିର ଅର୍ଦ୍ଧ ପରିବାରବର୍ଗକକ୍ସ୍ଟ ଦେଲେ।

7 ଇଶ୍ରାୟେଲର ଲୋକମାନେ ମଧ୍ଯ ୟର୍ଦ୍ଦନର ପଶ୍ଚିମ ପାଶର୍‌ବସ୍ଥ ଦେଶର ରାଜାମାନଙ୍କୁ ପରାସ୍ତ କରିଥିଲେ। ଯିହାଶୂେୟ ଏହି ଆକ୍ରମଣର ନତେୃତ୍ବ ନଇେଥିଲେ। ଯିହାଶୂେୟ ସହେି ଦେଶଗୁଡିକୁ ବାରଟି ପରିବାରବର୍ଗ ମଧିଅରେ ବାଣ୍ଟି ଦଇେଥିଲେ। ସେ ଦେଶଗକ୍ସ୍ଟଡିକ ସଦାପ୍ରଭୁ ଦବୋପାଇଁ ପ୍ରତିଜ୍ଞା କରିଥିଲେ। ସହେି ଲୋବାନନ୍ର ବାଲ୍ଗାଦ୍ଠାରକ୍ସ୍ଟ ସଯେୀରର ହାଲକ ପର୍ୟ୍ଯନ୍ତ ଉପତ୍ୟକାଗକ୍ସ୍ଟଡିକ ଥିଲା।

8 ପର୍ବତମଯ ଦେଶ, ତଳଭୂମି, ୟର୍ଦ୍ଦନର ଉପତ୍ୟକା, ପୂର୍ବର ପର୍ବତଗକ୍ସ୍ଟଡିକ, ନଗଭେ ଓ ମରକ୍ସ୍ଟଭୂମି ହୀତ୍ତୀଯ ଇ ମାରେୀଯ, କିଣାନୀଯ, ପରିଷୀଯ, ଓ ହିଦ୍ଦୀଯମାନେ ସଠାେରେ ବାସ କଲେ। ସହେିସବୁ ରାଜାମାନଙ୍କର ତାଲିକା ନିମ୍ନ ରେ ଦିଆଗଲା:

9 ଯିରୀହୋର ରାଜା 1, ବୈଥେ‌ଲ୍‌ର ନିକଟସ୍ଥ ଅୟର ରାଜା 1

10 ଯିରୁଶାଲମର ରାଜା 1, ହିବ୍ରୋଣର ରାଜା 1

11 ଯର୍ମୂତର ରାଜା 1, ଲାଖୀ‌ଶ୍‌ର ରାଜା 1

12 ଇଗ୍ଲୋନର ରାଜା 1, ଗେଷ‌‌ର୍‌‌ର ରାଜା 1

13 ଦବୀରର ରାଜା 1, ଗେଦରର ରାଜା 1

14 ହର୍ମାର ରାଜା 1, ଅରାଦର ରାଜା 1

15 ଲି‌‌ବ୍‌‌ନାର ରାଜା 1, ଅଦୁଲ୍ଲମର ରାଜା 1

16 ମ‌କ୍‌କେଦାର ରାଜା 1, ବୈଥେ‌ଲ୍‌ର ରାଜା 1

17 ତପୂହର ରାଜା 1, ହେଫରର ରାଜା 1

18 ଅଫେକର ରାଜା 1, ଲାଶାରୋଣର ରାଜା 1

19 ମାଦୋନର ରାଜା 1, ହା‌ତ୍‌ସୋରର ରାଜା 1

20 ଶିମ୍ରୋଣ ମରୋଣର ରାଜା 1, ଅ‌କ୍‌ଷଫର ରାଜା 1

21 ତାନ କର ରାଜା 1, ମଗିଦ୍ଦୋର ରାଜା 1

22 କେଦଶର ରାଜା 1, କର୍ମିଲସ୍ଥ ଯଗ୍ନିଯାମର ରାଜା 1

23 ଦୋର ଉପପର୍ବତସ୍ଥିତ ଦୋରର ରାଜା 1, ଗି‌ଲ୍‌ଗଲସ୍ଥ ଗୋୟିମର ରାଜା 1

24 ତିର୍ସାର ରାଜା 1

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Josué 12, comparar traduções ou montar um estudo — tudo direto pelo WhatsApp.