Jeremias 5

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ୟିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଚାରିଆଡ଼କୁ ଚାହିଁ ବୁଝ। ତହିଁର ଛକସ୍ଥାନ ସବୁ ଖାଜେ। ଯଦି ତୁମ୍ଭମାନେେ ଜଣେ ନ୍ଯାଯପରାଯଣ ଓ ସତ୍ଯାନୁସରଣକାରୀକୁ ପାଇବ, ତବେେ ଆମ୍ଭେ ସେ ନଗରକୁ କ୍ଷମା କରିବା।
1 Dai voltas às ruas de Jerusalém; vede agora, procurai saber, buscai pelas suas praças a ver se achais alguém, se há um homem que pratique a justiça ou busque a verdade; e eu lhe perdoarei a ela.
2 ସମାନେେ, 'ଜୀବତ୍ ସଦାପ୍ରଭୁ' କହିଲେ ହେଁ ନିତାନ୍ତ ମିଥ୍ଯା ରେ ଶପଥ କରନ୍ତି।
2 Embora digam: Tão certo como vive o Senhor , certamente, juram falso.
3 ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସମାନଙ୍କେୁ ସତ୍ଯ ଓ ବିଶ୍ବସ୍ତ ହବୋକୁ ଚାହଁ। ସମାନଙ୍କେୁ ପ୍ରହାର କରିଅଛ। ମାତ୍ର ସମାନେେ ଅନୁତପ୍ତ ନୁହଁନ୍ତି। ତୁମ୍ଭେ ସମାନଙ୍କେୁ ଜୀର୍ଣ୍ଣ କରିଅଛ। ମାତ୍ର ସମାନେେ ଶାସ୍ତି ଗ୍ରହଣ କରିବାକୁ ଅସ୍ବୀକାର କରିଅଛନ୍ତି। ସମାନେେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସମାନେେ କୁପଥରୁ ଫରେିବାକୁ ଇଚ୍ଛା କରି ନାହାଁନ୍ତି।
3 Ah! Senhor , não é para a fidelidade que atentam os teus olhos? Tu os feriste, e não lhes doeu; consumiste-os, e não quiseram receber a disciplina; endureceram o rosto mais do que uma rocha; não quiseram voltar.
4 ତେଣୁ ମୁଁ ନିଜକୁ କହିଲି, ନିଶ୍ଚଯ ସମାନେେ ଦରିଦ୍ର, ଏବଂ ନିର୍ ବୋଧ, କାରଣ ସମାନେେ ସଦାପ୍ରଭୁଙ୍କର ପଥ କିଅବା ତାଙ୍କର ଶିକ୍ଷା ଜାଣନ୍ତି ନାହିଁ।
4 Mas eu pensei: são apenas os pobres que são insensatos, pois não sabem o caminho do Senhor , o direito do seu Deus.
5 ମାେତେ ଧନୀ ଲୋକମାନଙ୍କ ପାଖକୁ ୟିବାକୁ ଏବଂ କଥାବାର୍ତ୍ତା ହବୋକୁ ଦିଅ। କାରଣ ସମାନେେ ହିଁ ସଦାପ୍ରଭୁଙ୍କର ପଥ ଏବଂ ସମାନଙ୍କେର ପରମେଶ୍ବରଙ୍କର ବ୍ଯବସ୍ଥା ଜାଣନ୍ତି। କିନ୍ତୁ ଏମାନେ ଏକତ୍ର ହାଇେ ୟୁଆଳି ଭାଙ୍ଗି ଅଛନ୍ତି ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।
5 Irei aos grandes e falarei com eles; porque eles sabem o caminho do Senhor , o direito do seu Deus; mas estes, de comum acordo, quebraram o jugo e romperam as algemas.
6 ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସମାନଙ୍କେୁ ବଧ କରିବ ଓ ସନ୍ଧ୍ଯା କାଳୀନ ଗଧିଆ ସମାନଙ୍କେୁ ବିନାଶ କରିବ। ଚିତାବାଘ ସମାନଙ୍କେ ନଗର ସମୂହ ନିକଟରେ ଛକି ରହିବ। ଯେଉଁଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସମାନେେ ବହୁ ଅପରାଧ କରିଛନ୍ତି ଓ ସମାନେେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହାଇେଛନ୍ତି।
6 Por isso, um leão do bosque os matará, um lobo dos desertos os assolará, um leopardo estará à espreita das suas cidades; qualquer que sair delas será despedaçado; porque as suas transgressões se multiplicaram, multiplicaram-se as suas perfídias.
7 ପରମେଶ୍ବର ପୁଣି କହିଲେ, ଏ ଯିହୁଦା, ତୁମ୍ଭେ ଗୋଟିଏ କାରଣ ଦିଅ, ଆମ୍ଭେ ତୁମ୍ଭକୁ କାହିଁକି କ୍ଷମା କରିବା ? ତୁମ୍ଭର ସନ୍ତାନମାନେ ଆମ୍ଭକୁ ପରିତ୍ଯାଗ କରିଛନ୍ତି। ଯେଉଁମାନେ ଈଶ୍ବର ନୁହଁନ୍ତି ସମାନେେ ସମାନଙ୍କେ ନାମ ରେ ଶପଥ କରିଅଛନ୍ତି। ଆମ୍ଭେ ସମାନଙ୍କେୁ ସମସ୍ତ ଭୋଜନ ଦଇେ ପରିତୃପ୍ତ କରାଇଲେ ମଧ୍ଯ ସମାନେେ ବ୍ଯଭିଚାରୀ ହେଲେ। ସମାନେେ ଦଳ ଦଳ ହାଇେ ବେଶ୍ଯାମାନଙ୍କ ଗୃହ ରେ ବହୁ ସମୟ ଅତିବାହିତ କଲେ।
7 Como, vendo isto, te perdoaria? Teus filhos me deixam a mim e juram pelos que não são deuses; depois de eu os ter fartado, adulteraram e em casa de meretrizes se ajuntaram em bandos;
8 ସମାନେେ ଏକ କାମୁକି ଘୋଡୀ ପରି ବୁଲନ୍ତି, ପ୍ରେତ୍ୟକକ ତା'ର ପଡ଼ୋଶୀର ସ୍ତ୍ରୀ ପ୍ରତି ଲୋଲୁପ ଦୃଷ୍ଟି ପକାନ୍ତି।
8 como garanhões bem fartos, correm de um lado para outro, cada um rinchando à mulher do seu companheiro.
9 ସଦାପ୍ରଭୁ କହନ୍ତି, ଆମ୍ଭେ କ'ଣ ଏହିସବୁର ପ୍ରତିଫଳ ଦବୋ ନାହିଁ ? ଆମ୍ଭେ କ'ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି ପ୍ରତିଶାଧେ ନବୋ ନାହିଁ ? ହଁ, ଏହା ନିଶ୍ଚିତ ଯେ, ଏ ପ୍ରକାର ଲୋକ ଦଣ୍ଡ ପାଇବା ଯୋଗ୍ଯ।
9 Deixaria eu de castigar estas coisas, diz o Senhor , ou não me vingaria de nação como esta?
10 ତୁମ୍ଭମାନେେ ପ୍ରାଚୀର ଉପରକୁ ୟାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସଗେୁଡ଼ିକୁ ସମ୍ପୂୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।
10 Subi vós aos terraços da vinha, destruí-a, porém não de todo; tirai-lhe as gavinhas, porque não são do Senhor .
11 ସଦାପ୍ରଭୁ କହନ୍ତି, ଏହିପରି କର କାରଣ ଇଶ୍ରାୟେଲ ଓ ଯିହୁଦା ପରିବାର ଆମ୍ଭ ବିରୁଦ୍ଧ ରେ ଅତ୍ଯନ୍ତ ପ୍ରତାରଣା କରିଅଛନ୍ତି।
11 Porque perfidamente se houveram contra mim, a casa de Israel e a casa de Judá, diz o Senhor .
12 ମିଥ୍ଯା ରେ ସମାନେେ ସଦାପ୍ରଭୁଙ୍କର ବିଷଯ ରେ କହିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ। ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ ଆଉ ଆମ୍ଭମାନେେ ଖଡ୍ଗ କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।
12 Negaram ao Senhor e disseram: Não é ele; e: Nenhum mal nos sobrevirá; não veremos espada nem fome.
13 ଆଉ ଭବିଷ୍ଯଦବକ୍ତାମାନେ ବାଯୁତୁଲ୍ଯ ହବେେ। ସମାନଙ୍କେ ଅନ୍ତର ରେ ପ୍ରଭୁଙ୍କର ବାକ୍ଯ ନାହିଁ। ସମାନଙ୍କେ ପ୍ରତି ଅମଙ୍ଗଳ ଘଟିବ।
13 Até os profetas não passam de vento, porque a palavra não está com eles, as suas ameaças se cumprirão contra eles mesmos.
14 ସୁତରାଂ ସୈନ୍ଯାଧିପତି ସଦାପ୍ରଭୁ ପରମେଶ୍ବର ଏହା କହନ୍ତି : ଯିରିମିୟ ଦେଖ, କାରଣ ଲୋକମାନେ ଏହିପରି କହିଥିଲେ, ଆମ୍ଭେ ତୁମ୍ଭ ପାଟି ରେ ଆମ୍ଭର ଶବ୍ଦସବୁ ରଖିଅଛୁ ଏବଂ ଏହା ଅଗ୍ନି ତୁଲ୍ଯ ହବେ। ଏହି ଦେଶ ପାଠ ସଦୃଶ ଅଗ୍ନି ସମାନଙ୍କେୁ ପୋଡ଼ିଦବେ।
14 Portanto, assim diz o Senhor , o Deus dos Exércitos: Visto que proferiram eles tais palavras, eis que converterei em fogo as minhas palavras na tua boca e a este povo, em lenha, e eles serão consumidos.
15 ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ବଂଶ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା ସେ ଏକ ବଳବାନ୍ ଗୋଷ୍ଠୀ ଓ ପ୍ରାଚୀନ ଗୋଷ୍ଠୀ। ସେ ଗୋଷ୍ଠୀର ଭାଷା ତୁମ୍ଭମାନେେ ଜାଣ ନାହିଁ। ଆଉ ସମାନଙ୍କେର କଥା ତୁମ୍ଭମାନେେ ବୁଝିପାରିବ ନାହିଁ।
15 Eis que trago sobre ti uma nação de longe, ó casa de Israel, diz o Senhor ; nação robusta, nação antiga, nação cuja língua ignoras; e não entendes o que ela fala.
16 ସମାନଙ୍କେର ତୂଣୀର ଖାେଲା କବର ସଦୃଶ, ସମାନେେ ସମସ୍ତେ ବୀର ସୈନିକ।
16 A sua aljava é como uma sepultura aberta; todos os seus homens são valentes.
17 ସମାନେେ ତୁମ୍ଭମାନଙ୍କର ସଂଗୃହିତ ଶସ୍ଯ ଓ ରୋଟୀ ଭକ୍ଷଣ କରିବେ। ସମାନେେ ତୁମ୍ଭମାନଙ୍କ ପୁତ୍ରକନ୍ଯା ଗଣଙ୍କୁ ଭକ୍ଷଣ କରିବେ। ସମାନେେ ସମାନଙ୍କେର ମଷେ ଓ ଗାଈ ଗୁଡିକ ଭକ୍ଷଣ କରିବେ। ସମାନେେ ମଧ୍ଯ ତୁମ୍ଭମାନଙ୍କର ଦ୍ରାକ୍ଷାଲତା ଓ ଡ଼ିମ୍ବିରି ବୃକ୍ଷ ଗ୍ରାସ କରିବେ। ଆଉ ତୁମ୍ଭମାନେେ ଯେଉଁ ସୁଦୃଢ଼ ନଗର ଉପ ରେ ବିଶ୍ବାସ କରିଅଛ, ସମାନେେ ସହେି ସବୁକୁ ଖଡ୍ଗ ରେ ଧ୍ବଂସ କରିବେ।
17 Comerão a tua sega e o teu pão, os teus filhos e as tuas filhas; comerão as tuas ovelhas e o teu gado; comerão a tua vide e a tua figueira; e com a espada derribarão as tuas cidades fortificadas, em que confias.
18 ମାତ୍ର ସଦାପ୍ରଭୁ କହନ୍ତି, ହେ ଯିହୁଦା ଏପରିକି ଯେତବେେଳେ ସହେି ଭୟଙ୍କର ସମୟ ଆସିବ, ଆମ୍ଭେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିବା ନାହିଁ।
18 Contudo, ainda naqueles dias, diz o Senhor , não vos destruirei de todo.
19 ଆଉ ତୁମ୍ଭମାନେେ ଯେତବେେଳେ ଯିରିମିୟଙ୍କୁ କହିବ, 'ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର, କେଉଁ କାରଣରୁ ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି।' ସେତବେେଳେ ତୁମ୍ଭେ ସମାନଙ୍କେୁ କହିବ, ' ଯେଉଁପ୍ରକା ରେ ତୁମ୍ଭମାନେେ ମାେତେ ପରିତ୍ଯାଗ କରିଛ ଏବଂ ମୂର୍ତ୍ତିଗଣର ସବୋ କରିଅଛ, ସହେିପରି ଭାବରେ ତୁମ୍ଭମାନେେ ବିଦେଶ ରେ ବିଦେଶୀଯମାନଙ୍କର ସବୋ କରିବ।
19 Quando disserem: Por que nos fez o Senhor , nosso Deus, todas estas coisas? Então, lhes responderás: Como vós me deixastes e servistes a deuses estranhos na vossa terra, assim servireis a estrangeiros, em terra que não é vossa.
20 ସଦାପ୍ରଭୁ କହିଲେ, ତୁମ୍ଭମାନେେ ଯାକୁବ ବଂଶକୁ ଏକଥା ଜଣାଅ ଓ ଯିହୁଦା ମଧିଅରେ ପ୍ରଚାର କରି କୁହ।
20 Anunciai isto na casa de Jacó e fazei-o ouvir em Judá, dizendo:
21 ' ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ତୁମ୍ଭମାନେେ ଚକ୍ଷୁ ଥାଉଁ ଥାଉଁ ଦେଖୁନାହଁ, କର୍ଣ୍ଣ ଥାଉଁ ଥାଉଁ ଶୁଣୁ ନାହଁ। ଏବେ ଏହି କଥା ତୁମ୍ଭମାନେେ ଶୁଣ।
21 Ouvi agora isto, ó povo insensato e sem entendimento, que tendes olhos e não vedes, tendes ouvidos e não ouvis.
22 ନିଶ୍ଚିତଭାବରେ ତୁମ୍ଭମାନେେ ଆମ୍ଭକୁ ଭୟ କରିବାର କାରଣ ଅଛି, ସଦାପ୍ରଭୁ କହନ୍ତି। ହଁ, ତୁମ୍ଭମାନେେ ଆମ୍ଭ ସମ୍ମୁଖ ରେ ଭୟ ରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ର ରେ ଢ଼େଉ ଉେଠ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘାରେ ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
22 Não temereis a mim? — diz o Senhor ; não tremereis diante de mim, que pus a areia para limite do mar, limite perpétuo, que ele não traspassará? Ainda que se levantem as suas ondas, não prevalecerão; ainda que bramem, não o traspassarão.
23 ମାତ୍ର ଯିହୁଦାର ଲୋକମାନେ ଅବାଧ୍ଯ ଓ ପ୍ରତିକୁଳାଚାରୀ। ସମାନେେ ସର୍ବଦା ଆମ୍ଭ ବିରୁଦ୍ଧ ରେ ଯୋଜନା କରିଛନ୍ତି ଓ ଆମ୍ଭଠାରୁ ଦୂ ରଇେ ୟାଇଅଛନ୍ତି।
23 Mas este povo é de coração rebelde e contumaz; rebelaram-se e foram-se.
24 ସମାନେେ କବେେ କହିବେ ନାହିଁ ଯେ, 'ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ଯ ଓ ଶଷେ ବୃଷ୍ଟି ପ୍ରଦାନ କରିଛନ୍ତି ଓ ଶସ୍ଯ ଚ୍ଛଦନେ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି, ଆସ ଏବେ ଆମ୍ଭମାନେେ ସହେି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।'
24 Não dizem a eles mesmos: Temamos agora ao Senhor , nosso Deus, que nos dá a seu tempo a chuva, a primeira e a última, que nos conserva as semanas determinadas da sega.
25 ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅମଙ୍ଗଳ ଘଟାଇଅଛି। ତୁମ୍ଭମାନଙ୍କର ପାପ ସଦାପ୍ରଭୁଙ୍କ ମଙ୍ଗଳ ପଦାର୍ଥ ଉପଭୋଗରୁ ତୁମ୍ଭମାନଙ୍କୁ ନିବୃତ୍ତ କରିଅଛି।
25 As vossas iniquidades desviam estas coisas, e os vossos pecados afastam de vós o bem.
26 କାରଣ ଆମ୍ଭେ ଲୋକମାନଙ୍କ ମଧିଅରେ କେତକେ ଦୁଷ୍ଟ ଲୋକ ଅଛନ୍ତି। ସମାନେେ ବ୍ଯାଧ ତୁଲ୍ଯ ଫାଶ ବସାନ୍ତି ଓ ଲୋକମାନଙ୍କୁ ସହେି ଫାନ୍ଦ ରେ ପକାନ୍ତି।
26 Porque entre o meu povo se acham perversos; cada um anda espiando, como espreitam os passarinheiros; como eles, dispõem armadilhas e prendem os homens.
27 ଯେପରି ପିଞ୍ଜରା ପକ୍ଷୀ ରେ ପରିପୂର୍ଣ୍ଣ ସହେିପରି ସମାନଙ୍କେ ଗୃହ ଛଳନା ରେ ପୂର୍ଣ୍ଣ। ଏହି ମିଥ୍ଯା ଯୋଗୁଁ ସମାନେେ ଉନ୍ନତ ଓ ଧନବନ୍ତ ହାଇେଛନ୍ତି।
27 Como a gaiola cheia de pássaros, são as suas casas cheias de fraude; por isso, se tornaram poderosos e enriqueceram.
28 ସମାନେେ ଅଧିକରୁ ଅଧିକ ମାଟୋ ହୁଅନ୍ତି ଏବଂ ଦୁଷ୍କର୍ମ କରିବାର ସୀମା ପାର କରି ୟାଆନ୍ତି। ସମାନେେ ଅନାଥମାନଙ୍କର ମକଦ୍ଦମା ରେ ନ୍ଯାଯୋଚିତ ବିଚାର କରନ୍ତି ନାହିଁ, କାଳେ ଅନାଥମାନେ ଉନ୍ନତି କରିପାରନ୍ତି। ସମାନେେ ଗରିବମାନଙ୍କର ଅଧିକାର ପାଇଁ ପ୍ରତିପକ୍ଷ କରନ୍ତି ନାହିଁ।
28 Engordam, tornam-se nédios e ultrapassam até os feitos dos malignos; não defendem a causa, a causa dos órfãos, para que prospere; nem julgam o direito dos necessitados.
29 ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ କ'ଣ ଏହିସବୁ ପାଇଁ ସମାନଙ୍କେୁ ଦଣ୍ଡ ଦବୋ ନାହିଁ ? ଆମ୍ଭର ପ୍ରାଣ ଏହିସବୁ ଲୋକମାନଙ୍କଠାରୁ ପରିଶାଧେ ନବେ ନାହିଁ ?
29 Não castigaria eu estas coisas? — diz o Senhor ; não me vingaria eu de nação como esta?
30 ପୁଣି ସଦାପ୍ରଭୁ କହନ୍ତି, ଏକ ଭୟଙ୍କର ଓ ମର୍ମନ୍ତୁଦ ଘଟଣା ଦେଶ ମଧିଅରେ ଘଟିଅଛି।
30 Coisa espantosa e horrenda se anda fazendo na terra:
31 ଭବିଷ୍ଯଦବକ୍ତାମାନେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ସମାନଙ୍କେ ନିର୍ଦ୍ଦଶାେନୁସା ରେ ଯାଜକମାନେ କାର୍ୟ୍ଯ କରନ୍ତି। ପୁଣି ଆମ୍ଭର ଲୋକମାନେ ଏପରି ହବୋକୁ ଭଲ ପାଆନ୍ତି। ମାତ୍ର ତୁମ୍ଭ ଲୋକମାନେ ଶଷେ ରେ ଦଣ୍ଡ ସମୟରେ କ'ଣ କରିବେ ?
31 os profetas profetizam falsamente, e os sacerdotes dominam de mãos dadas com eles; e é o que deseja o meu povo. Porém que fareis quando estas coisas chegarem ao seu fim?

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 5, comparar traduções ou montar um estudo — tudo direto pelo WhatsApp.