1 Crônicas 11
Oriya Bible (GL_ORIYA) vs ACF
1 ଇଶ୍ରାୟେଲର ସମସ୍ତ ଲୋକ ହିବ୍ରୋଣ ସହର ରେ ଦାଉଦଙ୍କ ନିକଟକୁ ଆସିଲେ। ସମାନେେ ଦାଉଦଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭର ନିଜ ମାଂସ ଓ ରକ୍ତ।
1 Então todo o Israel se ajuntou a Davi em Hebrom, dizendo: Eis que somos teus ossos e tua carne.
2 ଯେତବେେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନତେୃତ୍ବ ନଇେ ଇଶ୍ରାୟେଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, 'ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ଯ ହବେ।
2 E também outrora, sendo Saul ainda rei, eras tu o que fazias sair e entrar a Israel; também o Senhor teu Deus te disse: Tu apascentarás o meu povo Israel, e tu serás chefe sobre o meu povo Israel.
3 ଇଶ୍ରାୟେଲର ସମସ୍ତ ନେତାମାନେ ହିବ୍ରୋଣ ରେ ରାଜା ଦାଉଦଙ୍କ ପାଖକୁ ଆସିଲେ। ଦାଉଦ ହିବ୍ରୋଣ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ସମାନଙ୍କେ ସହିତ ଏକ ଚୁକ୍ତି କଲେ। ତା'ପରେ ନେତାମାନେ ଦାଉଦଙ୍କୁ ଇଶ୍ରାୟେଲର ରାଜା ରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ଶାମୁଯଲଙ୍କେ ଭବିଷ୍ଯତବାଣୀ ଅନୁସାରେ ଏହା ଅବଶ୍ଯ ଘଟିବ।
3 Também vieram todos os anciãos de Israel ao rei, a Hebrom, e Davi fez com eles aliança em Hebrom, perante o Senhor; e ungiram a Davi rei sobre Israel, conforme a palavra do Senhor pelo ministério de Samuel.
4 ଦାଉଦ ଓ ଇଶ୍ରାୟେଲର ସମସ୍ତ ଲୋକ ୟିରୁଶାଲମକୁ ଗଲେ। ସହେି ସମୟରେ ୟିରୁଶାଲମକୁ ୟିବୂଷ ବୋଲି କୁହାଯାଉଥିଲା। ସହେି ନଗର ରେ ବାସ କରୁଥିବା ଲୋକମାନଙ୍କୁ ୟିବୂଷୀଯ ନାମ ରେ ନାମିତ କରାୟାଇଥିଲା।
4 E partiu Davi e todo o Israel para Jerusalém, que é Jebus; porque ali estavam os jebuseus, habitantes da terra.
5 ୟିବୂଷ ରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ନଗର ମଧିଅରେ ପ୍ରବେଶ କରିପାରିବ ନାହିଁ। କିନ୍ତୁ ଦାଉଦ ସମାନଙ୍କେୁ ପରାସ୍ତ କରି ଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମ ରେ ଜଣାଗଲା।
5 E disseram os habitantes de Jebus a Davi: Tu não entrarás aqui. Porém Davi ganhou a fortaleza de Sião, que é a cidade de Davi.
6 ଦାଉଦ କହିଲେ, ଯେଉଁ ବ୍ଯକ୍ତି ୟିବୂଷୀଯ ଲୋକମାନଙ୍କ ଉପରେ ଆକ୍ରମଣର ନତେୃତ୍ବ ନବେ, ସେ ମାରେ ସମଗ୍ର ସନୋବାହିନୀର ସନୋପତି ହବେ। ତେଣୁ ଯୋୟାବ୍ ଏହି ଆକ୍ରମଣର ନତେୃତ୍ବ ନେଲେ। ଯୋୟାବ୍ ସରୁଯାଙ୍କ ପୁତ୍ର ଥିଲେ। ଯୋୟାବ ସୈନ୍ଯଦଳର ସନୋପତି ହେଲେ।
6 Porque disse Davi: Qualquer que primeiro ferir os jebuseus será chefe e capitão. Então Joabe, filho de Zeruia, subiu primeiro a ela; pelo que foi feito chefe.
7 ଏହାପରେ ଦାଉଦ ଦୁର୍ଗ ମଧିଅରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା।
7 E Davi habitou na fortaleza; por isso foi chamada a cidade de Davi.
8 ଦାଉଦ ଦୁର୍ଗ ଚତୁର୍ଦ୍ଦିଗ ରେ ନଗର ନିର୍ମାଣ କଲେ। ସେ ମିଲ୍ଲୋଠାରୁ ନଗର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ପର୍ୟ୍ଯନ୍ତ ତାହା ନିର୍ମାଣ କଲେ। ଯୋୟାବ ନଗରର ଅନ୍ୟ ଅଂଶଗୁଡ଼ିକର ମରାମତି କାର୍ୟ୍ଯ କଲେ।
8 E edificou a cidade ao redor, desde Milo até ao circuito; e Joabe renovou o restante da cidade.
9 ଦାଉଦ ବୃଦ୍ଧି ପାଇବାକୁ ଲାଗିଲେ। ଏବଂ ସୈନ୍ଯାଧିପତି ସଦାପ୍ରଭୁ ତାଙ୍କ ସହିତ ରେ ଥିଲେ।
9 E Davi tornava-se cada vez mais forte; porque o Senhor dos Exércitos era com ele.
10 ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ଯ ରେ ଏହି ତିନି ବୀର ଅତ୍ଯନ୍ତ ପରାକ୍ରମୀ ହାଇେ ଉଠିଲେ। ସମାନେେ ଓ ଇଶ୍ରାୟେଲର ସମସ୍ତ ଳୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ବର ଯେ ପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକା ରେ ଏ ସମସ୍ତ ଘଟିଲା।
10 E estes foram os chefes dos poderosos que Davi tinha, e que o apoiaram fortemente no seu reino, com todo o Israel, para o fazerem rei, conforme a palavra do Senhor, no tocante a Israel.
11 ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ତାଲିକା ଏହି ପ୍ରକାର ରେ ଥିଲା :
11 E este é o número dos poderosos que Davi tinha: Jasobeão, hacmonita, chefe dos capitães, o qual, brandindo a sua lança contra trezentos, de uma vez os matou.
12 ତା'ପରେ ଥହୋହୀଯ ଦୋଦୟର ପୁତ୍ର ଇଲିଯାସର। ଇଲିଯାସର ଏହି ତିନି ବୀରଙ୍କ ମଧିଅରେ ଜଣେ ଥିଲେ।
12 E, depois dele Eleazar, filho de Dodó, o aoíta; ele estava entre os três poderosos.
13 ଇଲିଯାସର ଦାଉଦଙ୍କ ସହିତ ପଶଦମ୍ମୀମ ରେ ଥିଲେ। ପଲେଷ୍ଟୀୟମାନେ ୟୁଦ୍ଧ କରିବା ନିମନ୍ତେ ସହେି ସ୍ଥାନକୁ ଆସିଥିଲେ। ସହେି ସ୍ଥାନ ରେ ୟବ ରେ ପରିପୂର୍ଣ୍ଣ କ୍ଷତଟେିଏ ଥିଲା। ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟମାନଙ୍କୁ ଡ଼ରି ପଳାଯନ କଲେ।
13 Este esteve com Davi em Pas-Damim, quando os filisteus ali se ajuntaram à peleja, onde havia um pedaço de campo cheio de cevada; e o povo fugiu de diante dos filisteus.
14 କିନ୍ତୁ ସହେି ତିନି ବୀର ସହେି କ୍ଷତେ ମଧିଅରେ ଠିଆ ହାଇେ ରହିଲେ ଓ ସମାନଙ୍କେର ପ୍ରତିରୋଧ କଲେ। ସମାନେେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ଏକ ମହାବିଜଯ ପ୍ରଦାନ କଲେ।
14 E puseram-se no meio daquele campo, e o defenderam, e feriram os filisteus; e o Senhor efetuou um grande livramento.
15 ଥରେ, ଦାଉଦ ଅଦୁଲ୍ଲମ ଗୁମ୍ଫା ରେ ଥିଲା ବେଳେ, ଯେତବେେଳେ ପଲେଷ୍ଟୀୟ ସୈନ୍ଯମାନେ ରଫାଯୀମ ଉପତ୍ୟକା ରେ ଛାଉଣୀ ପକାଇ ଥିଲେ, ତିରିଶ ଜଣ ବୀରଙ୍କ ମଧ୍ଯରୁ ତିନି ଜଣ ଭୂମିରେ ସମ୍ପୂର୍ଣ୍ଣ ପଟଇେେ ପଟଇେେ ଦାଉଦଙ୍କ ନିକଟରେ ପହନ୍ଚିଲେ।
15 E três dos trinta capitães desceram à penha, a ter com Davi, na caverna de Adulão; e o exército dos filisteus estava acampado no vale de Refaim.
16 ଆଉଥରେ, ଦାଉଦ ଦୁର୍ଗ ମଧିଅରେ ଥିଲେ ଓ ପଲେଷ୍ଟୀୟ ସୈନ୍ଯମାନଙ୍କର ଏକ ଦଳ ବୈଥଲହମେ ରେ ଥିଲେ।
16 E Davi estava então no lugar forte; e o alojamento dos filisteus estava então em Belém.
17 ଦାଉଦ କହିଲେ, ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କହେି ମାେତେ ପାଣି ପିଇବାକୁ ଦିଅନ୍ତା କି ?
17 E desejou Davi, e disse: Quem me dera beber da água do poço de Belém, que está junto à porta!
18 କିନ୍ତୁ ଏହି ତିନିଜଣ ପଲେଷ୍ଟୀୟ ସୈନ୍ଯମାନଙ୍କ ସହିତ ୟୁଦ୍ଧ କରି କରି ସମାନଙ୍କେ ମଧ୍ଯ ଦଇେ ଗଲେ। ଏହି ତିନି ବ୍ଯକ୍ତି ବୈଥଲହମେ ନଗରର ଦ୍ବାର ନିକଟରେ ଥିବା କୂପରୁ କିଛି ଜଳ ନେଲେ। ଏହାପରେ ଏହି ତିନି ବୀର ସହେି ଜଳକୁ ନଇେ ଦାଉଦଙ୍କ ନିକଟକୁ ଆସିଲେ। କିନ୍ତୁ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ସ୍ବରୂପେ ସହେି ଜଳକୁ ଭୂମିରେ ଢ଼ାଳିଲେ।
18 Então aqueles três romperam pelo acampamento dos filisteus, e tiraram água do poço de Belém, que estava junto à porta, e tomaram dela e a trouxeram a Davi; porém Davi não a quis beber, mas a derramou ao Senhor,
19 ଦାଉଦ କହିଲେ, ହେ ପରମେଶ୍ବର, ମୁଁ ଏହି ଜଳକୁ ପାନ କରି ନ ପା ରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମାେ' ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ବାରା ସମାନଙ୍କେ ରକ୍ତ ପାନ କରିବା ସଦୃଶ ହବେ। ସେଥି ନିମନ୍ତେ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନକେ ଦୁଃସାହସିକ କାର୍ୟ୍ଯମାନ କରିଥିଲେ।
19 E disse: Nunca meu Deus permita que faça tal! Beberia eu o sangue destes homens com as suas vidas? Pois com perigo das suas vidas a trouxeram. E ele não a quis beber. Isto fizeram aqueles três homens.
20 ଯୋୟାବଙ୍କ ଭ୍ରାତା ଅବୀଶଯ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ବାରା 300 ଲୋକଙ୍କ ସହିତ ୟୁଦ୍ଧ କରିଥିଲେ ଓ ସମାନଙ୍କେୁ ବଧ କରିଥିଲେ। ଅବୀଶଯ ମଧ୍ଯ ଏହି ତିନି ବୀରଙ୍କ ତୁଲ୍ଯ ସୁପ୍ରସିଦ୍ଧ ଥିଲେ।
20 E também Abisai, irmão de Joabe, era chefe de três, o qual, brandindo a sua lança contra trezentos, os feriu; e teve nome entre os três.
21 ଅବୀଶଯ ତିରିଶ ଜଣ ବୀରଙ୍କଠାରୁ ଦ୍ବିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ଯରୁ ଅନ୍ୟତମ ନ ହାଇେଥିଲେ ସୁଦ୍ଧା ସମାନଙ୍କେର ନେତା ହାଇପୋରିଥିଲେ।
21 Ele foi o mais ilustre dos três, pelo que foi capitão deles; porém não igualou aos primeiros três.
22 ଯିହାୟୋଦାରଦରଙ୍କ ପୁତ୍ର ବନାଯ ଜଣେ ପରାକ୍ରମୀ ବ୍ଯକ୍ତିଙ୍କର ପୁତ୍ର ଥିଲେ। ସେ କବ ସେଲୀଯ ଲୋକ ଥିଲେ। ବନାଯ ସାହସୀ କାର୍ୟ୍ଯମାନ କଲେ। ବନାଯ ମାୟୋବ ଦେଶର ସର୍ବୋତ୍ତମ ଲୋକମାନଙ୍କ ମଧ୍ଯରୁ ଦୁଇଜଣକୁ ବଧ କଲେ। ଦିନେ, ତୁଷାରପାତ ହେଉଥିବା ସମୟରେ ବନାଯ ଭୂମି ମଧ୍ଯସ୍ଥ ଏକ ଗାତ ମଧିଅରେ ପଶି ଗୋଟିଏ ସିଂହକୁ ବଧ କଲେ।
22 Também Benaia, filho de Joiada, filho de um homem poderoso de Cabzeel, grande em obras; ele feriu a dois heróis de Moabe; e também desceu, e feriu um leão dentro de uma cova, no tempo da neve.
23 ବନାଯ ଜଣେ ଅତିକାଯ ମିସ୍ରୀଯ ସୈନ୍ଯକୁ ବଧ କଲେ। ସହେି ବ୍ଯକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସହେି ମିସ୍ରୀଯ ନିକଟରେ ଏକ ବଡ଼ ଓ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାଯ ନିକଟରେ କବଳେ ଠେଙ୍ଗାଟିଏ ଥିଲା। ବନାଯ ସହେି ମିସ୍ରୀଯ ବ୍ଯକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼ଇେ ନେଲେ। ଏହାପରେ ବନାଯ ସହେି ମିସ୍ରୀଯକୁ ତାହାର ନିଜ ବର୍ଚ୍ଛା ଦ୍ବାରା ବିଦ୍ଧ କରି ହତ୍ଯା କଲେ।
23 Também feriu ele a um homem egípcio, homem de grande altura, de cinco côvados; e trazia o egípcio uma lança na mão, como o órgão do tecelão; mas Benaia desceu contra ele com uma vara, e arrancou a lança da mão do egípcio, e com ela o matou.
24 ଯିହାୟୋଦାରଦାଙ୍କ ପୁତ୍ର ବନାଯ ଏହି ତିନି ବୀରଙ୍କ ତୁଲ୍ଯ ସୁପ୍ରସିଦ୍ଧ ଥିଲେ।
24 Estas coisas fez Benaia, filho de Joiada; pelo que teve nome entre aqueles três poderosos.
25 ବନାଯ ତିରିଶ ଜଣ ବୀରଙ୍କଠାରୁ ମଧ୍ଯ ବିଖ୍ଯାତ ଥିଲେ, କିନ୍ତୁ ସେ ତିନି ବୀରଙ୍କ ମଧ୍ଯରୁ ଜଣେ ନ ଥିଲେ। ଦାଉଦ ବନାଯଙ୍କୁ ତାଙ୍କର ଅଙ୍ଗରକ୍ଷୀମାନଙ୍କ ନେତା ଭାବରେ ମନୋନୀତ କଲେ।
25 Eis que dos trinta foi ele o mais ilustre; contudo não chegou aos primeiros três; e Davi o pôs sobre os da sua guarda.
26 ବୀର ସୈନ୍ଯ, ତିରିଶ ଜଣ ବୀରମାନେ ଥିଲେ : ଯୋୟାବର ଭ୍ରାତା ଅସା ହେଲ, ବୈଥଲହମେସ୍ଥ ଦୋଦୟର ପୁତ୍ର ଇଲହାନନ୍ ;
26 E foram os poderosos dos exércitos: Asael, irmão de Joabe, El-Hanã, filho de Dodó, de Belém;
27 ହରୋରୀଯ ଶମ୍ନୋତ୍, ପଲୋନୀୟ ହେଲସ୍,
27 Samote, o harorita; Helez, o pelonita;
28 ତକୋୟିୟ, ଇକ୍କୋଶର ପୁତ୍ର ଇରା, ଅନାେଥାତୀଯ ଅବୀୟେଷର ;
28 Ira, filho de Iques, o tecoíta; Abiezer, o anatotita;
29 ହୁଶାତୀଯ ସିଦ୍ଦଖଯ, ଅହୋହୀଯ ଈଲଯ ;
29 Sibecai, o husatita; Ilai, o aoíta;
30 ନଟୋଫାତୀଯ ମହରଯ, ନଟୋଫାତୀଯ, ବାନାଙ୍କର ପୁତ୍ର ହେଲଦ୍ ;
30 Maarai, o netofatita; Helede, filho de Baaná, o netofatita;
31 ବିନ୍ଯାମୀନସ୍ଥ ରୀବିଯାର ଗୀବଯଙ୍କ ପୁତ୍ର ଇତ୍ତଯ, ପିରିଯାଥୋନୀଯ ବନାଯ ;
31 Itai, filho de Ribai, de Gileade, dos filhos de Benjamim; Benaia, o piratonita;
32 ଗାଶ୍ ନଦୀ ତୀରସ୍ଥ ହୂରିଯ, ଅର୍ଦ୍ଦତୀଯ ଅବୀଯଲେ ;
32 Hurai, do ribeiro de Gaás; Abiel, o arbatita;
33 ବାହରୁମୀଯ ଅସ୍ମାବତ୍, ଶାଲବନେୀଯ ଇଲୀଯହବ ;
33 Azmavete, o baarumita; Eliabe, o saalbonita;
34 ଗଷୋନୀଯ ହାଷମଙ୍କେ ପୁତ୍ରଗଣ, ହରାରୀଯ ଶାଗିର ପୁତ୍ର ଯୋନାଥନ ;
34 Dos filhos de Hasém, o gizonita: Jônatas, filho de Sage, o hararita;
35 ହରାରୀଯ ସାଖରଙ୍କ ପୁତ୍ର ଅହୀଯାମ୍, ଉରର ପୁତ୍ର ଇଲୀଫାଲ ;
35 Aião, filho de Sacar, o hararita; Elifal, filho de Ur;
36 ମଖରୋତୀଯ ହଫେର୍, ପଲୋନୀୟ ଅହିଯ ;
36 Hefer, o mequeratita; Aías, o pelonita;
37 କର୍ମିଲୀଯ ହିଷ୍ରଯ, ଇଷବଯଙ୍କ ପୁତ୍ର ନାରଯ ;
37 Hezro, o carmelita; Naarai, filho de Ezbai;
38 ନାଥନଙ୍କ ଭ୍ରାତା ଯାୟେଲ, ହଗ୍ରିଙ୍କ ପୁତ୍ର ମିଭର ;
38 Joel, irmão de Natã; Mibar, filho de Hagri;
39 ଅେମ୍ମାନୀୟ ସେଲକ, ବରେୋତୀର ନହରଯ (ନହରଯ ସରୁଯାଙ୍କ ପୁତ୍ର ଯୋୟାବର ଅସ୍ତ୍ରବାହକ ଥିଲା)
39 Zeleque, o amonita; Naarai, o beerotita, escudeiro de Joabe, filho de Zeruia;
40 ୟିତ୍ରୀଯ ଗା ରେବ୍ ;
40 Ira, o itrita; Garebe, o itrita;
41 ହିତ୍ତୀଯ ଊରିଯ, ଅହଲଯର ପୁତ୍ର ସାବଦ୍ ;
41 Urias, o heteu; Zabade, filho de Alai;
42 ରୁବନଙ୍କେ ପରିବାରବର୍ଗରୁ ଶୀଷାଙ୍କ ପୁତ୍ର ଅଦୀନା। ( ସେ ରୁବନେ ପରିବାର ବର୍ଗର ମୁଖ୍ଯ ଥିଲେ, ଏବଂ ତାଙ୍କ ସହିତ ତିରିଶ ଜଣ ସୈନ୍ଯ ଥିଲେ।) ;
42 Adina, filho de Siza, o rubenita, capitão dos rubenitas, e com ele trinta;
43 ମାଖାର ପୁତ୍ର ହାନନ୍, ମିତ୍ନୀଯ ୟୋଶାଫଟ ;
43 Hanã, filho de Maaca; e Josafá, o mitatita;
44 ଅଷ୍ଟାରୋତୀଯ ଉଷିୟ ; ଅରୋଯରେୀଯ ହୋଥମଙ୍କ ପୁତ୍ରଗଣ ଶାମ୍ ଓ ୟିଯୀଯଲେ,
44 Uzias, o asteratita; Sama e Jeiel, filhos de Hotão, o aroerita;
45 ଶିମ୍ରିଙ୍କ ପୁତ୍ର ୟିଦୀଯଲେ, ତୀଷୀଯ ୟୋହା ଓ ତାଙ୍କ ଭ୍ରାତା ୟୋହା ;
45 Jediael, filho de Sinri; e Joa, seu irmão, o tizita;
46 ମହବୀଯ ଇଲୀଯଲେ, ଇଲନାମଙ୍କ ପୁତ୍ରଗଣ ୟିରୀବଯ ଓ ୟୋଶବୀଯ ; ମାୟୋବୀଯ ୟିତମା ;
46 Eliel, o maavita; e Jeribai e Josavias, filhos de Elnaão; e Itma, o moabita;
47 ଇଲୀଯଲେ ଓ ଓବେଦ୍ ଓ ମସୋବାଯିଯ ୟାସୀଯଲେ।
47 Eliel, Obede, e Jaasiel, o mesobaíta.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Crônicas 11, comparar traduções ou montar um estudo — tudo direto pelo WhatsApp.