1 Crônicas 10

Oriya Bible (GL_ORIYA)

1 ପଲେଷ୍ଟୀୟ ଲୋକମାନେ ଇଶ୍ରାୟେଲ ଲୋକମାନଙ୍କର ବିରୁଦ୍ଧ ରେ ୟୁଦ୍ଧ କଲେ। ଇଶ୍ରାୟେଲ ଲୋକମାନେ ପଲେଷ୍ଟୀୟମାନଙ୍କ ନିକଟରୁ ପଳାଯନ କଲେ। ଅନକେ ଇଶ୍ରାୟେଲୀୟ ଲୋକ ଗିଲ୍ବୋଯ ପର୍ବତ ଉପରେ ନିହତ ହେଲେ।

2 ପଲେଷ୍ଟୀୟ ଲୋକମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପେଛ ପେଛ ଗୋଡ଼ାଇଲେ। ସମାନେେ ସମାନଙ୍କେୁ ଧରି ହତ୍ଯା କଲେ। ପଲେଷ୍ଟୀୟମାନେ ଶାଉଲଙ୍କ ପୁତ୍ର ଯୋନାଥନ, ଅବୀନାଦବ ଓ ମାଲ୍କୀଶୂଯଙ୍କୁ ଧରି ହତ୍ଯା କଲେ।

3 ଶାଉଲଙ୍କ ଚତୁର୍ଦ୍ଦିଗ ରେ ୟୁଦ୍ଧ କ୍ରମେ ପ୍ରବଳତର ହବୋକୁ ଲାଗିଲା। ଏବଂ ଧନୁର୍ଦ୍ଧରମାନେ ଶାଉଲଙ୍କୁ ତାଙ୍କ ଶର ଦ୍ବାରା ବିନ୍ଧି ପକାଇଲେ ଏବଂ ସେ ସମାନଙ୍କେ ଶର ଦ୍ବାରା କ୍ଷତାକ୍ତ ହେଲେ।

4 ଏହାପରେ ଶାଉଲ ନିଜର ଅସ୍ତ୍ରବାହକକୁ କହିଲେ, ତୁମ୍ଭର ଖଡ୍ଗ ବାହାର କର ଓ ମାେତେ ସେଥି ରେ ବଧ କର। ତବେେ ସହେି ଅସୁନ୍ନତ ବିଦେଶୀମାନେ ଆସି ମାରେ ଉପହାସ କରିପାରିବେ ନାହିଁ।

5 ଅସ୍ତ୍ରବାହକ ଦେଖିଲା ଯେ, ଶାଉଲ ମୃତ୍ଯୁ ଭୋଗ କରିଅଛନ୍ତି। ଏଣୁ ସେ ମଧ୍ଯ ନିଜକୁ ବଧ କଲା। ସେ ନିଜ ଖଡ୍ଗ ମୁନ ଉପରେ ପଡି ମୃତ୍ଯୁଭୋଗ କଲା।

6 ସହେିପରି ଭାବରେ ଶାଉଲ ଓ ତାଙ୍କର ତିନି ପୁତ୍ର ମୃତ୍ଯୁବରଣ କଲେ। ଶାଉଲଙ୍କ ପରିବାରର ସମସ୍ତେ ଏକତ୍ର ମରଣ ଲଭିଲେ।

7 ଉପତ୍ୟକା ରେ ବାସ କରୁଥିବା ସମସ୍ତ ଇଶ୍ରାୟେଲୀୟ ଯେତବେେଳେ ଅନାଇ ଦେଖିଲେ ଯେ, ସମାନଙ୍କେର ସୈନ୍ଯଦଳ ପଳାଯନ କରିଅଛନ୍ତି ଏବଂ ଶାଉଲ ଓ ତାଙ୍କର ପୁତ୍ରମାନେ ମୃତ୍ଯୁବରଣ କରି ଅଛନ୍ତି, ତେଣୁ ସମାନେେ ନିଜର ସହର ଛାଡ଼ି ପଳାଯନ କଲେ। ଏବଂ ପଲେଷ୍ଟୀୟ ଲୋକମାନେ ସହେି ସହରଗୁଡ଼ିକରେ ବସବାସ କଲେ।

8 ପରବର୍ତ୍ତୀ ଦିନ, ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ଯ ଦ୍ରବ୍ଯଗୁଡ଼ିକ ନବୋ ନିମନ୍ତେ ପଲେଷ୍ଟୀୟ ଲୋକମାନେ ଆସିଲେ। ସମାନେେ ଗିଲବୋଯ ପର୍ବତ ଉପରେ ଶାଉଲଙ୍କ ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀରକୁ ପାଇଲେ।

9 ପଲେଷ୍ଟୀୟମାନେ ଶାଉଲଙ୍କୁ ଉଲଗ୍ନ କଲେ ଏବଂ ତାଙ୍କର ମସ୍ତକ ଓ ୟୁଦ୍ଧ ସାଜ ନଇଗେଲେ ଏବଂ ସମାନେେ ଦେଶସାରା ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କରି, ସମାନଙ୍କେ ଭଣ୍ଡ ଦବେତା ଓ ଲୋକମାନଙ୍କ ପାଖ ରେ ଏହି ଖବର ପହଞ୍ଚାଇଲେ।

10 ପଲେଷ୍ଟୀୟମାନେ ସମାନଙ୍କେ ଭଣ୍ଡ ଦବେତାର ମନ୍ଦିର ରେ ଶାଉଲଙ୍କ ୟୁଦ୍ଧସାଜକୁ ନଇେ ରଖିଲେ। ସମାନେେ ଦାଗୋନ ଦବେତାର ମନ୍ଦିର ରେ ଶାଉଲଙ୍କ ଖପୁରିକୁ ଟଙ୍ଗାଇଲେ।

11 ପଲେଷ୍ଟୀୟମାନେ ଶାଉଲଙ୍କ ପ୍ରତି ଯେଉଁ ଯେଉଁ କର୍ମ କଲେ, ସହେିସବୁ ୟାବେଶ-ଗିଲିଯଦ ରେ ବାସ କରୁଥିବା ଲୋକମାନେ ଶୁଣିଲେ।

12 ୟାବେଶ-ଗିଲିଯଦର ସମସ୍ତ ସାହସୀ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ମୃତ ଶରୀର ଆଣିବା ନିମନ୍ତେ ଗଲେ ଓ ନଇେ ଆସିଲେ। ୟାବେଶସ୍ଥିତ ଏକ ବିରାଟ ବୃକ୍ଷ ତଳେ ସମାନଙ୍କେ ଅସ୍ଥିକୁ କବର ଦେଲେ। ଏହାପରେ ସମାନେେ ସାତଦିନ ପର୍ୟ୍ଯନ୍ତ ଉପବାସ କଲେ।

13 ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ନ ଥିବାରୁ ମୃତ୍ଯୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ଯ ୟାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ।

14 ତେଣୁ ସଦାପ୍ରଭୁ ଶାଉଲଙ୍କୁ ବଧ କଲେ ଓ ୟିଶୀର ପୁତ୍ର ଦାଉଦଙ୍କୁ ରାଜ୍ଯଭାର ଅର୍ପଣ କଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 1 Crônicas 10, comparar traduções ou montar um estudo — tudo direto pelo WhatsApp.