Hebreus 8
ସତିଅର୍ ବାଟ୍ (DSO) vs BKJ
1 ଏ ସବୁ କାତାଇଅନି ତମ୍କେ ବୁଜତ୍ ବଲି ମୁଇ ମନ୍ କଲିନି ଜେ, ଏ ଆମର୍ ବଡ୍ ପୁଜାରି ସରଗର୍ ସବୁର୍ ଉପ୍ରେ ପର୍ମେସରର୍ ଉଜାବାଟେ ବସ୍ଲା ଆଚେ ।
1 Ora, de todas as coisas que falamos, eis o resumo: Temos um sumo sacerdote tal, que está assentado à destra do trono da Majestade nos céus.
2 ଆରି ପର୍ମେସରର୍ ଅଦିକ୍ ସୁକଲ୍ ଜାଗାଇ ସେ ବଡ୍ ପୁଜାରି ଇସାବେ ସେବା କଲାନି । ସେ ତୁମ୍କୁଡିଆ ଲକ୍ମନ୍ ତିଆର୍କଲାଟା ନଏଁ, ମାତର୍ ସେଟା ମାପ୍ରୁ ତିଆର୍ କଲାଆଚେ ।
2 Um ministro do santuário, e do verdadeiro tabernáculo, que o Senhor levantou, e não o homem.
3 ସବୁ ବଡ୍ପୁଜାରିମନ୍ ଲକ୍ମନ୍ ଦେଇରଇବା ପସୁମନ୍ ଆରି ବିନ୍ ରକାମର୍ ବଲି ପର୍ମେସର୍କେ ସର୍ପି ଦେବାକେ ବାଚ୍ଲାଇ ଆଚତ୍ । ତେବର୍ପାଇ ଆମର୍ ବଡ୍ ପୁଜାରି ମିସା କାଇଟା ମିସା ପର୍ମେସର୍କେ ସର୍ପାଇବାର୍ ଆଚେ ।
3 Porque todo sumo sacerdote é ordenado para oferecer dons e sacrifícios; pelo que era necessário que esse homem também tivesse alguma coisa que oferecer.
4 ମାତର୍ ଏ ଜଗତେ ସେବା କରେନାଇ । ସେ ଜଦି ଏ ଜଗତେ ରଇତା, ତେବେ ସେ ଗଟେକ୍ ପୁଜାରି ନ ଅଇତା । କାଇକେ ବଇଲେ ଜିଉଦିମନର୍ ନିୟମ୍ ଇସାବେ ଦାନ୍ ସର୍ପିଦେବାକେ ପୁଜାରିମନ୍ ରଇଲାଇ ।
4 Porque, se ele estivesse na terra, não devia ser sacerdote, visto que há sacerdotes que oferecem dons segundo a lei,
5 ମାତର୍ ତାକର୍ ସେବା କର୍ବା ଜାଗା ସର୍ଗେ ରଇବା ସତ୍ ବିସଇ ଅବ୍କା ଗଟେକ୍ ଚାଇପାରା । ସମାନ୍ ସେନ୍ତାରିସେ ମସାର୍ ବେଲେ ଅଇଲା । ସେ ଜେଡେବଲ୍ ଗଟେକ୍ ତୁମ୍କୁଡିଆ ତିଆର୍ କର୍ବାକେ ଜାଇତେରଇଲା, ପରମେସର୍ ତାକେ ତିଆର୍ଲା, “ଜାଗ୍ରତ୍ ! ତୁଇ ସୁକଲ୍ ତୁମ୍କୁଡିଆଇ ଜେତ୍କି କର୍ସୁ ବଇଲେ, ମୁଇ ତକେ ସେଟା ପର୍ବତେ ଦେକାଇଲା ରକାମ୍ କର୍ବାର୍ ଆଚେ ।”
5 que servem ao exemplo e sombra das coisas celestiais, como Moisés foi admoestado por Deus quando estava prestes a construir o tabernáculo. Ele diz: Olha, cuida em fazer todas as coisas de acordo com o modelo que no monte se te mostrou.
6 ଏ ଜଗତର୍ ପୁଜାରିମନର୍ କାମ୍ତେଇଅନି ଜନ୍ କାମ୍ ପର୍ମେସର୍ ଜିସୁକେ ସର୍ପିଦେଲା, ସେ କାମ୍ ଅଦିକ୍ ଗୁର୍ତୁ ରଇବାଟା । ସେନ୍ତାରିସେ ଜନ୍ ନୁଆ ରାଜିନାମାସଙ୍ଗ୍ ସେ ପର୍ମେସର୍ ଆରି ମନୁସ୍ଜାତିକେ ଆରିତରେକ୍ ମିସାଇଲା, ସେଟା ପୁର୍ନା ରାଜିନାମାତେଇ ଅନି ନିକ । କାଇକେବଇଲେ, ନୁଆ ରାଜିନାମାତେଇ ରଇବା ପର୍ମେସରର୍ ସପତ୍ ସବୁ ବେସି ନିକ ଆଚେ ।
6 Mas agora ele alcançou um ministério mais excelente, quanto também é o mediador de um melhor pacto, que foi estabelecido sobre melhores promessas.
7 ପର୍ତୁମର୍ ରାଜିନାମାତେଇ ଜଦି କାଇ ବୁଲ୍ ନ ରଇତା, ତେବେ ପର୍ମେସର୍ ସେଟା ନ ବାଦ୍ଲାଇତା ।
7 Porquanto, se o primeiro pacto fora sem defeito, nenhum lugar se teria buscado para o segundo.
8 ମାତର୍ ସେ ରାଜିନାମା ମାନିକରି ରଇଲା ଲକ୍ମନର୍ ଚଲାଚଲ୍ତି ସଙ୍ଗ୍ ପର୍ମେସର୍ ସାର୍ଦା ନ ରଇଲା । କାଇକେବଇଲେ ସାସ୍ତରର୍ ମାପ୍ରୁର୍ ବାକିଅଟାନେ ଲେକା ଅଇଲାଆଚେ,
8 E achando falta neles, ele diz: Eis que virão dias, diz o Senhor, em que farei um novo pacto com a casa de Israel e com a casa de Judá.
9 ଏ ନୁଆ ରାଜିନାମା ଆଗର୍ ରାଜିନାମା ପାରା ନ ରଏ । ସେ ରାଜିନାମା ତାକର୍ ଆନିଦାଦିମନ୍କେ ମିସର୍ଦେସେଅନି ଡାକି ଆନ୍ଲାବେଲେ ମୁଇ କରିରଇଲି । ଆଗର୍ ରାଜିନାମାର୍ ମର୍ ଆଦେସ୍ ସବୁ ସେମନ୍ ମାନତ୍ନାଇ । ତେବର୍ପାଇ ମୁଇ ଆରି ସେମନର୍ବାଟେ ନ ଦେକି ।
9 Não conforme o pacto que fiz com seus pais no dia em que os tomei pela mão, para guiá-los para fora da terra do Egito; pois não permaneceram em meu pacto, e eu não mais os considerei, diz o Senhor.
10 ମାପ୍ରୁ ଆରିତରେକ୍ କଇଲା, ଇସ୍ରାଏଲର୍ ଲକ୍ମନ୍କେ ମର୍ ନିଜର୍ କର୍ବାକେ ମୁଇ ଜନ୍ ନୁଆ ରାଜିନାମା ତିଆର୍କର୍ବି ସେଟା ଏନ୍ତାରି ରଇସି । ମୁଇ ମର୍ ଆଦେସ୍ ତାକର୍ ଚିନ୍ତା କଲାଟାନେ ଦେବି ଆରି ତାକର୍ ମନ୍ ବିତ୍ରେ ଲେକ୍ବି । ଆରି ମୁଇ ତାକର୍ ପର୍ମେସର୍ ଅଇରଇବି ଆରି ସେମନ୍ ମର୍ ନିଜର୍ ଅଇରଇବାଇ ।
10 Porque este é o pacto que farei com a casa de Israel depois daqueles dias, diz o Senhor: Eu porei as minhas leis em suas mentes, e as escreverei em seus corações; eu serei para eles um Deus, e eles serão para mim um povo;
11 ଏଟାର୍ଲାଗି କେ ମିସା ମର୍ ବିସଇରେ ତାର୍ ସଙ୍ଗର୍ ଲକ୍ମନ୍କେ ସିକାଇବାକେ ନ ପଡେ । ଆରି ମୁଇ କେ ବଲି କେ ମିସା ତାକର୍ ବାଇମନ୍କେ ବାତାଇବାକେ ନ ପଡେ । କାଇକେବଇଲେ, ସେବେଲେ ଗୁଲାଇ ଲକ୍ ବଡ୍ ଅଅତ୍ କି ସାନ୍ ଅଅତ୍ ମୁଇ କେ ବଲି ଜାନ୍ବାଇ ।
11 e eles não ensinarão, cada homem ao seu próximo, nem cada um ao seu irmão, dizendo: Conhece o Senhor; porque todos me conhecerão, do menor até o maior.
12 ମୁଇ ସେମନର୍ ସବୁ ପାପ୍ କେମା କର୍ବି ଆରି
12 Porque serei misericordioso para com suas injustiças, e de seus pecados e de suas iniquidades não me lembrarei mais.
13 ଏବେ ଗଟେକ୍ ନୁଆ ରାଜିନାମା ଆଚେ ବଲି ପର୍ମେସର୍ କଇଲାକେ ପୁର୍ନା ରାଜିନାମାକେ କାଇ ମୁଲିଅ ନାଇ ବଲି ଆମେ ଜାନୁ । ଜନ୍ଟା ପୁର୍ନା ଅଇଗାଲା ଆରି କାଇଟା ପାଇ ମିସା ଲଡାକେ ନ ଆଇଲେ, ସେଟା ବାଇରେ ପିଙ୍ଗିଦେବାଇ ।
13 Assim ele diz: Um novo pacto, ele tornou o primeiro velho. Ora, o que se deteriora e envelhece está pronto para desaparecer.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Hebreus 8, comparar traduções ou montar um estudo — tudo direto pelo WhatsApp.