Gálatas 3
ସତିଅର୍ ବାଟ୍ (DSO) vs BKJ
1 ଏ ବକୁଆ ଗାଲାତିଅମନ୍ ! କେ ତମ୍କେ ଏନ୍ତାରି ବୁଲ୍ ସିକିଆ ଦେଇ ଚଟ୍ପଟ୍ କରାଇଲାନି ? ତମର୍ ମୁଆଟେ ତା କୁର୍ସେ ମରିରଇବା ଜିସୁ କିରିସ୍ଟର୍ ବିସଇ ଅର୍ସା ସଙ୍ଗ୍ ବାତାଇ ଦେଇଆଚୁ ।
1 Ó insensatos gálatas, quem vos encantou a fim de que não obedecessem à verdade, quando entre vós, diante de vossos olhos, Jesus Cristo foi evidentemente apresentado e crucificado?
2 ଗଟେକ୍ କାତା ମକେ କଇଦେକାପନି, ମସାର୍ ନିୟମ୍ ମାନ୍ଲାକେ ତମେ ସୁକଲ୍ଆତ୍ମା ପାଇଆଚାସ୍ କି, ସୁବ୍କବର୍ ସୁନି ସେଟା ବିସ୍ବାସ୍ କଲାକେ ?
2 Apenas quero saber de vós isto: Recebestes o Espírito pelas obras da lei ou pela fé naquilo que ouviram?
3 ତମେ କେନ୍ତାର୍ ଏତେକ୍ ବୁଦି ନଇଲା ଲକର୍ ପାରା ଅଇଗାଲାସ୍ନି ? ଆତ୍ମାର୍ ବପୁ ପାଇକରି ତମେ ଜନ୍ ବିସ୍ବାସର୍ ଜିବନ୍ ଆରାମ୍ କଲାସ୍, ସେଟା କାଇ ନିଜର୍ ବପୁସଙ୍ଗ୍ ସାରାଇବାକେ ମନ୍କଲାସ୍ନି କି ?
3 Sois assim tão tolos? Depois de terdes começado pelo Espírito, quereis agora ser aperfeiçoados pela carne?
4 ସେଟାର୍ପାଇ ତମେ ଆଗ୍ତୁ ସିକ୍ଲାଟା ସବୁ ବେକାର୍ କି ? ତେଇଅନି କାଇଟା ମିସା ସିକାସ୍ ନାଇ କି ?
4 Padecestes tantas coisas em vão? Se é que foi em vão!
5 ପର୍ମେସର୍ କାଇକେ ତାର୍ ଆତ୍ମା ଦେଇ ତମର୍ ବିତ୍ରେ କାବାଅଇଜିବା କାମ୍ମନ୍ କଲା ? ତମେ ମସାର୍ ନିୟମ୍ ମାନ୍ଲାର୍ ପାଇ କି ଜନ୍ ସୁବ୍କବର୍ ତମ୍କେ ଜାନାଇରଇଲାଇ ସେଟା ବିସ୍ବାସ୍ କଲାକେ ?
5 Aquele que vos ministra o Espírito e realiza milagres entre vós, o faz pelas obras da lei, ou pela fé naquilo que ouviram?
6 ଅବ୍ରାଆମର୍ କାତା ଏତାଇ ଦେକା । ସାସ୍ତରେ ଲେକାଆଚେ, “ସେ ପର୍ମେସର୍ କଇଲା ବିସଇ ବିସ୍ବାସ୍ କଲା । ଆରି ତାର୍ ବିସ୍ବାସର୍ ଲାଗି ପରମେସର୍ ତାକେ ଦରମ୍ ଲକ୍ ଇସାବେ ଲେକା କଲା ।”
6 Assim como Abraão creu em Deus, isso lhe foi creditado por justiça.
7 ଜନ୍ ଲକ୍ମନ୍ ବିସ୍ବାସ୍ କର୍ବାଇ, ସେମନ୍ସେ ଅବ୍ରାଆମର୍ କୁଟୁମର୍ ଲକ୍ । ଏଟା ତମେ ଜାନ୍ବାର୍ ଆଚେ ।
7 Sabei, pois, que aqueles que são da fé são chamados filhos de Abraão.
8 ପୁର୍ବେଅନି ଦରମ୍ ସାସ୍ତରେ ଲେକାଅଇଲା ଆଚେ ଜେ, ବିସ୍ବାସ୍ କଲେସେ ପରମେସର୍ ଜିଉଦିନଇଲା ଲକ୍ମନ୍କେ ମିସା ଦରମ୍ ଲକ୍ ଇସାବେ ଲେକା କର୍ସି । ପରମେସର୍ ତମର୍ଟାନେଅନି ଜଗତର୍ ସବୁ ଲକ୍କେ ଆସିର୍ବାଦ୍ କର୍ସି । ଏ କବର୍ ପର୍ତୁମ୍ ଅବ୍ରାଆମ୍କେ ଜାନାଇ ଦିଆଅଇରଇଲା ।
8 Prevendo a escritura que Deus justificaria os gentios pela fé, pregou o evangelho a Abraão, dizendo: Em ti todas as nações serão abençoadas.
9 ଅବ୍ରାଆମ୍ ବିସ୍ବାସ୍ କରି ଆସିର୍ବାଦ୍ ପାଇରଇଲା । ସେଟାର୍ ପାଇ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଲକ୍ ତାର୍ ପାରା ଆସିର୍ବାଦ୍ ପାଇବାଇ ।
9 De modo que aqueles que são da fé são abençoados com o fiel Abraão.
10 ଜନ୍ ଲକ୍ମନ୍ ରିତିନିତିର୍ ନିୟମ୍ ମାନ୍ଲୁନି ବଲି ବଡ୍ପନ୍ ଅଇବାଇ, ସେମନ୍ ସାଇପ୍ ପାଇବାଇ । କାଇକେ ବଇଲେ ଦରମ୍ସାସ୍ତରେ ଲେକାଆଚେ, “ମସାର୍ ନିୟମ୍ ବଇଟାନେ ଜାଇଟା ସବୁ ଲେକାଅଇଲା ଆଚେ, ଜଦି କେ ସେଟା ପୁରାପୁରୁନ୍ ନ ମାନେ, ସେ ପରମେସରର୍ ସାଇପ୍ ପାଇସି ।”
10 Porque todos quantos são das obras da lei estão sob a maldição, pois está escrito: Maldito é todo aquele que não observa todas as coisas escritas no livro da lei para cumpri-las.
11 ଏଟା ନିକସଙ୍ଗ୍ ଜାନାପଡ୍ଲାନି । ରିତିନିତିର୍ ନିୟମ୍ ମାନିକରି କେ ମିସା ପର୍ମେସରର୍ ମୁଆଟେ ଦରମ୍ ବଲାଇଅଇ ନ ଅଅତ୍ । କାଇକେବଇଲେ ଦରମ୍ ଲକ୍ ବିସ୍ବାସର୍ ଲାଗି ବଁଚ୍ବାଇ ।
11 Que nenhum homem é justificado pela lei perante Deus, isso é evidente, porque o justo viverá pela fé.
12 ନିୟମ୍ ମାନ୍ବାଟା ଆରି ବିସ୍ବାସ୍ କର୍ବାଟା ଦୁଇଟା ମୁଲ୍କେ ନ ମିସେ । ଦରମ୍ ସାସ୍ତରେ ଲେକାଆଚେ, ଜନ୍ ଲକ୍ ନିୟମର୍ ଦାବି ଇସାବେ କାମ୍ କର୍ସି ସେ ଜିବନ୍ ପାଇସି ।
12 E a lei não é da fé, mas o homem que fizer estas coisas deverá viver nelas.
13 ଆମେ କେ ମିସା ନିୟମର୍ ସବୁ ଆଦେସ୍ ମାନି ନାପାରୁ । ସେଟାର୍ପାଇ ଆମେ ସବୁ ଡଣ୍ଡ୍ ପାଇବାର୍ ରଇଲା । ମାତର୍ କିରିସ୍ଟ ଆମର୍ ସାଇପ୍ ନିଜେ ନେଲା ଆରି ନିୟମର୍ ସାଇପେଅନି ଆମ୍କେ ମୁକ୍ଲାଇଲା । ଦରମ୍ ସାସ୍ତରେ ଲେକାଆଚେ, ଜେ ଗଚେ ଉଚ୍କିଅଇ ମର୍ସି, ସେ ପରମେସରର୍ତେଇ ଅନି ସାଇପ୍ ପାଇଲା ଲକ୍ !
13 Cristo nos resgatou da maldição da lei, fazendo-se por nós uma maldição, porque está escrito: Maldito é todo aquele que for pendurado em um madeiro;
14 ଅବ୍ରାଆମ୍ ଜନ୍ ଆସିର୍ବାଦ୍ କର୍ବାକେ ସପତ୍ କରିରଇଲା ଜିଉଦି ନଇଲା ଲକ୍ମନ୍ ମିସା ସେଟା ପାଇବାଇ, ସେଟାର୍ ପାଇ କିରିସ୍ଟ ଏ କାମ୍ କଲାଆଚେ । ସେଟାର୍ ପାଇ ବିସ୍ବାସ୍ କରି ଆମେ ମିସା ପରମେସରର୍ କାତା ଦେଲା ଇସାବେ ସୁକଲ୍ଆତ୍ମା ପାଇପାରୁ ।
14 para que a bênção de Abraão pudesse vir sobre os gentios por meio de Jesus Cristo; para que possamos receber a promessa do Espírito através da fé.
15 ଏ ବାଇବଇନିମନ୍ ! ପର୍ମେସର୍ ଅବ୍ରାଆମ୍କେ ଜନ୍ ସପତ୍ ଦେଇ ରଇଲା, ସେଟା ବାତାଇବାକେ ମୁଇ ଗଟେକ୍ ଉଦାଅରନ୍ କଇବି। ଜେଡେବଲ୍ ଦୁଇ ଲକ୍ ଗଟେକ୍ ବିସଇତେଇ ରାଜିନାମା ଲେକ୍ବାଇ, ସେ ରାଜିନାମା କେ ମିସା ବାଙ୍ଗାଇ ନାପାରତ୍ । କି ତେଇ କାଇଟା ମିସାଇ ନାପାରତ୍ ।
15 Irmãos, falo à maneira dos homens. Embora seja apenas um pacto de homem, ainda que isso seja confirmado, nenhum homem pode anulá-lo ou acrescentar a isso.
16 ସେନ୍ତାର୍ସେ ପର୍ମେସର୍ ଅବ୍ରାଆମ୍ ଆରି ତାର୍ ନାତିତିତିକେସେ ସପତ୍ ଦେଇରଇଲା । ଏ ବିସଇନେଇ ନାତିତିତିମନ୍ ବଲି ସାସ୍ତରେ ଲେକାରଇବାଟା, ଅବ୍ରାଆମର୍ ସବୁ ନାତିତିତିମନ୍କେ କଏନାଇ । ମାତର୍ ଗଟେକ୍ ଲକ୍କେସେ କଇଲାଆଚେ । ଜେ କି କିରିସ୍ଟ ।
16 Ora, as promessas foram feitas a Abraão e à sua semente. Ele não diz: Às sementes, como se fossem muitos, mas fala de um só: E à tua semente, que é Cristo.
17 ମର୍ କଇବାର୍ ଅରତ୍ ଅଇଲାନି, ପରମେସର୍ ଅବ୍ରାଆମର୍ ସଙ୍ଗ୍ ଗଟେକ୍ ରାଜିନାମା ତିଆର୍ କରିରଇଲା, ଆରି ସେଟା ମାନ୍ବାକେ ସପତ୍ କରିରଇଲା ।
17 E isto digo, que o testamento que foi confirmado diante de Deus em Cristo, a lei, que veio quatrocentos e trinta anos mais tarde, não pode anulá-lo, tornando a promessa sem efeito.
18 ପରମେସରର୍ ଆସିର୍ବାଦ୍ ପାଇବାଟା ଜଦି ନିୟମ୍ ମାନ୍ବା ଉପ୍ରେ ଅଇସି ବଇଲେ, ତେବେ ସେଟା ଆରି ତାକର୍ ସପତର୍ ଲାଗି ଅଇଲାଟା ବଲି କଇ ନଏଁ । ସେଟାର୍ ପାଇ ପରମେସର୍ ଅବ୍ରାଆମ୍କେ ଅବ୍କା ତାର୍ ସପତ୍ ଇସାବେ ସେ ଆସିର୍ବାଦ୍ ଦେଇରଇଲା ।
18 Porque se a herança fosse obtida pela lei, não viria mais da promessa, mas Deus a concedeu a Abraão por promessa.
19 ତେବେ ନିୟମ୍ କାଇକେ ଦିଆଅଇଲା ? ମୁନୁସର୍ ସତ୍ ନ ଅଇବା ସବୁ କାମ୍ ଦେକାଇ ଦେବାକେ ଦିଆଅଇଲା । ଆରି ଅବ୍ରାଆମର୍ ଜନ୍ କୁଟୁମ୍ ଦେକି ପରମେସର୍ ସେ ସପତ୍ କରିରଇଲା, ସେ ଲକ୍ ଆଇବା ଜାକ ନିୟମର୍ ଦର୍କାର୍ ରଇଲା । ପର୍ମେସର୍ ଗଟେକ୍ ଲକ୍କେ ମାଲାକାରିଆ କରାଇ ସରଗର୍ ଦୁତ୍ମନର୍ ଆତେ ନିୟମ୍ ପାଟାଇରଇଲା ।
19 Então, para que serve a lei? A lei foi acrescentada por causa das transgressões, até que viesse a semente para quem a promessa fora feita; e foi ordenada por anjos pelas mãos de um mediador.
20 ମାତର୍ ଅବ୍ରାଆମ୍କେ ସପତ୍ ଦେଲା ବେଲେ ମାଲାକାରିଆମନ୍ ନ ରଇଲାଇ । ପର୍ମେସର୍ ନିଜେସେ ସପତ୍ କରିରଇଲାଇ ।
20 Ora, um mediador não é um mediador de um apenas, mas Deus é um só.
21 ନିୟମ୍ କାଇ ପରମେସରର୍ ସପତ୍ ବିରଦ୍ କଲାନି କି ? ନାଇ କେବେ ନାଇ ! କାଇକେବଇଲେ ଲକ୍କେ ଜିବନ୍ ଦେଲାପାରା ଗଟେକ୍ ନିୟମ୍ କରା ଅଇତା, ତେବେ ସେଟା ମାନ୍ଲେସରି ସେ ପରମେସରର୍ ମୁଆଟେ ଦସ୍ ନ କଲାଲକ୍ ବଲାଇ ଅଇତା ।
21 É então a lei contrária às promessas de Deus? De modo nenhum. Se tivesse existido uma lei que pudesse vivificar, em verdade, a justiça teria vindo pela lei.
22 ମାତର୍ ଦରମ୍ ସାସ୍ତରେ ଲେକା ଆଚେ, ସବୁ ମୁନୁସ୍ ଜାତି ପାପର୍ ତଲେ ଆଚତ୍, ସେଟାର୍ ପାଇ କିରିସ୍ଟ ବିସ୍ବାସିମନ୍, ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲାର୍ ପାଇ ସପତର୍, ଆସିର୍ବାଦ୍ ପାଇବାଇ ।
22 Mas a escritura concluiu tudo sob o pecado, para que a promessa pela fé de Jesus Cristo possa ser dada aos que creem.
23 ବିସ୍ବାସର୍ ଜୁଗ୍ ଆଇବା ଆଗ୍ତୁ ଆରି ଦେକାଇଅଇବା ଜାକ, ନିୟମ୍ ଆମ୍କେ ବନ୍ଦି କରି ରକିରଇଲା ।
23 Porém, antes que viesse a fé, éramos mantidos sob a lei, encerrados para a fé que havia de se revelar posteriormente.
24 କିରିସ୍ଟର୍ ଆଇବା ଜାକ ଆମେ ନିୟମର୍ ତଲେ ରଇଲୁ । ମାତର୍ ତାର୍ ପଚେ, କାଲି ବିସ୍ବାସେଅନି ଆମେ ପରମେସରର୍ ମୁଆଟେ ଦସି ନଇଲା ଲକ୍ ବଲାଇ ଅଇବୁ ।
24 De modo que a lei foi o nosso tutor, para trazer-nos a Cristo, a fim de que pudéssemos ser justificados pela fé.
25 ଏବେ ବିସ୍ବାସର୍ ଜୁଗ୍ କେଟିଆଚେ, ଆମେ ଆରି ନିୟମର୍ ତଲେ ନାଇ ।
25 Mas, depois que veio a fé, já não dependemos de um pedagogo.
26 ବିସ୍ବାସ୍ କଲାକେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି, ଆମେ ସବୁ ପରମେସରର୍ ପିଲାଟକି ଅଇଆଚୁ ।
26 Porque todos sois filhos de Deus pela fé em Cristo Jesus.
27 ଆମେ ଡୁବନ୍ ନେଇକରି କିରିସ୍ଟର୍ ସଙ୍ଗ୍ ଗଟେକ୍ ଅଇଆଚୁ ଆରି ଏବେ ଜିସୁ କିରିସ୍ଟର୍ ଜିବନ୍ ରୁପର୍ ବସ୍ତର୍ ପିନ୍ଦି ଆଚୁ ।
27 Todos vós que fostes batizados em Cristo, vos revestistes de Cristo.
28 ସେଟାର୍ ପାଇ ଜିଉଦି ଆରି ଜିଉଦିନଇଲା ଲକ୍, ଗେନାଅଇଲା ଗତିଦାଙ୍ଗ୍ଡାଦାଙ୍ଗ୍ଡି କି ମୁକ୍ଲାଇଲା ଲକ୍, ମୁନୁସ୍ କି ମାଇଜି ବିତ୍ରେ, କାଇଟା ମିସା ବିନ୍ ନାଇ । ଆମେ ସବୁ ଲକ୍ ଜିସୁର୍ ସଙ୍ଗ୍ ମିସିକରି ଗଟେକ୍ ଅଇଆଚୁ ।
28 Já não há judeu nem grego, não há também escravo nem livre, nem homem nem mulher, pois todos vós sois um em Cristo Jesus.
29 ଜଦି ତମେ କିରିସ୍ଟର୍ ଲକ୍, ତେବେ ତମେ ମିସା ଅବ୍ରାଆମର୍ କୁଟୁମର୍ ଆରି ପରମେସର୍ ଜାଇଟା ସପତ୍ କଲାଆଚେ, ସେଟା ମିଲାଇସା ।
29 E se sois de Cristo, então sois a semente de Abraão, herdeiros segundo a promessa.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gálatas 3, comparar traduções ou montar um estudo — tudo direto pelo WhatsApp.