Atos 16
ସତିଅର୍ ବାଟ୍ (DSO) vs ARIB
1 ତେଇଅନି ପାଉଲ୍ ଦର୍ବି ଆରି ଲୁସ୍ତାରାଇ ଆଇଲା । ସେ ନଅରେ ତିମତି ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା । ତାର୍ ମାଆ ଗଟେକ୍ ଜିଉଦି ବିସ୍ବାସି ରଇଲା । ମାତର୍ ତାର୍ ବାବା ଗଟେକ୍ ଗିରିକ୍ ଲକ୍ ରଇଲା ।
1 Chegou também a Derbe e Listra. E eis que estava ali certo discípulo por nome Timóteo, filho de uma judia crente, mas de pai grego;
2 ଲୁସ୍ତାରା ଆରି ଇକନିଅତେଇ ରଇବା ସବୁ ବିସ୍ବାସି ବାଇମନ୍ ତିମତିକେ ସନ୍ମାନ୍ କର୍ତେରଇଲାଇ ।
2 do qual davam bom testemunho os irmãos em Listra e Icônio.
3 ପାଉଲ୍ ତାର୍ ସଙ୍ଗ୍ ତିମତିକେ ନେବାକେ ମନ୍ କଲା, ସେଟାର୍ପାଇ ଜିବା ଆଗ୍ତୁ ମସାର୍ ନିୟମ୍ ଇସାବେ ତାକେ ସୁନତ୍ କଲା । ଜେନ୍ତିକି ସେ ଜାଗାର୍ ଜିଉଦିମନ୍ ତାକେ ନିନ୍ଦା ନ କରତ୍ । କାଇକେବଇଲେ ତେଇର୍ ଲକ୍ମନ୍ ତିମତିର୍ ବାବା ଗିରିକ୍ ଲକ୍ ବଲି ଜାନିରଇଲାଇ ।
3 Paulo quis que este fosse com ele e, tomando-o, o circuncidou por causa dos judeus que estavam naqueles lugares; porque todos sabiam que seu pai era grego.
4 ସେମନ୍ କେଟ୍ଲା ସବୁ ଜାଗାଇ ଜିଉଦି ନ ଅଇଲା ବିସ୍ବାସିମନର୍ପାଇ, ଜିରୁସାଲମର୍ ପାର୍ଚିନ୍ମନ୍ ଆରି ପେରିତ୍ମନ୍ ରାଜି ଅଇରଇବା ନିତିନିୟମ୍ ବିସଇ କଇଲାଇ । ଏ ସବୁ ନିୟମ୍ ମାନ୍ବାକେ ବିସ୍ବାସିମନ୍କେ କଇଲାଇ ।
4 Quando iam passando pelas cidades, entregavam aos irmãos, para serem observadas, as decisões que haviam sido tomadas pelos apóstolos e anciãos em Jerusalém.
5 ସେଟାର୍ପାଇ ମଣ୍ଡଲିମନର୍ ଲକ୍ମନ୍ ବିସ୍ବାସେ ଡାଟ୍ ଅଇଲାଇ ଆରି ଦିନ୍କେ ଦିନ୍ ତାକର୍ ବିସ୍ବାସ୍ ବଡ୍ବାର୍ ଦାର୍ଲାଇ ।
5 Assim as igrejas eram confirmadas na fé, e dia a dia cresciam em número.
6 ସୁକଲ୍ଆତ୍ମା ସେମନ୍କେ ଆସିଆ ଦେସେ ମାପ୍ରୁର୍ କାତା କଇବାକେ ଚାଲ୍ନା ଦେଅତ୍ନାଇକେ, ସେମନ୍ ପିରିଜିଆ ଆରି ଗାଲାତିଅ ଜାଗାଇ ଗାଲାଇ ।
6 Atravessaram a região frígio-gálata, tendo sido impedidos pelo Espírito Santo de anunciar a palavra na Ásia;
7 ମିସିଆର୍ ସନ୍ଦିଲଗେ କେଟି ବିତିନିଆ ରାଇଜେ ଜିବାକେ ଚେସ୍ଟା କଲାଇ । ମାତର୍ ବାରଇଲାବେଲେ ଜିସୁର୍ଲାଗି ତାକର୍ ବିତ୍ରେ ରଇବା ସୁକଲ୍ ଆତ୍ମା, ସେମନ୍କେ ଜିବାକେ ଚାଲ୍ନା ଦେଏନାଇ ।
7 e tendo chegado diante da Mísia, tentavam ir para Bitínia, mas o Espírito de Jesus não lho permitiu.
8 ସେଟାର୍ ପାଇ ସେମନ୍ ମିସିଆବାଟ୍ ଦେଇ ତରଆତେଇ ଗାଲାଇ ।
8 Então, passando pela Mísia, desceram a Trôade.
9 ତରଆଇ ରଇଲାବେଲେ, ସେ ରାତିଆ ପାଉଲ୍ ଗଟେକ୍ ଦର୍ସନ୍ ଦେକ୍ଲା । ସେ ଦର୍ସନେ ମାସିଦନିଆର୍ ଗଟେକ୍ ଲକ୍ ଟିଆଅଇ ବାବୁଜିଆ କରି କଇଲା “ମାସିଦନିଆଇ ଆସି ଆମ୍କେ ସାଇଜ କରା !”
9 De noite apareceu a Paulo esta visão: estava ali em pé um homem da Macedônia, que lhe rogava: Passa à Macedônia e ajuda-nos.
10 ପାଉଲ୍ ଏ ଦର୍ସନ୍ ଦେକ୍ଲା ଦାପ୍ରେ, ମାସିଦନିଆଇ ଜିବାକେ ଆମେ ତିଆର୍ ଅଇଲୁ, କାଇକେବଇଲେ ଆମେ ନିକ ସଙ୍ଗ୍ ଜାନ୍ଲୁ, ପର୍ମେସର୍ ତେଇର୍ ଲକ୍ମନର୍ ବିତ୍ରେ, ସୁବ୍ କବର୍ ଜାନାଇବାକେ ଆମ୍କେ ଡାକ୍ଲା ଆଚେ ।
10 E quando ele teve esta visão, procurávamos logo partir para a Macedônia, concluindo que Deus nos havia chamado para lhes anunciarmos o evangelho.
11 ଆମେ ତରଆଅନି ଜାଜେ ଚଗି ସିଦା ସାମ୍ତରା ଗାଲୁ ଆରି ତାର୍ ଆର୍କର୍ ଦିନେ ନିଆପଲି କେଟ୍ଲୁ ।
11 Navegando, pois, de Trôade, fomos em direitura a Samotrácia, e no dia seguinte a Neápolis;
12 ତେଇଆମେ ଉତ୍ରିକରି ମାସିଦନିଆ ଜିଲାର୍ ମୁକିଅ ଗଡ୍ ପିଲିପେ ଗାଲୁ । ଏ ଗଡ୍ ଗଟେକ୍ ରମିୟ ଦଲ୍ ରଇବା ଗଡ୍ ରଇଲା । ତେଇ ଆମେ ବେସି ଦିନ୍ ଜାକ ରଇଲୁ ।
12 e dali para Filipos, que é a primeira cidade desse distrito da Macedônia, e colônia romana; e estivemos alguns dias nessa cidade.
13 ବିସ୍ରାମ୍ବାରେ ଗଡ୍ ବାଇରର୍ ଗାଡ୍ କଣ୍ଡି ଗାଲୁ । ତେଇ ଜିଉଦିମନ୍ ରୁଣ୍ଡିକରି ପାର୍ତନା କର୍ବାକେ ଗଟେକ୍ ଜାଗା ବଲି ବାବ୍ଲୁ । ଆମେ ତେଇ ବସ୍ଲୁ ଆରି ତେଇ ରୁଣ୍ଡି ରଇବା ମାଇଜି ମନର୍ ସଙ୍ଗ୍ କାତାବାର୍ତା ଅଇଲୁ ।
13 No sábado saímos portas afora para a beira do rio, onde julgávamos haver um lugar de oração e, sentados, falávamos às mulheres ali reunidas.
14 ସେମନର୍ ବିତ୍ରେଅନି ତୁୟଟିରା ଗଡର୍ ଲୁଦିଆ ନାଉଁର୍ ଗଟେକ୍ ମାଇଜି, ଆମର୍ କାତା ସୁନ୍ତେରଇଲା । ସେ ବେସି ଦାମ୍ ଅଇବା ଜାମ୍କଲିଆ ରଙ୍ଗର୍ ଲୁଗା ବିକ୍ତେରଇଲା । ସେ ପରମେସର୍କେ ପାର୍ତନା କର୍ବା, ଜିଉଦି ନ ଅଇଲା ଲକ୍ । ପାଉଲ୍ ମାପ୍ରୁର୍ କାତା କଇଲାବେଲେ ସେଟା ନାମ୍ବାକେ ମାପ୍ରୁ ତାର୍ ମନ୍ ଉଗାଡିଦେଲା ।
14 E certa mulher chamada Lídia, vendedora de púrpura, da cidade de Tiatira, e que temia a Deus, nos escutava e o Senhor lhe abriu o coração para atender às coisas que Paulo dizia.
15 ବିସ୍ବାସ୍ କଲାପଚେ, ସେ ଆରି ତାର୍ କୁଟୁମର୍ ଲକ୍ ଡୁବନ୍ ନେଲାଇ । ତାର୍ ପଚେ ସେ ଆମ୍କେ ଡାକିକରି କଇଲା, “ଜଦି ସତଇସେ ମୁଇ ମାପ୍ରୁକେ ବିସ୍ବାସ୍ କଲିନି ବଲି ତମେ ବାବ୍ଲାସ୍ନି, ତେବେ ଆସି ମର୍ ଗରେ ରୁଆ ।” ସେ ଏନ୍ତି କଇ ଆମ୍କେ ତାର୍ ଗରେ ଜିବାକେ ସୁତ୍ରାଇଲା ।
15 Depois que foi batizada, ela e a sua casa, rogou-nos, dizendo: Se haveis julgado que eu sou fiel ao Senhor, entrai em minha casa, e ficai ali. E nos constrangeu a isso.
16 ଆରି ଗଟେକ୍ଦିନେ ଆମେ ପାର୍ତନା ଜାଗାଇ ଜାଇରଇଲୁ । ତେଇ ଡୁମା ଡସିରଇବା ଗଟେକ୍ ଗତିଦାଙ୍ଗ୍ଡିକେ ବେଟ୍ଅଇଲୁ । ସେ ତାର୍ ବିତ୍ରେ ରଇଲା କାରାପ୍ଆତ୍ମାର୍ ବପୁ ସଙ୍ଗ୍ ବବିସତ୍ କାତା କଇପାର୍ତେ ରଇଲା । ସେ ଲକ୍ମନର୍ ଆତ୍ ଦେକି, ବବିସତ୍ କାତା କଇଦେଇକରି, ସାଉକାର୍ମନ୍କେ ବେସି ଡାବୁ କାମାଇଦେଇତେରଇଲା ।
16 Ora, aconteceu que quando íamos ao lugar de oração, nos veio ao encontro uma jovem que tinha um espírito adivinhador, e que, adivinhando, dava grande lucro a seus senhores.
17 ଆମେ ତାର୍ଲଗେ ଗାଲାକେ, ସେ ପାଉଲ୍ ବଲି କିର୍କିରି ଆମର୍ ପଚ୍ ପଚ୍ ଆଇଲା । ଆରି କଇଲା, “ଏ ଲକ୍ମନ୍ ସବୁର୍ଟାନେଅନି ବଡ୍ ପରମେସରର୍ ସେବାକରୁମନ୍ । ତମେ କେନ୍ତି ମୁକ୍ତି ପାଇସା, ଏ କାତା ସେମନ୍ କଇଲାଇନି ।”
17 Ela, seguindo a Paulo e a nós, clamava, dizendo: São servos do Deus Altíssimo estes homens que vos anunciam um caminho de salvação.
18 ସେ ଦାଙ୍ଗ୍ଡି ବେସି ଦିନ୍ ଦାରି ଏନ୍ତି କଲା । ସାରାସାରିପଚେ ପାଉଲ୍ ବିଜାର୍ ଅଇଲା । ସେ ପଚ୍ବାଟେ ପାସ୍ଲି ଦେକି କାରାପ୍ଆତ୍ମାକେ ଦମ୍କାଇକରି କଇଲା, “ଜିସୁ କିରିସ୍ଟର୍ ନାଉଁ ଦାରି ଆଦେସ୍ ଦେଲିନି, ତାର୍ତେଇଅନି ବାରଇ ଜା ।” ସେ କଇଲା ଦାପ୍ରେ, କରାପ୍ ଆତ୍ମା ତାର୍ତେଇଅନି ବାରଇଗାଲା ।
18 E fazia isto por muitos dias. Mas Paulo, perturbado, voltou-se e disse ao espírito: Eu te ordeno em nome de Jesus Cristo que saias dela. E na mesma hora saiu.
19 ଜେଡେବେଲ୍ ତାକର୍ ସାଉକାର୍ମନ୍କେ ନିଜର୍ ଦନ୍ ଅରଜ୍ବାଟା, ବୁଡିଗାଲା ବଲି ଜାନ୍ଲାଇ, ପାଉଲ୍ ଆରି ସିଲାକେ ଗଡର୍ ମଜାଇ ରଇବା ରମିଅ ଅଦିକାରିର୍ ଲଗେ ଜିକି ଆନ୍ଲାଇ ।
19 Ora, vendo seus senhores que a esperança do seu lucro havia desaparecido, prenderam a Paulo e Silas, e os arrastaram para uma praça à presença dos magistrados.
20 ସେମନ୍କେ ତାକର୍ ମୁଆଟେ ଆନି ଦସ୍ଦେଇ କରି କଇଲାଇ “ଏମନ୍ ଜିଉଦି ଲକ୍, ଆମର୍ ଗଡେ ଆସି ଗଣ୍ଡ୍ଗଲ୍ କଲାଇନି ।”
20 E, apresentando-os aos magistrados, disseram: Estes homens, sendo judeus, estão perturbando muito a nossa cidade,
21 ଆମର୍ ନିୟମ୍ ବିରଦେ ରିତିନିତି ସିକାଇଲାଇନି । ଆମେ ରମିଅ ଲକ୍, ସେଟାର୍ ପାଇ ଏ ରିତିନିତି ମାନି ନାପାରୁ ।
21 e pregam costumes que não nos é lícito receber nem praticar, sendo nós romanos.
22 ସାଉକାର୍ ମନର୍ କାତାମିସାଇ ତେଇ ରଇଲା ଲକ୍ମନ୍, ପାଉଲ୍ ଆରି ସିଲାର୍ ବିରଦେ ଉଟ୍ଲାଇ ।
22 A multidão levantou-se à uma contra eles, e os magistrados, rasgando-lhes os vestidos, mandaram açoitá-los com varas.
23 ବେସି ମାଡ୍କାଇଲା ପଚେ ସେମନ୍କେ ବନ୍ଦି ଗରେ ପୁରାଇଲାଇ ଆରି କୁଚିଦେଇ ଜାଗ୍ବାକେ ବନ୍ଦି ଗର୍ ଜାଗୁଆଲ୍କେ ଆଦେସ୍ ଦେଲାଇ ।
23 E, havendo-lhes dado muitos açoites, os lançaram na prisão, mandando ao carcereiro que os guardasse com segurança.
24 ଏ ଆଦେସ୍ ପାଇ ବନ୍ଦି ଗର୍ ଜାଗୁଆଲ୍ ସେମନ୍କେ ଗଟେକ୍ ବିତ୍ରର୍ ବାକ୍ରାଇ ପୁରାଇ ଦେଇ, ବଜ୍ରଇବା ଦାରୁମୁଟ୍ଲାଇ ତାକର୍ ଗଡ୍ ବାନ୍ଦିଦେଲା ।
24 Ele, tendo recebido tal ordem, os lançou na prisão interior e lhes segurou os pés no tronco.
25 ପାଉଲ୍ ଆରି ସିଲା ମଜା ରାତି ବେଲାଇ ପର୍ମେସର୍କେ ପାର୍ତନା କରି ଗିତ୍ ଗାଇତେ ରଇଲାଇ । ବନ୍ଦି ଗରେ ରଇବା ବିନ୍ଲକ୍ମନ୍ ସେଟା ସବୁ ସୁନ୍ତେ ରଇଲାଇ ।
25 Pela meia-noite Paulo e Silas oravam e cantavam hinos a Deus, enquanto os presos os escutavam.
26 ସେଡ୍କିବେଲେ, ଅଟାତ୍ ବେସି ଦର୍ତନି ଚୁଲ୍ବୁଲ୍ଲା ଆରି ବନ୍ଦି ଗରର୍ ପାକାଇଲା କୁନାଦି ପାକ୍ନା ଆଲିଗାଲା, ସେ ଦାପ୍ରେ କାପାଟ୍ମନ୍ ଉଗାଡି ଅଇଗାଲା ଆରି ସବୁ ବନ୍ଦିମନର୍ ସିକ୍ଲି କୁସ୍ଲି ଗାଲା ।
26 De repente houve um tão grande terremoto que foram abalados os alicerces do cárcere, e logo se abriram todas as portas e foram soltos os grilhões de todos.
27 ବନ୍ଦି ଗରର୍ ଜାଗୁଆଲ୍ ଚେତାଅଇ ଉଟ୍ଲା ଆରି ବନ୍ଦି ଗରର୍ କାପାଟ୍ ଉଗ୍ଡା ଅଇରଇଲାଟା ଦେକ୍ଲା । ସେ ବନ୍ଦିମନ୍ ସବୁ ପାଲାଇ ଆଚତ୍ ବଲି ବାବ୍ଲା । ସେଟାର୍ ପାଇ ସେ ତାର୍ କାଣ୍ଡା ବେଟି ବୁସି ଅଇ ମର୍ବାକେ ଜାଇତେ ରଇଲା ।
27 Ora, o carcereiro, tendo acordado e vendo abertas as portas da prisão, tirou a espada e ia suicidar-se, supondo que os presos tivessem fugido.
28 ମାତର୍ ପାଉଲ୍ ଆଉଲିଅଇ କଇଲା, “ନିଜେ ତର୍ ଗାଗଡ୍ କାଟିଅଇ ନସାନାଇ । ଆମେ ସବୁ ଲକ୍ ଇତି ଆଚୁ ! କେ ପାଲାଉ ନାଇ ।”
28 Mas Paulo bradou em alta voz, dizendo: Não te faças nenhum mal, porque todos aqui estamos.
29 ବନ୍ଦି ଗର୍ ଜାଗୁଆଲ୍ ଗଟେକ୍ ବତି ଆନ୍ବାକେ ତିଆର୍ଲା । ଆରି ସେ ବତି ଦାର୍ଲା ଆରି ତର୍ତରି ତର୍ତରି ଆସି ପାଉଲ୍ ଆରି ସିଲାର୍ ଗଡ୍ ତଲେ ଅଦର୍ଲା ।
29 Tendo ele pedido luz, saltou dentro e, todo trêmulo, se prostrou ante Paulo e Silas
30 ତାର୍ ପଚେ ସେମନ୍କେ ବାଇରେ ନେଇ ପାଚାର୍ଲା, “ଆଗିଆଁମନ୍ ! ପର୍ମେସରର୍ ଡଣ୍ଡେଅନି ରକିଆ ପାଇବାକେ ମୁଇ କାଇଟା କର୍ବାର୍ ଆଚେ ?”
30 e, tirando-os para fora, disse: Senhores, que me é necessário fazer para me salvar?
31 ସେମନ୍ କଇଲାଇ, “ମାପ୍ରୁ ଜିସୁକେ ବିସ୍ବାସ୍ କଲେ, ତୁଇ ଆରି ତମର୍ କୁଟୁମର୍ ସବୁ, ମୁକ୍ତି ପାଇସା ।”
31 Responderam eles: Crê no Senhor Jesus e serás salvo, tu e tua casa.
32 ତାର୍ ପଚେ ସେମନ୍ ତାକେ ଆରି ତାକର୍ ଗରର୍ ସବୁ ଲକ୍କେ ମାପ୍ରୁର୍ ବାକିଅ କଇଲାଇ ।
32 Então lhe pregaram a palavra de Deus, e a todos os que estavam em sua casa.
33 ସେ ଦାପ୍ରେ ମଜାରାତି ବେଲେ, ବନ୍ଦି ଗର୍ ଜାଗୁଆଲ୍ ସେମନ୍କେ ଡାକିନେଇ ସେମନର୍ ଗାଉ ଅଇଲାଟା ସବୁ ଦଇଦେଲା । ତାର୍ପଚେ ସେ ଆରି ତାର୍ କୁଟୁମର୍ ସବୁ ଲକ୍ ଡୁବନ୍ ନେଲାଇ ।
33 Tomando-os ele consigo naquela mesma hora da noite, lavou-lhes as feridas; e logo foi batizado, ele e todos os seus.
34 ତାର୍ପଚେ ସେ ପାଉଲ୍ ଆରି ସିଲାକେ ତାକର୍ ଗରେ ଡାକିନେଇ କାଇବାକେ ଦେଲା । ତେଇ ପରମେସର୍କେ ବିସ୍ବାସ୍ କଲାର୍ ପାଇ ସେ ଆରି ତାର୍ କୁଟୁମର୍ ସବୁ ଲକ୍ମନ୍ ସାର୍ଦା ଅଇଗାଲାଇ ।
34 Então os fez subir para sua casa, pôs-lhes a mesa e alegrou-se muito com toda a sua casa, por ter crido em Deus.
35 ଆରିଗଟେକ୍ ଦିନର୍ ସାକାଲେ ରମିଅ ସାସନ୍କାରିଆମନ୍ ସେ ଲକ୍ମନ୍କେ ଚାଡି ଦିଆସ୍ ବଲି ଜାଗୁଆଲ୍ମନ୍କେ କଇକରି ପାଟାଇଲାଇ ।
35 Quando amanheceu, os magistrados mandaram quadrilheiros a dizer: Soltai aqueles homens.
36 ସେଟାର୍ ପାଇ ବନ୍ଦିଗର୍ ଜାଗୁଆଲ୍ ପାଉଲ୍କେ କଇଲା, “ରମିଅ ସାସନ୍କାରିଆ ତମ୍କେ ଆରି ସିଲାକେ ଚାଡି ଦେବାକେ ଆଦେସ୍ ଦେଲା ଆଚେ । ଏବେ ତମେ ଏ ଜାଗାଇଅନି ସାନ୍ତି ସଙ୍ଗ୍ ଉଟି ଜା ।”
36 E o carcereiro transmitiu a Paulo estas palavras, dizendo: Os magistrados mandaram que fosseis soltos; agora, pois, saí e ide em paz.
37 ମାତର୍ ପାଉଲ୍ ସନିଅମନ୍କେ କଇଲା, “କାଇମିସା ଅପ୍ରାଦେ ଦସି ଅଇ ନ ରଇଲେ ମିସା, ସେମନ୍ ଆମ୍କେ ଲକ୍ମନର୍ ମୁଆଟେ ମାର୍ଲାଇ । ଆମେ ରମିଅ ଲକ୍, ମାତର୍ ସେମନ୍ ଆମ୍କେ ବନ୍ଦି କଲାଇ । ଏବେ ଆମ୍କେ ଲୁଚ୍ତେ ଚାଡିଦେବାକେ ମନ୍ କଲାଇନି । ଏଟା କର୍ବାକେ ଆମେ ନ ଦେଉଁ । ରମିୟ ଅଦିକାରି ନିଜେ ଆସି ଇତି ଆମ୍କେ ମୁକ୍ଲାଅ ।”
37 Mas Paulo respondeu-lhes: Açoitaram-nos publicamente sem sermos condenados, sendo cidadãos romanos, e nos lançaram na prisão, e agora encobertamente nos lançam fora? De modo nenhum será assim; mas venham eles mesmos e nos tirem.
38 ସନିଅମନ୍ ରମିଅ ସାସନ୍କାରିଆକେ ଏ କାତା ଜାନାଇଲାଇ । ପାଉଲ୍ ଆରି ସିଲା ରମିଅ ଲକ୍ ବଲି ସୁନି ସେମନ୍ ଡରିଗାଲାଇ ।
38 E os quadrilheiros foram dizer aos magistrados estas palavras, e estes temeram quando ouviram que eles eram romanos;
39 ସେଟାର୍ପାଇ ବନ୍ଦିଗରେ ଜାଇ ସେମନ୍କେ କେମା ମାଙ୍ଗ୍ଲାଇ ଆରି ସେମନ୍କେ ବନ୍ଦି ଗରେଅନି ବାର୍କରାଇ ଗଡ୍ ଚାଡି ଉଟିଜିବାକେ ବାବୁଜିଆ କଲାଇ ।
39 vieram, pediram-lhes desculpas e, tirando-os para fora, rogavam que se retirassem da cidade.
40 ପାଉଲ୍ ଆରି ସିଲା ବନ୍ଦି ଗରେଅନି ବାରଇ ଲୁଦିଆର୍ ଗରେ ଗାଲାଇ । ତେଇ ସେମନ୍ ବିସ୍ବାସି ବାଇମନ୍କେ ବେଟ୍ ଅଇ, ସେମନ୍କେ ସାର୍ଦା କରାଇ, ସେ ଜାଗା ଚାଡିଉଟିଗାଲାଇ ।
40 Então eles saíram da prisão, entraram em casa de Lídia, e, vendo os irmãos, os confortaram, e partiram.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 16, comparar traduções ou montar um estudo — tudo direto pelo WhatsApp.