Apocalipse 13
ସତିଅର୍ ବାଟ୍ (DSO) vs ACF
1 ତାର୍ପଚେ ମୁଇ ସମ୍ଦୁର୍ ବିତ୍ରେ ଅନି ଗଟେକ୍ ପସୁକେ ବାରଇଆଇବାଟା ଦେକ୍ଲି । ତାକେ ଦସ୍ଟା ସିଙ୍ଗ୍ ଆରି ସାତ୍ଟା ମୁଣ୍ଡ୍ ରଇଲା । ତାର୍ ସବୁ ସିଙ୍ଗେ ଗଟେକ୍ ଗଟେକ୍ ମୁକୁଟ୍ ରଇଲା । ଆରି ମୁଣ୍ଡ୍ ଉପ୍ରେ ପର୍ମେସର୍କେ ନିନ୍ଦା କଲା ପାରା ବିନ୍ ବିନ୍ ରକାମର୍ ସାତ୍ଟା ନାଉଁ ରଇଲା ।
1 E eu pus-me sobre a areia do mar, e vi subir do mar uma besta que tinha sete cabeças e dez chifres, e sobre os seus chifres dez diademas, e sobre as suas cabeças um nome de blasfêmia.
2 ସେ ପସୁ ଚିତାବାଗ୍ ପାରା ରଇଲା । ତାର୍ପାଦ୍ ବାଲୁର୍ ପାଦ୍ପାରା, ତାର୍ ଟଣ୍ଡ୍ ସିଅଁର୍ ଟଣ୍ଡ୍ ପାରା ରଇଲା । ଆରି ସେ ଅସୁର୍ସାଁପ୍, ସେ ପସୁକେ ନିଜର୍ ବପୁ, ସିଆଁସନ୍ ଆରି ତାର୍ ବଡ୍ ଅଦିକାର୍ ଦେଲା ।
2 E a besta que vi era semelhante ao leopardo, e os seus pés como os de urso, e a sua boca como a de leão; e o dragão deu-lhe o seu poder, e o seu trono, e grande poderio.
3 ସେ ପସୁର୍ ଦସ୍ଟା ମୁଣ୍ଡେଅନି ଗଟେକ୍ ମୁଣ୍ଡ୍ ବେସି ମାଡ୍ ଅଇରଇଲାପାରା ଡିସ୍ତେରଇଲା । ମାତର୍ ସେଟା ନିକ ଅଇଲା । ଗୁଲାଇ ଜଗତର୍ ଲକ୍ମନ୍ କାବାଅଇଜାଇକରି ତାର୍ ପଚେ ପଚେ ଗାଲାଇ ।
3 E vi uma das suas cabeças como ferida de morte, e a sua chaga mortal foi curada; e toda a terra se maravilhou após a besta.
4 ଆରି ନିଜର୍ ଅଦିକାର୍ ସେ ପସୁକେ ଦେଲାକେ ସବୁ ଲକ୍ ଅସୁର୍ ସାଁପ୍କେ ଜୁଆର୍ କଲାଇ । ଏନ୍ତାରି କଇକରି ମିସା ସେ ପସୁକେ ସେମନ୍ ଜୁଆର୍କଲାଇ । ଏ ପସୁର୍ ପାରା ଆରି କେ ନାଇ । ତାର୍ ବିରଦେ ଜୁଇଦ୍ କରି କେ ମିସା ଜିତି ନାପାରତ୍ ।
4 E adoraram o dragão que deu à besta o seu poder; e adoraram a besta, dizendo: Quem é semelhante à besta? Quem poderá batalhar contra ela?
5 ସେ ପସୁକେ ୪୨ ମାସ୍ଜାକ ଅଦିକାର୍ ସଙ୍ଗଇବାକେ ଆରି ପର୍ମେସରର୍ ବିରୁଦେ ବଡ୍ପନ୍ କାତା କଇବାକେ ପର୍ମେସର୍ ଆଦେସ୍ ଦେଲା ।
5 E foi-lhe dada uma boca, para proferir grandes coisas e blasfêmias; e deu-se-lhe poder para agir por quarenta e dois meses.
6 ସେ ପସୁ ପର୍ମେସରର୍ ନାଉଁକେ, ସେ ରଇବା ଜାଗାକେ ଆରି ସର୍ଗେ ରଇବା ସବୁକେ ସାଇପ୍ ଦେବାର୍ଦାର୍ଲା ।
6 E abriu a sua boca em blasfêmias contra Deus, para blasfemar do seu nome, e do seu tabernáculo, e dos que habitam no céu.
7 ପର୍ମେସର୍ ଲକ୍ମନର୍ ସଙ୍ଗ୍ ଜୁଇଦ୍ କରି ସେମନ୍କେ ଆରାଇବାକେ ତାକେ ଅଦିକାର୍ ଦିଆଅଇଲା । ସବୁ ବଁସର୍ ଉପ୍ରେ, ରାଇଜର୍ ଉପ୍ରେ, ବାସା ଉପ୍ରେ ଆରି ଜାତିର୍ ପାଇ ତାକେ ଅଦିକାର୍ ଦିଆଅଇଲା ।
7 E foi-lhe permitido fazer guerra aos santos, e vencê-los; e deu-se-lhe poder sobre toda a tribo, e língua, e nação.
8 ଦର୍ତନିଟାନେ ରଇବା ସବୁଲକ୍ ତାକେ ଜୁଆର୍କର୍ବାଇ । ଜିବନ୍ ରଇବା ଲକ୍ମନର୍ ବଇଟାନେ ନାଉଁ ଲେକାଅଇରଇବା ଲକ୍ମନ୍ସେ ତାକେ ଜୁଆର୍ ନ କରତ୍ । କାଇଟା ତିଆର୍ ନ ଅଇରଇବା ଆଗ୍ତୁ ଲେକା ଅଇଜାଇରଇଲା । ସେ ବଇ ମରାଇଜାଇରଇବା ମେଣ୍ଡାପିଲାର୍ଟା ।
8 E adoraram-na todos os que habitam sobre a terra, esses cujos nomes não estão escritos no livro da vida do Cordeiro que foi morto desde a fundação do mundo.
9 କାନ୍ ରଇଲା ଲକ୍ ମନ୍ଦିଆନ୍ କରି ସୁନା ।
9 Se alguém tem ouvidos, ouça.
10 ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ ବନ୍ଦିଗରେ ରଇବାର୍ ଆଚେ, ସେ ବନ୍ଦିଗରେ ଜାଇସି । ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ କାଣ୍ଡାସଙ୍ଗ୍ ମର୍ବାର୍ଆଚେ, ସେ କାଣ୍ଡାସଙ୍ଗ୍ ମାରାଇଅଇସି । ମାତର୍ ପର୍ମେସରର୍ ଲକ୍ ବିସ୍ବାସ୍ ଦାରି ମୁର୍ଚିକରି ରଇବାର୍ଆଚେ ।
10 Se alguém leva em cativeiro, em cativeiro irá; se alguém matar à espada, necessário é que à espada seja morto. Aqui está a paciência e a fé dos santos.
11 ଏଦେ ଦେକା ! ତାର୍ପଚେ ଦର୍ତନି ଅନି ଆରିଗଟେକ୍ ପସୁ ବାରଇ ଆଇବାଟା ମୁଇ ଦେକ୍ଲି । ତାକେ ମେଣ୍ଡାପିଲାର୍ ସିଙ୍ଗ୍ପାରା ଦୁଇଟା ସିଙ୍ଗ୍ ରଇଲା ଆରି ଅସୁର୍ସାଁପ୍ ପାରା କାତା କଇତେରଇଲା ।
11 E vi subir da terra outra besta, e tinha dois chifres semelhantes aos de um cordeiro; e falava como o dragão.
12 ଆଗ୍ତୁର୍ ପସୁର୍ପାରା ତାକେ ମିସା ଅଦିକାର୍ ରଇଲା । ସେ ଅଦିକାର୍ ସଙ୍ଗ୍ ସେ ସେବା କର୍ତେରଇଲା । ଜଗତେ ଆରି ଜଗତେରଇବା ସବୁ ଲକ୍ମନ୍କେ, ଆଗ୍ତୁର୍ ପସୁକେ ଜୁଆର୍ କରା ବଲି ଡରାଇତେରଇଲା । ଏତ୍କି ବିତ୍ରେ ପର୍ତୁମ୍ ପସୁର୍ ଗାଉ ସୁକିଜାଇତେରଇଲା ।
12 E exerce todo o poder da primeira besta na sua presença, e faz que a terra e os que nela habitam adorem a primeira besta, cuja chaga mortal fora curada.
13 ପଚର୍ ପସୁ ବଡ୍ ବଡ୍ କାବା ଅଇଜିବା କାମ୍ମନ୍ କଲା । ଦର୍ତନିଟାନେ ରଇବା ସବୁଲକ୍ ଦେକ୍ଲାପାରା ସର୍ଗେଅନି ଜଇ ବାର୍କରାଇତେରଇଲା ।
13 E faz grandes sinais, de maneira que até fogo faz descer do céu à terra, à vista dos homens.
14 ପର୍ତୁମ୍ ପସୁର୍ ମୁଆଟେ କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କର୍ବାକେ ତାକେ ଅଦିକାର୍ ରଇଲା । ସେ କାବା ଅଇଜିବା କାମ୍ମନର୍ ଲାଗି ଦର୍ତନିତେଇ ରଇବା ସବୁ ଲକ୍ମନ୍କେ ନାଡାଇଲା । ପର୍ତୁମର୍ ପସୁ ଜେ କି କାଣ୍ଡାସଙ୍ଗ୍ ମାରି ରଇଲେ ମିସା ଜିଇ ରଇଲା, ତାକେ ଡାକ୍ପୁଟାର୍ପାଇ ଗଟେକ୍ ମୁର୍ତି ତିଆର୍କରୁ ବଲି ସେ ଲକ୍ମନ୍କେ କଇଲା ।
14 E engana os que habitam na terra com sinais que lhe foi permitido que fizesse em presença da besta, dizendo aos que habitam na terra que fizessem uma imagem à besta que recebera a ferida da espada e vivia.
15 ପଚର୍ ପସୁ ଆଗ୍ତୁ ତିଆର୍ କରିରଇବା ପସୁର୍ ମୁର୍ତିତେଇ ପୁଣ୍ଡ୍ବାକେ ଅଦିକାର୍ ପାଇଲା । ଜେନ୍ତାରି କି ସେନ୍ତି କଲେ, ସେ ମୁର୍ତି କାତା ଅଇକରି ତାକେ ଜୁଆର୍ ନ କର୍ବା ସବୁଲକ୍କେ ମରାଇସି ।
15 E foi-lhe concedido que desse espírito à imagem da besta, para que também a imagem da besta falasse, e fizesse que fossem mortos todos os que não adorassem a imagem da besta.
16 ସେ ପସୁ ସାନ୍ ବଡ୍ ଲକ୍ମନ୍କେ, ସାଉକାର୍ ଆରି ଅର୍କିତ୍ ଲକ୍ମନ୍କେ, ବନ୍ଦି ଆରି ମୁକ୍ଲିରଇବା ଲକ୍ମନ୍କେ ଆରି ସବୁକେ ତାକର୍ ଉଜାଆତେ ନଇଲେ ତାକର୍ କାପାଲେ ଗଟେକ୍ ଚିନ୍ ଗଦ୍ବାକେ ଡରାଇଲା ।
16 E faz que a todos, pequenos e grandes, ricos e pobres, livres e servos, lhes seja posto um sinal na sua mão direita, ou nas suas testas,
17 ଏ ଚିନ୍ ନ ଅଇତେ କେ ମିସା ଗେନା ବିକା କରି ନାପାର୍ଲାଇ । ଏ ଚିନ୍ ଅଇଲାନି, ସେ ପସୁର୍ ନାଉଁ ନଇଲେ ସେ ନାଉଁ ବାଦ୍ଲିରଇବା ଲମର୍ ।
17 Para que ninguém possa comprar ou vender, senão aquele que tiver o sinal, ou o nome da besta, ou o número do seu nome.
18 ସେ ପସୁର୍ ନମରର୍ ଅରତ୍ ଗଟେକ୍ ଗିଆନ୍ ରଇବା ଲକ୍ସେ ଜାନିଅଇସି । କାଇକେବଇଲେ ସେ ନମର୍ ଗଟେକ୍ ଲକର୍ ନାଉଁର୍ ବାଦୁଲେ ଆଚେ । ସେ ନମର୍ ଅଇଲାନି ୬୬୬ ।
18 Aqui há sabedoria. Aquele que tem entendimento, calcule o número da besta; porque é o número de um homem, e o seu número é seiscentos e sessenta e seis.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 13, comparar traduções ou montar um estudo — tudo direto pelo WhatsApp.