Romanos 12
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs VC
1 ତଃବେ ଏ ବାୟ୍ବେଣିମଃନ୍ ମୁୟ୍ଁ ତୁମିମଃନ୍କେ ଇସ୍ୱରାର୍ ଦଃୟାର୍ ଗିନେ ଗଃଉଆରି କଃରୁଲେ; ତୁମିମଃନ୍ ନିଜାର୍ ନିଜାର ଗଃଗାଳ୍କେ ଜିବନ୍ ରିଲାର୍, ପବିତ୍ର ଆର୍ ଇସ୍ୱର୍ ମଃନ୍କଃଲା ହୁଜା ହର୍ ଦଃୟ୍ଦିଆସ୍, ଇରି ତ ତୁମିମଃନାର୍ ଇସ୍ୱର୍ ତଃୟ୍ ଟିକ୍ ସେବା ।
1 Eu vos exorto, pois, irmãos, pelas misericórdias de Deus, a oferecerdes vossos corpos em sacrifício vivo, santo, agradável a Deus: é este o vosso culto espiritual.
2 ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟ୍ରି, ତାର୍ ଆକାୟ୍ କୁୟ୍ ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
2 Não vos conformeis com este mundo, mas transformai-vos pela renovação do vosso espírito, para que possais discernir qual é a vontade de Deus, o que é bom, o que lhe agrada e o que é perfeito.
3 ବଃଲେକ୍ ମକ୍ ଦିଲା ଦଃୟା ଗିନେ ମୁୟ୍ଁ ତୁମାର୍ ବିତ୍ରେ ରିଲା ସଃବୁ ଲକ୍କେ କଃଉଁଲେ, ଅଃହ୍ଣାର୍ ବିସୟେ ଜଃନ୍କଃରି ମଃନେ ବାବ୍ତା କଃତା ତାର୍ ତଃୟ୍ହୁଣି ନିଜ୍କେ ଅଃଦିକ୍ ବଃଡ୍ ବଃଲି ମଃନେ ନଃକେରା; ମଃତର୍ ଇସ୍ୱର୍ ଜାକେ ଜଃତେକ୍ ବିସ୍ୱାସ୍ ଦିଲା ଆଚେ, ସେ ହର୍ ସଃବୁଲକ୍ ନିଜ୍କେ ବାବା ।
3 Em virtude da graça que me foi dada, recomendo a todos e a cada um: não façam de si próprios uma opinião maior do que convém, mas um conceito razoavelmente modesto, de acordo com o grau de fé que Deus lhes distribuiu.
4 ବଃଲେକ୍ ଜଃନ୍କଃରି ଅଃମାର୍ ଗଟେକ୍ ଗଃଗାଳେ ଗାଦେକ୍ ଅଃଙ୍ଗ୍ମଃନ୍ ଆଚେ, ମଃତର୍ ସଃବୁ ଅଃଙ୍ଗ୍ମଃନାର୍ କାମ୍ ଗଟେ ରଃକମ୍ ନାୟ୍ ।
4 Pois, como em um só corpo temos muitos membros e cada um dos nossos membros tem diferente função,
5 ସେ ହର୍ ଅଃମି ଅଃନେକ୍ ମଃତର୍ କ୍ରିସ୍ଟର୍ ତଃୟ୍ ଗଟେକ୍ ଅୟ୍ ଜଳି ଅୟ୍ ଆଚୁ, ଅଃମି ଗଟେକ୍ ଗଃଗାଳ୍ ଆର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ହର୍ ଅଃମିମଃନ୍ ଏକ୍ ଆରେକ୍ ସଃଙ୍ଗ୍ ଜଳିଅୟ୍ ଆଚୁ ।
5 assim nós, embora sejamos muitos, formamos um só corpo em Cristo, e cada um de nós é membro um do outro.
6 ଆର୍ ଅଃମିକ୍ ଦିଆ ଅୟ୍ଲା ଦଃୟା ହଃର୍କାରେ ଅଃଲ୍ଗା ଅଃଲ୍ଗା ଦାନ୍ ହାୟ୍ ଆଚୁ, ତଃବେ ସେ ଦାନ୍ ଜଦି ବାବ୍ବାଣି ଅୟ୍ଦ୍ ଆସା ଅଃମିମଃନ୍ ବିସ୍ୱାସ୍ ହଃର୍କାରେ କାମ୍ କଃରୁଆଁ;
6 Temos dons diferentes, conforme a graça que nos foi conferida. Aquele que tem o dom da profecia, exerça-o conforme a fé.
7 ସେରି ଜଦି ସେବା କାମ୍ ଅୟ୍ଲେକ୍ ଆସା ଅଃମିମଃନ୍ ସେବା କାମେ ଲାଗି ରେଉଅ । ଜେ ସିକ୍ୟା ଦଃୟ୍ଦ୍ ସେ ସିକ୍ୟା ଦେଉଁକେଅଃୟ୍ଦ୍ ।
7 Aquele que é chamado ao ministério, dedique-se ao ministério. Se tem o dom de ensinar, que ensine;
8 ଆର୍ ଜେ ଉପ୍ଦେସ୍ ଦଃୟ୍ଦ୍ ସେ ଉପ୍ଦେସ୍ ଦେଉଁକେ କାମେ ଲାଗି ରେଉଅ, ଜେ ଦାନ୍ ଦଃୟ୍ଦ୍ ସେ ସଃର୍ଦା ମଃନେ ଦେଅ, ଜାର୍ ସଃବୁ ବୁଜ୍ତାର୍ ଦାୟ୍ତ୍ ଆଚେ ସେ ଜଃତୁନେ ସଃବୁ କାମ୍ କଃର; ଜେ ଦଃୟା କଃରେଦ୍ ସେ ସଃର୍ଦା ମଃନେ ସେରି କଃର୍ ।
8 o dom de exortar, que exorte; aquele que distribui as esmolas, faça-o com simplicidade; aquele que preside, presida com zelo; aquele que exerce a misericórdia, que o faça com afabilidade.
9 ଲାଡ୍ ମଃନ୍ ବିତ୍ରାର୍ ଅଃଉଅ ଜାୟ୍ରି ମଃନ୍ଦ୍ ସେତାକ୍ ଗିଣ୍ କଃରା; ଜୁୟ୍ରି ନିକ ସେତି ମଃନ୍ ଦିଆସ୍ ।
9 Que vossa caridade não seja fingida. Aborrecei o mal, apegai-vos solidamente ao bem.
10 କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ଏକ୍ଆରେକ୍କେ ଲାଡ୍ କଃରା ଆର୍ ଏକ୍ଆରେକ୍କେ ମାୟ୍ନ୍ କଃରୁକେ ଇଚା କଃରା ।
10 Amai-vos mutuamente com afeição terna e fraternal. Adiantai-vos em honrar uns aos outros.
11 ଅଃଳ୍ସିଆ ନଃୟ୍ ମାପ୍ରୁର୍ କାମେ କଃବାଳି ଅଃଉଆ, ଆତ୍ମାୟ୍ ହୁରୁଣ୍ ଅଃଉଆ; ମଃନ୍ ହଃରାଣେ ମାପ୍ରୁର୍ ସେବା କଃରା ।
11 Não relaxeis o vosso zelo. Sede fervorosos de espírito. Servi ao Senhor.
12 ମଃନେ ଆସା ରଃକି ସଃର୍ଦା କଃରା; ଦୁକ୍କଃସ୍ଟ୍ ବଃଳ୍ ସାସ୍ ଦଃରା, ସଃବୁ ବଃଳ୍ ପାର୍ତ୍ନାୟ୍ ଲାଗି ରିଆ ।
12 Sede alegres na esperança, pacientes na tribulação e perseverantes na oração.
13 କ୍ରିସ୍ଟ ବିସ୍ୱାସିମଃନାର୍ ଅକେଟ୍ ଦୁର୍ କଃରା, ଗତ୍ୟାମଃନାର୍ ସେବାକାରି ଅଃଉଆ ।
13 Socorrei às necessidades dos fiéis. Esmerai-vos na prática da hospitalidade.
14 ଜୁୟ୍ ଲକ୍ମଃନ୍ ତୁମିକେ ତାଳ୍ନା କଃର୍ତି ସେମଃନ୍କେ ଆସିର୍ବାଦ୍ କଃରା, ଆସିର୍ବାଦ୍ କଃରା ସାୟ୍ପ୍ ଦିଆସ୍ ନାୟ୍ ।
14 Abençoai os que vos perseguem; abençoai-os, e não os praguejeis.
15 ଜୁୟ୍ ଲକ୍ମଃନ୍ ସଃର୍ଦା କଃର୍ତି ସେମଃନାର୍ ସଃଙ୍ଗ୍ ମିସି ସଃର୍ଦା କଃରା; ଜୁୟ୍ ଲକ୍ମଃନ୍ ଦୁକ୍ କଃର୍ତି ସେମଃନାର୍ ସଃଙ୍ଗ୍ ମିସି ଦୁକ୍ କଃରା ।
15 Alegrai-vos com os que se alegram; chorai com os que choram.
16 ସଃବ୍କେ ସଃମାନ୍ ଆକାୟ୍ ଦଃକା, ବଃଡ୍ହାଣ୍ୟା ନଃଉଆଁ, ବାଙ୍ଗିହଃଳ୍ଲା ଲକ୍ମଃନାର୍ ସଃଙ୍ଗ୍ ଅଃଉଆ । ନିଜଃକେ ଗିଆନି ବଃଲି ବାବାନାଁୟ୍ ।
16 Vivei em boa harmonia uns com os outros. Não vos deixeis levar pelo gosto das grandezas; afeiçoai-vos com as coisa modestas. Não sejais sábios aos vossos próprios olhos.
17 ମଃନ୍ଦ୍ ବାଦୁଲେ କାର୍ ମଃନ୍ଦ୍ କଃରା ନାୟ୍, ସଃବାର୍ ଆକାୟ୍ ଜାୟ୍ରି ନିକ, ସେରିସଃବୁ କଃରା ।
17 Não pagueis a ninguém o mal com o mal. Aplicai-vos a fazer o bem diante de todos os homens.
18 ସଃବୁଲକାର୍ ସଃଙ୍ଗ୍ ସୁସ୍ତାୟ୍ ରେଉଁକ୍ ହାରୁସଃକାତ୍ ଚେସ୍ଟା କଃରା ।
18 Se for possível, quanto depender de vós, vivei em paz com todos os homens.
19 ଏ ଲାଡାର୍ ବାୟ୍ବେଣିମଃନ୍ ତୁମିମଃନ୍ ନିଜେ ନିଜେ କାର୍ ବାଦ୍ଲା ନିଆ ନାୟ୍ । ଇସ୍ୱରାର୍ ଡଃଣ୍ଡାର୍ ଲକ୍ ଅଃଉତା ହାୟ୍ଁ ତାକେ ଚାଡି ଦିଆସ୍ । ବଃଲେକ୍ ସାସ୍ତରେ ଲେକାଆଚେ, “ମାପ୍ରୁ କଃଉଁଲା, ମୁୟ୍ଁ ତାର୍ ନ୍ୟାୟ୍ ବିଚାର୍ କଃରିନ୍ଦ୍ ।
19 Não vos vingueis uns aos outros, caríssimos, mas deixai agir a ira de Deus, porque está escrito: A mim a vingança; a mim exercer a justiça, diz o Senhor {Dt 32,35}.
20 ଆରେକ୍ ହେଁ ଜଦି ତୁମାର୍ ସଃତ୍ରୁ ବୁକେ ଆଚେ, ତଃବେ ତାକେ କାଉଁକେ ଦିଆସ୍; ଜଦି ସସେ ଆଚେ, ତାକେ ସୁରାଉଆ; ବଃଲେକ୍ ଇହର୍ କଃଲେକ୍ ସେ ଲାଜେ ମୁଣ୍ଡ୍ ତଃଳେ କଃରେଦ୍ ।”
20 Se o teu inimigo tiver fome, dá-lhe de comer; se tiver sede, dá-lhe de beber. Procedendo assim, amontoarás carvões em brasa sobre a sua cabeça {Pr 25,21s}.
21 କଃରାବ୍ କାମେ ଆରି ନଃକେରି, ନିକକାମେ କଃରାବ୍ କାମ୍କେ ଆରାଉଆ ।
21 Não te deixes vencer pelo mal, mas triunfa do mal com o bem.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Romanos 12, comparar traduções ou montar um estudo — tudo direto pelo WhatsApp.