Zacarias 2

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ତା'ପ ରେ ଉପରକୁ ଗ୍ଭହିଁଲି, ଏବଂ ହସ୍ତ ରେ ପରିମାପକ ରଜ୍ଜୁ ଧରିବାକୁ ଏକ ବ୍ଯକ୍ତିଙ୍କୁ ଦେଖିଲି।
1 Quando levantei os olhos outra vez, vi um homem segurando uma corda de medir.
2 ମୁଁ ତାଙ୍କୁ ପଗ୍ଭରିଲି, ତୁମ୍ଭେ କେଉଁଆଡେ ଯାଉଅଛ?
2 “Aonde você vai?”, perguntei. Ele respondeu: “Vou medir Jerusalém para saber sua largura e seu comprimento”.
3 ତା'ପ ରେ ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ବାହାରି ଆସିଲେ ଏବଂ ଅନ୍ୟ ଜଣେ ସ୍ବର୍ଗଦୂତ ବାହାରି ତାଙ୍କ ସହିତ କଥା ହେଲେ।
3 Então o anjo que estava comigo foi se encontrar com outro anjo que vinha em sua direção.
4 ସେ ତାଙ୍କୁ କହିଲେ, ଦୌଡିକରି ୟାଅ ଏବଂ ସହେି ୟୁବକଙ୍କୁ କୁହ!
4 O outro anjo disse: “Corra e diga àquele jovem: ‘Um dia Jerusalém ficará tão cheia de pessoas e animais que não haverá muros na cidade, pois não caberão todos dentro dela.
5 ସଦାପ୍ରଭୁ କୁହନ୍ତି, 'ଆମ୍ଭେ ତା'ର ଚତୁର୍ଦ୍ଦିଗ ରେ ତା'ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ଯ ହବୋ। ଆମ୍ଭେ ତାକୁ ଆମ୍ଭର ମହିମା ରେ ପୂର୍ଣ୍ଣ କରିବା।'
5 Então eu mesmo serei um muro de fogo ao redor de Jerusalém para protegê-la, diz o S enhor . E eu serei a glória no meio da cidade’”.
6 ସଦାପ୍ରଭୁ କୁହନ୍ତି, ଉତ୍ତର ଦେଶରୁ ପଳାଯନ କର। ହଁ, ଏହା ସତ୍ଯ ଯେ, ଆମ୍ଭେ ତୁମ୍ଭର ଲୋକମାନଙ୍କୁ ଆକାଶର ଚତୁର୍ଦ୍ଦିଗ ବାଯୁ ତୁଲ୍ଯ ବିସ୍ତୃତ କରିଅଛୁ।
6 O S enhor diz: “Saiam! Fujam da Babilônia, na terra do norte, pois eu os espalhei aos quatro ventos.
7 ବର୍ତ୍ତମାନ ବାବିଲ ରେ ବାସ କରୁଥିବା, ତୁମ୍ଭେ ସିୟୋନର ଲୋକମାନେ, ତୁମ୍ଭମାନଙ୍କର ମୁକ୍ତି ପାଇଁ ଦୌଡ଼ନ୍ତି। ସହେି ନଗରୀରୁ ଶୀଘ୍ର ଦୂରକୁ ଗ୍ଭଲିୟାଅ। ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ କୁହନ୍ତି।
7 Saia, povo de Sião exilado na Babilônia!”.
8 ସେ ଆମ୍ଭକୁ ସହେି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫରୋଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ। ତୁମ୍ଭମାନେେ ତାଙ୍କର ଗୌରବ।
8 Depois de um período de glória, o S enhor dos Exércitos me enviou contra as nações que saquearam vocês e disse: “Quem lhes faz mal, faz mal à menina dos meus olhos.
9 ବାବିଲର ଲୋକମାନେ ଆମ୍ଭ ଲୋକମାନଙ୍କୁ କ୍ରୀତଦାସ କଲେ। କିନ୍ତୁ ଆମ୍ଭେ ଆମ୍ଭର ହସ୍ତ ସମାନଙ୍କେ ବିରୁଦ୍ଧ ରେ ଉଠାଇବା ଏବଂ ସହେି ଲୋକମାନେ ଆମ୍ଭ ଲୋକମାନଙ୍କ ଦ୍ବାରା ଲୁଟିତ ହବେେ। ତା'ପ ରେ ତୁମ୍ଭେ ଜାଣିବ ସଦାପ୍ରଭୁ ସର୍ବଶକ୍ତିମାନ ମାେତେ ପଠାଇଥିଲେ।
9 Levantarei minha mão para esmagar essas nações, e seus próprios escravos as saquearão”. Então vocês saberão que o S enhor dos Exércitos me enviou.
10 ସଦାପ୍ରଭୁ କୁହନ୍ତି, ହେ ସିୟୋନର କନ୍ଯା ଆନନ୍ଦ ରେ ଚିତ୍କାର କର ଏବଂ ଖୁସି ହୁଅ। କାରଣ ତୁମ୍ଭ ସହିତ ନଗର ରେ ବାସ କରିବା ପାଇଁ ଆମ୍ଭେ ଆସୁଛୁ।
10 O S enhor diz: “Cante e alegre-se, ó bela Sião, pois venho habitar em seu meio.
11 ସହେି ଦିନ ରେ, ଅନକେ ଦେଶର ଲୋକମାନେ ପରମେଶ୍ବରଙ୍କ ନିକଟକୁ ଆସିବେ। ସମାନେେ ଆମ୍ଭର ଲୋକ ହବେେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ବାସ କରିବା। ସେତବେେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମାେତେ ତୁମ୍ଭ ନିକଟକୁ ପ୍ ରରଣେ କରିଛନ୍ତି।
11 Naquele dia, muitas nações se juntarão ao S enhor , e elas também serão meu povo. Habitarei em seu meio, e vocês saberão que o S enhor dos Exércitos me enviou.
12 ସହେି ପବିତ୍ର ଭୂମିରେ ଯିହୁଦା ପରମେଶ୍ବରଙ୍କର ଅଂଶ ହବେ। ସଦାପ୍ରଭୁ ପୁନର୍ବାର ୟିରୁଶାଲମକୁ ତାଙ୍କର ସ୍ବତନ୍ତ୍ର ନଗରରୂପେ ବାଛିବେ।
12 A terra de Judá será a propriedade do S enhor na terra santa, e mais uma vez ele escolherá Jerusalém para ser sua cidade.
13 ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।
13 Cale-se diante do S enhor toda a humanidade, pois ele se levanta de sua santa habitação”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Zacarias 2, comparar traduções ou montar um estudo — tudo direto pelo WhatsApp.