Zacarias 1

Oriya Bible (GL_ORIYA)

1 ସଦାପ୍ରଭୁ ବରେିଖିଯଙ୍କ ପୁତ୍ର ଭବିଷ୍ଯଦ୍ବକ୍ତା ୟିଖରିଯଙ୍କୁ ଏହି ବାର୍ତ୍ତା ପଠାଇଲେ। ପାରସ୍ଯର ରାଜା ଦାରିଯାବସଙ୍କ ଦ୍ବିତୀୟ ବର୍ଷର ଅଷ୍ଟମ ମାସ ରେ ଏହା ଘଟିଥିଲା। ୟିଖରିଯ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଇଦ୍ଦୋଙ୍କ ପୁତ୍ର ଥିଲେ।

2 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଙ୍କ ଉପ ରେ ଅତ୍ଯନ୍ତ କୋରଧାନ୍ବିତ ହାଇେଥିଲେ।

3 ତେଣୁ, ତୁମ୍ଭର ଲୋକମାନଙ୍କୁ ଏହି କଥା କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ମାେ ନିକଟକୁ ଫରେିଆସ ଏବଂ ମୁଁ ତୁମ୍ଭ ନିକଟକୁ ଫରେିୟିବି। ସଦାପ୍ରଭୁ ସର୍ବଶକ୍ତିମାନ ଏହା କହିଥିଲେ।

4 ସଦାପ୍ରଭୁ ପୁଣି କହିଲେ, ତୁମ୍ଭମାନେେ ତୁମ୍ଭ ପୂର୍ବପୁରୁଷଗଣଙ୍କ ପରି ବ୍ଯବହାର କର ନାହିଁ। ପୂର୍ବ ଭବିଷ୍ଯଦ୍ବକ୍ତାଗଣ ସମାନଙ୍କେୁ କହିଛନ୍ତି, 'ସର୍ବଶକ୍ତିମାନ ସଦାପ୍ରଭୁ ଇଚ୍ଛା କରନ୍ତି ତୁମ୍ଭମାନେେ ଡୀବନଧାରଣର କୁପଥ ବଦଳାଅ ଓ କୁକର୍ମରୁ ନିବୃତ୍ତ ହୁଅ।' କିନ୍ତୁ ତୁମ୍ଭର ସହେି ପୂର୍ବପୁରୁଷଗଣ ଆମ୍ଭେ ବାକ୍ଯ ଶୁଣିଲେ ନାହିଁ। ସଦାପ୍ରଭୁ ଏହିସବୁ କହନ୍ତି।

5 ପରମେଶ୍ବର କହିଲେ, ତେଣୁ, ତୁମ୍ଭର ସହେି ପୂର୍ବପୁରୁଷଗଣ ବର୍ତ୍ତମାନ କାହାନ୍ତି? ସହେି ଭବିଷ୍ଯଦ୍ବକ୍ତାଗଣ କଣ ଏପର୍ୟ୍ଯନ୍ତ ବଞ୍ଚିଛନ୍ତି?

6 ଆମ୍ଭେ ଆପଣା ଭବିଷ୍ଯଦ୍ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷଯ ରେ ପ୍ରଗ୍ଭର କରିବାକୁ ଆଦେଶ ଦଇେଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶଷେ ରେ ଦଣ୍ତ ଦିଆୟାଇଥିଲା, କ'ଣ ସମାନଙ୍କେୁ ଦିଆୟାଇନଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, 'ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦଇେଥିଲେ।' ତେଣୁ ସମାନେେ ପରମେଶ୍ବରଙ୍କ ନିକଟକୁ ଫରେିଆସିଲେ।

7 ଦାରିଯାବସଙ୍କ ଶାସନର ଦ୍ବିତୀୟ ବର୍ଷର ଏକାଦଶ ମାସର ଏହା ହେଉଛି ଶବାଟ ମାସର ଚତୁର୍ବିଂଶ ଦିନ, ସଦାପ୍ରଭୁ ତାଙ୍କର ଭବିଷ୍ଯଦ୍ବକ୍ତା ୟିଖରିଯଙ୍କ ନିକଟକୁ ବାର୍ତ୍ତା ପଠାଇଲେ। ଭବିଷ୍ଯଦ୍ବକ୍ତା ୟିଖରିଯ ବରେିଖିଯଙ୍କ ପୁତ୍ର ଥିଲେ, ବରେିଖିଯ ଇଦ୍ଦୋଙ୍କ ପୁତ୍ର ଥିଲେ।

8 ରାତି ରେ ମୁଁ ଲାଲ୍ ଅଶ୍ବ ଉପ ରେ ଏକ ବ୍ଯକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେ ହନ୍ଦେି ବୁଦା ମଝି ରେ ଛିଡା ହାଇେଥିଲା। ତାଙ୍କ ପଛ ରେ ଲାଲ୍, ଧୂସର ଏବଂ ଧଳା ଅଶ୍ବଗୁଡିକ ଥିଲେ।

9 ମୁଁ ପଗ୍ଭରିଲି, ହେ ମାରେ ସଦାପ୍ରଭୁ ଏଗୁଡିକ କ'ଣ ପାଇଁ?

10 ତା'ପ ରେ ମେ ହନ୍ଦେି ବୁଦା ମଧିଅରେ ଛିଡା ହାଇେଥିବା ବ୍ଯକ୍ତି ଜଣଙ୍କୁ କହିଲେ, ପୃଥିବୀ ରେ ଏଣେ ତଣେେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ବଗୁଡିକୁ ପ୍ ରରଣେ କରିଛନ୍ତି।

11 ତା'ପ ରେ ସହେି ଅଶ୍ବଗୁଡିକ ମେ ହନ୍ଦେି ବୁଦା ମଧିଅରେ ଛିଡା ହାଇେଥିବା ସଦାପ୍ରଭୁଙ୍କ ସ୍ବର୍ଗଦୂତକୁ କହିଲେ, ଦେଖ ଆମ୍ଭମାନେେ ସାରା ପୃଥିବୀ ରେ ଭ୍ରମଣ କରିଛୁ ଏବଂ ସମଗ୍ର ପୃଥିବୀ ସୁସ୍ଥିର ଓ ଶାନ୍ତ ଅଛି।

12 ତା'ପ ରେ ସଦାପ୍ରଭୁଙ୍କ ସ୍ବର୍ଗଦୂତ କହିଲେ, ହେ ସର୍ବଶକ୍ତିମାନ ସଦାପ୍ରଭୁ କେତକୋଳ ତୁମ୍ଭେ ତୁମ୍ଭର ଦୟାରୁ ୟିରୁଶାଲମ ଏବଂ ଯିହୁଦା ନଗରକୁ ଦୂ ରଇେ ରଖିବ? ସତୁରି ବର୍ଷ ଧରି ଏହି ନଗରଗୁଡିକ ଉପ ରେ ତୁମ୍ଭର କୋରଧ ପ୍ରକାଶ କରିଛ।

13 ମାେ ସହିତ କଥା ହେଉଥିବା ସ୍ବର୍ଗଦୂତକୁ ସଦାପ୍ରଭୁ ଉତ୍ତର ଦେଲେ। ସେ ମଙ୍ଗଳ ଓ ସାନ୍ତ୍ବନାମୂଳକ କଥା କହିଲେ।

14 ତା'ପ ରେ ସ୍ବର୍ଗଦୂତ ୟିଏ ମାେ ସଙ୍ଗ ରେ କଥା କହୁଥିଲେ, କହିଲେ, ମାରେ ଏହି ବାକ୍ଯ ଘାଷେଣା କର।

15 ନିଜକୁ ନିରାପଦ ମନେ କରୁଥିବା ଦେଶ ପ୍ରତି ଆମ୍ଭେ ଅତ୍ଯନ୍ତ କ୍ଷୁବ୍ଧ ଥିଲୁ। କାରଣ ସମାନେେ ବିପର୍ୟ୍ଯଯକୁ ସର୍ବଦା ଆମନ୍ତ୍ରଣ କରୁଥିଲେ।

16 ତେଣୁ ସଦାପ୍ରଭୁ ପରମେଶ୍ବର କୁହନ୍ତି, ଆମ୍ଭେ ପୁଣି ୟିରୁଶାଲମ ଫରେି ଆସିବା ଓ ଆମ୍ଭର ନିଜ ଲୋକମାନଙ୍କ ପ୍ରତି ଦୟା ଦଖାଇବୋ। ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି, ଆମ୍ଭର ଘର ସହେି ସ୍ଥାନ ରେ ନିର୍ମିତ ହବେ ଏବଂ ସମଗ୍ର ୟିରୁଶାଲମ ରେ ପୁନଃନିର୍ମାଣର ଲକ୍ଷଣ ଦଖାୟିବେ।

17 ସହେି ସ୍ବର୍ଗଦୂତ ମଧ୍ଯ କହିଲେ, ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, 'ଆମ୍ଭର ନଗରଗୁଡିକ ଉତ୍ତମ ସାମଗ୍ରୀ ରେ ଉଛୁଳିବ। ଆମ୍ଭର ସିୟୋନ ପ୍ରତି ଦୟା ରହିବ। ଆମ୍ଭେ ପୁନର୍ବାର ୟିରୁଶାଲମକୁ ଆପଣା ବିଶଷେ ନଗର ରୂପେ ମନୋନୀତ କରିବା।'

18 ଏହାପ ରେ ମୁଁ ଉର୍ଦ୍ଧ୍ବକୁ ଗ୍ଭହିଁଲି ଏବଂ ଗ୍ଭରିଟି ଶିଙ୍ଗ ଦେଖିଲି।

19 ତା'ପ ରେ ମୁଁ ଯେଉଁ ସ୍ବର୍ଗଦୂତ ସହ କଥାବାର୍ତ୍ତା ହେଉଥିଲି ତାଙ୍କୁ ପଗ୍ଭରିଲି, ଏହି ଶିଙ୍ଗଗୁଡିକ କ'ଣ?

20 ସଦାପ୍ରଭୁ ମାେତେ ଗ୍ଭରିଜଣ କର୍ମୀଙ୍କୁ ଦଖାଇେଲେ।

21 ମୁଁ ପଗ୍ଭରିଲି, ଏହି ଗ୍ଭରିଜଣ ବଢଇେ କ'ଣ କରିବାକୁ ଆସିଛନ୍ତି?

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Zacarias 1, comparar traduções ou montar um estudo — tudo direto pelo WhatsApp.