Salmos 73
Oriya Bible (GL_ORIYA) vs VC
1 ପରମେଶ୍ବର ସତରେ ଇଶ୍ରାୟେଲର ମଙ୍ଗଳକାରୀ। ଯେଉଁମାନଙ୍କର ହୃଦଯ ପବିତ୍ର ସମାନଙ୍କେ ନିମନ୍ତେ ପରମେଶ୍ବର ମଙ୍ଗଳମଯ ଅଟନ୍ତି।
1 Salmo de Asaf. Oh, como Deus é bom para os corações retos, e o Senhor para com aqueles que têm o coração puro!
2 କିନ୍ତୁ ମାେ ଅନୁସାରେ, ମାରେ ପାଦ ପ୍ରାଯ ଖସିଗଲା। ମାରେ ବିଶ୍ବାସ ପ୍ରାଯ ହରାଇଲି।
2 Contudo, meus pés iam resvalar, por pouco não escorreguei,
3 ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଇର୍ଷାପରାଯଣ ହାଇଗଲିେ, ଯେତବେେଳେ ସମାନେେ କୃତକାର୍ୟ୍ଯ ହେଉଥିବାର ଦେଖିଲି।
3 porque me indignava contra os ímpios, vendo o bem-estar dos maus:
4 ସହେି ଲୋକମାନଙ୍କୁ ସୁସ୍ଥ ହାଇେ ବଞ୍ଚିବାକୁ କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।
4 não existe sofrimento para eles, seus corpos são robustos e sadios.
5 ସହେି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ। ସମାନେେ ଅନ୍ୟ ମନୁଷ୍ଯମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ।
5 Dos sofrimentos dos mortais não participam, não são atormentados como os outros homens.
6 ସମାନେେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି ଏବଂ ଆକର୍ଷଣୀଯ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦଖାୟୋନ୍ତି।
6 Eles se adornam com um colar de orgulho, e se cobrem com um manto de arrogância.
7 ସମାନେେ ୟାହା ଚାହାଁନ୍ତି ତାହା କରନ୍ତି। ୟଦି ସମାନେେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସମାନେେ ତାକୁ ୟେ କୌଣସି ପ୍ରକାରେ ହାସଲ କରିଥାନ୍ତି।
7 Da gordura que os incha sai a iniqüidade, e transborda a temeridade.
8 ସମାନେେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସମାନଙ୍କେ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି। ସମାନେେ ଅହଂକାରୀ ଓ ଗର୍ବୀ ଅଟନ୍ତି। ସମାନେେ ଧମକ ଦିଅନ୍ତି ୟେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।
8 Zombam e falam com malícia, discursam, altivamente, em tom ameaçador.
9 ସହେି ଗର୍ବୀ ଲୋକମାନେ ନିଜକୁ ଦବେତା ବୋଲି ଭାବନ୍ତି। ସମାନେେ ଭାବନ୍ତି ସମାନେେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।
9 Com seus propósitos afrontam o céu e suas línguas ferem toda a terra.
10 ଏପରିକି ଧାର୍ମିକ ଲୋକମାନେ ସମାନଙ୍କେ ପ୍ରତି ଆକୃଷ୍ଟ ହୁଅନ୍ତି, ସମାନେେ ୟାହା କୁହନ୍ତି ଏମାନେ ତାହା ପାଳନ କରନ୍ତି।
10 Por isso se volta para eles o meu povo, e bebe com avidez das suas águas.
11 ସହେି ଦୁଷ୍ଟ ଲୋକମାନେ କହନ୍ତି, ପରମେଶ୍ବର ଜାଣି ନାହାଁନ୍ତି ଆମ୍ଭେ ୟାହା କରୁଛୁ। ସର୍ବୋପରିସ୍ଥ ପରମେଶ୍ବର ଏହା ଜାଣନ୍ତି ନାହିଁ!
11 E dizem então: Porventura Deus o sabe? Tem o Altíssimo conhecimento disto?
12 ତାହା ହେଉଛି, ୟାହାକି ଦୁଷ୍ଟମାନେ ଚାହାଁନ୍ତି। ସମାନଙ୍କେ ପାଖରେ ଚିନ୍ତା ନାହିଁ, ଏବଂ ସମାନେେ ଧନୀରୁ ଅଧିକ ଧନୀ ହେଉଛନ୍ତି।
12 Assim são os pecadores que, tranqüilamente, aumentam suas riquezas.
13 କାହିଁକି ମୁଁ ମାରେ ହୃଦଯକୁ ପବିତ୍ର କରିଛି ? କାହିଁକି ନିର୍ଦ୍ ଦୋଷତାରେ ମାରେ ହସ୍ତ ପ୍ରକ୍ଷାଳନ କରିଅଛି ?
13 Então foi em vão que conservei o coração puro e na inocência lavei as minhas mãos?
14 ପରମେଶ୍ବର, ମୁଁ ଦିନୟାକ ଦୁଃଖ, କଷ୍ଟ ପାଉଅଛି। ପ୍ରତିଦିନ ପ୍ରଭାତରେ ତୁମ୍ଭେ ମାେତେ ଶାସ୍ତି ଦେଉଅଛ।
14 Pois tenho sofrido muito e sido castigado cada dia.
15 ହେ ପରମେଶ୍ବର, ମୁଁ ଅନ୍ୟମାନଙ୍କୁ ଏ ବିଷଯରେ କହିବା ପାଇଁ ଚାହିଁଥିଲି। କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ବାସଘାତକତା ହାଇେଥାନ୍ତା।
15 Se eu pensasse: Também vou falar como eles, seria infiel à raça de vossos filhos.
16 ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ଏହା ବୁଝିବା ମାେ ପାଇଁ ଅତି କଷ୍ଟକର ଥିଲା।
16 Reflito para compreender este problema, mui penosa me pareceu esta tarefa,
17 ଶଷେରେ, ମୁଁ ପରମେଶ୍ବରଙ୍କ ମନ୍ଦିରକୁ ଗଲି ଓ ସମାନଙ୍କେ ପ୍ରତି କ'ଣ ଘଟିବ ବୁଝି ପାରିଲି।
17 até o momento em que entrei no vosso santuário e em que me dei conta da sorte que os espera.
18 ହେ ପରମେଶ୍ବର, ତୁମ୍ଭେ ନିଶ୍ଚିତରେ ସହେି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ। ତୁମ୍ଭେ ସମାନଙ୍କେୁ ଧ୍ବଂସ ମୁଖରୁ ପଲେି ଦିଅ।
18 Sim, vós os colocais num terreno escorregadio, à ruína vós os conduzis.
19 ହଠାତ୍ ସମାନେେ ଧ୍ବଂସରେ ପଡ଼ିୟାନ୍ତି। ସମାନେେ ଭୟଙ୍କର ଘଟଣାରେ ଲୋପ ପାଇଲେ।
19 Eis que subitamente se arruinaram, sumiram, destruídos por catástrofe medonha.
20 ହେ ସଦାପ୍ରଭୁ, ସହେି ଲୋକମାନେ ରାତ୍ରିର ସ୍ବପ୍ନ ପରି, ୟାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ। ତୁମ୍ଭେ ଏପରି ଲୋକଙ୍କୁ ସ୍ବପ୍ନରେ ଦେଖିଥିବା ରାକ୍ଷସ ପରି ଅଦୃଶ୍ଯ କରିଦିଅ।
20 Como de um sonho ao se despertar, Senhor, levantando-vos, desprezais a sombra deles.
21 ମୁଁ ନିର୍ବୋଧ ଥିଲି, ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷଯରେ ଚିନ୍ତା କରି ବ୍ଯାକୁଳିତ ହଲିେ।
21 Quando eu me exasperava e se me atormentava o coração,
22 ପରମେଶ୍ବର ମୁଁ ତୁମ୍ଭ ଉପରେ ରାଗି ନିର୍ ବୋଧ ପଶୁ ପରି ବ୍ଯବହାର କରିଛି।
22 eu ignorava, não entendia, como um animal qualquer.
23 ମୁଁ ସର୍ବଦା ତୁମ୍ଭ ପାଖରେ ଅଛି। ହେ ପରମେଶ୍ବର, ତୁମ୍ଭେ ମାରେ ଦକ୍ଷିଣ ହସ୍ତ ଧରି ସାହାରା ଦଇେଅଛ।
23 Mas estarei sempre convosco, porque vós me tomastes pela mão.
24 ହେ ପରମେଶ୍ବର, ତୁମ୍ଭେ ମାେତେ ଆଗଇେ ନଇେଛ। ତୁମ୍ଭେ ମାେତେ ସୁନ୍ଦର ଉପଦେଶ ଦଇେଅଛ ଓ ଶଷେରେ ତୁମ୍ଭେ ମାେତେ ଗୌରବରେ ଗ୍ରହଣ କରିବ।
24 Vossos desígnios me conduzirão, e, por fim, na glória me acolhereis.
25 ହେ ପରମେଶ୍ବର, ସ୍ବର୍ଗରେ ତୁମ୍ଭ ବିନା ମାରେ ଆଉ କହେି ନାହିଁ କାରଣ ତୁମ୍ଭେ ମାେ ପାଖରେ ଅଛ। ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
25 Afora vós, o que há para mim no céu? Se vos possuo, nada mais me atrai na terra.
26 ମାରେ ମନ ଏବଂ ଶରୀର ଦୁର୍ବଳ ହୁଏ, କିନ୍ତୁ ପରମେଶ୍ବର ଅନନ୍ତକାଳ ମାେ ହୃଦଯକୁ ଓ ମାେତେ ସ୍ଥାଯୀତ୍ବ ଦିଅନ୍ତି।
26 Meu coração e minha carne podem já desfalecer, a rocha de meu coração e minha herança eterna é Deus.
27 ହେ ପରମେଶ୍ବର, ୟେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହବେ। ତୁମ୍ଭେ ସହେି ଲୋକମାନଙ୍କୁ ଧ୍ବଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ବସ୍ତ ନୁହଁନ୍ତି।
27 Sim, perecem aqueles que de vós se apartam, destruís os que procuram satisfação fora de vós.
28 ପରମେଶ୍ବରଙ୍କର ନିକଟବର୍ତ୍ତୀ ହବୋରେ ମାରେ ମଙ୍ଗଳ। ସଦାପ୍ରଭୁ ମାରେ ପ୍ରଭୁ, ହଁ ମାରେ ସୁରକ୍ଷାର ଦୁର୍ଗ। ହେ ପରମେଶ୍ବର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।
28 Mas, para mim, a felicidade é me aproximar de Deus, é pôr minha confiança no Senhor Deus, a fim de narrar as vossas maravilhas diante das portas da filha de Sião.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 73, comparar traduções ou montar um estudo — tudo direto pelo WhatsApp.