Salmos 71

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି। ମାେତେ ନିରାଶ ହବୋକୁ ଦିଅ ନାହିଁ।
1 Em ti, S enhor , me refugio; não permitas que eu seja envergonhado.
2 କାରଣ ତୁମ୍ଭେ ୟଥାର୍ଥ ଅଟ। ମାେତେ ଉଦ୍ଧାର କର ଓ ବଞ୍ଚାଅ। ମାହେର ଗୁହାରି ଶୁଣ ଓ ମାେତେ ଉଦ୍ଧାର କର।
2 Salva-me e resgata-me, pois tu és justo. Inclina teu ouvido para me escutar e livra-me.
3 ମାରେ ଦୁର୍ଗ ହୁଅ। ତୁମ୍ଭେ ମାେ ପ୍ରତି ଶୈଳ ସ୍ବରୂପ ସୁରକ୍ଷାର ଗଡ଼ ୟାହା ନିକଟକୁ ମୁଁ ଦୌଡ଼ି ୟିବି। ମାରେ ନିରାପଦର ସ୍ଥାନ। ତୁମ୍ଭେ ମାେତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
3 Sê minha rocha de refúgio, onde sempre posso me esconder. Dá ordem para que eu seja liberto, pois és minha rocha e minha fortaleza.
4 ହେ ମାରେ ପରମେଶ୍ବର, ଦୁଷ୍ଟ ଲୋକମାନଙ୍କଠାରୁ ମାେତେ ରକ୍ଷା କର। ଅନ୍ଯାଯକାରୀ ଓ ନିର୍ଦ୍ଦଯ ଲୋକ ହାତରୁ ମାେତେ ରକ୍ଷା କର।
4 Livra-me, meu Deus, do poder dos perversos, das garras dos opressores cruéis.
5 ହେ ମାରେ ପ୍ରଭୁ, ସଦାପ୍ରଭୁ ତୁମ୍ଭେ ହିଁ ମାରେ ଭରସା। ମାରେ ବାଲ୍ଯକାଳରୁ ତୁମ୍ଭେ ହିଁ ମାରେ ବିଶ୍ବାସ ଭୂମି।
5 Só tu, Senhor, és minha esperança; confio em ti, S
6 ଗର୍ଭରେ ଥିବା ସମଯରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି। ମାତାର ଗର୍ଭରୁ ତୁମ୍ଭେ ମାେତେ ନିରାପତ୍ତା ସହିତ ଆଣିଲ। ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।
6 Sim, de ti dependo desde meu nascimento; cuidas de mim desde o ventre de minha mãe. Sempre te louvarei!
7 ତୁମ୍ଭେ ହେଉଛି ମାରେ ଦୃଢ଼ ଆଶ୍ରଯ, ତଣେୁ ମୁଁ ଅନକେ ଲୋକମାନଙ୍କର ଉଦାହରଣ ହାଇେଅଛି।
7 Minha vida é exemplo para muitos, pois tens sido minha força e meu refúgio.
8 ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ୟ୍ଯ କର୍ମ ବିଷଯରେ ଗାନ କରୁଛି।
8 Por isso, não deixo de te louvar; o dia todo declaro tua glória.
9 ବୃଦ୍ଧା ଅବସ୍ଥା ହତେୁ ମାେତେ ପରିତ୍ଯାଗ କର ନାହିଁ। ମୁଁ ଦୁର୍ବଳ ହବୋ ସମଯରେ ମାେତେ ପରିତ୍ଯାଗ କର ନାହିଁ।
9 Não me rejeites agora, em minha velhice; não me abandones quando me faltam as forças.
10 ମାରେ ଶତ୍ରୁମାନେ ମାେ ବିରୁଦ୍ଧରେ ଯୋଜନା କରିଛନ୍ତି। ସହେି ଲୋକମାନେ ଏକତ୍ରୀତ ହେଲେ ଏବଂ ମାେତେ ମାରିବା ପାଇଁ ଯୋଜନା କଲେ।
10 Pois meus inimigos falam contra mim; juntos, planejam me matar.
11 ମାରେ ଶତ୍ରୁମାନେ କହିଲେ, ତାଙ୍କୁ ଅନୁଧାବନ କର ଏବଂ ଧରିଆଣ। ପରମେଶ୍ବର ତାଙ୍କୁ କରିତ୍ଯାଗ କରିଛନ୍ତି। ତଣେୁ ତାଙ୍କୁ କୌଣସି ଲୋକ ଉଦ୍ଧାର କରିବେ ନାହିଁ।
11 Dizem: “Deus o abandonou! Vamos persegui-lo e prendê-lo, pois agora ninguém o livrará”.
12 ହେ ପରମେଶ୍ବର, ମାେ ପାଖରୁ ଦୂରଇେ ୟାଅ ନାହିଁ, ହେ ପରମେଶ୍ବର ଶୀଘ୍ର ମାେତେ ଉଦ୍ଧାର କର।
12 Ó Deus, não permaneças distante; vem depressa me socorrer, meu Deus.
13 ମାରେ ଶତ୍ରୁମାନଙ୍କୁ ପରାସ୍ତ କର !ସମାନଙ୍କେୁ ସଂପୂର୍ଣ୍ଣ ଭାବରେ ଧ୍ବଂସ କର। ସମାନେେ ମାେତେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ସମାନେେ ଅପମାନିତ ହୁଅନ୍ତୁ।
13 Traz vergonha e destruição sobre meus acusadores, cobre de vergonha e humilhação os que desejam me prejudicar.
14 କିନ୍ତୁ ମାେ ପକ୍ଷରେ ମୁଁ ନିରନ୍ତର ତୁମ୍ଭ ଉପରେ ବିଶ୍ବାସ ରଖିବି। ଏବଂ ମୁଁ ତୁମ୍ଭକୁ ଅଧିକ ପ୍ରଶଂସା କରିବା ପାଇଁ ପ୍ରସ୍ତୁତ ହବେି।
14 Eu, porém, continuarei a esperar em ti e te louvarei cada vez mais.
15 ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ। ତୁମ୍ଭେ ମାେତେ କିପରି ଅଗଣିତ ଥର ରକ୍ଷା କରିଥିଲ, ୟପରେିକି କେତେଥର ଗଣତି କରିପାରିବ ନାହିଁ।
15 Falarei a todos de tua justiça; o dia todo, anunciarei tua salvação, embora não seja habilidoso com as palavras.
16 ହେ ସଦାପ୍ରଭୁ, ମାରେ ପ୍ରଭୁ, ମୁଁ ତୁମ୍ଭର ମହାନତା ବିଷଯରେ କହିବି। ମୁଁ କବଳେ ତୁମ୍ଭର ଉତ୍ତମତା ବିଷଯ ବର୍ଣ୍ଣନା କରିବି।
16 Louvarei teus feitos poderosos, S enhor Soberano; contarei a todos que somente tu és justo.
17 ହେ ପରମେଶ୍ବର, ତୁମ୍ଭେ ମାେତେ ବାଲ୍ଯକାଳରୁ ଶିକ୍ଷା ଦଇେ ଆସୁଅଛି। ମୁଁ ଏପର୍ୟ୍ଯନ୍ତ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯାସବୁ ଲୋକମାନଙ୍କୁ କହିଛି।
17 Ó Deus, desde a infância me tens ensinado, e até hoje anuncio tuas maravilhas.
18 ବର୍ତ୍ତମାନ ମୁଁ ବୃଦ୍ଧ ଓ ମାରେ ବାଳ ପାଚିୟାଇଛି। ମାେତେ ପରିତ୍ଯାଗ କର ନାହିଁ, ପରମେଶ୍ବର। ମାେ ସାଙ୍ଗରେ ରୁହ, ମୁଁ ୟପରେି ତୁମ୍ଭର ଶକ୍ତି ଏବଂ ମହାନତା ବିଷଯରେ ଭବିଷ୍ଯତ ବଂଶଧରଙ୍କ ଆଗରେ କହିପାରିବି।
18 Não me abandones, ó Deus, agora que estou velho, de cabelos brancos. Deixe-me proclamar tua força a esta nova geração, teu poder a todos que vierem depois de mim.
19 ହେ ପରମେଶ୍ବର, ତୁମ୍ଭର ଧର୍ମ ବହୁତ ଉଚ୍ଚ। ହେ ପରମେଶ୍ବର, ତୁମପରି ଆଉ କହେି ପରମେଶ୍ବର ନାହିଁ। ତୁମ୍ଭେ ଅନକେ ଆଶ୍ଚର୍ୟ୍ଯ କର୍ମମାନ କର।
19 Tua justiça, ó Deus, chega até os mais altos céus; tens feito coisas grandiosas. Quem se compara a ti, ó Deus?
20 ତୁମ୍ଭେ ମାେ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦଇେଛ। ମାେ ଜୀବନକୁ ପୁନଃସ୍ଥାପନ କର। ଯେତବେେଳେ ମୁଁ ପ୍ରାଯ ମୃତ ପରି ଥିଲି, ମାେ ଜୀବନକୁ ରକ୍ଷା କଲ।
20 Permitiste que eu passasse por muito sofrimento, mas ainda restaurarás minha vida e me farás subir das profundezas da terra.
21 ମାେତେ ସମ୍ମାନ ସହିତ ବିଶାଳ ଆକାରରେ ପୁନଃସ୍ଥାପନ କର ଏବଂ ମାେତେ ପୁଣିଥରେ ସାନ୍ତ୍ବନା ଦିଅ।
21 Tu me darás ainda mais honra e voltarás a me confortar.
22 ତା'ପରେ ହେ ମାରେ ପରମେଶ୍ବର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି। ତୁମ୍ଭ ଉପରେ ଭରସା ରଖାୟାଇ ପାରିବ ବୋଲି ମୁଁ ଗୀତ ଗାଇବି। ତୁମେ ଇଶ୍ରାୟେଲର ପବିତ୍ର ସଦାପ୍ରଭୁ ବୋଲି ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି।
22 Então te louvarei com instrumento de cordas, pois és fiel às tuas promessas, ó meu Deus. Cantarei louvores a ti com a harpa, ó Santo de Israel.
23 ତୁମ୍ଭେ ମାେତେ ରକ୍ଷା କର, ମୁଁ ବହୁତ ଖୁସି ଅଟେ। ମୁଁ ନିଜ ଓଷ୍ଠ ଦ୍ବାରା ତୁମ୍ଭ ପ୍ରଶଂସାର ଗୀତ ଗାଇବି।
23 Darei gritos de alegria e cantarei louvores a ti, pois tu me resgataste.
24 ମାରେ ଜିହ୍ବା ତୁମ୍ଭର ସର୍ବଦା ଉତ୍ତମତା ଗାନ କରିବ, କାରଣ ମାେତେ ହତ୍ଯା କରିବାକୁ ଚାହିଁଥିବା ଲୋକମାନେ ପରାସ୍ତ ଓ ଅପମାନିତ ହବେେ।
24 Anunciarei, o dia todo, teus feitos de justiça, pois foram envergonhados e humilhados todos que tentaram me prejudicar.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 71, comparar traduções ou montar um estudo — tudo direto pelo WhatsApp.