Salmos 42
Oriya Bible (GL_ORIYA) vs NVT
1 ହେ ପରମେଶ୍ବର, ହରିଣଟି ୟପରେି ପାଣି ପାଇଁ ସୋର୍ତ ଆଡ଼କୁ ଧାଏଁ ସପରେି ମାରେ ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।
1 Como a corça anseia pelas correntes de água, assim minha alma anseia por ti, ó Deus.
2 ମାରେ ପ୍ରାଣ ଜୀବନ୍ତ ପରମେଶ୍ବରଙ୍କ ନିମନ୍ତେ ତୃଷିତ। ମୁଁ କବେେ ପ୍ରଭୁଙ୍କ ଦର୍ଶନ ପାଇବି ?
2 Tenho sede de Deus, do Deus vivo; quando poderei estar na presença dele?
3 ମାରେ ଶତ୍ରୁମାନେ ନିରନ୍ତର ମାେ ପ୍ରତି ପରିହାସ କରୁଛନ୍ତି। ସମାନେେ କହନ୍ତି, ତୁମ୍ଭର ପରମେଶ୍ବର କାହାନ୍ତି ? ସେ କବେେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି ? ଭୋଜନ କରିବା ପରିବର୍ତେ କବଳେ ମୁଁ କାନ୍ଦେ।
3 Dia e noite, as lágrimas têm sido meu alimento, enquanto zombam de mim o tempo todo, dizendo: “Onde está o seu Deus?”.
4 ଯେତବେେଳେ ମୁଁ ମନେ ପକାଏ, ମାରେ ହୃଦଯ ବିଦୀର୍ଣ୍ଣ ହାଇୟୋଏ। ସହେି ସୁଦିନ ଗୁଡ଼ିକୁ ୟାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି। ଯେତବେେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ବରଙ୍କ ମନ୍ଦିରକୁ ଚାଲିଲି, ମୁଁ ମନେ ପକାଏ ସହେିସବୁ ଖୁସିର ଦିନଗୁଡ଼ିକ ଓ ପ୍ରଶଂସାର ଗୀତ ସବୁ ୟାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।
4 Meu coração se enche de tristeza, pois me lembro de como eu andava com a multidão de adoradores, à frente do cortejo que subia até a casa de Deus, cantando de alegria e dando graças, em meio aos sons de uma grande festa.
5 ହେ ମାରେ ପ୍ରାଣ କାହିଁକି ମୁଁ ଏତେ ବ୍ଯାକୁଳ ? ମୁଁ ପରମେଶ୍ବରଙ୍କ ସହାୟତା ପାଇଁ ଅପେକ୍ଷା କରିବି। ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
5 Por que você está tão abatida, ó minha alma? Por que está tão triste? Espere em Deus! Ainda voltarei a louvá-lo, meu Salvador e
6 ହେ ମାରେ ପରମେଶ୍ବର, ମାରେ ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି େଛାଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି। ଯେଉଁଠାରେ ହର୍ମୋଣ ପର୍ବତ ଓ ୟର୍ଦ୍ଦନ ନଦୀ ପରସ୍ପରକୁ ଭଟେନ୍ତି।
6 meu Deus! Agora estou profundamente abatido, mas me lembro de ti, desde o distante monte Hermom, onde nasce o Jordão, desde a terra do monte Mizar.
7 ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ। ଯେତବେେଳେ ଜଳପ୍ରପାତ ଓଲଟ ପାଲଟ ହାଇୟୋଏ, ନିମ୍ନଭାଗର ଜଳ ସୋର୍ତ ଶବ୍ଦ କରେ। ସଦାପ୍ରଭୁ, ତୁମ୍ଭର ଢ଼େଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମାରେ ଚତୁଃପାଶର୍ବରେ ଚୂର୍ଣ୍ଣ ହାଇୟୋଏ ଓ ମାେତେ ଟପିୟାଏ।
7 Ouço o tumulto do mar revolto, enquanto suas ondas e correntezas passam sobre mim.
8 ରାତି ହେଉକି ଦିନ ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରମେ ଢ଼ାଳି ଦିଅନ୍ତି। ସହେି ଜୀବନ୍ତ ପରମେଶ୍ବରଙ୍କ ପାଇଁ ମାେ ନିକଟରେ ଏକ ଗୀତ ଅଛି।
8 Durante o dia, porém, o S enhor me derrama seu amor, e à noite entoo seus cânticos e faço orações ao Deus que me dá vida.
9 ମୁଁ ପରମେଶ୍ବରଙ୍କୁ କହିଲି, ତୁମ୍ଭେ ମାରେ ଦୃଢ଼ତାର ପଥର। ମୁଁ କ ହେ, ହେ ସଦାପ୍ରଭୁ କାହିଁକି ତୁମ୍ଭେ ମାେତେ ଭୁଲି ୟାଇଛ ? କାହିଁକି ମୁଁ ମାରେ ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ ?
9 Clamo: “Ó Deus, minha rocha, por que te esqueceste de mim? Por que tenho de andar entristecido, oprimido por meus inimigos?”.
10 ମାରେ ଶତ୍ରୁମାନେ ନିରନ୍ତର ମାେତେ ଅପମାନିତ କରନ୍ତି ଓ ଏକ ଶକ୍ତ ଚାପୁଡ଼ା ଦିଅନ୍ତି, ଯେତବେେଳେ ସମାନେେ ମାେତେ ପଚାରନ୍ତି, ତୁମ୍ଭର ପରମେଶ୍ବର କେଉଁଠାରେ ଅଛନ୍ତି ? ସେ କ'ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?
10 Os insultos deles me quebram os ossos; zombam de mim o tempo todo, dizendo: “Onde está o seu Deus?”.
11 ହେ ମାରେ ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ ? କାହିଁକି ମୁଁ ଏତେ ଅସ୍ଥିର ହେଉଅଛି ? ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ମୁଁ ପରମେଶ୍ବରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି ଓ ସେ ମାେତେ ଉଦ୍ଧାର କରିବେ।
11 Por que você está tão abatida, ó minha alma? Por que está tão triste? Espere em Deus! Ainda voltarei a louvá-lo, meu Salvador e meu Deus!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 42, comparar traduções ou montar um estudo — tudo direto pelo WhatsApp.