Salmos 40

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ମୁଁ ସଦାପ୍ରଭୁଙ୍କୁ ଡ଼ାକିଲି, ସେ ମାରେ ଡ଼ାକ ଓ କ୍ରନ୍ଦନ ଧ୍ବନି ଶୁଣିଲେ।
1 Coloquei toda minha esperança no Senhor; ele se inclinou para mim e ouviu o meu grito de socorro.
2 ସଦାପ୍ରଭୁ ମାେତେ ମୃତ୍ଯୁ ଗୁମ୍ଫାରୁ ଉଠାଇଲେ। ସେ ମାେତେ ସହେି ମାଟିର କବର ମଧ୍ଯରୁ ଉଠାଇ ଆଣିଲେ। ସେ ମାେତେ ଟକେି ଧରିଲେ। ମାେତେ, ମାରେ ପାଦ ତଳକୁ ଖସିୟିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ।
2 Ele me tirou de um poço de destruição, de um atoleiro de lama; pôs os meus pés sobre uma rocha e firmou-me num local seguro.
3 ସଦାପ୍ରଭୁ ମାେ ମୁଖରେ ଏକ ନୂତନ ଗୀତ ଉଚ୍ଚାରଣ କଲେ। ସହେି ଗୀତଟି ପରମେଶ୍ବରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ଥିଲା। ଅନକେ ଲୋକ ଦେଖିବେ ମାେ ପ୍ରତି ୟାହା ସବୁ ଘଟିଗଲା, ୟାହାଫଳରେ ସମାନେେ ପରମେଶ୍ବରଙ୍କୁ ଉପାସନା କରିବେ। ସମାନେେ ସଦାପ୍ରଭୁଙ୍କୁ ବିଶ୍ବାସ କରିବେ।
3 Pôs um novo cântico na minha boca, um hino de louvor ao nosso Deus. Muitos verão isso e temerão, e confiarão no Senhor.
4 ୟଦି ଜଣେ ସଦାପ୍ରଭୁଙ୍କୁ ବିଶ୍ବାସ କରେ, ସହେି ବ୍ଯକ୍ତିଟି ପ୍ରକୃତରେ ସୁଖୀ ହୁଏ। ଜଣେ ବ୍ଯକ୍ତି ପ୍ରକୃତରେ ଖୁସିରେ ରହେ, ୟଦି ସେ ପ୍ରତମାନଙ୍କେୁ କିଅବା ମିଥ୍ଯା ଦବେତାମାନଙ୍କୁ ଆଦର କରି ନ ଥାଏ।
4 Como é feliz o homem que põe no Senhor a sua confiança, e não vai atrás dos orgulhosos, dos que se afastam para seguir deuses falsos!
5 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଛ। ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନକେ ଆଶ୍ଚର୍ୟ୍ଯ ଯୋଜନାମାନ ରଖିଛ। କୌଣସି ବ୍ଯକ୍ତି ତାହା କବେେ ଗଣି ପାରିବ ନାହିଁ। ମୁଁ ବାରମ୍ବାର ସହେିସବୁ କଥା କହିବି ୟାହାକୁ ଗଣିବା ଅସମ୍ଭବ।
5 Senhor meu Deus! Quantas maravilhas tens feito! Não se pode relatar os planos que preparaste para nós! Eu queria proclamá-los e anunciá-los, mas são por demais numerosos!
6 ହେ ସଦାପ୍ରଭୁ, ତୁମ୍ଭେ ମାେତେ ଏହାକୁ ବୁଝିବାକୁ ସକ୍ଷମ କରିଛ। ତୁମ୍ଭେ ବଳିଦାନ ଓ ଶସ୍ଯ ନବୈେଦ୍ଯରେ ସନ୍ତାଷେ ନାହିଁ, ତୁମ୍ଭେ ପ୍ରକୃତରେ ହାମବେଳି ଓ ପାପାର୍ଥକ ବଳି ଚାହଁ ନାହିଁ।
6 Sacrifício e oferta não pediste, mas abriste os meus ouvidos; holocaustos e ofertas pelo pecado, não exigiste.
7 ତଣେୁ ମୁଁ କହିଲି, ମୁଁ ଉପସ୍ଥିତ ଅଛି, ମାେତେ ତୁମ୍ଭେ ନିଅ। ଏହା ମାେ ବିଷଯରେ ପୁସ୍ତକରେ ଲଖାୟୋଇଛି।
7 Então eu disse: Aqui estou! No livro está escrito a meu respeito.
8 ହେ ମାରେ ପରମେଶ୍ବର, ତୁମ୍ଭେ ୟାହା ଚାହୁଁଛ, ମୁଁ ତାହା କରିବାକୁ ଚାହୁଁଛି। ତୁମ୍ଭର ନୀତିଶିକ୍ଷା ମାେ' ହୃଦଯରେ ଅଛି।
8 Tenho grande alegria em fazer a tua vontade, ó meu Deus; a tua lei está no fundo do meu coração.
9 ମୁଁ ମହାସଭାରେ ତୁମ୍ଭର ବିଜଯବାର୍ତ୍ତା ପ୍ରଚାର କରିଅଛି। ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଚାରରୁ କବେେ ହେଲେ ବିରତ ରହିବ ନାହିଁ।
9 Eu proclamo as novas de justiça na grande assembléia; como sabes, Senhor, não fecho os meus lábios.
10 ହେ ସଦାପ୍ରଭୁ ତୁମ୍ଭେ ଯେଉଁସବୁ ମଙ୍ଗଳ କାର୍ୟ୍ଯ କରିଛ। ସେସବୁକୁ ମୁଁ ମାରେ ହୃଦଯରେ ଗୋପନ କରି ନାହିଁ। ହେ ସଦାପ୍ରଭୁ ମାେ ଲୋକମାନେ ତୁମ୍ଭ ଉପରେ ନିର୍ଭର କଲେ ତୁମ୍ଭେ ସମାନଙ୍କେୁ ଉଦ୍ଧାର କରିବ ବୋଲି ପ୍ରଚାର କରିଅଛି। ମୁଁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଓ ସତ୍ଯତା ମହାସମାଜରୁ ଲୋକମାନଙ୍କଠାରୁ ଲୁଚାଇ ରଖି ନାହିଁ।
10 Não oculto no coração a tua justiça; falo da tua fidelidade e da tua salvação. Não escondo da grande assembléia a tua fidelidade e a tua verdade.
11 ତଣେୁ ହେ ସଦାପ୍ରଭୁ, ତୁମ୍ଭର ଦୟାକୁ ମାଠାେରେ ଲୁଚାଅ ନାହିଁ। ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଓ ସତ୍ଯତା ସର୍ବଦା ମାେତେ ରକ୍ଷା କରୁ।
11 Não me negues a tua misericórdia, Senhor; que o teu amor e a tua verdade sempre me protejam.
12 ଦୁଷ୍ଟ ଲୋକମାନେ ମାେ ଚାରିକଡ଼ରେ ଘରେି ରହିଛନ୍ତି। ସମାନେେ ଅନକେ ୟାହାକି ଗଣିବା କଷ୍ଟକର। ମାେ ପାପ ମାେତେ ଧରାଇ ଦଇେଛି, ତଣେୁ ମୁଁ ମାରେ ପାପରୁ ଉଦ୍ଧାର ପାଇପାରିବି ନାହିଁ। ମାରେ ପାପଗୁଡ଼ିକ ମସ୍ତକରେ ଥିବା କେଶ ସଂଖ୍ଯାଠାରୁ ଅଧିକ ଓ ମାରେ ହୃଦଯ ମାେତେ ପରିତ୍ଯାଗ କରିଅଛି।
12 Pois incontáveis problemas me cercam e as minhas culpas me alcançaram, e já não consigo ver. Mais numerosos são que os cabelos da minha cabeça, e o meu coração perdeu o ânimo.
13 ହେ ସଦାପ୍ରଭୁ, ଅନୁଗ୍ରହ କରି ମାେତେ ଉଦ୍ଧାର କର। ହେ ସଦାପ୍ରଭୁ ଶୀଘ୍ର ଆସ ଓ ମାେତେ ସାହାୟ୍ଯ କର।
13 Agrada-te, Senhor, em libertar-me; Apressa-te, Senhor, a ajudar-me.
14 ସହେି ଦୁଷ୍ଟ ଲୋକମାନେ ମାେ ପ୍ରାଣ ନାଶ ପାଇଁ ଉଦ୍ଯମ କରୁଛନ୍ତି। ହେ ସଦାପ୍ରଭୁ, ସହେି ଲୋକମାନଙ୍କୁ ଲଜ୍ଜିତ କରି ସମାନଙ୍କେୁ ନିରାଶ କର। ମାେ କ୍ଷତରେ ସନ୍ତୁଷ୍ଟ ଲଜ୍ଜିତ ହୁଅନ୍ତୁ।
14 Sejam humilhados e frustrados todos os que procuram tirar-me a vida; retrocedam desprezados os que desejam a minha ruína.
15 ସହେି ଦୁଷ୍ଟ ଲୋକମନେ ମାେତେ ପରିହାସ କରିଛନ୍ତି। ସମାନେେ କଥାବାର୍ତ୍ତା କରିବାକୁ ବେଶି ଲଜ୍ଜିତ।
15 Fiquem chocados com a sua própria desgraça os que zombam de mim.
16 କିନ୍ତୁ ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସନ୍ତି, ସମାନେେ ଖୁସି ଓ ଆନନ୍ଦିତ ହୁଅନ୍ତି। ସମାନଙ୍କେର ତୁମ୍ଭରି ସବୋରେ ହିଁ ଆନନ୍ଦ। ତଣେୁ ସମାନେେ ସର୍ବଦା ତୁମ୍ଭକୁ କୁହନ୍ତି, ସଦାପ୍ରଭୁ ମହାନ୍।
16 Mas regozijem-se e alegrem-se em ti todos os que te buscam; digam sempre aqueles que amam a tua salvação: "Grande é o Senhor! "
17 ହେ ସଦାପ୍ରଭୁ, ମୁଁ ଜଣେ ଗରିବ ଓ ଅସହାୟ ଲୋକ ଅଟେ। ହେ ମାରେ ପରମେଶ୍ବର ଆଉ ବିଳମ୍ବ କର ନାହିଁ। ମାେତେ ସାହାୟ୍ଯ କର ଓ ମାେତେ ଉଦ୍ଧାର କର।
17 Quanto a mim, sou pobre e necessitado, mas o Senhor preocupa-se comigo. Tu és o meu socorro e o meu libertador; meu Deus, não te demores!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 40, comparar traduções ou montar um estudo — tudo direto pelo WhatsApp.