Salmos 115

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ହେ ସଦାପ୍ରଭୁ, ଆମ୍ଭମାନେେ କୌଣସି ମହିମାର ୟୋଗ୍ଯ ନୁହଁ। ମହିମା ତ ତୁମ୍ଭର। ତୁମ୍ଭର ପ୍ରମେ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।
1 Não a nós, Senhor , não a nós, mas ao teu nome dá glória, por amor da tua misericórdia e da tua fidelidade.
2 କାହିଁକି ଅନ୍ୟ ଦେଶୀଯମାନେ କହିବେ ଆମ୍ଭମାନଙ୍କର ପରମେଶ୍ବର କେଉଁଠାରେ ?
2 Por que diriam as nações: Onde está o Deus deles?
3 ଆମ୍ଭମାନଙ୍କର ପରମେଶ୍ବର ସ୍ବର୍ଗରେ ଅଛନ୍ତି। ଏବଂ ସେ ୟାହା ଚାହାଁନ୍ତି ତାହା କରିପାରନ୍ତି।
3 No céu está o nosso Deus e tudo faz como lhe agrada.
4 ଅନ୍ୟ ଜାତିଗଣର ଦବଗେଣ ସମାନଙ୍କେ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି। ଏହି ପ୍ରତିମାଗୁଡ଼ିକ ମନୁଷ୍ଯମାନଙ୍କ ହସ୍ତରେ ତିଆରି ହାଇେଥିଲେ।
4 Prata e ouro são os ídolos deles, obra das mãos de homens.
5 ସହେି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ। ସମାନଙ୍କେର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।
5 Têm boca e não falam; têm olhos e não veem;
6 ସମାନଙ୍କେର କାନ ଅଛି କିନ୍ତୁ ଶୁଣିପାରନ୍ତି ନାହିଁ। ସମାନଙ୍କେର ନାକ ଅଛି କିନ୍ତୁ ଆଘ୍ରାଣ କରିପାରନ୍ତି ନାହିଁ।
6 têm ouvidos e não ouvem; têm nariz e não cheiram.
7 ସମାନଙ୍କେର ହାତ ଅଛି କିନ୍ତୁ ତାହା ସ୍ବର୍ଗ କରିପାରନ୍ତି ନାହିଁ। ସମାନଙ୍କେର ଗୋଡ଼ ଅଛି କିନ୍ତୁ ଚାଲିପାରନ୍ତି ନାହିଁ। ସମାନଙ୍କେ ଗଳାରୁ କୌଣସି ସ୍ବର ବାହାରେ ନାହିଁ।
7 Suas mãos não apalpam; seus pés não andam; som nenhum lhes sai da garganta.
8 ସମାନଙ୍କେର ନିର୍ମାଣକାରୀମାନେ ଓ ସମାନଙ୍କେଠାରେ ବିଶ୍ବାସକାରୀମାନେ ସହେିପରି ହବେେ !
8 Tornem-se semelhantes a eles os que os fazem e quantos neles confiam.
9 ହେ ଇଶ୍ରାୟେଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ବାସ କର। ସଦାପ୍ରଭୁ ହେଉଛନ୍ତି ସମାନଙ୍କେର ଶକ୍ତି ଓ ଢ଼ାଲ।
9 Israel confia no Senhor ; ele é o seu amparo e o seu escudo.
10 ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ବାସ କର। ସଦାପ୍ରଭୁ ହେଉଛନ୍ତି ସମାନଙ୍କେର ଶକ୍ତି ଓ ଢ଼ାଲ।
10 A casa de Arão confia no Senhor ; ele é o seu amparo e o seu escudo.
11 ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭମାନେେ ସଦାପ୍ରଭୁଙ୍କଠାରେ ବିଶ୍ବାସ କର। ସଦାପ୍ରଭୁ ସମାନଙ୍କେର ଶକ୍ତି ଓ ଢ଼ାଲ।
11 Confiam no Senhor os que temem o Senhor ; ele é o seu amparo e o seu escudo.
12 ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ମରଣରେ ରଖନ୍ତି। ସଦାପ୍ରଭୁ ଆମ୍ଭକୁ ଆଶୀର୍ବାଦ କରିବେ। ସଦାପ୍ରଭୁ ଇଶ୍ରାୟେଲକୁ ଆଶୀର୍ବାଦ କରିବେ। ସଦାପ୍ରଭୁ ହାରୋଣଙ୍କ ପରିବାରକୁ ମଧ୍ଯ ଆଶୀର୍ବାଦ କରିବେ।
12 De nós se tem lembrado o Senhor ; ele nos abençoará; abençoará a casa de Israel, abençoará a casa de Arão.
13 ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ ଆଶୀର୍ବାଦ କରିବେ।
13 Ele abençoa os que temem o Senhor , tanto pequenos como grandes.
14 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।
14 O Senhor vos aumente bênçãos mais e mais, sobre vós e sobre vossos filhos.
15 ସ୍ବର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
15 Sede benditos do Senhor , que fez os céus e a terra.
16 ସ୍ବର୍ଗ ସଦାପ୍ରଭୁଙ୍କର କିନ୍ତୁ ସେ ମନୁଷ୍ଯ ସନ୍ତାନଗଣଙ୍କୁ ପୃଥିବୀ ଦଇେଛନ୍ତି।
16 Os céus são os céus do Senhor , mas a terra, deu-a ele aos filhos dos homens.
17 ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ। ଯେଉଁମାନେ କବରରେ ଅଛନ୍ତି ସମାନେେ ନୀରବ ଅଟନ୍ତି।
17 Os mortos não louvam o Senhor , nem os que descem à região do silêncio.
18 ମାତ୍ର ଆମ୍ଭମାନେେ ଆଜିଠାରୁ ଚିରକାଳ ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ଧନ୍ଯବାଦ କରିବା। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।
18 Nós, porém, bendiremos o Senhor , desde agora e para sempre. Aleluia!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 115, comparar traduções ou montar um estudo — tudo direto pelo WhatsApp.