Rute 2

Oriya Bible (GL_ORIYA) vs BKJ

Sair da comparação
1 ବୈଥିଲହମେ ରେ ଜଣେ ଧନୀ ବ୍ଯକ୍ତି ବାସ କରୁଥିଲେ। ଯାହାଙ୍କର ନାମଥିଲା ବୋଯାଜ। ବୋଯାଜ ଥିଲେ ଏଲିମଲକରେ ପରିବାରରକ୍ସ୍ଟ ନୟମୀର ଜଣେ ଅନ୍ତରଙ୍ଗ ବନ୍ଧକ୍ସ୍ଟ।
1 E Noemi tinha um parente da parte de seu marido, um poderoso homem de riqueza, da família de Elimeleque; e o seu nome era Boaz.
2 ଦିନେ ଋତ ( ମାୟୋବ ଦେଶୀଯ) ନୟମୀକକ୍ସ୍ଟ କହିଲେ, ମୁ କ୍ଷତକେକ୍ସ୍ଟ ୟିବା ପାଇଁ ଗ୍ଭ ହେଁ। କହେି ମାେତେ ଅନକ୍ସ୍ଟଗ୍ରହ ଦଖାଇେପାରନ୍ତି। ଯଦି ୟିଏ କହେି ତା' ପଛ ରେ କିଛି ଶସ୍ଯ ଛାଡି ୟାଏ ମୁ ତାକକ୍ସ୍ଟ ସାଉଁଟି ଆଣିବି। ନୟମୀ କହିଲେ, ୟାଅ ମାରେକନ୍ଯା।
2 E Rute, a moabita, disse a Noemi: Deixa-me ir agora até o campo para colher espigas de cereal após aquele em cujo olhar eu acharei graça. E ela lhe disse: Vai, minha filha.
3 ତେଣୁ ଋତ କ୍ଷତକେକ୍ସ୍ଟ ଗଲା। ସେ ଶ୍ରମିକମାନଙ୍କୁ ଅନକ୍ସ୍ଟସରଣ କରି ସମସ୍ତ ଶସ୍ଯ ସାଉଁଟିବାକକ୍ସ୍ଟ ଲାଗିଲା। ଯେଉଁ ସବୁକକ୍ସ୍ଟ ଶ୍ରମିକମାନେ ଛାଡି ୟାଇଥିଲେ, ସହେି ଶସ୍ୟଗୁଡ଼ିକ ସେ ସଂଗ୍ରହ କରୁଥିଲେ। ଏହି ଘଟଣା ବୋୟଜର କ୍ଷତେ ରେ ଘଟିଥିଲା ୟିଏକି ଏଲିମଲକରେ ପରିବାରର ଥିଲା।
3 E ela foi, e veio, e colheu no campo após os ceifeiros; e aconteceu dela se encontrar em uma parte do campo pertencente a Boaz, que era da parentela de Elimeleque.
4 ଏହାପରେ ବୋୟଜ ବୈଥଲହମରେକ୍ସ୍ଟ ନିଜର କ୍ଷତକେକ୍ସ୍ଟ ଆସିଲା। ଏବଂ ଶ୍ରମିକମାନଙ୍କୁ ଅଭ୍ଯର୍ଥନା କଲା, ସଦାପ୍ରଭୁ ତୁମ୍ଭମାନଙ୍କର ସହିତ ଥାଆନ୍ତକ୍ସ୍ଟ। ସମାନେେ ଉତ୍ତର ଦେଲେ, ଏବଂ ସଦାପ୍ରଭୁ ଆପଣଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ।
4 E, eis que Boaz veio de Belém, e disse aos ceifeiros: O SENHOR seja convosco. E eles lhe responderam: O SENHOR te abençoe.
5 ଏହାପରେ ବୋୟଜ ତା'ର ଦାସକକ୍ସ୍ଟ ପଗ୍ଭରିଲା, ୟିଏ କି ଶ୍ରମିକମାନଙ୍କର ଖବର ବକ୍ସ୍ଟଝକ୍ସ୍ଟଥିଲା, ସେ କାହାର ଝିଅ?
5 Então Boaz disse ao seu servo que estava estabelecido sobre os ceifeiros: De quem é esta donzela?
6 ତାଙ୍କର ଦାସ ଉତ୍ତର ଦଲୋ, ସେ ହେଉଛନ୍ତି ମାୟୋବ ଦେଶୀଯା ୟକ୍ସ୍ଟବତୀ ୟିଏକି ନୟମୀ ସାଙ୍ଗ ରେ ଆସିଅଛି, ସହେି ପାର୍ବତ୍ଯମଯ ଦେଶ ମାୟୋବରକ୍ସ୍ଟ।
6 E o servo que estava estabelecido sobre os ceifeiros respondeu e disse: Ela é a donzela moabita que voltou com Noemi da terra de Moabe;
7 ସେ ପ୍ରତକ୍ସ୍ଟ୍ଯଷ୍ଯ ରେ ଆସି ଶ୍ରମିକମାନେ ପଛ ରେ ଛାଡି ଯାଉଥିବା ଶସ୍ୟଗୁଡ଼ିକ ସାଉଁଟିବା ପାଇଁ ଅନକ୍ସ୍ଟମତି ନଲୋ। ଏ ପର୍ୟ୍ଯନ୍ତ ସେ ଲଗାତର ଭାବରେ କାର୍ୟ୍ଯ କରୁଅଛି, କବଳେ ଅଳ୍ପ ସମୟ ସେ ଗୃହ ରେ ବିଶ୍ରାମ ନେଉଥିଲା ।
7 e ela disse: Rogo-te, deixa que eu recolha e colha após os ceifeiros, entre os feixes; assim, ela veio e continuou, desde a manhã até agora, de modo que se demorou um pouco na casa.
8 ଏହାପରେ ବୋୟଜ ଋତକ୍ସ୍ଟ କହିଲେ, ଆଗୋ ମାରେ କନ୍ଯା, ମାରେ କଥା ଶକ୍ସ୍ଟଣ। ମାେ କ୍ଷତରେକ୍ସ୍ଟ ତୁମ୍ଭେ ନିଜ ପାଇଁ ଶସ୍ଯ ସଂଗ୍ରହ କର। ତୁମ୍ଭର ଅନ୍ୟ କାହାର କ୍ଷତକେକ୍ସ୍ଟ ୟିବା ଦରକାର ନାହିଁ। ମାତ୍ର ମାରେ ଦାସୀଗଣଙ୍କ ପଛ ରେ ୟାଅ।
8 Então, Boaz disse a Rute: Tu não ouves minha filha? Não vás colher em outro campo, nem te vás daqui, mas permanece aqui junto das minhas criadas;
9 ଦେଖ ସମାନେେ କେଉଁ କ୍ଷତକେକ୍ସ୍ଟ ଯାଉଛନ୍ତି, ସମାନଙ୍କେୁ ଅନକ୍ସ୍ଟସରଣ କର। ମୁ ସେ ୟକ୍ସ୍ଟବକମାନଙ୍କୁ ସତର୍କ କରାଇ ଦେଉଛି ସମାନେେ ତୁମ୍ଭକୁ ହଇରାଣ କରିବେ ନାହିଁ। ତୁମ୍ଭେ ଯବେେ ତକ୍ସ୍ଟଷାର୍ତ୍ତ ଅନକ୍ସ୍ଟଭବ କରିବ, ତବେେ ତୁମ୍ଭେ ୟାଇ ମାରେ ଲୋକମାନେ ପିଉଥିବା ପାଣିପାତ୍ରରକ୍ସ୍ଟ ପାଣି ପିଇପାରିବ।
9 que os teus olhos estejam no campo que segarem, e vai após elas; não tenho eu encarregado os moços para que não toquem em ti? E quando estiveres com sede, vai até os vasos, e bebe do que os moços tiraram.
10 ଏହାପରେ ଋତ ତାଙ୍କୁ ପ୍ରମାଣ କଲା। ସେ ବୋୟଜଙ୍କକ୍ସ୍ଟ ପଗ୍ଭରିଲା, ମୁ ଆଶ୍ଚର୍ୟ୍ଯ ହେଉଛି, ତୁମ୍ଭେ ତ ମାେତେ ଆଗରକ୍ସ୍ଟ କବେବେି ଦେଖି ନାହିଁ। ମୁ ବିଦେଶୀନୀ ହେଲବେି ତୁମ୍ଭେ ମାେ' ପ୍ରତି ଦୟା ଦଖାଇେ ଅଛ।
10 Então, ela caiu sobre o seu rosto, e se curvou até o chão, e lhe disse: Por que achei graça aos teus olhos, para que tomes conhecimento de mim, vendo que sou uma estrangeira?
11 ବୋୟଜ ତାଙ୍କୁ କହିଲେ, ତୁମ୍ଭେ କିପରି ତକ୍ସ୍ଟମ୍ଭ ଶାଶୂ ନୟମୀକକ୍ସ୍ଟ ସାହାୟ୍ଯ କଲ, ମାେତେ ସେ ବିଷଯ ରେ କକ୍ସ୍ଟହାଗଲା। ମୁ ଜାଣେ ତୁମ୍ଭର ସ୍ବାମୀର ମୃତକ୍ସ୍ଟ୍ଯ ପରେ ତୁମ୍ଭେ କିପରି ତାକକ୍ସ୍ଟ ସାହାୟ୍ଯ କଲ। ଏବଂ ମୁ ଏହା ମଧ୍ଯ ଜାଣେ ଯେ ତୁମ୍ଭେ ତୁମ୍ଭର ନିଜର ଦେଶ, ମାତାପିତାଙ୍କୁ ଛାଡି ପକ୍ସ୍ଟଣି ଯେଉଁମାନଙ୍କୁ ତୁମ୍ଭେ ପର୍ବରକ୍ସ୍ଟ ଜାଣି ନଥିଲ, ସହେିମାନଙ୍କ ସହିତ ରହିବା ପାଇଁ ଆସିଅଛ।
11 E Boaz respondeu e lhe disse: Já me foi completamente mostrado tudo o que fizeste para a tua sogra desde a morte do teu marido; e como deixaste o teu pai e a tua mãe, e a tua terra natal, e vieste a um povo que outrora não conhecias.
12 ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଏହି ଭଲକାମ ପାଇଁ ପକ୍ସ୍ଟରସ୍କାର ଦବେେ। ତୁମ୍ଭକୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପୂର୍ଣ ମାତ୍ରା ରେ ପକ୍ସ୍ଟରସ୍କୃତ କରନ୍ତକ୍ସ୍ଟ। ତୁମ୍ଭେ ନିରାପତ୍ତା ପାଇଁ ସଦାପ୍ରଭୁଙ୍କ ପାଖକକ୍ସ୍ଟ ଫରେିଆସିଲ ଏବଂ ସେ ତକ୍ସ୍ଟମ୍ଭଙ୍କକ୍ସ୍ଟ ରକ୍ଷା କରିବେ।
12 O SENHOR recompense o teu trabalho, e um galardão pleno te seja dado da parte do SENHOR, Deus de Israel, debaixo de cujas asas tu vieste confiar.
13 ଏହାପରେ ଋତ ତାଙ୍କୁ କହିଲେ, ତୁମ୍ଭେ ମାେ ଉପରେ ବହକ୍ସ୍ଟତ ଦୟା ଦଖାଇେ ଅଛ। ମହାଶୟ, ମୁ ଆପଣଙ୍କର ଦାସୀ। ଏପରିକି ମୁ ଆପଣଙ୍କର ଏକ ଦାସୀ ସହିତ ସମାନ ନକ୍ସ୍ଟ ହେଁ, ତଥାପି ଆପଣ ମାେପ୍ରତି ବହକ୍ସ୍ଟତ ଦୟା ଓ କରୁଣା ଦଖାଇେଛନ୍ତି ଏବଂ ଆପଣ ଦୟାର କଥା ମାେତେ କହିଛନ୍ତି।
13 Então, ela disse: Permita-me encontrar graça à tua vista, meu senhor; pelo que me consolaste, e pelo que falaste amigavelmente à tua criada, embora eu não seja como uma das tuas criadas.
14 ମଧ୍ଯାହ୍ନ ଭୋଜନ ସମୟରେ, ବୋୟଜ ଋତଙ୍କକ୍ସ୍ଟ କହିଲେ, ଏଠାକକ୍ସ୍ଟ ଆସ! ଆମର ରୋଟୀରକ୍ସ୍ଟ କିଛି ଖାଅ। ଆଉ ତୁମ୍ଭେ ରୋଟୀରକ୍ସ୍ଟ କିଛି ଖଣ୍ତ ନଇେ ତାହାକକ୍ସ୍ଟ ଅମ୍ଳରସ ରେ ବକ୍ସ୍ଟଡାଅ।
14 E Boaz lhe disse: Na hora da refeição vem tu para cá, e come do pão, e molha o teu bocado no vinagre. E ela se assentou ao lado dos ceifeiros; e ele lhe serviu grão tostado, e ela comeu, e ficou satisfeita, e se retirou.
15 ଏହାପରେ ଋତ ଉଠି କାର୍ୟ୍ଯକକ୍ସ୍ଟ ଗଲା।
15 E quando ela estava de pé para colher, Boaz ordenou aos seus moços, dizendo: Deixai-a colher também no meio dos feixes, e não a censureis;
16 ତା'ର କାମକକ୍ସ୍ଟ ସରଳ କରିବା ପାଇଁ କିଛି ଶସ୍ଯ ପକାଇ ୟାଅ ଏବଂ ତାକକ୍ସ୍ଟ ଗୋଟାଇବାକକ୍ସ୍ଟ ଦିଅ। ତାଙ୍କୁ ବାରଣ କର ନାହିଁ।
16 e também deixai cair propositalmente alguns dos punhados para ela, e os deixai para que ela possa apanhá-los, e não a repreendais.
17 ଋତ ସନ୍ଧ୍ଯା ପର୍ୟ୍ଯନ୍ତ କ୍ଷତେ ରେ କାର୍ୟ୍ଯ କଲା। ସେ ଶସ୍ଯ ସଂଗ୍ରହ କଲା ପରେ, ସେ ଏଗୁଡିକୁ ତକ୍ସ୍ଟଷରକ୍ସ୍ଟ ଅଲଗା କଲା। ଏହା ଓଜନ କଲାରକ୍ସ୍ଟ ଅର୍ଦ୍ଧ ବକ୍ସ୍ଟଶଲେ ବାର୍ଲି ହେଲା।
17 Assim, ela colheu no campo até o anoitecer, e debulhou o que havia apanhado; e foi cerca de um efa de cevada.
18 ଋତକ୍ସ୍ଟ ଏହାପରେ ଶସ୍ୟଗୁଡ଼ିକ ନଇେ ନଗରକକ୍ସ୍ଟ ୟାଇ ତା'ର ଶାଶୂକକ୍ସ୍ଟ ଦଲୋ ଏବଂ ସାଙ୍ଗ ରେ ଆଣିଥିବା ଅବଶିଷ୍ଟ ଖାଦ୍ୟ ତାଙ୍କୁ ଦଲୋ।
18 E ela o tomou consigo, e entrou na cidade; e a sua sogra viu o que ela havia colhido; e ela o trouxe, e lhe deu o que havia reservado depois de estar satisfeita.
19 ତା'ର ଶାଶୂ ତାକକ୍ସ୍ଟ ପଚାରିଲେ, ଆଜି ତୁମ୍ଭେ କେଉଁଠାରକ୍ସ୍ଟ ଏହି ଶସ୍ଯ ସଂଗ୍ରହ କଲ? କେଉଁଠାକକ୍ସ୍ଟ ତୁମ୍ଭେ ଗଲ ଓ କାମ କଲ? ୟିଏ ତୁମ୍ଭକୁ ଶସ୍ଯ ଦଲୋ, ସେ ଧନ୍ଯ ହେଉ।
19 E a sua sogra lhe disse: Onde colheste hoje? E onde trabalhaste? Bendito seja aquele que de ti tomou conhecimento. E ela mostrou à sua sogra aquele com quem tinha trabalhado, e disse: O nome do homem com que trabalhei hoje é Boaz.
20 ତେଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, ସେ ସଦାପ୍ରଭୁଙ୍କ ଦ୍ବାରା ଆଶୀର୍ବାଦ ପ୍ରାଲ୍ଗ ହକ୍ସ୍ଟଅନ୍ତକ୍ସ୍ଟ, ୟିଏକି ମୃତ ଓ ଜୀବିତ ଓ ମୃତମାନଙ୍କଠାରକ୍ସ୍ଟ ତାଙ୍କର କରୁଣା ଦୂ ରଇେ ନାହାନ୍ତି। ଏହାପରେ ନୟମୀ ତାକକ୍ସ୍ଟ କହିଲା, ସେ ହେଉଛନ୍ତି ଆମର ନିକଟ ସଐର୍କୀଯ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା ମଧ୍ଯରକ୍ସ୍ଟ ଜଣେ ଅଟନ୍ତି।
20 E Noemi disse à sua nora: Bendito seja ele do SENHOR, que não retirou a sua benevolência nem dos vivos, nem dos mortos. E Noemi lhe disse: O homem é nosso parente chegado, um dos nossos parentes próximos.
21 ଏହାପରେ ମାୟୋବ ଦେଶୀଯ ଋତ କହିଲା, ବୋୟଜ ଫରେି ଆସିବାକକ୍ସ୍ଟ ଏବଂ ତାଙ୍କର ଶ୍ରମିକମାନଙ୍କ ସହିତ ମିଶି କାର୍ୟ୍ଯ କରିବାକୁ ପଚାରିଲେ, ଯେପର୍ୟ୍ଯନ୍ତ ଅମଳ ଶଷେ ହାଇନୋହିଁ।
21 E Rute, a moabita, disse: Ele também me disse: Tu deverás te manter junto aos meus moços, até que tenham terminado toda a minha colheita.
22 ଏହାପରେ ନୟମୀ ତା'ର ପକ୍ସ୍ଟତ୍ରବଧୂ ଋତକକ୍ସ୍ଟ କହିଲେ, ଏହା ତକ୍ସ୍ଟମ୍ଭପାଇଁ ଅତି ଉତ୍ତମ ଯେ ତୁମ୍ଭେ ସହେି ସ୍ତ୍ରୀ ଲୋକମାନଙ୍କ ସଙ୍ଗେ କାର୍ୟ୍ଯ କରିବା। ଯଦି ତୁମ୍ଭେ ଅନ୍ୟର କ୍ଷତେ ରେ କାର୍ୟ୍ଯ କର ତବେେ କେତକେ ଲୋକ ତୁମ୍ଭର ଅସକ୍ସ୍ଟବିଧା କରିପାରନ୍ତି।
22 E Noemi disse à Rute, sua nora: É bom, minha filha, que tu saias com as criadas dele, que não te encontrem em nenhum outro campo.
23 ତେଣୁ ଋତ ବୋୟଜଙ୍କର ସହେି ମହିଳା ଶ୍ରମିକମାନଙ୍କ ସହିତ ଘନିଷ୍ଠଭାବରେ କାର୍ୟ୍ଯ କରିବାକୁ ଲାଗିଲେ। ବାର୍ଲି ଅମଳ ସରିବା ପ୍ରର୍ୟ୍ଯନ୍ତ ସଂଗ୍ରହ କରି ଚାଲିଲେ। ତା ପରେ ସେ ଗହମ ଅମଳ ଶଷେ ପର୍ୟ୍ଯନ୍ତ ସଠାେରେ କାର୍ୟ୍ଯ କଲେ, ଏବଂ ତାଙ୍କର ଶାଶୂଙ୍କ ସହିତ ରହିବାକକ୍ସ୍ଟ ଲାଗିଲା।
23 Assim, ela se manteve junto às criadas de Boaz, para recolher até o final da colheita da cevada e da colheita do trigo; e habitou com a sua sogra.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Rute 2, comparar traduções ou montar um estudo — tudo direto pelo WhatsApp.