Rute 1

Oriya Bible (GL_ORIYA)

1 ସହେି ସମୟରେ ଯେତବେେଳେ ବିଗ୍ଭରକଗଣ ଶାସନ କରୁଥିଲେ, ସହେି ଦେଶ ରେ ଦକ୍ସ୍ଟର୍ଭିକ୍ଷ ପଡିଥିଲା। ତେଣୁ ଏଲିମଲକେ ନାମକ ଜଣେ ଲୋକ ୟିହକ୍ସ୍ଟଦାସ୍ଥିତ ନିଜର ଗୃହ ବୈଥ୍ଲହେମ୍କକ୍ସ୍ଟ ପରିତ୍ଯାଗ କଲା ଏବଂ ସେ ତା'ର ସ୍ତ୍ରୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ର ସହିତ ମାୟୋବ ଦେଶ ରେ ବାସ କରିବାକୁ ଗଲା।

2 ସହେି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିଯୋନ୍। ସମାନେେ ଥିଲେ, ୟିହକ୍ସ୍ଟଦାର ବୈଥ୍ଲହମରେକ୍ସ୍ଟ ଏଫ୍ରାଥୀଯ ଲୋକ। ସମାନେେ ମାୟୋବର ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ସଠାେରେ ବସବାସ କଲେ।

3 ଏହାପରେ ନୟମୀର ସ୍ବାମୀ ଏଲିମଲକେ ମରିଗଲା। କବଳେ ନୟମୀ ଓ ତା'ର ଦକ୍ସ୍ଟଇ ପକ୍ସ୍ଟତ୍ର ବଞ୍ଚି ରହିଲେ।

4 ତା'ର ପକ୍ସ୍ଟତ୍ରମାନେ ମାୟୋବର ୟକ୍ସ୍ଟବତୀଙ୍କକ୍ସ୍ଟ ବିବାହ କଲେ। ଜଣେ ସ୍ତ୍ରୀଙ୍କର ନାମଥିଲା ଅର୍ପା, ଅନ୍ୟ ଜଣଙ୍କର ନାମ ଥିଲା ଋତ। ସମାନେେ ମାୟୋବ ରେ ଦଶ ବର୍ଷ ବାସ କଲେ।

5 ମହଲୋନ ଏବଂ କିଲିୟୋନ ମଧ୍ଯ ମୃତକ୍ସ୍ଟ୍ଯବରଣ କଲେ। ତେଣୁ ନୟମୀ ସ୍ବାମୀହୀନ ଓ ପକ୍ସ୍ଟତ୍ରହୀନ ହାଇେ ରହିଲା।

6 ଯେତବେେଳେ ନୟମୀ ମାୟୋବର ପର୍ବତମଯ ଦେଶ ରେ ବାସ କରୁଥିଲା, ସେ ଜାଣିବାକକ୍ସ୍ଟ ପାଇଲା ଯେ, ପରମଶ୍ବର ତାଙ୍କର ଲୋକମାନଙ୍କୁ ସାହାୟ୍ଯ କରୁଛନ୍ତି। ସେ ୟିହକ୍ସ୍ଟଦାର ଲୋକମାନଙ୍କୁ ଖାଦ୍ୟ ଦେଉଛନ୍ତି। ତେଣୁ ସେ ମାୟୋବ ଦେଶ ଛାଡି ନିଜ ଦେଶକକ୍ସ୍ଟ ଫରେିୟିବା ପାଇଁ ନିଷ୍ପତ୍ତି ନଲୋ। ତା'ର ପକ୍ସ୍ଟତ୍ରବଧୂମାନେ ମଧ୍ଯ ତା ସହିତ ୟିବା ପାଇଁ ନିଷ୍ପତ୍ତି ନେଲେ।

7 ତେଣୁ ସେ ତା'ର ପକ୍ସ୍ଟତ୍ର ବଧୂମାନଙ୍କୁ ଧରି ତା'ର ବାସସ୍ଥାନ ଛାଡି ୟିହକ୍ସ୍ଟଦାକକ୍ସ୍ଟ ଗ୍ଭଲି ଆସିଲା।

8 ଏହାପରେ ନୟମୀ ତା'ର ପକ୍ସ୍ଟତ୍ରବଧୂମାନଙ୍କୁ କହିଲା, ତୁମ୍ଭମାନଙ୍କେ ମଧ୍ଯରକ୍ସ୍ଟ ପ୍ରେତ୍ୟକକ ତୁମ୍ଭମାନଙ୍କର ମା' ପାଖକକ୍ସ୍ଟ ଫରେିୟାଅ। ତୁମ୍ଭମାନେେ ତୁମ୍ଭମାନଙ୍କର ସ୍ବାମୀମାନଙ୍କ ପ୍ରତି, ଯେଉଁମାନେ କି ବର୍ତ୍ତମାନ ମୃତ ଓ ମାେ ପ୍ରତି ଦୟା ଦଖାଇେଛ। ତେଣୁ ମୁ ପ୍ରାର୍ଥନା କରେ ଯେ, ସଦାପ୍ରଭୁ ତୁମ୍ଭଙ୍କୁ ଉତ୍ତମତା ଓ ଦୟା ଦଖାଇବେେ।

9 ମୁ ପ୍ରାର୍ଥନା କରୁଛି ଯେ, ସଦାପ୍ରଭୁ ତକ୍ସ୍ଟମ୍ଭ ପ୍ରେତ୍ୟକକଙ୍କକ୍ସ୍ଟ ନୂତନ ସ୍ବାମୀ ଏବଂ ସକ୍ସ୍ଟରକ୍ଷୀତ ଘର ଦିଅନ୍ତକ୍ସ୍ଟ। ନୟମୀ ତା'ର ପକ୍ସ୍ଟତ୍ରବଧୂମାନଙ୍କୁ ଚକ୍ସ୍ଟମ୍ବନ ଦଲୋ ଓ ସମାନେେ ସମସ୍ତେ କ୍ରନ୍ଦନ କଲେ।

10 କିନ୍ତୁ ପକ୍ସ୍ଟତ୍ରବଧୂମାନେ କହିଲେ, ଆମ୍ଭମାନେେ ତକ୍ସ୍ଟମ୍ଭ ସହିତ ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କ ନିକଟକକ୍ସ୍ଟ ୟିବାକକ୍ସ୍ଟ ଗ୍ଭହକ୍ସ୍ଟଁ।

11 କିନ୍ତୁ ନୟମୀ କହିଲେ, ନା, ମାରେ କନ୍ଯାଗଣ, ତୁମ୍ଭେ ତୁମ୍ଭର ସ୍ବଗୃହକକ୍ସ୍ଟ ଫରେିୟାଅ। ତୁମ୍ଭମାନେେ ଆଉ କାହିଁକି ମାେ ସହିତ ୟିବ? ମୁ ତୁମ୍ଭମାନଙ୍କୁ ସାହାୟ୍ଯ କରିପାରିବି ନାହିଁ। ମାରେତ ଗର୍ଭ ରେ ଆଉ ସନ୍ତାନ ନାହିନ୍ତି, ଯେଉଁମାନେ କି ତୁମ୍ଭର ସ୍ବାମୀ ହାଇେ ଥା'ନ୍ତେ।

12 ତୁମ୍ଭେ କ'ଣ ସ୍ବସ୍ଥାନକକ୍ସ୍ଟ ୟିବ ନାହିଁ? ମୁ ଅତ୍ଯଧିକ ବଯସ୍କା ବିବାହ କରିବା ପାଇଁ ଏବଂ ଏକ ନୂଆ ସ୍ବାମୀ ପାଇବାକକ୍ସ୍ଟ। ତଥାପି ଯଦି ପକ୍ସ୍ଟନର୍ବାର ବିବାହ କରିବା ପାଇଁ ଯଦି ଆଶା କରେ, ତଥାପି ଯଦି ମାରେ ଗୋଟିଏ ସ୍ବାମୀ ଆଜି ରାତ୍ରି ରେ ଥିଲା, ଏବଂ ମୁ ଗର୍ଭବତୀ ହକ୍ସ୍ଟଏଁ ଏବଂ ଦକ୍ସ୍ଟଇଟି ସନ୍ତାନ ଜନ୍ମ ଦିଏ, ଏହାବି ତକ୍ସ୍ଟମ୍ଭ ପାଇଁ କୌଣସି ସାହାୟ୍ଯ ହବେ କି?

13 ସମାନେେ ବଡ ହବୋ ପର୍ୟ୍ଯନ୍ତ ତୁମ୍ଭେ କ'ଣ ଅପେକ୍ଷା କରିବ ଏବଂ ୟଥେଷ୍ଟ ବଯଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତବେେଳେ ସମାନଙ୍କେୁ ଅପେକ୍ଷା କରିବ। ତୁମ୍ଭେ ନିଜକକ୍ସ୍ଟ ଅନ୍ୟ ସ୍ବାମୀମାନଙ୍କଠାରକ୍ସ୍ଟ ବିବାହ କରିବାଠାରକ୍ସ୍ଟ ଦୂ ରଇେ ରଖି ପାରିବ କି? ନା, ମାରେକନ୍ଯାଗଣ, ମୁ ତୁମ୍ଭମାନଙ୍କ ପାଇଁ ଖରାପ ଅନକ୍ସ୍ଟଭବ କରୁଛି, କାରଣ ଏହା ଜଣାୟାଏ ଯେ, ସଦାପ୍ରଭୁ ମାେ ବିରକ୍ସ୍ଟଦ୍ଧ ରେ ଅଛନ୍ତି।

14 ଏଣୁ ସହେି ସ୍ତ୍ରୀ ଲୋକମାନେ ପକ୍ସ୍ଟଣି ରୋଦନ କଲେ। ଏହାପରେ ଅର୍ପା ତା'ର ଶାଶୂକକ୍ସ୍ଟ ଚକ୍ସ୍ଟମ୍ବନ ଦଲୋ ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା।

15 ନୟମୀ କହିଲା, ଦେଖ, ତୁମ୍ଭର ୟାଆ ତା'ର ନିଜର ଲୋକମାନଙ୍କ ନିକଟକକ୍ସ୍ଟ ପକ୍ସ୍ଟଣି ଆପଣା ଦବେତାମାନଙ୍କ ନିକଟକକ୍ସ୍ଟ ଫରେିଗଲେ। ତୁମ୍ଭେ ମଧ୍ଯ ସହେିପରି କରିବା ଉଚିତ୍।

16 କିନ୍ତୁ ଋତ କହିଲେ, ଦୟାକରି ତୁମ୍ଭକୁ ଛାଡି ୟିବା ପାଇଁ ମାେତେ ବାଧ୍ଯ କର ନାହିଁ। ମାରେ ସ୍ବଗୃହକକ୍ସ୍ଟ ଫରେିୟିବା ପାଇଁ ମାେତେ କକ୍ସ୍ଟହ ନାହିଁ। ମାେତେ ତକ୍ସ୍ଟମ୍ଭ ସହିତ ୟିବାକକ୍ସ୍ଟ ଦିଅ। ତୁମ୍ଭେ ୟକ୍ସ୍ଟଆଡେ ୟିବ, ମୁ ସହେିଆଡେ ୟିବି। ତୁମ୍ଭେ ଯେଉଁଠା ରେ ରହିବ ମୁ ସହେିଠା ରେ ରହିବି। ତୁମ୍ଭର ଲୋକ ହିଁ ମାରେ ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମାରେସଦାପ୍ରଭୁ ହବେେ।

17 ତୁମ୍ଭେ ଯେଉଁଠା ରେ ମରିବ ଓ କବର ନବେ ମୁ ସହେିଠା ରେ ମରିବି ଓ କବର ନବେି। କବଳେ ମୃତକ୍ସ୍ଟ୍ଯଛଡା ଆଉ କିଛି ହିଁ ଯବେେ ତୁମ୍ଭକୁ ଓ ମାେତେ ବିଚ୍ଛଦେ କରଇ, ତବେେ ସଦାପ୍ରଭୁ ସହେି ଦଣ୍ତରକ୍ସ୍ଟ ମଧ୍ଯ ତହିଁରକ୍ସ୍ଟ ଅଧିକ ମାେତେ ଦିଅନ୍ତକ୍ସ୍ଟ।

18 ନୟମୀ ଦେଖିଲେ ଯେ ଋତ ତାଙ୍କ ସହିତ ୟିବା ପାଇଁ ସଂକଳ୍ପବଦ୍ଧ ଥିଲେ। ତେଣୁ ନୟମୀ ତାଙ୍କ ସହିତ ୟକ୍ସ୍ଟକ୍ତି ବନ୍ଦ କଲେ।

19 ନୟମୀ ଏବଂ ଋତ ବୈଥଲହମେକକ୍ସ୍ଟ ଗଲେ। ସମାନେେ ଯେତବେେଳେ ବୈଥ୍ଲହମେ ରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, ଏ କ'ଣ ପ୍ରକୃତ ରେ ନୟମୀ?

20 କିନ୍ତୁ ବନୟମୀ ସହେି ଲୋକମାନଙ୍କୁ କହିଲେ, ମାେତେ ନୟମୀ ବୋଲି ଡାକ ନାହିଁ, ମାେତେ ମାରା ବୋଲି ଡାକ। ଯହେିତକ୍ସ୍ଟ ସର୍ବଶକ୍ତିମାନ ପରମେଶ୍ବର ମାରେ ଜୀବନକକ୍ସ୍ଟ ଦକ୍ସ୍ଟଃଖପୂର୍ଣ କରିଅଛନ୍ତି।

21 ଯେତବେେଳେ ମୁ ଏହି ସ୍ଥାନ ଛାଡିଲି, ମାରେ ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ ମାେତେ ଖାଲି ହାତ ରେ ଘରକକ୍ସ୍ଟ ଫରୋଇ ଆଣିଲେ। ସଦାପ୍ରଭୁ ମାେତେ ଦଃଖ ଦଇେଅଛନ୍ତି, ତେଣୁ ତୁମ୍ଭମାନେେ ମାେତେ 'ନୟମୀ' ବୋଲି କାହିଁକି ଡାକକ୍ସ୍ଟଅଛକ୍ସ୍ଟ? ସର୍ବଶକ୍ତିମାନ ପରମେଶ୍ବର ମାେତେ ଅନକେ ଦକ୍ସ୍ଟଃଖ ଦଇେଛନ୍ତି ଏବଂ ମାେ ଉପରକକ୍ସ୍ଟ ବହକ୍ସ୍ଟତ ଅସକ୍ସ୍ଟବିଧା ଆଣିଛନ୍ତି।

22 ଏହିପରି ଭାବରେ ବାର୍ଲି ଅମଳ ଆରମ୍ଭ ହବୋ ସମୟରେ ନୟମୀ ଏବଂ ତା'ର ପକ୍ସ୍ଟତ୍ରବଧୂ ଋତ ମାୟୋବର ପାର୍ବତ୍ଯ ଦେଶରକ୍ସ୍ଟ ବୈଥଲହମେକକ୍ସ୍ଟ ଫରେି ଆସିଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Rute 1, comparar traduções ou montar um estudo — tudo direto pelo WhatsApp.