Romanos 11

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ତା' ହେଲେ ମୁଁ ପ୍ରଶ୍ନ କରୁଛି: କଣ ପରମେଶ୍ବର ନିଜ ଲୋକମାନଙ୍କୁ ପରିତ୍ଯାଗ କରନ୍ତି କି? ନା! ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ଅବ୍ରାହାମଙ୍କ ପରିବାରର ଅଟେ। ବିନ୍ଯାମୀନଙ୍କ ଗୋଷ୍ଠୀ ରେ ଜାତ।
1 Digo, pois: Porventura rejeitou Deus o seu povo? De modo nenhum; porque também eu sou israelita, da descendência de Abraão, da tribo de Benjamim.
2 ସମାନେେ ଜନ୍ମ ହବୋ ପୂର୍ବରୁ ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ବାଛିଥିଲେ। ପରମେଶ୍ବର ସମାନଙ୍କେୁ ତ୍ଯାଗ କରି ନାହାଁନ୍ତି। ଏଲିୟ ଯେତବେେଳେ ପରମେଶ୍ବରଙ୍କ ଠା ରେ ଇଶ୍ରାୟଲ ଲୋକମାନଙ୍କ ବିରୁଦ୍ଧ ରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟ ରେ ଶାସ୍ତ୍ର ଯାହା କୁ ହେ, ତୁମ୍ଭେ ଜାଣିଛ?
2 Deus não rejeitou o seu povo, que antes conheceu. Ou não sabeis o que a Escritura diz de Elias, como fala a Deus contra Israel, dizendo:
3 ଏଲିୟ କହିଥିଲେ: ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ଯଦ୍ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ୟଜ୍ଞବଦେି ସବୁ ଭାଗିଂଛନ୍ତି। କବଳେ ମୁଁ ଜଣେ ଭବିଷ୍ଯଦ୍ ବକ୍ତା ବଞ୍ଚିଛି, ସମାନେେ ମାେତେ ମଧ୍ଯ ମାରି ଦବୋ ପାଇଁ ଚେଷ୍ଟା କରୁଛନ୍ତି।
3 Senhor, mataram os teus profetas, e derribaram os teus altares; e só eu fiquei, e buscam a minha alma?
4 କାନ୍ତୁ ତାହାଙ୍କୁ ପରମେଶ୍ବରଙ୍କର ଉତ୍ତର କ'ଣ ଥିଲା? ବାଆଲ ଆଗ ରେ ଆଣ୍ଠୁମାଡି ନଥିବା ସାତହଜାର ଲୋକଙ୍କୁ ଏବେ ମଧ୍ଯ ମୁଁ ନିଜ ପାଇଁ ରଖିଛି।
4 Mas que lhe diz a resposta divina? Reservei para mim sete mil homens, que não dobraram os joelhos a Baal.
5 ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ବଛା ଯାଇଥିବା ଏବେ ମଧ୍ଯ କେତକେ ଲୋକ ଅଛନ୍ତି।
5 Assim, pois, também agora neste tempo ficou um remanescente, segundo a eleição da graça.
6 ଯଦି ପରମେଶ୍ବର ଅନୁଗ୍ରହ ହତେୁ ସମାନଙ୍କେୁ ମନୋନୀତ କରିଛନ୍ତି, ତା' ହେଲେ ଲୋକମାନେ ନିଜେ କରିଥିବା କାର୍ୟ୍ଯ ହତେୁ ପରମେଶ୍ବରଙ୍କ ଲୋକ ହଇେ ନାହାଁନ୍ତି। ଯଦି କାର୍ୟ୍ଯ ଦ୍ବାରା ତାହା ହଇେଥାନ୍ତା ତବେେ ଅନୁଗ୍ରହର କ'ଣ ବା ଅର୍ଥ ହବେ? ତା' ହେଲେ କଣ ହେଲା?
6 Mas se é por graça, já não é pelas obras; de outra maneira, a graça já não é graça. Se, porém, é pelas obras, já não é mais graça; de outra maneira a obra já não é obra.
7 ଇଶ୍ରା ଯେଲର ଲୋକେ ଯାହା ପାଇଁ ପରମେଶ୍ବରଙ୍କ ଠା ରେ ଧାର୍ମିକ ହବୋ ଚେଷ୍ଟା କରିଥିଲେ, କାନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ବରଙ୍କ ଦ୍ବାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ ହଇେ ପରମେଶ୍ବରଙ୍କ କଥା ଶୁଣିବା ପାଇଁ ମନା କଲେ।
7 Pois quê? O que Israel buscava não o alcançou; mas os eleitos o alcançaram, e os outros foram endurecidos.
8 ଶାସ୍ତ୍ର ରେ ଯେପରି ଲଖାେ ଅଛି:
8 Como está escrito: Deus lhes deu espírito de profundo sono, olhos para não verem, e ouvidos para não ouvirem, até ao dia de hoje.
9 ଦାଉଦ କୁହନ୍ତି:
9 E Davi diz: Torne-se-lhes a sua mesa em laço, e em armadilha, E em tropeço, por sua retribuição;
10 ସମାନଙ୍କେର ଆଖି ସତ୍ଯକୁ ଦେଖି ନ ପାରିବା ପାଇଁ ବନ୍ଦ ହଇେ ଯାଉ। ସର୍ବଦା ପାଇଁ ସମାନଙ୍କେର ଅଣ୍ଟା ନଇଁ ପଡୁ। ଗୀତସଂହିତା 69:22-23
10 Escureçam-se-lhes os olhos para não verem, E encurvem-se-lhes continuamente as costas.
11 ତା' ହେଲେ ମୁଁ କହୁଛି: ଯିହୂଦୀମାନଙ୍କର ପତନ ସମାନଙ୍କେୁ ନଷ୍ଟ କରିଥିଲା କି। ବରଂ ସମାନଙ୍କେର ଭୁଲ ଅଣଯିହୂଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ବାରା ଯିହୂଦୀମାନଙ୍କ ଭିତ ରେ ଉତ୍ସାହ ଭାବ ଜାଗୃତ ହେଲା।
11 Digo, pois: Porventura tropeçaram, para que caíssem? De modo nenhum, mas pela sua queda veio a salvação aos gentios, para os incitar à emulação.
12 ଯିହୂଦୀମାନଙ୍କର ତୃଟୀ ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ବରୂପ ହେଲା, ସମାନେେ ଯାହା ହରାଇଲେ, ତାହା ଅଣଯିହୂଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦଲୋ। ତେଣୁ ପରମେଶ୍ବର ଯାହା ଚାହୁଁଛନ୍ତି ସହେି ଅନୁସାରେ ପୂଣର୍‌ନ ସଂଖ୍ଯକ ଯିହୂଦୀମାନେ ଯେତବେେଳେ ଚାଲିବେ, ସେତବେେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରା ରେ ଆଶୀର୍ବାଦର ଧନ ପ୍ରାପ୍ତ କରିବ!
12 E se a sua queda é a riqueza do mundo, e a sua diminuição a riqueza dos gentios, quanto mais a sua plenitude!
13 ଏବେ ମୁଁ ଅଣଯିହୂଦୀମାନଙ୍କ ପାଇଁ କହୁଛି। କାରଣ ମୁଁ ବିଶଷେ ଭାବରେ ଅଣଯିହୂଦୀମାନଙ୍କ ନିକଟକୁ ପ୍ ରରେିତ ହାଇେଛି। ମୁଁ ପୂର୍ଣ ମନ ପ୍ରାଣ ରେ ଏହି କାମ କରିବି।
13 Porque convosco falo, gentios, que, enquanto for apóstolo dos gentios, exalto o meu ministério;
14 ମୁଁ ଆଶା କରେ ଯେ ନିଜ ଲୋକ ମାନଙ୍କ ଭିତ ରେ ଉଦୟୋଗ ଆଣି ତାହାଙ୍କ ଭିତରୁ କେତକେ ଲୋକଙ୍କୁ ଉଦ୍ଧାର କରି ପାରିବି।
14 Para ver se de alguma maneira posso incitar à emulação os da minha carne e salvar alguns deles.
15 ୟିହୁଦୀମାନଙ୍କୁ ପରମେଶ୍ବର ଅସ୍ବୀକାର କରି ଦଲୋପରେ, ସେ ଜଗତର ଅନ୍ଯଲୋକ ମାନଙ୍କ ସହିତ ମୈତ୍ରୀ କଲେ। ଅତଏବ, ୟିହୂଦାମାନଙ୍କୁ ପୁନଃ ଗ୍ରହଣ କରିବା ଅର୍ଥ ଜଗତର ଅନ୍ୟ ଲୋକମାନଙ୍କ ପାଇଁ ମୃତ୍ଯୁରୁ ପୁନର୍ଜାବନ ଆଣିବା।
15 Porque, se a sua rejeição é a reconciliação do mundo, qual será a sua admissão, senão a vida dentre os mortos?
16 ଆମ୍ବ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ବରଙ୍କୁ ସମର୍ପଣ କରାଯାଏ, ତା' ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚରେ ପବିତ୍ର, ତା' ହେଲେ ସହେି ଗଛର ସମସ୍ତ ଡାଳ ମଧ୍ଯ ପବିତ୍ର।
16 E, se as primícias são santas, também a massa o é; se a raiz é santa, também os ramos o são.
17 ଧରି ନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡିକ ଭାଙ୍ଗି ଯାଇଛି। ଗୋଟିଏ ଅନ୍ୟ ଜଗଂଲୀ ଜୀତଗଛର ଶାଖାଗୁଡିକ ଆଣି ପ୍ରଥମ ଗଛ ସହିତ ସଂୟୁକ୍ତ କରା ହେଲା। ତୁମ୍ଭେ ଅଣଯିହୂଦୀମାନେ ସହେି ଜଙ୍ଗଲୀ ଜୀତଗଛଭଳି। ତୁମ୍ଭମାନେେ ସହେି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ କରୁଛ।
17 E se alguns dos ramos foram quebrados, e tu, sendo zambujeiro, foste enxertado em lugar deles, e feito participante da raiz e da seiva da oliveira,
18 ସେଥିପାଇଁ,ପ୍ରଥମ ଗଛର ସେ ଭଙ୍ଗା ଡାଳ ଗୁଡିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ। କାରଣ ତୁମ୍ଭେ ମାନେ ପ୍ରଥମ ଗଛର ଚରକେୁ ଜୀବନ ପ୍ରଦାନ କରୁ ନାହିଁ, ବରଂ ସହେି ଚରେ ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି।
18 Não te glories contra os ramos; e, se contra eles te gloriares, não és tu que sustentas a raiz, mas a raiz a ti.
19 ତୁମ୍ଭମାନେେ କହି ପାର, ସେ ଗଛର ଡାଳ ଗୁଡିକ ଭାଙ୍ଗି ପଡିବାରୁ ମୁଁ ତା' ସହିତ ସଂୟୁକ୍ତ ହଲିେ।
19 Dirás, pois: Os ramos foram quebrados, para que eu fosse enxertado.
20 ଏହା ସତ୍ଯ କିନ୍ତୁ ସେ ଡାଳ ଗୁଡିକ ଭାଙ୍ଗି ପଡିବାର କାରଣ ହେଉଛି ସମାନଙ୍କେର ଅବିଶ୍ବାସ। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କ ବିଶ୍ବାସ ହତେୁ ସହେି ଗଛର ଅଂଶୀ ହାଇେ ପାରିଛ। ଅତଏବ ଗର୍ବ କରିବା ପରିବର୍ତେ ଭୟ କରିବା ଦରକାର।
20 Está bem; pela sua incredulidade foram quebrados, e tu estás em pé pela fé. Então não te ensoberbeças, mas teme.
21 ବିଶ୍ବାସ ନ କରିବା ହତେୁ ଯଦି ପରମେଶ୍ବର ପ୍ରଥମ ଗଛର ଶାଖାଗୁଡିକୁ ଭାଙ୍ଗି ଦେଲେ, ତା ହେଲେ ତୁମ୍ଭେ ମାନେ ମଧ୍ଯ ବିଶ୍ବାସ ନ ରଖି ପାରିଲେ ପରମେଶ୍ବର ତୁମ୍ଭମାନଙ୍କୁ ବିଛିନ୍ନ କରି ଦବେେ।
21 Porque, se Deus não poupou os ramos naturais, teme que não te poupe a ti também.
22 ଅତଏବ ବୁଝିବା ଦରକାର ଯେ, ପରମେଶ୍ବର ଅତି ଦୟାଳୁ, କିନ୍ତୁ ସେ ଅତି କଠାେର ମଧ୍ଯ ହାଇପୋରିବେ। ପରମେଶ୍ବରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେ ମାନେ ତାହାଙ୍କ ଅନୁଗ୍ର ରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷ ରେ ଯଦି ତୁମ୍ଭମାନେେ ତାହାଙ୍କୁ ଅନୁସରଣ ନ କର ତା' ହେଲେ ତୁମ୍ଭମାନେେ ମଧ୍ଯ କଟାଯାଇ ଫିଙ୍ଗି ଦିଆୟିବ।
22 Considera, pois, a bondade e a severidade de Deus: para com os que caíram, severidade; mas para contigo, benignidade, se permaneceres na sua benignidade; de outra maneira também tu serás cortado.
23 ଯିହୂଦୀମାନେ ଯଦି ପୁନଃ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି, ତା' ହେଲେ ସେ ଯିହୂଦୀମାନଙ୍କୁ ପୁନଃ ଗ୍ରହଣ କରି ନବେେ। ସମାନଙ୍କେୁ ନିଜ ପୂର୍ବ ସ୍ଥାନ ଦବୋ ପାଇଁ ପରମେଶ୍ବର ସମର୍ଥ ହବେେ।
23 E também eles, se não permanecerem na incredulidade, serão enxertados; porque poderoso é Deus para os tornar a enxertar.
24 ତୁମ୍ଭମାନେେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭମାନେେ ଭଲ ଜୀତଗଛ ସହିତ ସଂୟୁକ୍ତ ହାଇେଛ। କିନ୍ତୁ ଏହା ସ୍ବାଭାବିକ। ଅତଏବ, ସହେି ଯିହୂଦୀମାନେ ପ୍ରକୃତ ରେ ନିଜର ବୃକ୍ଷ ସହିତ ପୁନର୍ବାର ସଂୟୁକ୍ତ ହାଇପୋରିବେ।
24 Porque, se tu foste cortado do natural zambujeiro e, contra a natureza, enxertado na boa oliveira, quanto mais esses, que são naturais, serão enxertados na sua própria oliveira!
25 ଭାଇ ଓ ଭଉଣୀମାନେ, ଏହି ନିଗୂଢ ସତ୍ଯ ବିଷୟ ରେ ତୁମ୍ଭମାନେେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଚା ହେଁ ନାହିଁ । ଏହି ସତ୍ଯ ତୁମ୍ଭମାନଙ୍କୁ ଜାଣିବା ରେ ସାହାୟ୍ଯ କରିବ ଯେ, ତୁମ୍ଭମାନେେ ସର୍ବଜ୍ଞ ନୁହଁ। ଏହି କଥା ସତ୍ଯ ଯେ, ଇଶ୍ରାୟେଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ଯ କରାଯାଇଛି। ଯେତବେେଳେ ପୂର୍ଣ ସଂଖ୍ଯକ ଅଣଯିହୂଦୀ ପରମେଶ୍ବରଙ୍କ ନିଜ ଲୋକ ହାଇେ ଯିବେ, ତା ହେଲେ ଏହି ସ୍ଥିତି ରେ ପରିବର୍ତ୍ତନ ଘଟିବ।
25 Porque não quero, irmãos, que ignoreis este segredo (para que não presumais de vós mesmos): que o endurecimento veio em parte sobre Israel, até que a plenitude dos gentios haja entrado.
26 ଏହି ଭଳି ସମଗ୍ର ଇଶ୍ରାୟେଲ ଉଦ୍ଧାର ପାଇବ। ଶାସ୍ତ୍ର ରେ ଲଖାେଅଛି:
26 E assim todo o Israel será salvo, como está escrito: De Sião virá o Libertador, E desviará de Jacó as impiedades.
27 ଓ ଆମ୍ଭେ ସହେି ଲୋକମାନଙ୍କର ପାପଗୁଡିକୁ ହରଣ କଲା ପରେ ଏହି ଚୁକ୍ତି କରିବା। ୟିଶାଇୟ 59:20-21; 27:97
27 E esta será a minha aliança com eles, Quando eu tirar os seus pecados.
28 ଯିହୂଦୀମାନେ ସୁସମାଚ୍ଭାର ଗ୍ରହଣ କରୁ ନ ଥିବାରୁ, ପରମେଶ୍ବରଙ୍କ ଶତୃ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାୟ୍ଯ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ଯ ପରମେଶ୍ବରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦଇେଥିବା ପ୍ରତିଜ୍ଞା ହତେୁ, ପରମେଶ୍ବର ସମାନଙ୍କେୁ ଖୁବ ଭଲ ପାଆନ୍ତି।
28 Assim que, quanto ao evangelho, são inimigos por causa de vós; mas, quanto à eleição, amados por causa dos pais.
29 ପରମେଶ୍ବର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡିକ ଦିଅନ୍ତି; ସମାନଙ୍କେ ପ୍ରତି ପରମେଶ୍ବର ନିଜର ମନ କବେେ ହେଲେ ପରିବର୍ତ୍ତନ କରନ୍ତି ନାହିଁ।
29 Porque os dons e a vocação de Deus são sem arrependimento.
30 ଆଗରୁ ତୁମ୍ଭମାନେେ ପରମେସ୍ବରଙ୍କୁ ଅବଜ୍ଞା କରୁଥିଲ। କିନ୍ତୁ ବର୍ତ୍ତମାନ ଯିହୂଦୀମାନଙ୍କର ଅବଜ୍ଞାର ଫଳସ୍ବରୂପ, ତୁମ୍ଭମାନେେ ଅନୁଗ୍ରହ ପ୍ରାପ୍ତ କରିଛ।
30 Porque assim como vós também antigamente fostes desobedientes a Deus, mas agora alcançastes misericórdia pela desobediência deles,
31 ଏବେ ଯିହୂଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ବର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି। କିନ୍ତୁଏହା ଘଟିଲା, ଯେ ହତେୁ ସମାନେେ ମଧ୍ଯ ପରମେଶ୍ବରଙ୍କ ଅନୁଗ୍ରହ ଲାଭ କରି ପାରିବେ।
31 Assim também estes agora foram desobedientes, para também alcançarem misericórdia pela misericórdia a vós demonstrada.
32 ସବୁ ଲୋକେ ପରମେଶ୍ବରଙ୍କୁ ଅବଜ୍ଞା କରୁଛନ୍ତି। ସମସ୍ତଙ୍କୁ ସେ ଅବାଧ୍ଯ ସ୍ଥିତି ରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦଖାଇେ ପାରିବେ।
32 Porque Deus encerrou a todos debaixo da desobediência, para com todos usar de misericórdia.
33 ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।
33 Ó profundidade das riquezas, tanto da sabedoria, como da ciência de Deus! Quão insondáveis são os seus juízos, e quão inescrutáveis os seus caminhos!
34 କହେି ହେଲେ ପରମେଶ୍ବରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁ ହେ:
34 Por que quem compreendeu a mente do Senhor? ou quem foi seu conselheiro?
35 କିଏ କବେେ ହେଲେ ପରମେଶ୍ବରଙ୍କୁ କଣ ବା ଦଇେଛି? ଯେ ପରମେଶ୍ବର ପ୍ରତ୍ଯୁପକା ରେ କିଛି ଦବେେ। ଆୟୁବ 41:11
35 Ou quem lhe deu primeiro a ele, para que lhe seja recompensado?
36 ପରମେଶ୍ବର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରେତ୍ୟକକ ବିଷୟ ତାହାଙ୍କ ମାଧ୍ଯମ ରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍।
36 Porque dele e por ele, e para ele, são todas as coisas; glória, pois, a ele eternamente. Amém.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Romanos 11, comparar traduções ou montar um estudo — tudo direto pelo WhatsApp.