Romanos 11

Oriya Bible (GL_ORIYA) vs AAI

Sair da comparação
AAI TUR GEWASIN O BAIBASIT BOUBUN
1 ତା' ହେଲେ ମୁଁ ପ୍ରଶ୍ନ କରୁଛି: କଣ ପରମେଶ୍ବର ନିଜ ଲୋକମାନଙ୍କୁ ପରିତ୍ଯାଗ କରନ୍ତି କି? ନା! ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ଅବ୍ରାହାମଙ୍କ ପରିବାରର ଅଟେ। ବିନ୍ଯାମୀନଙ୍କ ଗୋଷ୍ଠୀ ରେ ଜାତ।
1 Ayu kwa abibatiyi: Kwanotanot Israel sabuw God kwahirih? Aiyabin! Ayu i Israel orot, Abraham ana rara’ane atufuw naatu au durun i Benjamin.
2 ସମାନେେ ଜନ୍ମ ହବୋ ପୂର୍ବରୁ ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ବାଛିଥିଲେ। ପରମେଶ୍ବର ସମାନଙ୍କେୁ ତ୍ଯାଗ କରି ନାହାଁନ୍ତି। ଏଲିୟ ଯେତବେେଳେ ପରମେଶ୍ବରଙ୍କ ଠା ରେ ଇଶ୍ରାୟଲ ଲୋକମାନଙ୍କ ବିରୁଦ୍ଧ ରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟ ରେ ଶାସ୍ତ୍ର ଯାହା କୁ ହେ, ତୁମ୍ଭେ ଜାଣିଛ?
2 God ana sabuw marasika nowanamih rurubinih men kwahirihimih. Buk wanawanan efan ta’amaim Elijah Israel sabuw isah gam God iu kwanotanot?
3 ଏଲିୟ କହିଥିଲେ: ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ଯଦ୍ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ୟଜ୍ଞବଦେି ସବୁ ଭାଗିଂଛନ୍ତି। କବଳେ ମୁଁ ଜଣେ ଭବିଷ୍ଯଦ୍ ବକ୍ତା ବଞ୍ଚିଛି, ସମାନେେ ମାେତେ ମଧ୍ଯ ମାରି ଦବୋ ପାଇଁ ଚେଷ୍ଟା କରୁଛନ୍ତି।
3 “Regah ifefeyan eo, “Regah a dinab orot etei hirouw himorob sawar, naatu a sibor hai gemogem i etei hikwayam hihururuw hire, ayu akisu’umo kutatabuw ama’am. Naatu boun i tesisinaftobon ayu hinarabu ana morobomih.”
4 କାନ୍ତୁ ତାହାଙ୍କୁ ପରମେଶ୍ବରଙ୍କର ଉତ୍ତର କ'ଣ ଥିଲା? ବାଆଲ ଆଗ ରେ ଆଣ୍ଠୁମାଡି ନଥିବା ସାତହଜାର ଲୋକଙ୍କୁ ଏବେ ମଧ୍ଯ ମୁଁ ନିଜ ପାଇଁ ରଖିଛି।
4 Baise God Elijah iya’afut eo, “Ayu au bai’ufununayah sabuw etei seven thousand iyab Baal men hikwakwafir i tema’am.”
5 ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ବଛା ଯାଇଥିବା ଏବେ ମଧ୍ଯ କେତକେ ଲୋକ ଅଛନ୍ତି।
5 Ef i nati ta’imon boun emamatar. Sabuw matanta’amo iyab God ana manaw ana kabeberamaim rurubinih i tema’am.
6 ଯଦି ପରମେଶ୍ବର ଅନୁଗ୍ରହ ହତେୁ ସମାନଙ୍କେୁ ମନୋନୀତ କରିଛନ୍ତି, ତା' ହେଲେ ଲୋକମାନେ ନିଜେ କରିଥିବା କାର୍ୟ୍ଯ ହତେୁ ପରମେଶ୍ବରଙ୍କ ଲୋକ ହଇେ ନାହାଁନ୍ତି। ଯଦି କାର୍ୟ୍ଯ ଦ୍ବାରା ତାହା ହଇେଥାନ୍ତା ତବେେ ଅନୁଗ୍ରହର କ'ଣ ବା ଅର୍ଥ ହବେ? ତା' ହେଲେ କଣ ହେଲା?
6 I ana roubinen i manaw kabeber tafanamaim bat esisinaf. Men sabuw hai bowabowamaim. Anayabin God ana roubinen sabuw hai bowabowamaim na’itin narurubiniyih na’at, nati manaw kabeber i yabin en.
7 ଇଶ୍ରା ଯେଲର ଲୋକେ ଯାହା ପାଇଁ ପରମେଶ୍ବରଙ୍କ ଠା ରେ ଧାର୍ମିକ ହବୋ ଚେଷ୍ଟା କରିଥିଲେ, କାନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ବରଙ୍କ ଦ୍ବାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ ହଇେ ପରମେଶ୍ବରଙ୍କ କଥା ଶୁଣିବା ପାଇଁ ମନା କଲେ।
7 Ana itinin nati isan, Israel sabuw abisa isan hinot hinunuwet men hitita’urimih, baise sabuw matan ta God rurubinihiwat hinunuwih hitita’ur. Sabuw turin God ea’afih tainih gogor naatu dogoroh fokar.
8 ଶାସ୍ତ୍ର ରେ ଯେପରି ଲଖାେ ଅଛି:
8 Buk Atamaninamaim eo na’atube,
9 ଦାଉଦ କୁହନ୍ତି:
9 Naatu David eo na’atube,
10 ସମାନଙ୍କେର ଆଖି ସତ୍ଯକୁ ଦେଖି ନ ପାରିବା ପାଇଁ ବନ୍ଦ ହଇେ ଯାଉ। ସର୍ବଦା ପାଇଁ ସମାନଙ୍କେର ଅଣ୍ଟା ନଇଁ ପଡୁ। ଗୀତସଂହିତା 69:22-23
10 Matah kubofafar, saise men hinanuw,
11 ତା' ହେଲେ ମୁଁ କହୁଛି: ଯିହୂଦୀମାନଙ୍କର ପତନ ସମାନଙ୍କେୁ ନଷ୍ଟ କରିଥିଲା କି। ବରଂ ସମାନଙ୍କେର ଭୁଲ ଅଣଯିହୂଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ବାରା ଯିହୂଦୀମାନଙ୍କ ଭିତ ରେ ଉତ୍ସାହ ଭାବ ଜାଗୃତ ହେଲା।
11 Abibatiy maiye. Israel sabuw ah rusukun hire’er boro na’atuka hina’in? En anababatun! Baise boro hinamisir maiye. Anayabin i hai ra’iyemaim ef botawiy yawas gewasin na Ufun Sabuw hibai, isan imih Israel sabuw isah tibibobowen.
12 ଯିହୂଦୀମାନଙ୍କର ତୃଟୀ ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ବରୂପ ହେଲା, ସମାନେେ ଯାହା ହରାଇଲେ, ତାହା ଅଣଯିହୂଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦଲୋ। ତେଣୁ ପରମେଶ୍ବର ଯାହା ଚାହୁଁଛନ୍ତି ସହେି ଅନୁସାରେ ପୂଣର୍‌ନ ସଂଖ୍ଯକ ଯିହୂଦୀମାନେ ଯେତବେେଳେ ଚାଲିବେ, ସେତବେେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରା ରେ ଆଶୀର୍ବାଦର ଧନ ପ୍ରାପ୍ତ କରିବ!
12 Jew sabuw hai kakafihimaim baigegewasin gagamin tit tafaram etei ebaib. Naatu i ayubih ana kasiyomaim Ufun Sabuw baigegewasin gagamin na’in suware tebaib. Imih Israel sabuw moumurih na’in hinarur ana veya baigegewasin i boro gagamin na’in hinab.
13 ଏବେ ମୁଁ ଅଣଯିହୂଦୀମାନଙ୍କ ପାଇଁ କହୁଛି। କାରଣ ମୁଁ ବିଶଷେ ଭାବରେ ଅଣଯିହୂଦୀମାନଙ୍କ ନିକଟକୁ ପ୍ ରରେିତ ହାଇେଛି। ମୁଁ ପୂର୍ଣ ମନ ପ୍ରାଣ ରେ ଏହି କାମ କରିବି।
13 Boun i kwa Ufun Sabuw isa ao. Ayu iti na’atube kwa Ufun Sabuw a tur abarayan ana ma’am, ayu iti bowabow wanawananamaim boro anasinaftobon anabow gewas.
14 ମୁଁ ଆଶା କରେ ଯେ ନିଜ ଲୋକ ମାନଙ୍କ ଭିତ ରେ ଉଦୟୋଗ ଆଣି ତାହାଙ୍କ ଭିତରୁ କେତକେ ଲୋକଙ୍କୁ ଉଦ୍ଧାର କରି ପାରିବି।
14 Saise imaim anotanot au sabuw Jew hita’it ra’ahu hinanugigir ibo hinan yawas hinab.
15 ୟିହୁଦୀମାନଙ୍କୁ ପରମେଶ୍ବର ଅସ୍ବୀକାର କରି ଦଲୋପରେ, ସେ ଜଗତର ଅନ୍ଯଲୋକ ମାନଙ୍କ ସହିତ ମୈତ୍ରୀ କଲେ। ଅତଏବ, ୟିହୂଦାମାନଙ୍କୁ ପୁନଃ ଗ୍ରହଣ କରିବା ଅର୍ଥ ଜଗତର ଅନ୍ୟ ଲୋକମାନଙ୍କ ପାଇଁ ମୃତ୍ଯୁରୁ ପୁନର୍ଜାବନ ଆଣିବା।
15 Anayabin Jew sabuw kouh God hibitinimaim, tafaram wanawanan sabuw God ana rakit hima’am botabirih hina bairi hitounuw. Imih God sabuw bairi tibitounuw ana veya, ana itinin i sabuw murumurubih bow na yawas ebitih maiye na’atube.
16 ଆମ୍ବ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ବରଙ୍କୁ ସମର୍ପଣ କରାଯାଏ, ତା' ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚରେ ପବିତ୍ର, ତା' ହେଲେ ସହେି ଗଛର ସମସ୍ତ ଡାଳ ମଧ୍ଯ ପବିତ୍ର।
16 Rafiy kafuf imasib reban sibor kuyayara’ah, kafuf tutufin etei i kakafiyin matar, naatu ai wairoron turin God ana sibor inabitin na’at, famefamen auman i nowan himatar.
17 ଧରି ନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡିକ ଭାଙ୍ଗି ଯାଇଛି। ଗୋଟିଏ ଅନ୍ୟ ଜଗଂଲୀ ଜୀତଗଛର ଶାଖାଗୁଡିକ ଆଣି ପ୍ରଥମ ଗଛ ସହିତ ସଂୟୁକ୍ତ କରା ହେଲା। ତୁମ୍ଭେ ଅଣଯିହୂଦୀମାନେ ସହେି ଜଙ୍ଗଲୀ ଜୀତଗଛଭଳି। ତୁମ୍ଭମାନେେ ସହେି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ କରୁଛ।
17 Kwa Ufun Sabuw a’itinin i kutor olive famefamen na’atube. Baise hi’afuw umatanum olive famenamaim hituwituw hikuboubunih hiyen, imih boun kwa i Jew sabuw hai yasisir turin kwabai kwabiyasisir.
18 ସେଥିପାଇଁ,ପ୍ରଥମ ଗଛର ସେ ଭଙ୍ଗା ଡାଳ ଗୁଡିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ। କାରଣ ତୁମ୍ଭେ ମାନେ ପ୍ରଥମ ଗଛର ଚରକେୁ ଜୀବନ ପ୍ରଦାନ କରୁ ନାହିଁ, ବରଂ ସହେି ଚରେ ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି।
18 Isan imih sabuw nati ai famehibe hi’afuw hire’ere men kwananuw furuwih kwani’o’orotomih. Anayabin kwa i ai famefamen, naatu ai famen ana fair i ai anane ana fair ebaib.
19 ତୁମ୍ଭମାନେେ କହି ପାର, ସେ ଗଛର ଡାଳ ଗୁଡିକ ଭାଙ୍ଗି ପଡିବାରୁ ମୁଁ ତା' ସହିତ ସଂୟୁକ୍ତ ହଲିେ।
19 Kwa boro iti na’atube kwanao, “Ai famen hi’afuw hisaroun, imih ayu boro i ana efanin anab hinitutuwu.”
20 ଏହା ସତ୍ଯ କିନ୍ତୁ ସେ ଡାଳ ଗୁଡିକ ଭାଙ୍ଗି ପଡିବାର କାରଣ ହେଉଛି ସମାନଙ୍କେର ଅବିଶ୍ବାସ। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କ ବିଶ୍ବାସ ହତେୁ ସହେି ଗଛର ଅଂଶୀ ହାଇେ ପାରିଛ। ଅତଏବ ଗର୍ବ କରିବା ପରିବର୍ତେ ଭୟ କରିବା ଦରକାର।
20 Nati i turobe. Nati sabuw ai famehibe hi’afuw hibisaroun, anayabin men hitumatum, kwa i kwaitumatum imih kwana hai efan kwabai. Baise nati isan men kwanio’oro’ot.
21 ବିଶ୍ବାସ ନ କରିବା ହତେୁ ଯଦି ପରମେଶ୍ବର ପ୍ରଥମ ଗଛର ଶାଖାଗୁଡିକୁ ଭାଙ୍ଗି ଦେଲେ, ତା ହେଲେ ତୁମ୍ଭେ ମାନେ ମଧ୍ଯ ବିଶ୍ବାସ ନ ରଖି ପାରିଲେ ପରମେଶ୍ବର ତୁମ୍ଭମାନଙ୍କୁ ବିଛିନ୍ନ କରି ଦବେେ।
21 Anayabin Jew sabuw i ai famen anababatun men yawananih, baise e’afuw isaroun, imih kwa auman boro men nayawanan nihamiy kwanama’amih.
22 ଅତଏବ ବୁଝିବା ଦରକାର ଯେ, ପରମେଶ୍ବର ଅତି ଦୟାଳୁ, କିନ୍ତୁ ସେ ଅତି କଠାେର ମଧ୍ଯ ହାଇପୋରିବେ। ପରମେଶ୍ବରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେ ମାନେ ତାହାଙ୍କ ଅନୁଗ୍ର ରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷ ରେ ଯଦି ତୁମ୍ଭମାନେେ ତାହାଙ୍କୁ ଅନୁସରଣ ନ କର ତା' ହେଲେ ତୁମ୍ଭମାନେେ ମଧ୍ଯ କଟାଯାଇ ଫିଙ୍ଗି ଦିଆୟିବ।
22 Imih God ana kabeber naatu ana yaso’ar hairi kwana’itin. Sabuw iyab kakafin sinafuyah God nati sabuw isah i yan esoso’ar, baise kwa isa i ekakabeber. Naatu i ana kabeberamaim kwanama’am na’at i mar etei ana gewasin kwanama. Baise men imaim kwanama’am kwa i boro na’afuw nabosairi kwanatit.
23 ଯିହୂଦୀମାନେ ଯଦି ପୁନଃ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି, ତା' ହେଲେ ସେ ଯିହୂଦୀମାନଙ୍କୁ ପୁନଃ ଗ୍ରହଣ କରି ନବେେ। ସମାନଙ୍କେୁ ନିଜ ପୂର୍ବ ସ୍ଥାନ ଦବୋ ପାଇଁ ପରମେଶ୍ବର ସମର୍ଥ ହବେେ।
23 Sabuw nati hinamatabir maiye hinabusuruf God hinabitumitum, boro nabow hai efanamaim naya. Anayabin God ana fair ema’am karam boro nasinaf.
24 ତୁମ୍ଭମାନେେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭମାନେେ ଭଲ ଜୀତଗଛ ସହିତ ସଂୟୁକ୍ତ ହାଇେଛ। କିନ୍ତୁ ଏହା ସ୍ବାଭାବିକ। ଅତଏବ, ସହେି ଯିହୂଦୀମାନେ ପ୍ରକୃତ ରେ ନିଜର ବୃକ୍ଷ ସହିତ ପୁନର୍ବାର ସଂୟୁକ୍ତ ହାଇପୋରିବେ।
24 Kwa Ufun Sabuw, kwa i kaiyar olive famen na’atube kwama’am hi’afuw kwana umatanum olive famenamih hitutuwi. Naatu Jew sabuw i umatanum olive na’atube. Isan imih God karam ai famefamen anababatun hitagagagir ti’inu’in boro nabow nitutuwen maiye.
25 ଭାଇ ଓ ଭଉଣୀମାନେ, ଏହି ନିଗୂଢ ସତ୍ଯ ବିଷୟ ରେ ତୁମ୍ଭମାନେେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଚା ହେଁ ନାହିଁ । ଏହି ସତ୍ଯ ତୁମ୍ଭମାନଙ୍କୁ ଜାଣିବା ରେ ସାହାୟ୍ଯ କରିବ ଯେ, ତୁମ୍ଭମାନେେ ସର୍ବଜ୍ଞ ନୁହଁ। ଏହି କଥା ସତ୍ଯ ଯେ, ଇଶ୍ରାୟେଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ଯ କରାଯାଇଛି। ଯେତବେେଳେ ପୂର୍ଣ ସଂଖ୍ଯକ ଅଣଯିହୂଦୀ ପରମେଶ୍ବରଙ୍କ ନିଜ ଲୋକ ହାଇେ ଯିବେ, ତା ହେଲେ ଏହି ସ୍ଥିତି ରେ ପରିବର୍ତ୍ତନ ଘଟିବ।
25 Ayu akokok iti tur ana kirikirifot i kwanaso’ob gewas, saise men kwa akis not wairafih kwanarouw kwana’omih. Israel sabuw afa dogoroh i fokar, imih boro nati na’atube hinama nanan Ufun Sabuw runamih hio ana fofonin hinan hinarun.
26 ଏହି ଭଳି ସମଗ୍ର ଇଶ୍ରାୟେଲ ଉଦ୍ଧାର ପାଇବ। ଶାସ୍ତ୍ର ରେ ଲଖାେଅଛି:
26 Ef iti na’atube namatar saise Israel sabuw etei boro niyawasih, Buk Atamaninamaim iti na’atube eo.
27 ଓ ଆମ୍ଭେ ସହେି ଲୋକମାନଙ୍କର ପାପଗୁଡିକୁ ହରଣ କଲା ପରେ ଏହି ଚୁକ୍ତି କରିବା। ୟିଶାଇୟ 59:20-21; 27:97
27 “Naatu
28 ଯିହୂଦୀମାନେ ସୁସମାଚ୍ଭାର ଗ୍ରହଣ କରୁ ନ ଥିବାରୁ, ପରମେଶ୍ବରଙ୍କ ଶତୃ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାୟ୍ଯ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ଯ ପରମେଶ୍ବରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦଇେଥିବା ପ୍ରତିଜ୍ଞା ହତେୁ, ପରମେଶ୍ବର ସମାନଙ୍କେୁ ଖୁବ ଭଲ ପାଆନ୍ତି।
28 Israel sabuw hina God ana rakit na’atube himatar, saise Tur Gewasin kwa Ufun Sabuw isa tan. Baise Israel i God ana rourubinen sabuw, imih God ebiyabuwih anayabin uwahinah oro’orot wabih gagamin.
29 ପରମେଶ୍ବର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡିକ ଦିଅନ୍ତି; ସମାନଙ୍କେ ପ୍ରତି ପରମେଶ୍ବର ନିଜର ମନ କବେେ ହେଲେ ପରିବର୍ତ୍ତନ କରନ୍ତି ନାହିଁ।
29 God men kafa’imo siwar bitih umahimaim bosair naatu ana sabuw rurubinih isah nuhin burumih.
30 ଆଗରୁ ତୁମ୍ଭମାନେେ ପରମେସ୍ବରଙ୍କୁ ଅବଜ୍ଞା କରୁଥିଲ। କିନ୍ତୁ ବର୍ତ୍ତମାନ ଯିହୂଦୀମାନଙ୍କର ଅବଜ୍ଞାର ଫଳସ୍ବରୂପ, ତୁମ୍ଭମାନେେ ଅନୁଗ୍ରହ ପ୍ରାପ୍ତ କରିଛ।
30 Baise kwa Ufun Sabuw marasika God fanan kwasair, baise boun ana kabeber i’obaiyi kwa’i’itin, anayabin Israel sabuw fanan hisair.
31 ଏବେ ଯିହୂଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ବର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି। କିନ୍ତୁଏହା ଘଟିଲା, ଯେ ହତେୁ ସମାନେେ ମଧ୍ଯ ପରମେଶ୍ବରଙ୍କ ଅନୁଗ୍ରହ ଲାଭ କରି ପାରିବେ।
31 Naatu ef i ta’imon, kabeber nati kwakwabaib i boun Jews sabuw auman God i’obaiyih ti’i’itin.
32 ସବୁ ଲୋକେ ପରମେଶ୍ବରଙ୍କୁ ଅବଜ୍ଞା କରୁଛନ୍ତି। ସମସ୍ତଙ୍କୁ ସେ ଅବାଧ୍ଯ ସ୍ଥିତି ରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦଖାଇେ ପାରିବେ।
32 Anayabin sabuw etei hibifanasair isan God ibasit hifanasair, saise hai fanasairane etei’imak takabibirih.
33 ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।
33 Yowe! abifofofor men kafaita,
34 କହେି ହେଲେ ପରମେଶ୍ବରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁ ହେ:
34 O yait Regah ana not iso’ob?
35 କିଏ କବେେ ହେଲେ ପରମେଶ୍ବରଙ୍କୁ କଣ ବା ଦଇେଛି? ଯେ ପରମେଶ୍ବର ପ୍ରତ୍ଯୁପକା ରେ କିଛି ଦବେେ। ଆୟୁବ 41:11
35 O yait God a sawar itin,
36 ପରମେଶ୍ବର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରେତ୍ୟକକ ବିଷୟ ତାହାଙ୍କ ମାଧ୍ଯମ ରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍।
36 Anayabin sawar tutufin etei hai an i God,

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Romanos 11, comparar traduções ou montar um estudo — tudo direto pelo WhatsApp.