Provérbios 28
Oriya Bible (GL_ORIYA) vs NVT
1 ଦୁଷ୍ଟ ଲୋମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି।
1 Os perversos fogem mesmo quando ninguém os persegue, mas o justo é valente como o leão.
2 ଯଦି ଏକ ଦେଶର ଲୋକମାନେ କାହାକୁ ମାନିବେ ନାହିଁ, ତବେେ ସେ ଦେଶର ଅଧିକ ଅଧିପତିମାନେ ସୃଷ୍ଟି ହୁଅନ୍ତି। ମାତ୍ର ସମାନେେ ଖୁବ୍ କମ୍ ସମୟ ପାଇଁ ଶାସନ କରନ୍ତି। କିନ୍ତୁ ଦେଶର ଧାର୍ମିକ ଶାସନକର୍ତ୍ତା ଥିଲେ, ସେ ଅଧିକ ଦିନ ଶାସନ କରିବେ।
2 A corrupção moral de uma nação faz cair seu governo, mas o líder sábio e prudente traz estabilidade.
3 ଯଦି ଶାସକ ଦରିଦ୍ରମାନଙ୍କୁ ଶୋଷଷ କରନ୍ତି, ସହେି ରାଜା ପ୍ଲାବନକାରୀ ବୃଷ୍ଟି ପରି।
3 O pobre que oprime os pobres é como a chuva torrencial que destrói a plantação.
4 ବ୍ଯବସ୍ଥା ତ୍ଯାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି। ମାତ୍ର ଆଜ୍ଞାପାଳିକା ଲୋକମାନେ ସମାନଙ୍କେୁ ବିରୋଧ କରନ୍ତି।
4 Quem despreza a lei exalta os perversos; quem obedece à lei luta contra eles.
5 ମନ୍ଦ ଲୋକମାନେ ନ୍ଯାଯ ବୁଝନ୍ତି ନାହିଁ। ମାତ୍ର ସଦାପ୍ରଭୁଙ୍କ ଅନ୍ବଷେଣକାରୀମାନେ ଏହି ବିଷଯକୁ ଭଲ ରେ ବୁଝନ୍ତି।
5 Os que praticam o mal não compreendem a justiça, mas os que buscam o S
6 ଜଣେ ଗରିବ ଲୋକ ୟିଏ ଦୋଷହୀନ ଭାବରେ ଜୀବନୟାପନ କରେ, ସେ ସହେି ଧନୀ ଲୋକଠାରୁ ଉତ୍ତମ ଯାହାର ପଥ କୁପଥଗାମୀ ହାଇେଛି।
6 É melhor ser pobre e honesto que ser rico e desonesto.
7 ଯେଉଁ ଲୋକ ବ୍ଯବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର ପୁଣି ଯେ ଭୋକିଲାମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜ୍ଯା ଦିଏ।
7 O filho que obedece à lei demonstra prudência; aquele que anda com libertinos envergonha seu pai.
8 ଯେଉଁମାନେ ସୁଧ ଓ ବୁଦ୍ଧିଦ୍ବାରା ଆପଣା ସମ୍ପତ୍ତି ବୃଦ୍ଧି କରନ୍ତି, ସମାନେେ ଦୀନହୀନ ପାଇଁ ଦୟା କରିବା ପାଇଁ ତାହା ସଞ୍ଚଯ କରନ୍ତି।
8 O lucro obtido da cobrança de juros altos terminará no bolso de alguém que trata os pobres com bondade.
9 ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷଯ ହୁଏ।
9 As orações de quem se recusa a ouvir a lei são detestáveis para Deus.
10 ଯେଉଁ ଲୋକ ସରଳ ଲୋକଙ୍କୁ ମନ୍ଦ ପଥରେ ୟିବାକୁ ଭୁଲାଏ। ସେ ନିଜେ ଗାତ ରେ ପଡ଼ିବ। କିନ୍ତୁ ନିରୀହ ଲୋକମାନେ ଉତ୍ତମ ଜିନିଷର ଅଧିକାରୀ ହବେେ।
10 Quem leva os justos para o mau caminho cairá na própria armadilha, mas os íntegros herdarão o bem.
11 ଧନବାନ ଆପଣା ଦୃଷ୍ଟି ରେ ଜ୍ଞାନବାନ। ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚଯ ନିଏ।
11 O rico pode se considerar sábio, mas não engana o pobre que tem discernimento.
12 ଧାର୍ମିକମାନେ ଜଯ କଲେ ମହା ଗୌରବ ହୁଏ। ମାତ୍ର ଦୁଷ୍ଟମାନଙ୍କର ଉନ୍ନତି ହେଲେ, ଲୋକେ ଆପଣାକୁ ଲୁଚାନ୍ତି।
12 Quando os justos são bem-sucedidos, todos se alegram; quando os perversos assumem o poder, as pessoas se escondem.
13 ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।
13 Quem oculta seus pecados não prospera; quem os confessa e os abandona recebe misericórdia.
14 ଯେଉଁ ଲୋକ ସର୍ବଦା ଭୟ ରେଖ, ସେ ଧନ୍ଯ, ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦ ରେ ପଡ଼ିବ।
14 Quem teme fazer o mal é feliz, mas quem endurece o coração cai em desgraça.
15 ଯମେନ୍ତ ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭଲ୍ଲୁକ, ଠିକ୍ ସହେିପରି ଦୀନହୀନ ପ୍ରଜାଙ୍କ ଉପ ରେ ଦୁଷ୍ଟ ଶାସନକର୍ତ୍ତା ଅଟନ୍ତି।
15 O governante perverso é tão perigoso para os pobres quanto o leão que ruge ou o urso que ataca.
16 ଯେଉଁ ଅଧ୍ଯକ୍ଷ ବୁଦ୍ଧିହୀନ, ସେ ମଧ୍ଯ ଆଜି ଉପଦ୍ରବୀ ହୁଏ। ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ।
16 O governante que não tem entendimento oprime seu povo, mas o que odeia a corrupção tem vida longa.
17 ଯେଉଁ ଲୋକ କୌଣସି ଲୋକର ରକ୍ତ ରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ୟ୍ଯନ୍ତ ପଳାଇବ। ତାକୁ କହେି ଅଟକାଇବେ ନାହିଁ।
17 A consciência atormentada do assassino o levará à sepultura; ninguém tente detê-lo.
18 ସହେି ଜଣେ ୟିଏ ନିର୍ଦ୍ଦୋଶ ଭାବରେ ଜୀବନ ୟାପନ କରେ, ସେ ନଜକୁ ରକ୍ଷା କରେ। କିନ୍ତୁ ଜଣେ ୟିଏ ତା'ର ନଜ ପଥକୁ ବିପଥରେ ନିଏ ସେ ଅକସ୍ମାତ ପଡ଼ିୟିବ।
18 O íntegro será salvo do perigo, mas o perverso será destruído repentinamente.
19 ଆପଣା ଭୂମିକୁ ଯେ ଚଷେ, ସେ ୟଥେଷ୍ଟ ଆହାର ପାଇବ। ଯେଉଁ ଲୋକ ଅସାର ଲୋକର ଅନୁଗାମୀ ହବେ, ତାହାର ୟଥେଷ୍ଟ ଦରିଦ୍ରଦା ପାଇବ।
19 Quem trabalha com dedicação tem fartura de alimento, mas quem corre atrás de fantasias acaba na miséria.
20 ବିଶ୍ବସ୍ତ ଲୋକ ଆଶୀର୍ବାଦ ରେ ବର୍ଦ୍ଧିଷ୍ଣୁ ହବେ। ମାତ୍ର ଯେ ଧନବାନ ହବୋକୁ ଅତି ଉଦ୍ଯମ କରେ, ସେ ନିଶ୍ଚିତ ଦଣ୍ଡିତ ହବେ।
20 A pessoa fiel obterá grande recompensa, mas o que deseja enriquecer depressa se meterá em apuros.
21 ଜଣେ ବିଚାରକ ଜଣଙ୍କର ମୁହଁ ଦେଖି ବିଚାର କରିବା ଉଚିତ୍ ନୁହେଁ, କିଅବା ଲାଞ୍ଚ ନଇେ ବିଚାର କରିବା ଉଚିତ୍ ନୁହେଁ।
21 Nunca é bom agir com parcialidade, mas há quem faça o mal até por um pedaço de pão.
22 କୃପଣ ମନୁଷ୍ଯ ଧନୀ ହବୋକୁ ବ୍ଯଗ୍ର। ମାତ୍ର ତାହାକୁ ଦାରିଦ୍ର୍ଯ ଗ୍ରାସ କରିବ ବୋଲି ସେ ଜାଣେ ନାହିଁ।
22 O ganancioso tenta enriquecer depressa, mas não percebe que caminha para a pobreza.
23 ମୁହଁ ରେ ଚାଟୁବାକ୍ଯ କହିବା ଲୋକ ଅପେକ୍ଷା ମନୁଷ୍ଯକୁ ଅନୁୟୋଗ କରିବା ଲୋକ ଶଷେ ରେ ଅଧିକ ଅନୁଗ୍ରହ ପାଏ।
23 No fim, as pessoas apreciam a crítica honesta muito mais que a bajulação.
24 ଯେ ଆପଣା ମାତା କି ପିତା ଧନ ଅପହରଣ କରି କ ହେ, ଏଥି ରେ କିଛି ଅଧର୍ମ ନାହିଁ, ସେ ସଂହାରକର ସଙ୍ଗୀ ଅଟେ।
24 Quem rouba de seu pai e de sua mãe e diz: “Que mal há nisso?”, não é melhor que o assassino.
25 ଜଣେ ଲୋଭି ମନୁଷ୍ଯ କଳହ ସୃଷ୍ଟି କରେ। କିନ୍ତୁ ସହେି ମନୁଷ୍ଯ ୟିଏ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ସେ ଉନ୍ନତି କରିବ।
25 A ganância provoca brigas; a confiança no S
26 ଯେଉଁ ଲୋକ ନିଜ ବଳ ଉପ ରେ ବିଶ୍ବାସ ରେଖ ସେ ମୂର୍ଖ। କିନ୍ତୁ ସେ ଯିଏ ଜ୍ଞାନ ରେ ଚାଲେ, ବିପର୍ୟ୍ଯଯରୁ ରକ୍ଷା ପାଇବ।
26 Quem confia no próprio entendimento é tolo; quem anda com sabedoria está seguro.
27 ଯେ ଦରିଦ୍ରକୁ ଦାନ କରେ, ତାର ଅଭାବ ହବେ ନାହିଁ। ମାତ୍ର ଯେ ଆପଣା ଆଖି ବନ୍ଦ କରେ, ସେ ଅନକେ ଅଭିଶାପ ପାଇବ।
27 Quem ajuda os pobres não passará necessidade, mas quem fecha os olhos para a pobreza será amaldiçoado.
28 ଦୁଷ୍ଟମାନେ ଉନ୍ନୀତ ହେଲେ, ଲୋକେ ଆପଣାମାନଙ୍କୁ ଲୁଚାନ୍ତି। ମାତ୍ର ସମାନେେ ବିନଷ୍ଟ ହେଲେ, ଧାର୍ମିକଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି।
28 Quando os perversos assumem o poder, as pessoas se escondem; quando eles são destruídos, os justos prosperam.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Provérbios 28, comparar traduções ou montar um estudo — tudo direto pelo WhatsApp.