Neemias 9

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ସହେି ମାସ ଚବିଶ ଦିନ ରେ ଇଶ୍ରାୟେଲର ଲୋକମାନେ ଏକତ୍ରୀତ ହେଲେ। ସମାନେେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସମାନଙ୍କେ ମୁଣ୍ତ ରେ କାଦୁଅ ବୋଳି ଏକତ୍ର ଠିଆ ହେଲେ।
1 — ausente —
2 ସହେି ଲୋକମାନଙ୍କ ମଧ୍ଯରୁ ଯେଉଁମାନେ ଇଶ୍ରାୟେଲୀୟ ବଂଶ ସମାନେେ ବିଦେଶିମାନଙ୍କ ନିକଟରୁ ଅଲଗା ଠିଆ ହେଲେ। ଇଶ୍ରାୟେଲୀୟମାନେ ମନ୍ଦିର ରେ ଠିଆ ହାଇେ ନିଜର ପାପ ସ୍ବୀକାର କରିବା ସଙ୍ଗେ ସଙ୍ଗେ ସମାନଙ୍କେ ପୂର୍ବପୁରୁଷଗଣ କରିଥିବା ପାପ ସ୍ବିକାର କଲେ।
2 — ausente —
3 ସମାନେେ ସଠାେରେ ପ୍ରାଯ ତିନି ଘଣ୍ଟାଧରି ଠିଆ ହେଲେ, ଏବଂ ଲୋକମାନେ ସଦାପ୍ରଭୁ ସମାନଙ୍କେ ପରମେଶ୍ବରଙ୍କର ବ୍ଯବସ୍ଥା ପୁସ୍ତକ ପାଠ କଲେ। ଏହାପରେ ସମାନେେ ସଠାେରେ ତିନିଘଣ୍ଟାରୁ ଉର୍ଦ୍ଧଧରି ସମାନଙ୍କେର ପାପ ସ୍ବୀକାର କଲେ ଓ ନତମସ୍ତକ ହାଇେ ସଦାପ୍ରଭୁ ସମାନଙ୍କେ ପରମେଶ୍ବରଙ୍କର ଉପାସନା କଲେ।
3 Durante mais ou menos três horas, a Lei do Senhor , seu Deus, foi lida para eles. E nas três horas seguintes eles confessaram os seus pecados e adoraram o Senhor .
4 ଏହାପରେ, ଯଶୂେଯ, ବାନି, କଦ୍ମୀଯେଲ୍, ଶବନିଯ, ବୁନ୍ନି, ଶେ ରବେିଯ, ବାନି ଓ କନାନି ଲବେୀୟମାନଙ୍କ ପଛ ରେ ଛିଡା ହାଇେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କଠା ରେ ଉଚ୍ଚସ୍ବର ରେ କ୍ରନ୍ଦନ କଲେ।
4 Jesua, Bani, Cadmiel, Sebanias, Buni, Serebias, Bani e Quenani ficaram de pé no estrado dos levitas e oraram em voz alta ao Senhor , seu Deus.
5 ଏହାପରେ ଲବେୀୟମାନେ: ଯଶୂେଯ, କଦମୀଯଲେ, ବାନି, ହଶବନିଯ, ଶେ ରବେିଯ, ହାଦେିୟ, ଶବନିଯ, ଓ ପଥାଦିଯ କହିଲେ, ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାଯୀ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ଧନ୍ଯବାଦ କର।
5 Os levitas Jesua, Cadmiel, Bani, Hasabneias, Serebias, Hodias, Sebanias e Petaías chamaram o povo para adorar a Deus. Eles disseram: “Levantem-se e louvem o Louvem a Deus sempre e sempre! Que todos louvem o seu embora nenhum louvor humano seja suficiente!”
6 ତୁମ୍ଭେ ହିଁ ପରମେଶ୍ବର ଅଟ। ହେ ସଦାପ୍ରଭୁ, କବଳେ ତୁମ୍ଭେ ହିଁ ପରମେଶ୍ବର ଅଟ। ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ବର୍ଗ ସୃଷ୍ଟି କରିଅଛ। ଏବଂ ସ୍ବର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଛ। ତୁମ୍ଭେ ପୃଥିବୀ ଓ ତହିଁରେ ସକଳର ସୃଷ୍ଟିକର୍ତ୍ତା। ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା ଏବଂ ତନ୍ମଧିଅରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା। ତୁମ୍ଭେ ପ୍ରେତ୍ୟକକର ଜୀବନଦାତା। ସ୍ବର୍ଗୀଯ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି।
6 Aí o povo de Israel fez esta oração: “Ó Deus, só tu és o Tu fizeste os céus e as estrelas. Tu fizeste a terra, o mar e tudo o que há neles; tu conservas a todos com vida. Os seres celestiais ajoelham-se e te adoram.
7 ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ବର ଅଟ। ତୁମ୍ଭେ ହିଁ ଅବ୍ରାହାମଙ୍କୁ ମନୋନୀତ କଲ। ବାବିଲୋନିଆର ଊର୍ ଦେଶରୁ ତାଙ୍କୁ ବାହାର କରିଆଣି ଅବ୍ରହାମ ନାମ ଦଲେ।
7 “Tu, ó Senhor Deus, escolheste Abrão e o tiraste de Ur, na Babilônia; tu mudaste o seu nome para Abraão.
8 ତୁମ୍ଭେ ତାଠା ରେ ତାର ଅନ୍ତକରଣ ବିଶ୍ବସ୍ତ ଦେଖିଲ, ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ। କିଣାନୀଯ, ହିତ୍ତୀଯ, ଇ ମାରେୀଯ, ପରିଷୀଯ ଓ ୟିବୁଷୀଯ, ଗିର୍ଗାଶୀଯର ଭୂମି ଅବ୍ରାହାମର ବଂଶଧରମାନଙ୍କୁ ଏହା ଦବୋକୁ ପ୍ରତିଜ୍ଞା କରିଥିଲେ।
8 Viste que ele era fiel a ti e fizeste uma Prometeste dar a Abraão a terra dos cananeus, a terra dos heteus e dos amorreus, a terra dos perizeus, dos jebuseus e dos girgaseus, para ser a terra onde os seus descendentes viveriam. Tu cumpriste a tua promessa porque és fiel.
9 ତୁମ୍ଭେ ମିଶରଠା ରେ ଆମ୍ଭ ପୂର୍ବପୁରୁଷଗଣର କ୍ଲେଶ ଦେଖିଲ ଓ ସୂଫ ସାଗର ନିକଟରେ ସମାନଙ୍କେର କ୍ରନ୍ଦନ ଶୁଣିଲ।
9 “Tu viste como os nossos antepassados sofreram no Egito; ouviste quando eles pediram socorro na beira do mar Vermelho.
10 ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା'ର ଦେଶସ୍ଥ ସମୁଦାଯ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ୟ୍ଯ କର୍ମମାନ ଦଖାଇେଲେ। କାରଣ ମିଶରୀଯମାନେ ସମାନଙ୍କେ ବିରୁଦ୍ଧ ରେ ରୁକ୍ଷ ବ୍ଯବହାର କଲେ। ଏଣୁ ତୁମ୍ଭେ ଆଜିର ନ୍ଯାଯ ଆପଣା ନାମ ପ୍ରସିଦ୍ଧ କରିଅଛ।
10 Tu fizeste milagres maravilhosos contra o rei do Egito, contra os seus oficiais e o povo da sua terra, pois sabias como eles fizeram o teu povo sofrer. Foi assim que ganhaste a fama que tens até hoje.
11 ତୁମ୍ଭେ ସମାନଙ୍କେ ସାକ୍ଷାତ ରେ ସମୁଦ୍ରକୁ ଭାଗ କଲ। ସମାନେେ ଶୁଷ୍କ ଭୂମି ଦଇେ ୟିବାପରି ସମୁଦ୍ର ମଧିଅରେ ଗଲେ। ମାତ୍ର ଗଭୀର ଜଳ ରେ ପ୍ରସ୍ତର ତୁଲ୍ଯ ତୁମ୍ଭେ ସମାନଙ୍କେ ପେଛ ଗୋଡଇବା ଲୋକମାନଙ୍କୁ ଅଗାଧ ସମୁଦ୍ର ରେ ନିକ୍ଷପେ କଲ।
11 Tu dividiste o mar diante dos nossos antepassados, e assim eles atravessaram em terra seca. Fizeste com que aqueles que os perseguiam se afogassem em águas profundas, como uma pedra que afunda no mar violento.
12 ତୁମ୍ଭେ ଦିବସ ରେ ମେଘ ସ୍ତମ୍ଭ ଦ୍ବାରା, ରାତ୍ର ରେ ସମାନଙ୍କେ ୟିବା ବାଟକୁ ଦୀପ୍ତି ଦବୋ ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ବାରା ଗମନ କରାଇଲ।
12 Tu os guiaste com uma nuvem durante o dia e de noite com uma coluna de fogo, para iluminar o caminho por onde deviam ir.
13 ତୁମ୍ଭେ ସୀନଯ ପର୍ବତକୁ ଓହ୍ଲାଇ ଆସିଲ। ସ୍ବର୍ଗରୁ ସମାନଙ୍କେ ସହିତ କଥାବାର୍ତ୍ତା କଲ। ସମାନଙ୍କେୁ ଯଥାର୍ଥ ଶାସନ ଓ ସତ୍ଯ ବ୍ଯବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।
13 Tu desceste do céu no monte Sinai, falaste com o teu povo e lhe deste boas
14 ସମାନଙ୍କେୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ। ଆପଣା ଦାସ ମାଶାଙ୍କେ ହସ୍ତ ରେ ସମାନଙ୍କେୁ ଆଜ୍ଞା ଓ ବିଧି ବ୍ଯବସ୍ଥା ଆଦେଶ କଲ।
14 Tu lhes disseste que santificassem o sábado e lhes deste as tuas leis por meio do teu
15 ସମାନଙ୍କେ କ୍ଷୁଧା ନିବାରଣ ନିମନ୍ତେ ତୁମ୍ଭେ ସମାନଙ୍କେୁ ସ୍ବର୍ଗରୁ ଖାଦ୍ୟ ଦଲେ। ସମାନଙ୍କେ ତୃଷାପାଇଁ ତୁମ୍ଭେ ଶୈଳରୁ ଜଳ ନିର୍ଗତ କଲ। ତୁମ୍ଭେ 'ଆଜ୍ଞା ଦଲେ, ୟାଅ, ଭୂମିକୁ ଦିଅ,' ଯେଉଁଟାକି ତୁମ୍ଭେ ସମାନଙ୍କେୁ ଦବୋ ପାଇଁ ଶପଥ କରିଥିଲ।
15 Tu lhes deste pão do céu quando estavam com fome e água da rocha quando estavam com sede. Tu mandaste que tomassem posse da terra que havias jurado dar a eles.
16 ମାତ୍ର ସମାନେେ, ଆମ୍ଭମାନଙ୍କ ପୁର୍ବପୁରୁଷମାନେ ଗର୍ବ ଆଚରଣ କଲେ। ସମାନେେ ଜିଦ୍ଖୋର ଥିଲେ ଓ ତୁମ୍ଭ ଆଜ୍ଞା ସମାନେେ ପାଳନ କଲେ ନାହିଁ।
16 “Mas os nossos antepassados se tornaram orgulhosos e teimosos e não quiseram obedecer aos teus mandamentos.
17 ସମାନେେ ନିଯମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ ଏବଂ ସମାନେେ, ସମାନଙ୍କେ ପାଇଁ କରିଥିବା ଆଶ୍ଚର୍ୟ୍ଯ କର୍ମମାନ ମନେ ରଖିଲେ ନାହିଁ। ସମାନେେ ଜିଦ୍ଖୋର ଥିଲେ। ଦାସତ୍ବ ଅବସ୍ଥାକୁ ଫରେିୟିବା ନିମନ୍ତେ ବିଦ୍ରୋହ ଭାବରେ ଜଣଙ୍କୁ ପ୍ରଧାନ କରି ନିୟୁକ୍ତି କଲେ।
17 Eles se recusaram a obedecer. Esqueceram tudo o que fizeste; esqueceram os milagres que havias feito. Em seu orgulho, eles escolheram um chefe que os levaria de volta ao Egito para serem escravos de novo. Mas tu és Deus que perdoa; tu és bondoso e amoroso e demoras a ficar A tua misericórdia é grande, e por isso não os abandonaste.
18 ସମାନେେ ଯେତବେେଳେ ଛାଞ୍ଚଢଳା ଗୋବତ୍ସ ନିର୍ମାଣ କଲେ, ' ଯେଉଁ ଦବେତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ,' ସେ ଇଏ ଅଟେ। ଏହା କହି ସମାନେେ ପରମେଶ୍ବରଙ୍କର ବହୁତ ନିନ୍ଦା କଲେ।
18 Eles fizeram um touro de metal fundido e disseram que ele era o deus que os havia tirado do Egito. Ó Deus, como eles te insultaram!
19 ସେତବେେଳେ ତୁମ୍ଭେ ତୁମ୍ଭର ମହାନ କରୁଣା ଯୋଗୁଁ ସମାନଙ୍କେୁ ପ୍ରାନ୍ତର ରେ ପରିତ୍ଯାଗ କଲ ନାହିଁ। ପଥ ପଢାଇବା ନିମନ୍ତେ ଦିବସ ରେ ମେଘସ୍ତମ୍ଭ ଓ ରାତ୍ରି ରେ ଅଗ୍ନି ମଶାଲକୁ ସମାନଙ୍କେଠାରୁ ଛଡାଇ ନଇେ ନାହିଁ।
19 Mas tu não os abandonaste no deserto, pois a tua misericórdia é grande. Não retiraste nem a nuvem nem o fogo que de dia e de noite mostravam a eles o caminho.
20 ତୁମ୍ଭେ ସମାନଙ୍କେୁ ଶିକ୍ଷା ଦବୋ ପାଇଁ ଆପଣାର ମଙ୍ଗଳମଯ ଆତ୍ମା ପ୍ରଦାନ କଲ। ତୁମ୍ଭେ ସମାନଙ୍କେଠାରୁ ତୁମ୍ଭର ମାନ୍ନା ଛଡାଇ ନଲେ ନାହିଁ। ସମାନଙ୍କେର ତୃଷ୍ନା ନିବାରଣାର୍ଥେ ସମାନଙ୍କେୁ ଜଳ ଦଲେ।
20 Tu lhes deste o teu bom Espírito para lhes ensinar o que deviam fazer; tu os alimentaste com o e lhes deste água para matar a sede.
21 ତୁମ୍ଭେ ଗ୍ଭଳିଶ ବର୍ଷ ପର୍ୟ୍ଯନ୍ତ ପ୍ରାନ୍ତର ରେ ସମାନଙ୍କେୁ ପ୍ରତିପାଳନ କଲ। ସମାନଙ୍କେର କିଛି ଅଭାବ ହେଲା ନାହିଁ। ସମାନଙ୍କେର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସମାନଙ୍କେର ପାଦ ଫୁଲିଲା ନାହିଁ।
21 Durante quarenta anos no deserto, tu os sustentaste, e nada lhes faltou. As suas roupas não se estragaram, e os seus pés não ficaram inchados.
22 ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ଯ ଓ ଗୋଷ୍ଠୀ ଦଲେ ଓ ତାହା ସମାନଙ୍କେ ବାଣ୍ଟ ଅନୁସାରେ ନିରୂପଣ କଲ। ତେଣୁ ସମାନେେ ସୀହାନେ ଦେଶ ହିଷ୍ବୋନ୍ ରାଜାର ଦେଶ, ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।
22 “Tu lhes deste nações e reinos e terras dos povos vizinhos. Os israelitas conquistaram a terra de Hesbom, que era governada por Seom, e a terra de Basã, onde Ogue era o rei.
23 ତୁମ୍ଭେ ସମାନଙ୍କେ ବଂଶଧରଗଣଙ୍କୁ ଆକାଶର ନକ୍ଷେତ୍ରଗଣ ତୁଲ୍ଯ ବହୁ ସଂଖ୍ଯକ କଲ। ଯେଉଁଦେଶ ସମାନେେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସମାନଙ୍କେ ପୂର୍ବପୁରୁଷଗଣଙ୍କଠା ରେ ଶପଥ କରିଥିଲ, ସହେି ଦେଶକୁ ସମାନଙ୍କେୁ ଆଣିଲ।
23 Tu lhes deste tantos descendentes como as estrelas do céu e os trouxeste para viver na terra que havias prometido aos seus antepassados.
24 ଏହିପରି ସହେି ସନ୍ତାନଗଣ ଦେଶ ରେ ପଶି ଅଧିକାର କଲେ। ଆଉ ତୁମ୍ଭେ ସମାନଙ୍କେ ସମ୍ମୁଖ ରେ ସହେି ଦେଶବାସୀ କିଣାନୀଯମାନଙ୍କୁ ପରାସ୍ତ କଲ। ସମାନେେ ଯେପରି ନିଜ ଇଛାମତେ ବ୍ଯବହାର କରିବେ। ଏଥିପାଇଁ ସମାନଙ୍କେୁ ଓ ସମାନଙ୍କେ ରାଜଗଣଙ୍କୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସମାନଙ୍କେ ହସ୍ତ ରେ ସମର୍ପଣ କଲ।
24 Eles conquistaram a terra de Canaã; tu derrotaste o povo que morava ali. Deste ao teu povo o poder de fazer o que quisesse com os povos e os reis de Canaã.
25 ତହିଁରେ ସମାନେେ ପ୍ରାଚୀର ବେଷ୍ଟୀତ ନଗର ସକଳ ଓ ଉର୍ବର ଭୂମି ଦେଲେ। ସର୍ବପ୍ରକାର ଉତ୍ତମ ଦ୍ରବ୍ଯ ରେ ପରିପୂର୍ଣ୍ଣ ଗୃହ, ଖାଦେିତ କୂପ, ଦ୍ରାକ୍ଷାକ୍ଷେତ୍ର, ଜିତକ୍ଷେତ୍ର ଓ ଅପାର ଫଳବୃକ୍ଷ ଅଧିକାର କଲେ। ସମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ଖାଇଲେ। ସମାନେେ ତୁମ୍ଭର ମହା ମଙ୍ଗଳ ଦାନ ରେ ଆନନ୍ଦ କଲେ।
25 O teu povo conquistou cidades cercadas de muralhas e tomou terras boas, casas cheias de riquezas, cisternas já escavadas, oliveiras, árvores frutíferas e plantações de uvas. Eles comeram tudo o que quiseram e engordaram; eles aproveitaram todas as boas coisas que lhes deste.
26 ତଥାପି ସମାନେେ ଅନାଜ୍ଞାବହ ହେଲେ। ସମାନେେ ତୁମ୍ଭ ବିରୁଦ୍ଧ ରେ ଦ୍ରୋହାଚରଣ କଲେ। ସମାନେେ ତୁମ୍ଭର ବ୍ଯବସ୍ଥା ନିଜ ପଛକୁ ପକାଇଲେ। ସମାନେେ ତୁମ୍ଭର ଯେଉଁ ଭବିଷ୍ଯଦ୍ବକ୍ତାମାନେ ତୁମ୍ଭ ପାଖକୁ ଫରେି ଆସିବା ପାଇଁ ୟୁକ୍ତି କଲେ, ସମାନଙ୍କେୁ ହତ୍ଯା କଲେ ସମାନେେ ସହେି ଯାଜକମାନଙ୍କ ପ୍ରତି ବହୁତ ନିନ୍ଦନୀଯ କାର୍ୟ୍ଯ କଲେ।
26 “Mas o teu povo se revoltou e te desobedeceu; eles viraram as costas para a tua Lei. Mataram os teus e lhes disseram que voltassem para ti. O teu povo te insultou muitas vezes.
27 ଏଣୁ ତୁମ୍ଭେ ସମାନଙ୍କେୁ ବିପକ୍ଷଗଣ ହସ୍ତ ରେ ସମର୍ପଣ କରିବାରୁ ସମାନେେ ସମାନଙ୍କେୁ କ୍ଲେଶ ଦେଲେ। ମାତ୍ର କ୍ଲେଶ ସମୟରେ, ସମାନେେ ତୁମ୍ଭଠା ରେ ସାହାୟ୍ଯ ପାଇଁ ଚିତ୍କାର କଲେ ଏବଂ ତୁମ୍ଭେ ସ୍ବର୍ଗରୁ ତାହା ଶୁଣିଲ। ଆପଣାର ବହୁବିଧ ଦୟାନୁସା ରେ ସମାନଙ୍କେୁ ଉଦ୍ଧାର କତ୍ତୁର୍ଗଣ ଦଲେ। ସମାନେେ ବିପକ୍ଷଗଣ ହସ୍ତରୁ ସମାନଙ୍କେୁ ଉଦ୍ଧାର କଲେ।
27 Então deixaste que os inimigos deles os conquistassem e os governassem. Mas no meio da sua aflição eles te pediram socorro, e tu respondeste lá dos céus. Na tua grande misericórdia, tu lhes enviaste líderes que os livraram dos seus inimigos.
28 ମାତ୍ର ସମାନେେ ବିଶ୍ରାମ କଲାପରେ, ପୁନ୍ନର୍ବାର ତୁମ୍ଭ ବିରୁଦ୍ଧ ରେ କୁକର୍ମମାନ କଲେ। ଏଣୁ ତୁମ୍ଭେ ସମାନଙ୍କେୁ ଶତୃଗଣଙ୍କ ହସ୍ତ ରେ ସମର୍ପଣ କଲ। ସମାନେେ ସମାନଙ୍କେ ଉପରେ କତ୍ତୃର୍ତ୍ବ କଲେ। ତଥାପି ଯେତବେେଳେ ସମାନେେ ଫରେି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତବେେଳେ ତୁମ୍ଭେ ସ୍ବର୍ଗରୁ ତାହା ଶୁଣିଲ। ଆଉ ଅନକେଥର ତୁମ୍ଭେ ଆପଣା ଦୟା ଅନୁସାରେ ସମାନଙ୍କେୁ ଉଦ୍ଧାର କଲ।
28 Quando voltou a paz, o teu povo pecou de novo, e outra vez deixaste que os inimigos deles os conquistassem. E de novo, quando eles se arrependeram e pediram que os salvasses, tu ouviste no céu e, vez após vez, tu os livraste por causa da tua grande misericórdia.
29 ପୁନର୍ବାର ତୁମ୍ଭେ ସମାନଙ୍କେୁ ସତର୍କ କଲ। ତୁମ୍ଭେ ସମାନଙ୍କେୁ, ତୁମ୍ଭ ବ୍ଯବସ୍ଥା ନିକଟକୁ ଫରେିବା ପାଇଁ କହିଲି। କିନ୍ତୁ ସମାନେେ ବହୁତ ଗର୍ବୀ ଥିଲେ। ସମାନେେ ତୁମ୍ଭର ଆଜ୍ଞା ଶୁଣିଲେ ନାହିଁ। ଯଦି ଲୋକମାନେ ତୁମ୍ଭର ବ୍ଯବସ୍ଥା ମାନନ୍ତି, ତବେେ ସମାନେେ ବାସ୍ତବ ରେ ବଞ୍ଚି ପାରିବେ। କିନ୍ତୁ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭର ବ୍ଯବସ୍ଥା ଭଙ୍ଗ କଲେ। ସମାନେେ ବହୁତ ଜିଦ୍ଖୋର ଥିଲେ ଏବଂ ତୁମ୍ଭକୁ ପ୍ରତ୍ଯାଖାନ କଲେ। ସମାନେେ ତୁମ୍ଭର ଆଜ୍ଞା ମାନିଲେ ନାହିଁ।
29 Tu os avisaste que deviam obedecer aos teus ensinos; mas no seu orgulho eles rejeitaram os teus mandamentos, pecaram contra a tua lei, embora cumprir a tua lei seja o caminho para a vida. Rebeldes e teimosos, eles se recusaram a obedecer.
30 ତଥାପି ବହୁବର୍ଷ ପର୍ୟ୍ଯନ୍ତ ତୁମ୍ଭେ ସମାନଙ୍କେୁ ସହ୍ଯ କଲ ଓ ଆପଣା ଆତ୍ମାଦ୍ବାରା ଆପଣା ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭେ ସତର୍କ କଲ। ମାତ୍ର ସମାନେେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ଏଣୁ ତୁମ୍ଭେ ସମାନଙ୍କେୁ ଅନ୍ୟ ଦେଶୀଯ ଗୋଷ୍ଠୀ ହସ୍ତ ରେ ସମର୍ପଣ କଲ।
30 Ano após ano tu os avisaste, com paciência. Pelo teu Espírito, por meio dos profetas, falaste contra eles, mas o teu povo ficou surdo. Por isso, deixaste que fossem dominados por outras nações.
31 କାରଣ ତୁମ୍ଭେ ଦୟାବାନ, ତୁମ୍ଭେ ସମାନଙ୍କେୁ ପୁରାପୁରି ଧ୍ବଂସ କଲନାହିଁ। ତୁମ୍ଭେ ସମାନଙ୍କେୁ ପରିତ୍ଯାଗ କଲ ନାହିଁ କାରଣ ତୁମ୍ଭେ କୃପାମଯ ଦୟାଳୁ ପରମେଶ୍ବର ଅଟ।
31 E, mais uma vez, porque a tua misericórdia é grande, tu não os abandonaste, nem os destruíste. Tu és Deus misericordioso e bondoso!
32 ଏଣୁ ହେ ଆମ୍ଭମାନଙ୍କର ପରମେଶ୍ବର ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ବର ତୁମ୍ଭେ ନିଯମ ଓ ଦୟା ପାଳନ କରିଥାଅ। ଅଶୂରୀଯ ରାଜଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ, ଆମ୍ଭମାନଙ୍କ ଯାଜକଗଣ ଉପରେ, ଆମ୍ଭମାନଙ୍କ ଭବିଷ୍ଯଦ୍ ବକ୍ତୃଗଣ ଉପରେ, ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଲେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟି ରେ କ୍ଷୁଦ୍ର ଦଖାେ ନଯାଉ।
32 “Ó Deus, nosso Deus, como és grande! Como és terrível e poderoso! Tu guardas fielmente as promessas da aliança. Desde o tempo em que os assírios nos dominaram, como temos sofrido! Os nossos reis, as nossas autoridades, os nossos sacerdotes e profetas, os nossos antepassados e todo o nosso povo — todos nós temos sofrido! Lembra das nossas aflições!
33 ତଥାପି ଆମ୍ଭମାନଙ୍କ ଉପରେ ଆଜି ପର୍ୟ୍ଯନ୍ତ ଯାହା ଯାହା ଘଟିଅଛି, ସେ ସବୁ ରେ ତୁମ୍ଭେ ଧର୍ମମଯ ଅଟ। କାରଣ ତୁମ୍ଭେ ସତ୍ଯ ବ୍ଯବହାର କରିଅଛ। ମାତ୍ର ଆମ୍ଭମାନେେ ଦୁଷ୍କର୍ମ କରିଅଛୁ।
33 Tu foste justo em nos castigar; tu tens sido fiel, mesmo quando temos pecado.
34 ପୁଣି ଆମ୍ଭମାନଙ୍କ ରାଜଗଣ, ରାଜତପୁତ୍ଗଣ, ଆମ୍ଭର ଯାଜକଗଣ ଓ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭ ବ୍ଯବସ୍ଥା ପାଳନ କରି ନାହାଁନ୍ତି। ସମାନେେ ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ସତର୍କବାଣୀ ଶୁଣିଲେ ନାହିଁ, ଯାହା ତୁମ୍ଭେ ସମାନଙ୍କେ ବିରୁଦ୍ଧ ରେ ଦଇେଥିଲ।
34 Os nossos antepassados, os nossos reis, as nossas autoridades e sacerdotes não têm cumprido a tua lei, não têm obedecido aos teus mandamentos e avisos.
35 ହତେୁ ସମାନେେ ଆପଣାମାନଙ୍କ ରାଜ୍ଯ ରେ ସମାନଙ୍କେୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳ ରେ ଓ ସମାନଙ୍କେ ସମ୍ମୁଖ ରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶ ରେ ତୁମ୍ଭର ସବୋ କରି ନାହାଁନ୍ତି। କି ନିଜ ନିଜ ଦୁଷ୍କର୍ମରୁ ଫରେି ନାହାଁନ୍ତି।
35 Com a tua bênção, reis governaram o teu povo, que estava vivendo na terra grande e boa que lhes deste; mas eles não te adoraram, nem se arrependeram das suas más ações.
36 ଆଜି ଆମ୍ଭମାନେେ ଦାସ ହାଇେଅଛୁ। ପୁଣି ତୁମ୍ଭେ ଆମ୍ଭମାନଙ୍କ ପିତୃପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ଯ ଭୋଗ କରିବାକୁ ଦଇେଥିଲେ। ସହେି ଦେଶ ରେ ଆମ୍ଭମାନେେ ଦାସ ହାଇେଅଛୁ।
36 E agora nós somos escravos na terra que nos deste, esta terra boa que nos alimenta.
37 ଆଉ ଆମ୍ଭମାନଙ୍କ ପାପ ହତେୁ ତୁମ୍ଭେ ଯେଉଁ ରାଜଗଣଙ୍କୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସମାନଙ୍କେ ପ୍ରତି ସହେି ଦେଶ ପ୍ରଚୁର ଫଳ ଉତ୍ସର୍ଗ କରୁଅଛି। ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସମାନଙ୍କେର ସ୍ବଚ୍ଛାମତ କ୍ଷମତା ଅଛି। ଆଉ ଆମ୍ଭମାନେେ ମହା କ୍ଲେଶ ରେ ଅଛୁ।
37 Aquilo que a terra produz vai para os reis que puseste para nos fazer sofrer por causa dos nossos pecados. Eles fazem o que querem conosco e com o nosso gado, e nós estamos profundamente aflitos.”
38 ତଥାପି ଏସବୁ ଘଟିଲେ ହେଁ ଆମ୍ଭମାନେେ ଏକ ନିଶ୍ଚିତ ନିଯମ କରି ତାହା ଲେଖିଅଛୁ। ଆଉ ଆମ୍ଭମାନଙ୍କର ଅଧିପତିମାନେ, ଆମ୍ଭମାନଙ୍କ ଲବେୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମାହେରାଙ୍କିତ କରୁଅଛନ୍ତି।
38 Por causa de tudo isso, nós, o povo de Israel, estamos fazendo por escrito um acordo solene. E as nossas autoridades, os nossos levitas e os nossos sacerdotes vão assiná-lo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Neemias 9, comparar traduções ou montar um estudo — tudo direto pelo WhatsApp.