Neemias 9

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ସହେି ମାସ ଚବିଶ ଦିନ ରେ ଇଶ୍ରାୟେଲର ଲୋକମାନେ ଏକତ୍ରୀତ ହେଲେ। ସମାନେେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସମାନଙ୍କେ ମୁଣ୍ତ ରେ କାଦୁଅ ବୋଳି ଏକତ୍ର ଠିଆ ହେଲେ।
1 E, no dia vinte e quatro deste mês, ajuntaram-se os filhos de Israel com jejum e com sacos, e traziam terra sobre si.
2 ସହେି ଲୋକମାନଙ୍କ ମଧ୍ଯରୁ ଯେଉଁମାନେ ଇଶ୍ରାୟେଲୀୟ ବଂଶ ସମାନେେ ବିଦେଶିମାନଙ୍କ ନିକଟରୁ ଅଲଗା ଠିଆ ହେଲେ। ଇଶ୍ରାୟେଲୀୟମାନେ ମନ୍ଦିର ରେ ଠିଆ ହାଇେ ନିଜର ପାପ ସ୍ବୀକାର କରିବା ସଙ୍ଗେ ସଙ୍ଗେ ସମାନଙ୍କେ ପୂର୍ବପୁରୁଷଗଣ କରିଥିବା ପାପ ସ୍ବିକାର କଲେ।
2 E a descendência de Israel se apartou de todos os estrangeiros, e puseram-se em pé, e fizeram confissão pelos seus pecados e pelas iniqüidades de seus pais.
3 ସମାନେେ ସଠାେରେ ପ୍ରାଯ ତିନି ଘଣ୍ଟାଧରି ଠିଆ ହେଲେ, ଏବଂ ଲୋକମାନେ ସଦାପ୍ରଭୁ ସମାନଙ୍କେ ପରମେଶ୍ବରଙ୍କର ବ୍ଯବସ୍ଥା ପୁସ୍ତକ ପାଠ କଲେ। ଏହାପରେ ସମାନେେ ସଠାେରେ ତିନିଘଣ୍ଟାରୁ ଉର୍ଦ୍ଧଧରି ସମାନଙ୍କେର ପାପ ସ୍ବୀକାର କଲେ ଓ ନତମସ୍ତକ ହାଇେ ସଦାପ୍ରଭୁ ସମାନଙ୍କେ ପରମେଶ୍ବରଙ୍କର ଉପାସନା କଲେ।
3 E, levantando-se no seu lugar, leram no livro da lei do Senhor seu Deus uma quarta parte do dia; e na outra quarta parte fizeram confissão, e adoraram ao Senhor seu Deus.
4 ଏହାପରେ, ଯଶୂେଯ, ବାନି, କଦ୍ମୀଯେଲ୍, ଶବନିଯ, ବୁନ୍ନି, ଶେ ରବେିଯ, ବାନି ଓ କନାନି ଲବେୀୟମାନଙ୍କ ପଛ ରେ ଛିଡା ହାଇେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କଠା ରେ ଉଚ୍ଚସ୍ବର ରେ କ୍ରନ୍ଦନ କଲେ।
4 E Jesuá, Bani, Cadmiel, Sebanias, Buni, Serebias, Bani e Quenani se puseram em pé no lugar alto dos levitas, e clamaram em alta voz ao Senhor seu Deus.
5 ଏହାପରେ ଲବେୀୟମାନେ: ଯଶୂେଯ, କଦମୀଯଲେ, ବାନି, ହଶବନିଯ, ଶେ ରବେିଯ, ହାଦେିୟ, ଶବନିଯ, ଓ ପଥାଦିଯ କହିଲେ, ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାଯୀ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ଧନ୍ଯବାଦ କର।
5 E os levitas, Jesuá, Cadmiel, Bani, Hasabnéias, Serebias, Hodias, Sebanias e Petaías, disseram: Levantai-vos, bendizei ao Senhor vosso Deus de eternidade em eternidade; e bendigam o teu glorioso nome, que está exaltado sobre toda a bênção e louvor.
6 ତୁମ୍ଭେ ହିଁ ପରମେଶ୍ବର ଅଟ। ହେ ସଦାପ୍ରଭୁ, କବଳେ ତୁମ୍ଭେ ହିଁ ପରମେଶ୍ବର ଅଟ। ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ବର୍ଗ ସୃଷ୍ଟି କରିଅଛ। ଏବଂ ସ୍ବର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଛ। ତୁମ୍ଭେ ପୃଥିବୀ ଓ ତହିଁରେ ସକଳର ସୃଷ୍ଟିକର୍ତ୍ତା। ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା ଏବଂ ତନ୍ମଧିଅରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା। ତୁମ୍ଭେ ପ୍ରେତ୍ୟକକର ଜୀବନଦାତା। ସ୍ବର୍ଗୀଯ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି।
6 Só tu és Senhor; tu fizeste o céu, o céu dos céus, e todo o seu exército, a terra e tudo quanto nela há, os mares e tudo quanto neles há, e tu os guardas com vida a todos; e o exército dos céus te adora.
7 ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ବର ଅଟ। ତୁମ୍ଭେ ହିଁ ଅବ୍ରାହାମଙ୍କୁ ମନୋନୀତ କଲ। ବାବିଲୋନିଆର ଊର୍ ଦେଶରୁ ତାଙ୍କୁ ବାହାର କରିଆଣି ଅବ୍ରହାମ ନାମ ଦଲେ।
7 Tu és o Senhor, o Deus, que elegeste a Abrão, e o tiraste de Ur dos caldeus, e lhe puseste por nome Abraão.
8 ତୁମ୍ଭେ ତାଠା ରେ ତାର ଅନ୍ତକରଣ ବିଶ୍ବସ୍ତ ଦେଖିଲ, ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ। କିଣାନୀଯ, ହିତ୍ତୀଯ, ଇ ମାରେୀଯ, ପରିଷୀଯ ଓ ୟିବୁଷୀଯ, ଗିର୍ଗାଶୀଯର ଭୂମି ଅବ୍ରାହାମର ବଂଶଧରମାନଙ୍କୁ ଏହା ଦବୋକୁ ପ୍ରତିଜ୍ଞା କରିଥିଲେ।
8 E achaste o seu coração fiel perante ti, e fizeste com ele a aliança, de que darias à sua descendência a terra dos cananeus, dos heteus, dos amorreus, dos perizeus, dos jebuseus e dos girgaseus; e confirmaste as tuas palavras, porquanto és justo.
9 ତୁମ୍ଭେ ମିଶରଠା ରେ ଆମ୍ଭ ପୂର୍ବପୁରୁଷଗଣର କ୍ଲେଶ ଦେଖିଲ ଓ ସୂଫ ସାଗର ନିକଟରେ ସମାନଙ୍କେର କ୍ରନ୍ଦନ ଶୁଣିଲ।
9 E viste a aflição de nossos pais no Egito, e ouviste o seu clamor junto ao Mar Vermelho.
10 ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା'ର ଦେଶସ୍ଥ ସମୁଦାଯ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ୟ୍ଯ କର୍ମମାନ ଦଖାଇେଲେ। କାରଣ ମିଶରୀଯମାନେ ସମାନଙ୍କେ ବିରୁଦ୍ଧ ରେ ରୁକ୍ଷ ବ୍ଯବହାର କଲେ। ଏଣୁ ତୁମ୍ଭେ ଆଜିର ନ୍ଯାଯ ଆପଣା ନାମ ପ୍ରସିଦ୍ଧ କରିଅଛ।
10 E mostraste sinais e prodígios a Faraó, e a todos os seus servos, e a todo o povo da sua terra, porque soubeste que soberbamente os trataram; e assim adquiriste para ti nome, como hoje se vê.
11 ତୁମ୍ଭେ ସମାନଙ୍କେ ସାକ୍ଷାତ ରେ ସମୁଦ୍ରକୁ ଭାଗ କଲ। ସମାନେେ ଶୁଷ୍କ ଭୂମି ଦଇେ ୟିବାପରି ସମୁଦ୍ର ମଧିଅରେ ଗଲେ। ମାତ୍ର ଗଭୀର ଜଳ ରେ ପ୍ରସ୍ତର ତୁଲ୍ଯ ତୁମ୍ଭେ ସମାନଙ୍କେ ପେଛ ଗୋଡଇବା ଲୋକମାନଙ୍କୁ ଅଗାଧ ସମୁଦ୍ର ରେ ନିକ୍ଷପେ କଲ।
11 E o mar fendeste perante eles, e passaram pelo meio do mar, em seco; e lançaste os seus perseguidores nas profundezas, como uma pedra nas águas violentas.
12 ତୁମ୍ଭେ ଦିବସ ରେ ମେଘ ସ୍ତମ୍ଭ ଦ୍ବାରା, ରାତ୍ର ରେ ସମାନଙ୍କେ ୟିବା ବାଟକୁ ଦୀପ୍ତି ଦବୋ ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ବାରା ଗମନ କରାଇଲ।
12 E guiaste-os de dia por uma coluna de nuvem, e de noite por uma coluna de fogo, para lhes iluminar o caminho por onde haviam de ir.
13 ତୁମ୍ଭେ ସୀନଯ ପର୍ବତକୁ ଓହ୍ଲାଇ ଆସିଲ। ସ୍ବର୍ଗରୁ ସମାନଙ୍କେ ସହିତ କଥାବାର୍ତ୍ତା କଲ। ସମାନଙ୍କେୁ ଯଥାର୍ଥ ଶାସନ ଓ ସତ୍ଯ ବ୍ଯବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।
13 E sobre o monte Sinai desceste, e dos céus falaste com eles, e deste-lhes juízos retos e leis verdadeiras, estatutos e mandamentos bons.
14 ସମାନଙ୍କେୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ। ଆପଣା ଦାସ ମାଶାଙ୍କେ ହସ୍ତ ରେ ସମାନଙ୍କେୁ ଆଜ୍ଞା ଓ ବିଧି ବ୍ଯବସ୍ଥା ଆଦେଶ କଲ।
14 E o teu santo sábado lhes fizeste conhecer; e preceitos, estatutos e lei lhes mandaste pelo ministério de Moisés, teu servo.
15 ସମାନଙ୍କେ କ୍ଷୁଧା ନିବାରଣ ନିମନ୍ତେ ତୁମ୍ଭେ ସମାନଙ୍କେୁ ସ୍ବର୍ଗରୁ ଖାଦ୍ୟ ଦଲେ। ସମାନଙ୍କେ ତୃଷାପାଇଁ ତୁମ୍ଭେ ଶୈଳରୁ ଜଳ ନିର୍ଗତ କଲ। ତୁମ୍ଭେ 'ଆଜ୍ଞା ଦଲେ, ୟାଅ, ଭୂମିକୁ ଦିଅ,' ଯେଉଁଟାକି ତୁମ୍ଭେ ସମାନଙ୍କେୁ ଦବୋ ପାଇଁ ଶପଥ କରିଥିଲ।
15 E pão dos céus lhes deste na sua fome, e água da penha lhes produziste na sua sede; e lhes disseste que entrassem para possuírem a terra pela qual alçaste a tua mão, que lhes havias de dar.
16 ମାତ୍ର ସମାନେେ, ଆମ୍ଭମାନଙ୍କ ପୁର୍ବପୁରୁଷମାନେ ଗର୍ବ ଆଚରଣ କଲେ। ସମାନେେ ଜିଦ୍ଖୋର ଥିଲେ ଓ ତୁମ୍ଭ ଆଜ୍ଞା ସମାନେେ ପାଳନ କଲେ ନାହିଁ।
16 Porém eles e nossos pais se houveram soberbamente, e endureceram a sua cerviz, e não deram ouvidos aos teus mandamentos.
17 ସମାନେେ ନିଯମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ ଏବଂ ସମାନେେ, ସମାନଙ୍କେ ପାଇଁ କରିଥିବା ଆଶ୍ଚର୍ୟ୍ଯ କର୍ମମାନ ମନେ ରଖିଲେ ନାହିଁ। ସମାନେେ ଜିଦ୍ଖୋର ଥିଲେ। ଦାସତ୍ବ ଅବସ୍ଥାକୁ ଫରେିୟିବା ନିମନ୍ତେ ବିଦ୍ରୋହ ଭାବରେ ଜଣଙ୍କୁ ପ୍ରଧାନ କରି ନିୟୁକ୍ତି କଲେ।
17 E recusaram ouvir-te, e não se lembraram das tuas maravilhas, que lhes fizeste, e endureceram a sua cerviz e, na sua rebelião, levantaram um capitão, a fim de voltarem para a sua servidão; porém tu, ó Deus perdoador, clemente e misericordioso, tardio em irar-te, e grande em beneficência, tu não os desamparaste.
18 ସମାନେେ ଯେତବେେଳେ ଛାଞ୍ଚଢଳା ଗୋବତ୍ସ ନିର୍ମାଣ କଲେ, ' ଯେଉଁ ଦବେତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ,' ସେ ଇଏ ଅଟେ। ଏହା କହି ସମାନେେ ପରମେଶ୍ବରଙ୍କର ବହୁତ ନିନ୍ଦା କଲେ।
18 Ainda mesmo quando eles fizeram para si um bezerro de fundição, e disseram: Este é o teu Deus, que te tirou do Egito; e cometeram grandes blasfêmias;
19 ସେତବେେଳେ ତୁମ୍ଭେ ତୁମ୍ଭର ମହାନ କରୁଣା ଯୋଗୁଁ ସମାନଙ୍କେୁ ପ୍ରାନ୍ତର ରେ ପରିତ୍ଯାଗ କଲ ନାହିଁ। ପଥ ପଢାଇବା ନିମନ୍ତେ ଦିବସ ରେ ମେଘସ୍ତମ୍ଭ ଓ ରାତ୍ରି ରେ ଅଗ୍ନି ମଶାଲକୁ ସମାନଙ୍କେଠାରୁ ଛଡାଇ ନଇେ ନାହିଁ।
19 Todavia tu, pela multidão das tuas misericórdias, não os deixaste no deserto. A coluna de nuvem nunca se apartou deles de dia, para os guiar pelo caminho, nem a coluna de fogo de noite, para lhes iluminar; e isto pelo caminho por onde haviam de ir.
20 ତୁମ୍ଭେ ସମାନଙ୍କେୁ ଶିକ୍ଷା ଦବୋ ପାଇଁ ଆପଣାର ମଙ୍ଗଳମଯ ଆତ୍ମା ପ୍ରଦାନ କଲ। ତୁମ୍ଭେ ସମାନଙ୍କେଠାରୁ ତୁମ୍ଭର ମାନ୍ନା ଛଡାଇ ନଲେ ନାହିଁ। ସମାନଙ୍କେର ତୃଷ୍ନା ନିବାରଣାର୍ଥେ ସମାନଙ୍କେୁ ଜଳ ଦଲେ।
20 E deste o teu bom espírito, para os ensinar; e o teu maná não retiraste da sua boca; e água lhes deste na sua sede.
21 ତୁମ୍ଭେ ଗ୍ଭଳିଶ ବର୍ଷ ପର୍ୟ୍ଯନ୍ତ ପ୍ରାନ୍ତର ରେ ସମାନଙ୍କେୁ ପ୍ରତିପାଳନ କଲ। ସମାନଙ୍କେର କିଛି ଅଭାବ ହେଲା ନାହିଁ। ସମାନଙ୍କେର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସମାନଙ୍କେର ପାଦ ଫୁଲିଲା ନାହିଁ।
21 De tal modo os sustentaste quarenta anos no deserto; nada lhes faltou; as suas roupas não se envelheceram, e os seus pés não se incharam.
22 ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ଯ ଓ ଗୋଷ୍ଠୀ ଦଲେ ଓ ତାହା ସମାନଙ୍କେ ବାଣ୍ଟ ଅନୁସାରେ ନିରୂପଣ କଲ। ତେଣୁ ସମାନେେ ସୀହାନେ ଦେଶ ହିଷ୍ବୋନ୍ ରାଜାର ଦେଶ, ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।
22 Também lhes deste reinos e povos, e os repartiste em porções; e eles possuíram a terra de Siom, a saber, a terra do rei de Hesbom, e a terra de Ogue, rei de Basã.
23 ତୁମ୍ଭେ ସମାନଙ୍କେ ବଂଶଧରଗଣଙ୍କୁ ଆକାଶର ନକ୍ଷେତ୍ରଗଣ ତୁଲ୍ଯ ବହୁ ସଂଖ୍ଯକ କଲ। ଯେଉଁଦେଶ ସମାନେେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସମାନଙ୍କେ ପୂର୍ବପୁରୁଷଗଣଙ୍କଠା ରେ ଶପଥ କରିଥିଲ, ସହେି ଦେଶକୁ ସମାନଙ୍କେୁ ଆଣିଲ।
23 E multiplicaste os seus filhos como as estrelas do céu, e trouxeste-os à terra de que tinhas falado a seus pais que nela entrariam para a possuírem.
24 ଏହିପରି ସହେି ସନ୍ତାନଗଣ ଦେଶ ରେ ପଶି ଅଧିକାର କଲେ। ଆଉ ତୁମ୍ଭେ ସମାନଙ୍କେ ସମ୍ମୁଖ ରେ ସହେି ଦେଶବାସୀ କିଣାନୀଯମାନଙ୍କୁ ପରାସ୍ତ କଲ। ସମାନେେ ଯେପରି ନିଜ ଇଛାମତେ ବ୍ଯବହାର କରିବେ। ଏଥିପାଇଁ ସମାନଙ୍କେୁ ଓ ସମାନଙ୍କେ ରାଜଗଣଙ୍କୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସମାନଙ୍କେ ହସ୍ତ ରେ ସମର୍ପଣ କଲ।
24 Assim os filhos entraram e possuíram aquela terra; e abateste perante eles os moradores da terra, os cananeus, e lhos entregaste na mão, como também os reis e os povos da terra, para fazerem deles conforme a sua vontade.
25 ତହିଁରେ ସମାନେେ ପ୍ରାଚୀର ବେଷ୍ଟୀତ ନଗର ସକଳ ଓ ଉର୍ବର ଭୂମି ଦେଲେ। ସର୍ବପ୍ରକାର ଉତ୍ତମ ଦ୍ରବ୍ଯ ରେ ପରିପୂର୍ଣ୍ଣ ଗୃହ, ଖାଦେିତ କୂପ, ଦ୍ରାକ୍ଷାକ୍ଷେତ୍ର, ଜିତକ୍ଷେତ୍ର ଓ ଅପାର ଫଳବୃକ୍ଷ ଅଧିକାର କଲେ। ସମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ଖାଇଲେ। ସମାନେେ ତୁମ୍ଭର ମହା ମଙ୍ଗଳ ଦାନ ରେ ଆନନ୍ଦ କଲେ।
25 E tomaram cidades fortificadas e terra fértil, e possuíram casas cheias de toda a fartura, cisternas cavadas, vinhas e olivais, e árvores frutíferas, em abundância; e comeram e se fartaram e engordaram e viveram em delícias, pela tua grande bondade.
26 ତଥାପି ସମାନେେ ଅନାଜ୍ଞାବହ ହେଲେ। ସମାନେେ ତୁମ୍ଭ ବିରୁଦ୍ଧ ରେ ଦ୍ରୋହାଚରଣ କଲେ। ସମାନେେ ତୁମ୍ଭର ବ୍ଯବସ୍ଥା ନିଜ ପଛକୁ ପକାଇଲେ। ସମାନେେ ତୁମ୍ଭର ଯେଉଁ ଭବିଷ୍ଯଦ୍ବକ୍ତାମାନେ ତୁମ୍ଭ ପାଖକୁ ଫରେି ଆସିବା ପାଇଁ ୟୁକ୍ତି କଲେ, ସମାନଙ୍କେୁ ହତ୍ଯା କଲେ ସମାନେେ ସହେି ଯାଜକମାନଙ୍କ ପ୍ରତି ବହୁତ ନିନ୍ଦନୀଯ କାର୍ୟ୍ଯ କଲେ।
26 Porém se obstinaram, e se rebelaram contra ti, e lançaram a tua lei para trás das suas costas, e mataram os teus profetas, que protestavam contra eles, para que voltassem para ti; assim fizeram grandes abominações.
27 ଏଣୁ ତୁମ୍ଭେ ସମାନଙ୍କେୁ ବିପକ୍ଷଗଣ ହସ୍ତ ରେ ସମର୍ପଣ କରିବାରୁ ସମାନେେ ସମାନଙ୍କେୁ କ୍ଲେଶ ଦେଲେ। ମାତ୍ର କ୍ଲେଶ ସମୟରେ, ସମାନେେ ତୁମ୍ଭଠା ରେ ସାହାୟ୍ଯ ପାଇଁ ଚିତ୍କାର କଲେ ଏବଂ ତୁମ୍ଭେ ସ୍ବର୍ଗରୁ ତାହା ଶୁଣିଲ। ଆପଣାର ବହୁବିଧ ଦୟାନୁସା ରେ ସମାନଙ୍କେୁ ଉଦ୍ଧାର କତ୍ତୁର୍ଗଣ ଦଲେ। ସମାନେେ ବିପକ୍ଷଗଣ ହସ୍ତରୁ ସମାନଙ୍କେୁ ଉଦ୍ଧାର କଲେ।
27 Por isso os entregaste na mão dos seus adversários, que os angustiaram; mas no tempo de sua angústia, clamando a ti, desde os céus tu ouviste; e segundo a tua grande misericórdia lhes deste libertadores que os libertaram da mão de seus adversários.
28 ମାତ୍ର ସମାନେେ ବିଶ୍ରାମ କଲାପରେ, ପୁନ୍ନର୍ବାର ତୁମ୍ଭ ବିରୁଦ୍ଧ ରେ କୁକର୍ମମାନ କଲେ। ଏଣୁ ତୁମ୍ଭେ ସମାନଙ୍କେୁ ଶତୃଗଣଙ୍କ ହସ୍ତ ରେ ସମର୍ପଣ କଲ। ସମାନେେ ସମାନଙ୍କେ ଉପରେ କତ୍ତୃର୍ତ୍ବ କଲେ। ତଥାପି ଯେତବେେଳେ ସମାନେେ ଫରେି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତବେେଳେ ତୁମ୍ଭେ ସ୍ବର୍ଗରୁ ତାହା ଶୁଣିଲ। ଆଉ ଅନକେଥର ତୁମ୍ଭେ ଆପଣା ଦୟା ଅନୁସାରେ ସମାନଙ୍କେୁ ଉଦ୍ଧାର କଲ।
28 Porém, em tendo repouso, tornavam a fazer o mal diante de ti; e tu os deixavas na mão dos seus inimigos, para que dominassem sobre eles; e convertendo-se eles, e clamando a ti, tu os ouviste desde os céus, e segundo a tua misericórdia os livraste muitas vezes.
29 ପୁନର୍ବାର ତୁମ୍ଭେ ସମାନଙ୍କେୁ ସତର୍କ କଲ। ତୁମ୍ଭେ ସମାନଙ୍କେୁ, ତୁମ୍ଭ ବ୍ଯବସ୍ଥା ନିକଟକୁ ଫରେିବା ପାଇଁ କହିଲି। କିନ୍ତୁ ସମାନେେ ବହୁତ ଗର୍ବୀ ଥିଲେ। ସମାନେେ ତୁମ୍ଭର ଆଜ୍ଞା ଶୁଣିଲେ ନାହିଁ। ଯଦି ଲୋକମାନେ ତୁମ୍ଭର ବ୍ଯବସ୍ଥା ମାନନ୍ତି, ତବେେ ସମାନେେ ବାସ୍ତବ ରେ ବଞ୍ଚି ପାରିବେ। କିନ୍ତୁ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭର ବ୍ଯବସ୍ଥା ଭଙ୍ଗ କଲେ। ସମାନେେ ବହୁତ ଜିଦ୍ଖୋର ଥିଲେ ଏବଂ ତୁମ୍ଭକୁ ପ୍ରତ୍ଯାଖାନ କଲେ। ସମାନେେ ତୁମ୍ଭର ଆଜ୍ଞା ମାନିଲେ ନାହିଁ।
29 E testificaste contra eles, para que voltassem para a tua lei; porém eles se houveram soberbamente, e não deram ouvidos aos teus mandamentos, mas pecaram contra os teus juízos, pelos quais o homem que os cumprir viverá; viraram o ombro, endureceram a sua cerviz, e não quiseram ouvir.
30 ତଥାପି ବହୁବର୍ଷ ପର୍ୟ୍ଯନ୍ତ ତୁମ୍ଭେ ସମାନଙ୍କେୁ ସହ୍ଯ କଲ ଓ ଆପଣା ଆତ୍ମାଦ୍ବାରା ଆପଣା ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭେ ସତର୍କ କଲ। ମାତ୍ର ସମାନେେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ଏଣୁ ତୁମ୍ଭେ ସମାନଙ୍କେୁ ଅନ୍ୟ ଦେଶୀଯ ଗୋଷ୍ଠୀ ହସ୍ତ ରେ ସମର୍ପଣ କଲ।
30 Porém estendeste a tua benignidade sobre eles por muitos anos, e testificaste contra eles pelo teu Espírito, pelo ministério dos teus profetas; porém eles não deram ouvidos; por isso os entregaste nas mãos dos povos das terras.
31 କାରଣ ତୁମ୍ଭେ ଦୟାବାନ, ତୁମ୍ଭେ ସମାନଙ୍କେୁ ପୁରାପୁରି ଧ୍ବଂସ କଲନାହିଁ। ତୁମ୍ଭେ ସମାନଙ୍କେୁ ପରିତ୍ଯାଗ କଲ ନାହିଁ କାରଣ ତୁମ୍ଭେ କୃପାମଯ ଦୟାଳୁ ପରମେଶ୍ବର ଅଟ।
31 Mas pela tua grande misericórdia os não destruíste nem desamparaste, porque és um Deus clemente e misericordioso.
32 ଏଣୁ ହେ ଆମ୍ଭମାନଙ୍କର ପରମେଶ୍ବର ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ବର ତୁମ୍ଭେ ନିଯମ ଓ ଦୟା ପାଳନ କରିଥାଅ। ଅଶୂରୀଯ ରାଜଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ, ଆମ୍ଭମାନଙ୍କ ଯାଜକଗଣ ଉପରେ, ଆମ୍ଭମାନଙ୍କ ଭବିଷ୍ଯଦ୍ ବକ୍ତୃଗଣ ଉପରେ, ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଲେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟି ରେ କ୍ଷୁଦ୍ର ଦଖାେ ନଯାଉ।
32 Agora, pois, nosso Deus, o grande, poderoso e terrível Deus, que guardas a aliança e a beneficência, não tenhas em pouca conta toda a aflição que nos alcançou a nós, aos nossos reis, aos nossos príncipes, aos nossos sacerdotes, aos nossos profetas, aos nossos pais e a todo o teu povo, desde os dias dos reis da Assíria até ao dia de hoje.
33 ତଥାପି ଆମ୍ଭମାନଙ୍କ ଉପରେ ଆଜି ପର୍ୟ୍ଯନ୍ତ ଯାହା ଯାହା ଘଟିଅଛି, ସେ ସବୁ ରେ ତୁମ୍ଭେ ଧର୍ମମଯ ଅଟ। କାରଣ ତୁମ୍ଭେ ସତ୍ଯ ବ୍ଯବହାର କରିଅଛ। ମାତ୍ର ଆମ୍ଭମାନେେ ଦୁଷ୍କର୍ମ କରିଅଛୁ।
33 Porém tu és justo em tudo quanto tem vindo sobre nós; porque tu tens agido fielmente, e nós temos agido impiamente.
34 ପୁଣି ଆମ୍ଭମାନଙ୍କ ରାଜଗଣ, ରାଜତପୁତ୍ଗଣ, ଆମ୍ଭର ଯାଜକଗଣ ଓ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭ ବ୍ଯବସ୍ଥା ପାଳନ କରି ନାହାଁନ୍ତି। ସମାନେେ ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ସତର୍କବାଣୀ ଶୁଣିଲେ ନାହିଁ, ଯାହା ତୁମ୍ଭେ ସମାନଙ୍କେ ବିରୁଦ୍ଧ ରେ ଦଇେଥିଲ।
34 E os nossos reis, os nossos príncipes, os nossos sacerdotes, e os nossos pais não guardaram a tua lei, e não deram ouvidos aos teus mandamentos e aos teus testemunhos, que testificaste contra eles.
35 ହତେୁ ସମାନେେ ଆପଣାମାନଙ୍କ ରାଜ୍ଯ ରେ ସମାନଙ୍କେୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳ ରେ ଓ ସମାନଙ୍କେ ସମ୍ମୁଖ ରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶ ରେ ତୁମ୍ଭର ସବୋ କରି ନାହାଁନ୍ତି। କି ନିଜ ନିଜ ଦୁଷ୍କର୍ମରୁ ଫରେି ନାହାଁନ୍ତି।
35 Porque eles nem no seu reino, nem na muita abundância de bens que lhes deste, nem na terra espaçosa e fértil que puseste diante deles, te serviram, nem se converteram de suas más obras.
36 ଆଜି ଆମ୍ଭମାନେେ ଦାସ ହାଇେଅଛୁ। ପୁଣି ତୁମ୍ଭେ ଆମ୍ଭମାନଙ୍କ ପିତୃପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ଯ ଭୋଗ କରିବାକୁ ଦଇେଥିଲେ। ସହେି ଦେଶ ରେ ଆମ୍ଭମାନେେ ଦାସ ହାଇେଅଛୁ।
36 Eis que hoje somos servos; e até na terra que deste a nossos pais, para comerem o seu fruto e o seu bem, eis que somos servos nela.
37 ଆଉ ଆମ୍ଭମାନଙ୍କ ପାପ ହତେୁ ତୁମ୍ଭେ ଯେଉଁ ରାଜଗଣଙ୍କୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସମାନଙ୍କେ ପ୍ରତି ସହେି ଦେଶ ପ୍ରଚୁର ଫଳ ଉତ୍ସର୍ଗ କରୁଅଛି। ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସମାନଙ୍କେର ସ୍ବଚ୍ଛାମତ କ୍ଷମତା ଅଛି। ଆଉ ଆମ୍ଭମାନେେ ମହା କ୍ଲେଶ ରେ ଅଛୁ।
37 E ela multiplica os seus produtos para os reis, que puseste sobre nós, por causa dos nossos pecados; e conforme a sua vontade dominam sobre os nossos corpos e sobre o nosso gado; e estamos numa grande angústia.
38 ତଥାପି ଏସବୁ ଘଟିଲେ ହେଁ ଆମ୍ଭମାନେେ ଏକ ନିଶ୍ଚିତ ନିଯମ କରି ତାହା ଲେଖିଅଛୁ। ଆଉ ଆମ୍ଭମାନଙ୍କର ଅଧିପତିମାନେ, ଆମ୍ଭମାନଙ୍କ ଲବେୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମାହେରାଙ୍କିତ କରୁଅଛନ୍ତି।
38 E, todavia fizemos uma firme aliança, e o escrevemos; e selaram-no os nossos príncipes, os nossos levitas e os nossos sacerdotes.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Neemias 9, comparar traduções ou montar um estudo — tudo direto pelo WhatsApp.