Neemias 7

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ତେଣୁ ଆମ୍ଭେ ପ୍ରାଚୀର ନିର୍ମାଣ ସମାପ୍ତ କଲୁ। ଏହାପରେ ଆମ୍ଭେ ସମସ୍ତ ଦ୍ବାର ରେ କବାଟ ଲଗାଇଲୁ। ଏହାପରେ, ମୁଁ ଦ୍ବାରପାଳ ଗାଯକ ଓ ଲବେୀୟମାନଙ୍କୁ ନିୟୁକ୍ତି କଲି।
1 Depois que o muro foi terminado e que eu havia colocado as portas em seus lugares, foram nomeados os guardas das portas, os cantores e os levitas.
2 ଏହାପରେ ମୁଁ ମାରେଭାଇ ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନିଯକୁ ୟିରୁଶାଲମ ଉପରେ ନିୟୁକ୍ତ କଲି କାରଣ ହନାନିଯ ବିଶ୍ବସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ବରଙ୍କୁ ଭୟ କରୁଥିଲା।
2 Entreguei a responsabilidade de governar Jerusalém a meu irmão Hanani e a Hananias, comandante da fortaleza, pois era um homem fiel que temia a Deus mais do que a maioria dos homens.
3 ଆଉ ମୁଁ ହନାନିକୁ ଓ ହନାନିଯକୁ କହିଲି, ଦିନ ରେ ସୂର୍ୟ୍ଯ ପ୍ରଚଣ୍ତ ନ ହବୋ ପର୍ୟ୍ଯନ୍ତ ଯେପରି ଫାଟକ ନ ଖୋଲା ୟାଏ, ଆଉ ଲୋକମାନେ ପ୍ରହରୀ କର୍ମ ରେ ଠିଆ ହବୋ ବେଳେ ସୁର୍ୟ୍ଯାସ୍ତ ସମୟରେ ଦ୍ବାରସବୁ ବନ୍ଦ କରନ୍ତୁ। ପୁଣି ତୁମ୍ଭମାନେେ ୟିରୁଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିୟୁକ୍ତ କର। କେତକେ ପ୍ରହରୀ ସମାନଙ୍କେ ଶିବିର ରେ ଛିଡା ହୁଅନ୍ତୁ ଓ ଅନ୍ୟ ପ୍ରହରୀମାନେ ନିଜ ଗୃହ ରେ ସମ୍ମୁଖ ରେ ରହନ୍ତୁ।
3 Eu lhes disse: “Não deixem as portas abertas durante a parte mais quente do dia. Mesmo quando os guardas das portas estiverem de serviço, deverão fechá-las e trancá-las. Nomeiem moradores de Jerusalém para montar guarda, todos em turnos regulares. Alguns ficarão em postos de sentinela, e outros, em frente de suas casas”.
4 ବର୍ତ୍ତମାନ ନଗର ପ୍ରଶସ୍ତ ଥିଲା। ମାତ୍ର ତହିଁ ମଧିଅରେ ଅଳ୍ପଲୋକ ଥିଲେ ଓ ଗୃହସବୁ ନିର୍ମିତ ହାଇନେଥିଲା।
4 Nesse tempo, a cidade era grande e espaçosa, mas a população era pequena e nenhuma das casas havia sido reconstruída.
5 ଏହାପରେ ବଂଶାବଳି କ୍ରମେ ଗଣିତ ହବୋପାଇଁ କୁଳନୀମାନଙ୍କୁ ଓ ଅଧ୍ଯକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମାରେପରମେଶ୍ବର ମାେ ମନ ରେ ପ୍ରବୃତ୍ତି ୟାତ କଲେ। ଆଉ ଯେଉଁମାନେ ପ୍ରଥମେ ଆସିଲେ, ମୁଁ ସମାନଙ୍କେର ବଂଶାବଳି ପୁସ୍ତକ ପାଇଲି। ତହିଁରେ ଏହା ଲଖାେ ୟାଇଥିବାର ଦେଖିଲି।
5 Então meu Deus me deu a ideia de convocar todos os nobres e as autoridades da cidade e todos os cidadãos comuns para registrá-los. Eu havia encontrado o registro genealógico dos primeiros a regressar a Judá. Nele estava escrito:
6 ଯେଉଁମାନେ ବନ୍ଦୀରୂପେ ଥିଲେ, ସମାନଙ୍କେ ମଧ୍ଯରୁ ପ୍ରଦେଶୀଯ ଏହି ସନ୍ତାନଗଣ ପ୍ରେତ୍ୟକକ ୟିରୁଶାଲମ ଓ ଯିହୁଦାସ୍ଥିତ ନିଜ ନିଜ ନଗରକୁ ଫରେି ଆସିଲେ। ବାବିଲର ରାଜା ନବୂଖଦ୍ନିତ୍ସର ୟିହୁଦୀଯମାନଙ୍କୁ କରାଯତ କରିଥିଲେ।
6 Esta é uma lista dos judeus da província que regressaram do cativeiro. O rei Nabucodonosor os havia deportado para a Babilônia, mas eles voltaram para Jerusalém e Judá, cada um para sua cidade de origem.
7 ଏମାନେ ସରୁଦ୍ଦାବିଲ, ଯଶୂେଯ, ନିହିମିଯା, ଅସରିଯ ରଯମା, ନହମାନି ମର୍ଦ୍ଦଖଯ, ବିଲଶନ, ମମ୍ପର, ବିଗ୍ବଯ, ନହୂମ, ବାନା ସଙ୍ଗେ ଫରେି ଆସିଲେ। ଇଶ୍ରାୟେଲ ବଂଶିଯ ପୁରୁଷମାନଙ୍କ ସଂଖ୍ଯା ଏହିପରି ଥିଲା।
7 Seus líderes eram Zorobabel, Jesua, Neemias, Seraías, Reelaías, Naamani, Mardoqueu, Bilsã, Mispar, Bigvai, Reum e Baaná. Este é o número de homens de Israel que regressaram do exílio:
8 ପରିଯୋଶର ବଂଶଧର 2,172 ଜଣ।
8 da família de Parós, 2.172;
9 ଶଫଟିଯର ବଂଶଧର 372 ଜଣ।
9 da família de Sefatias, 372;
10 ଆରହର ବଂଶଧର 652 ଜଣ।
10 da família de Ará, 652;
11 ଯଶୂେଯ ଓ ଯୋୟାବର ପରିବାର ମଧ୍ଯରୁ ପହତ୍ ମାୟୋବର ବଂଶଧର 2,818 ଜଣ।
11 da família de Paate-Moabe (descendentes de Jesua e de Joabe), 2.818;
12 ଏଲମର ବଂଶଧର 1,254 ଜଣ।
12 da família de Elão, 1.254;
13 ସତ୍ତୂର ବଂଶଧର 845 ଜଣ।
13 da família de Zatu, 845;
14 ସକ୍କଯର ବଂଶଧର 760 ଜଣ।
14 da família de Zacai, 760;
15 ବିନ୍ନୁଯିର ବଂଶଧର 648 ଜଣ।
15 da família de Bani, 648;
16 ବବଯରେ ବଂଶଧର 628 ଜଣ।
16 da família de Bebai, 628;
17 ଅସ୍ଗଦର ବଂଶର 2,322 ଜଣ।
17 da família de Azgade, 2.322;
18 ଅଦୋନୀକାମର ବଂଶଧର 667 ଜଣ।
18 da família de Adonicam, 667;
19 ବିଗ୍ବଯର ବଂଶଧର 2,067 ଜଣ।
19 da família de Bigvai, 2.067;
20 ଅଦୀନର ବଂଶଧର 655 ଜଣ।
20 da família de Adim, 655;
21 ହିଜକିଯର ଆଟରର ବଂଶଧରରୁ 98 ଜଣ।
21 da família de Ater (descendentes de Ezequias), 98;
22 ହଶୂମର ବଂଶଧର 328 ଜଣ।
22 da família de Hassum, 328;
23 ବେତ୍ସଯର ବଂଶଧର 324 ଜଣ।
23 da família de Bezai, 324;
24 ହାରୀଫର ବଂଶଧର 112 ଜଣ।
24 da família de Jora, 112;
25 ଗିବିୟୋନର ବଂଶଧର 95 ଜଣ।
25 da família de Gibar, 95;
26 ବୈଥଲହମେ ଓ ନଟୋଫା ସହରରୁ 188 ଜଣ।
26 do povo de Belém e Netofa, 188;
27 ଅନାେଥାତର ଲୋକ 128 ଜଣ।
27 do povo de Anatote, 128;
28 ବେଥ୍-ଅସ୍ମାବତ ସହରରୁ 42 ଜଣ।
28 do povo de Bete-Azmavete, 42;
29 କିରିଯତ୍ ୟିଯାରୀମ, କଫୀରା ଓ ବରେୋତ ସହରରୁ 743 ଜଣ।
29 do povo de Quiriate-Jearim, Quefira e Beerote, 743;
30 ରାମା ଓ ଗବୋ ସହରରୁ 621 ଜଣ।
30 do povo de Ramá e Geba, 621;
31 ମିକ୍ମସ ସହରରୁ 122 ଜଣ।
31 do povo de Micmás, 122;
32 ବୈଥେଲ୍ ଓ ଅଯ ସହରରୁ 123 ଜଣ।
32 do povo de Betel e Ai, 123;
33 ଅନ୍ୟ ନବୋ ସହରରୁ 52 ଜଣ।
33 do povo de Nebo Ocidental, 52;
34 ଅନ୍ୟ ଏଲମ ସହରରୁ 1,254 ଜଣ।
34 dos cidadãos de Elão Ocidental, 1.254;
35 ହାରୀମ ସହରରୁ 320 ଜଣ।
35 os cidadãos de Harim, 320;
36 ଯିରୀହାେ ସହରରୁ 345 ଜଣ।
36 os cidadãos de Jericó, 345;
37 ଲୋଦ୍, ହାଦୀନ୍ ଓ ଓନୋ ସହରରୁ 721 ଜଣ।
37 os cidadãos de Lode, Hadide e Ono, 721;
38 ସନାଯ ସହରରୁ 3,930 ଜଣ।
38 os cidadãos de Senaá, 3.930.
39 ଯାଜକଗଣ: ଯେଉଁମାନେ ୟିଦଯିଯର ଭବିଷ୍ଯତ ବଂଶଧର ଓ ଯଶୂେଯ ପରିବାରର ସଭ୍ଯ 973 ଜଣ।
39 Estes são os sacerdotes que regressaram do exílio: da família de Jedaías (da linhagem de Jesua), 973;
40 ଇମ୍ମରରେ ବଂଶଧର 1,052 ଜଣ।
40 da família de Imer, 1.052;
41 ପଶ୍ହୂରର ବଂଶଧର 1,247 ଜଣ।
41 da família de Pasur, 1.247;
42 ହାରିମର ବଂଶଧର 1,017 ଜଣ।
42 da família de Harim, 1.017.
43 କଦ୍ମୀଯଲଙ୍କେ ଦ୍ବାରା ହଦେବାର ମାଧ୍ଯମ ରେ ଯଶୂେଯ ପରିବାରବର୍ଗରୁ ଆସିଥିବା ଲବେୀୟମାନଙ୍କର ସଂଖ୍ଯା 74 ଜଣ।
43 Estes são os levitas que regressaram do exílio: das famílias de Jesua e Cadmiel (descendentes de Hodavias),
44 ଗାଯକଗଣ: ଆସଫର ବଂଶଧର 148 ଜଣ।
44 os cantores da família de Asafe, 148;
45 ଏହିମାନେ ହେଲେ ଦ୍ବାରପାଳଗଣ: ଶଲ୍ଲୁମର ବଂଶଧରମାନେ, ଆଟର, ଟଲ୍ମୋନ, ଅକ୍କବ, ହଟୀଟା ଓ ଶୋବଯ 138 ଜଣ।
45 os guardas das portas das famílias de Salum, Ater, Talmom, Acube, Hatita e Sobai, 138.
46 ମନ୍ଦିରର ଦାସମାନେ ହେଲେ: ସହୀର ବଂଶଧରମାନେ, ହସ୍ବଫା, ଟଦ୍ଦାଯୋତର ବଂଶଧର।
46 Os descendentes destes servidores do templo regressaram do exílio: Zia, Hasufa, Tabaote,
47 କରେୋସର, ସୀଯର, ପଦୋନ।
47 Queros, Sia, Padom,
48 ଲବାନା, ହଗାଦ, ଶଲ୍ମଯ,
48 Lebana, Hagaba, Salmai,
49 ହାନନ, ଗିଦ୍ଦଲେ, ଗହର,
49 Hanã, Gidel, Gaar,
50 ରାଯା, ଋତ୍ସୀନ୍, ନକୋଦ,
50 Reaías, Rezim, Necoda,
51 ଗସମ, ଉଷ, ପା ସହେ,
51 Gazão, Uzá, Paseia,
52 ବଷେଯ, ମିଯନୀମ, ନଫୁଷୀମ,
52 Besai, Meunim, Nefusim,
53 ବକ୍ବୁକ, ହକୂଫା, ହବୂର୍ର,
53 Baquebuque, Hacufa, Harur,
54 ବସ୍ଲୂତ, ମହୀଦା, ହର୍ଶା,
54 Baslute, Meída, Harsa,
55 ବର୍କୋସ, ସୀଷରା, ତମହେ,
55 Barcos, Sísera, Tamá,
56 ନତ୍ସୀହ, ହଟୀଫା।
56 Nesias e Hatifa.
57 ଶଲୋମନର ଦାସମାନଙ୍କର ବଂଶଧରମାନେ ହେଲେ: ସୋଟଯ, ସଫରେତେ, ପରିଦା,
57 Os descendentes destes servos do rei Salomão regressaram do exílio: Sotai, Soferete, Peruda,
58 ୟାଳା, ଦର୍କଣ, ଗିଦ୍ଦଲେ,
58 Jaala, Darcom, Gidel,
59 ଶଫଟିଯ, ହଟୀଲା, ପୋଖରେତ୍-ହତ୍ସବାଯିମ ଓ ଆମାନେ,
59 Sefatias, Hatil, Poquerete-Hazebaim e Ami.
60 ମନ୍ଦିରର ସମୁଦାଯ ଦାସ ଓ ଶଲୋମନଙ୍କ ଦାସମାନଙ୍କର ବଂଶଧର 392 ଜଣ।
60 Ao todo, os servidores do templo e os descendentes dos servos de Salomão eram 392.
61 ତଲମେଲହେ, ତେଲ୍ହର୍ଶା, କଋବ୍, ଅଦ୍ଦ୍ନ ଓ ଇମ୍ ମାରେ, ଏସବୁ ସ୍ଥାନରୁ ଲୋକମାନେ ସବୁ ଆସିଲେ। ମାତ୍ର ସମାନେେ ଇଶ୍ରାୟେଲୀୟ ଲୋକମାନେ ବୋଲି ନିଜ ନିଜ ପିତୃ ପରିବାର ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସହେି ଲୋକମାନେ ହେଲେ ଏହିମାନେ।
61 Nessa ocasião, outro grupo regressou das cidades de Tel-Melá, Tel-Harsa, Querube, Adã e Imer. Contudo, não puderam comprovar que eles ou suas famílias eram descendentes de Israel.
62 ଦଲାଯ ଟୋବିୟ ଓ ନକୋଦ ବଂଶଧର 642 ଜଣ।
62 Estavam nesse grupo as famílias de Delaías, Tobias e Necoda, 642 pessoas ao todo.
63 ଯାଜକମାନଙ୍କ ପରିବାର ମଧ୍ଯରୁ ହବାଯ, ହକୋସ ଓ ବର୍ସିଲ୍ଲଯର ବଂଶଧର। ଏହି ବର୍ସିଲ୍ଲଯ ଗିଲିଯଦୀଯ ବସିଲ୍ଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ସେ ଖ୍ଯାତ ହେଲା।
63 Também regressaram as famílias de três sacerdotes: Habaías, Hacoz e Barzilai. (Esse Barzilai havia se casado com uma mulher descendente de Barzilai, de Gileade, e assumido o nome da família dela.)
64 ସମାନେେ ସମାନଙ୍କେର ପରିବାରର ଇତିହାସ ଖାଜେିଲେ, ସମାନଙ୍କେର ମଧିଅରେ ଯେଉଁମାନଙ୍କର ପୂର୍ବପୁରୁଷ ପଞ୍ଜିକୃତ ହାଇେଥିଲେ, ମାତ୍ର ସମାନେେ ପାଇଲେ ନାହିଁ। ତେଣୁ ସମାନେେ ଯାଜକତ୍ବରୁ ଅ ଯୋଗ୍ଯ ଘୋଷିତ ହେଲେ।
64 Procuraram seus nomes nos registros genealógicos, mas não os encontraram, por isso não se qualificaram para servir como sacerdotes.
65 ଶାସନକର୍ତ୍ତା ସମାନଙ୍କେୁ କହିଲେ, ଯେଉଁ ଊରୀମ୍ ଓ ତୁମ୍ମୀମ୍ଧାରୀ ଯାଜକ ଉତ୍ପନ୍ନ ନ ହବୋ ପର୍ୟ୍ଯନ୍ତ ତୁମ୍ଭମାନେେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ।
65 O governador ordenou que não comessem das porções dos sacrifícios separadas para os sacerdotes até que um sacerdote consultasse o S enhor a esse respeito usando o Urim e o Tumim.
66 ଆଉ ସମସ୍ତ ସମାବେଶ ରେ 42,360 ଜଣ ଥିଲେ।
66 Portanto, os que regressaram para Judá foram 42.360,
67 ଏହା ଛଡା ସମାନଙ୍କେ ଦାସଦାସୀ 7,337 ଜଣ ଥିଲେ। ସମାନଙ୍କେର 24
67 além dos 7.337 servos e servas e dos 245 cantores e cantoras.
68 ସମାନଙ୍କେର 736 ଅଶ୍ବ, 245 ଖଚର,
68 Levaram consigo 736 cavalos, 245 mulas,
69 -435 ଓଟ, 6,720 ଗଧ ଥିଲେ।
69 435 camelos e 6.720 jumentos.
70 ପରିବାରର ପ୍ରଧାନମାନଙ୍କ ମଧ୍ଯରୁ କହେି କହେି ସହେି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା 1,000 ସ୍ବର୍ଣ୍ଣମୁଦ୍ରା, ପଗ୍ଭଶ କୁଣ୍ତ, 530 ଯାଜକିଯ ବସ୍ତ୍ର ଦଲୋ।
70 Alguns dos chefes das famílias fizeram donativos para a obra. O governador deu à tesouraria o total de 8,6 quilos de ouro, 50 bacias de ouro e 530 vestes para os sacerdotes.
71 ଆଉ ପରିବାରର କେତକେ ପ୍ରଧାନ ଲୋକ କୋଷାଗାରକୁ 20,000 ସ୍ବର୍ଣ୍ଣ ମୁଦ୍ରା ଓ 2,200 ରୂପାମୁଦ୍ରା ଦେଲେ।
71 Os outros líderes deram à tesouraria o total de 172 quilos de ouro e 1.320 quilos de prata.
72 ଅନ୍ୟ ଲୋକ ସମସ୍ତେ ମିସିକି 20,000 ସ୍ବର୍ଣ୍ଣମୁଦ୍ରା ଓ 2,000 ରୂପା ମୁଦ୍ରା ଓ ସତଷଠି ଯାଜକୀଯ ବସ୍ତ୍ର ଦେଲେ।
72 O restante do povo deu 172 quilos de ouro, 1.200 quilos de prata e 67 vestes para os sacerdotes.
73 ଏହାପରେ ଯାଜକମାନେ, ଲବେୀୟମାନେ, ଦ୍ବାରପାଳମାନେ, ଗାଯକମାନେ ଓ ମନ୍ଦିରର ସବେକମାନେ ଓ ସମଗ୍ର ଇଶ୍ରାୟେଲୀୟ ନିଜ ନିଜ ନଗର ରେ ବାସ କଲେ। ଏଣୁ ସପ୍ତମ ମାସ ରେ ସମସ୍ତ ଇଶ୍ରାୟେଲୀୟମାନେ ନିଜ ନିଜ ନଗର ରେ ଥିଲେ।
73 Assim, os sacerdotes, os levitas, os guardas das portas, os cantores, os servidores do templo e alguns do povo se estabeleceram perto de Jerusalém. O restante do povo regressou às suas cidades em todo o Israel.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Neemias 7, comparar traduções ou montar um estudo — tudo direto pelo WhatsApp.