Neemias 3

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ଇଲିଯାଶୀବ ମହାୟାଜକ ଥିଲେ, ଇଲିଯାଶୀବ ଓ ତାଙ୍କର ସାଥି ଯାଜକମାନେ ମଷେ ଫାଟକ ଗଠନ କରିବାକୁ ଗଲେ। ସମାନେେ ସହେି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ବାର ସ୍ଥାପନ କଲେ। ସମାନେେ ସହସ୍ର ଦୂର୍ଗର ଓ ହନନଲେ ଦୂର୍ଗର କାର୍ୟ୍ଯ କଲେ।
1 E levantou-se Eliasibe, o sumo sacerdote, com os seus irmãos, os sacerdotes, e reedificaram a porta do gado, a qual consagraram; e levantaram as suas portas, e até à torre de Meá consagraram, e até à torre de Hananel.
2 ଯିରୀହାରେ ଲୋକମାନେ ସମାନଙ୍କେ ପରେ କାମ କଲେ। ଇମ୍ରିର ପୁତ୍ର ସକ୍କୂର ଯିରୀହାରେ ଲୋକମାନଙ୍କ ପରେ କାମ କଲା।
2 E junto a ele edificaram os homens de Jericó; também ao seu lado edificou Zacur, filho de Imri.
3 ହସନାଯାରର ପୁତ୍ରମାନେ ମତ୍ସ୍ଯଦ୍ବାର ଗଠନ କଲେ। ସମାନେେ ତାର କଢି ଚଢାଇଲେ, ତା'ର କବାଟ, ହୁଡୁକା ଓ ଅର୍ଗଳ ସବୁ ଲଗାଇଲେ।
3 E à porta do peixe edificaram os filhos de Hassenaá; a qual emadeiraram, e levantaram as suas portas com as suas fechaduras e os seus ferrolhos.
4 ସମାନଙ୍କେ ପରେ ହକ୍କୋସର ପୁତ୍ର ଊରିଯ, ଊରିଯର ପୁତ୍ର ମରମୋେତ୍ ତାପର ଅଂଶ ମରାମତି କଲା,
4 E ao seu lado reparou Meremote, filho de Urias, o filho de Coz; e ao seu lado reparou Mesulão, filho de Berequias, o filho de Mesezabeel; e ao seu lado reparou Zadoque, filho de Baana.
5 ତକୋଯୀଯ ଲୋକମାନେ ମରାମତି କଲେ। ସମାନଙ୍କେ କୁଳିନ ବର୍ଗ ଆପଣାମାନଙ୍କ ପ୍ରଭୁଙ୍କ କର୍ମ ରେ ହସ୍ତକ୍ଷପେ କଲେ ନାହିଁ।
5 E ao seu lado repararam os tecoítas; porém os seus nobres não submeteram a cerviz ao serviço de seu Senhor.
6 ପା ସହରେ ପୁତ୍ର ଯିହାୟୋଦାରଦା ଓ ବିଷୋଦିଯାର ପୁତ୍ର ମଶୁଲ୍ଲମ, ପୁରୁଣା ଫାଟକ ଲଗାଇଲେ। ସମାନେେ ତହିଁର କଢି କବାଟ, କବ୍ଜା ଓ ଅର୍ଗଳ ଲଗାଇଲେ।
6 E a porta velha repararam-na Joiada, filho de Paséia, e Mesulão, filho de Besodias; estes a emadeiraram, e levantaram as suas portas com as suas fechaduras e os seus ferrolhos.
7 ଗିବିଯୋନୀଯରୁ ମଲାଟିଯ ଓ ମରୋଣୋଥୀଯରୁ ୟାଦୋନ ସମାନଙ୍କେର ପାଶର୍‌ବ ପ୍ରାଚୀରକୁ ମରାମତି କଲେ। ସହେି ଲୋକମାନେ ଗିବିଯୋନ ଓ ମିସ୍ପାରୁ ଥିଲେ। ସମାନେେ ନଦୀର ପଶ୍ଚିମାଞ୍ଚଳ ରାଜ୍ଯପାଳ ଦ୍ବାରା ଶାସିତ ହେଲେ।
7 E ao seu lado repararam Melatias, o gibeonita, e Jadom, meronotita, homens de Gibeom e Mizpá, que pertenciam ao domínio do governador dalém do rio.
8 ହର୍ହଯର ପୁତ୍ର ସ୍ବର୍ଣ୍ଣକାର ଉଷୀଯଲେ ସମାନଙ୍କେ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ହନାନୀଯ ୟିଏ କି ସୁଗନ୍ଧ ବ୍ଯାପାରୀ ତାଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ସମାନେେ ପ୍ରଶସ୍ତ ପ୍ରାଚୀର ପର୍ୟ୍ଯନ୍ତ ୟିରୁଶାଲମ ଦୃଢ କଲେ।
8 Ao seu lado reparou Uziel, filho de Haraías, um dos ourives; e ao seu lado reparou Hananias, filho de um dos boticários; e fortificaram a Jerusalém até ao muro largo.
9 ସମାନଙ୍କେ ନିକଟରେ ୟିରୁଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗ ରେ ଅଧ୍ଯକ୍ଷ ହୂରର ପୁତ୍ର ରଫାଯ ଭଗ୍ନ ପ୍ରାଚୀର ଗଠନ କଲେ।
9 E ao seu lado reparou Refaías, filho de Hur, líder da metade de Jerusalém.
10 ହରୁମଫର ପୁତ୍ର ୟିଦାଯ ଆପଣା ଗୃହ ସମ୍ମୁଖ ରେ ପ୍ରାଚୀର ଗଠନ କଲା। ତା ନିକଟକୁ ହଶ୍ବନିଯର ପୁତ୍ର ହଟୂଶ୍ ପ୍ରାଚୀର ଗଠନ କଲା।
10 E ao seu lado reparou Jedaías, filho de Harumafe, e defronte de sua casa e ao seu lado reparou Hatus, filho de Hasabnéias.
11 ହାରିମର ପୁତ୍ର ମଲ୍କିଯ ଓ ପହତ୍ ମାୟୋବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ ଦୁର୍ଗ ଗଠନ କଲା।
11 A outra porção reparou Malquias, filho de Harim, e Hasube, filho de Paate-Moabe; como também a torre dos fornos.
12 ତାହା ନିକଟରେ ୟିରୁଶାଲମର ପ୍ରଦେଶର ଅର୍ଦ୍ଧଭାଗ ରେ ଅଧ୍ଯକ୍ଷ ହଲୋ ହେଶର ପୁତ୍ର, ଶଲ୍ଲୁମ ଓ ତାହାର କନ୍ଯାମାନେ ଜିର୍ଣ୍ଣ ପ୍ରାଚୀର ଗଠନ କଲେ।
12 E ao seu lado reparou Salum, filho de Haloés, líder da outra meia parte de Jerusalém, ele e suas filhas.
13 ହାନୂନ୍ ଓ ସାନୋହର ନିବାସୀମାନେ ଉପତ୍ୟକା ଦ୍ବାରର ଭଗ୍ନାଂଶ ଗଠନ କଲେ। ସମାନେେ ତାହା ଗଢି ତାର କବାଟ, କବ୍ଜା, ଅର୍ଗଳ ସବୁ ଲଗାଇଲେ। ଆଉ ଖତଦ୍ବାର ପର୍ୟ୍ଯନ୍ତ ପ୍ରାଚୀର ଏକ ହଜାର ହାତ ଦୃଢ କଲେ।
13 A porta do vale reparou-a Hanum e os moradores de Zanoa; estes a edificaram, e lhe levantaram as portas com as suas fechaduras e os seus ferrolhos, como também mil côvados do muro, até a porta do monturo.
14 ବୈଥ୍ ହକ୍କରେମ୍ ପ୍ରଦେଶର ଅଧ୍ଯକ୍ଷ ରେଖବର ପୁତ୍ର ମଲକିଯ ଖତଦ୍ବାରର ଜୀର୍ଣ୍ଣଅଂଶ ଗଠନ କଲେ ଓ ତହିଁର କବାଟ, ହୁଡୁକା ଓ ଅର୍ଗଳ ଲଗାଇଲା।
14 E a porta do monturo reparou-a Malquias, filho de Recabe, líder do distrito de Bete-Haquerém; este a edificou, e lhe levantou as portas com as suas fechaduras e os seus ferrolhos.
15 ମିସ୍ପା ପ୍ରଦେଶର ଶାସକ କଲ୍ହୋଷିର ପୁତ୍ର ଶଲ୍ଲୁନ୍ ଝର ଦ୍ବାରର ଭଗ୍ନାଂଶ ଲଗାଇଲେ। ଏବଂ ତାର କବ୍ଜା, ଢାଲ, ଅର୍ଗଳ ସବୁ ଲଗାଇଲା। ଦାଉଦ ନଗରରୁ ତଳକୁ ୟିବା ପାବଛ ପର୍ୟ୍ଯନ୍ତ ସେ ରାଜାଙ୍କର ରାଜୋଦ୍ଯାନ ଓ ଶଲୋ ପୁଷ୍କରୀଣୀ ପ୍ରାଚୀର ମରାମତି କଲେ।
15 E a porta da fonte reparou-a Salum, filho de Col-Hoze, líder do distrito de Mizpá; este a edificou, e a cobriu, e lhe levantou as portas com as suas fechaduras e os seus ferrolhos, como também o muro do tanque de Hasselá, ao pé do jardim do rei, e até aos degraus que descem da cidade de Davi.
16 ବୈଥ୍ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ଯକ୍ଷ ଅସ୍ବୂକର ପୁତ୍ର ନିହିମିଯା ଦାଉଦଙ୍କର କବର ସମ୍ମୁଖ ପର୍ୟ୍ଯନ୍ତ ଓ ମନୁଷ୍ଯକୃତ ପୁଷ୍କରିଣୀ ପର୍ୟ୍ଯନ୍ତ ଓ ବୀରମାନଙ୍କ ଗୃହ ପର୍ୟ୍ଯନ୍ତ ମରାମତି କଲେ।
16 Depois dele edificou Neemias, filho de Azbuque, líder da metade de Bete-Zur, até defronte dos sepulcros de Davi, até ao tanque artificial e até à casa dos valentes.
17 ତାର ନିକଟକୁ ଲବେୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତାପରେ ଅର୍ଦ୍ଧ କିଯୀଲା ପ୍ରଦେଶର ଅଧ୍ଯକ୍ଷ ହଶବିଯ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ।
17 Depois dele repararam os levitas, Reum, filho de Bani; ao seu lado reparou Hasabias, líder da metade de Queila, no seu distrito.
18 ସମାନଙ୍କେ ଭାତୃଗଣ କିଯୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ଯକ୍ଷ ହୋନାନଦର ପୁତ୍ର ବବଯ ତାହା ନିକଟରେ ଭଗ୍ନ ଅଂଶ ମରାମତି କଲେ।
18 Depois dele repararam seus irmãos, Bavai, filho de Henadade, líder da outra meia parte de Queila.
19 ତାହା ନିକଟରେ ମିସ୍ପାର ଅଧ୍ଯକ୍ଷ ଯଶୂେଯର ପୁତ୍ର ଏସର୍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣୀ ପଥ ସମ୍ମୁଖ ରେ ଅନ୍ୟ ଏକ ଭଗ୍ନା ଅଂଶ ଗଠନ କଲେ।
19 Ao seu lado reparou Ezer, filho de Jesuá, líder de Mizpá, outra porção, defronte da subida à casa das armas, à esquina.
20 ତା'ର ନିକଟକୁ ସଦ୍ଦଯର ପୁତ୍ର ବାରୁକ୍ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିଯାଶୀବ୍ ମହାୟାଜକର ଗୃହଦ୍ବାର ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।
20 Depois dele reparou com grande ardor Baruque, filho de Zabai, outra medida, desde a esquina até à porta da casa de Eliasibe, o sumo sacerdote.
21 ତାପରକୁ ହକ୍କୋସର ପୌତ୍ର ଊରିଯର ପୁତ୍ର ମରମୋେତ୍ ଇଲିଯାଶୀବର ଗୃହଦ୍ବାରଠାରୁ ଇଲିଯାଶୀବର ଗୃହ ପ୍ରାନ୍ତ ପର୍ୟ୍ଯନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ।
21 Depois dele reparou Meremote, filho de Urias, o filho de Coz, outra porção, desde a porta da casa de Eliasibe, até à extremidade da casa de Eliasibe.
22 ତା'ପରକୁ ପ୍ରାନ୍ତର ବାସୀ ଯାଜକମାନେ ଭଗ୍ନ ଅଂଶ ଗଠନ କଲେ।
22 E depois dele repararam os sacerdotes que habitavam na campina.
23 ସମାନଙ୍କେ ପରେ ବିନ୍ଯାମୀନ ଓ ହଶୂବ୍ ସମାନଙ୍କେ ଆପଣାମାନଙ୍କ ଗୃହଗୁଡିକ ସମ୍ମୁଖ ରେ ଭଗ୍ନ ଅଂଶ ମରାମତି କଲେ। ସମାନଙ୍କେ ପରେ ଅନନିଯର ପୁତ୍ର ମା ସଯେ, ମା ସଯରେ ପୁତ୍ର ଅସରିଯ ଆପଣା ଗୃହ ନିକଟରେ ଜୀର୍ଣ୍ଣ ପ୍ରାଚୀର ମରାମତି କଲେ।
23 Depois reparou Benjamim e Hasube, defronte da sua casa; depois dele reparou Azarias, filho de Maaséias, o filho de Ananias, junto à sua casa.
24 ତା'ପରକୁ ହନୋଦଦର ପୁତ୍ର ବନ୍ନେୁଯୀ ଅସରିଯର ଗୃହଠାରୁ ପ୍ରାଚୀର ବାଙ୍କ ଓ କୋଣ ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
24 Depois dele reparou Binui, filho de Henadade, outra porção, desde a casa de Azarias até à esquina, e até ao canto.
25 ଉଷଯର ପୁତ୍ର ପାଉଲ ପ୍ରାଚୀରର ବାଙ୍କ ସମ୍ମୁଖ ରେ ପ୍ରହରି ଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖ ରେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ତାହାପରେ ପରିଯୋଶର ପୁତ୍ର ପଦାଯ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
25 Palal, filho de Uzai, reparou defronte da esquina, e a torre que sai da casa real superior, que está junto ao pátio da prisão; depois dele Pedaías, filho de Parós.
26 ଏହି ସମୟରେ ନଥୀନୀଯମାନେ ଜଳଦ୍ବାରର ପୂର୍ବଦିଗ ରେ ସମ୍ମୁଖ ପର୍ୟ୍ଯନ୍ତ ଓ ବାହାର ଦୁର୍ଗ ପର୍ୟ୍ଯନ୍ତ ଓ ଫଲ ରେ ବାସ କରୁଥିଲେ।
26 E os servidores do templo que habitavam em Ofel, até defronte da porta das águas, para o oriente, e até à torre alta.
27 ତା'ପରେ ତକୋଯୀଯମାନେ ବାହାରସ୍ଥ ବଡ ଦୁର୍ଗ ସମ୍ମୁଖରୁ ଓ ଫଲର ପ୍ରାଚୀର ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।
27 Depois repararam os tecoítas outra porção, defronte da torre grande e alta, e até ao muro de Ofel.
28 ଯାଜକମାନେ ପ୍ରେତ୍ୟକକ ନିଜ ନିଜ ଗୃହ ସମ୍ମୁଖ ରେ ଅଶ୍ବଦ୍ବାରର ଉପରଭାଗର ଭଗ୍ନଅଂଶ ଗଠନ କଲେ।
28 Desde acima da porta dos cavalos repararam os sacerdotes, cada um defronte da sua casa.
29 ସମାନଙ୍କେ ପରେ ଇମ୍ ମାରେର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖ ରେ ଭଗ୍ନ ଅଂଶ ଗଠନ କଲେ। ତା'ପରେ ପୂର୍ବଦ୍ବାରପାଳ ଶିଖନିଯର ପୁତ୍ର ଶମଯିଯ ଜିର୍ଣ୍ଣ ପ୍ରାଚୀର ଗଠନ କଲେ।
29 Depois deles reparou Zadoque, filho de Imer, defronte da sua casa; e depois dele reparou Semaías, filho de Secanias, guarda da porta oriental.
30 ଶଲେିମିଯର ପୁତ୍ର ହନାନିଯ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଭଗ୍ନାଂଶ ଗଠନ କଲେ।
30 Depois dele reparou Hananias, filho de Selemias, e Hanum, filho de Zalafe, o sexto, outra porção; depois dele reparou Mesulão, filho de Berequias, defronte da sua câmara.
31 ତା'ପରେ ମଲକିଯ ନାମକ ଜଣେ ସ୍ବର୍ଣ୍ଣକାର ସୈନ୍ଯମାନେ ଏକତ୍ରୀତ ହେଉଥିବା ଫାଟକ ଆଗ ରେ ମନ୍ଦିର ଦାସମାନଙ୍କର, ନଥିନୀଯମାନଙ୍କର ଓ ବଣିକମାନଙ୍କର ଗୃହ ପର୍ୟ୍ଯନ୍ତ, ଆଉ କଣର ଉଠାଣି ପର୍ୟ୍ଯନ୍ତ ଭଗ୍ନ ଅଂଶ ମରାମତି କଲେ।
31 Depois dele reparou Malquias, filho de um ourives, até à casa dos servidores do templo e mercadores, defronte da porta de Mifcade, e até à câmara do canto.
32 କୋଣର ଉଠାଣୀ ଓ ମଷେଦ୍ବାର ମଧିଅରେ ସ୍ବର୍ଣ୍ଣକାର ଓ ବଣିକମାନେ ଭଗ୍ନ ଅଂଶ ଗଠନ କଲେ।
32 E entre a câmara do canto e a porta do gado, repararam os ourives e os mercadores.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Neemias 3, comparar traduções ou montar um estudo — tudo direto pelo WhatsApp.