Mateus 8
Oriya Bible (GL_ORIYA) vs NVI
1 ଯୀଶୁ ପାହାଡ ଉପରୁ ଓହ୍ଲଇେ ତଳକୁ ଆସିଲେ। ଏକ ବିରାଟ ଜନ ସମୂହ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲା।
1 Quando ele desceu do monte, grandes multidões o seguiram.
2 ସମାନଙ୍କେ ଭିତରୁ ଜଣେ କୁଷ୍ଠ ରୋଗୀ ଆସି ଯୀଶୁଙ୍କ ଆଗ ରେ ଆଣ୍ଠୁ ମାଡି ବସି ପଡି କହିଲା, ପ୍ରଭୁ, ଆପଣ ଚାହିଁଲେ ମାେତେ ଭଲ କରିଦଇେ ପାରିବେ।
2 Um leproso, aproximando-se, adorou-o de joelhos e disse: "Senhor, se quiseres, podes purificar-me! "
3 ତାପରେ ଯୀଶୁ ହାତ ବଢଇେ କୁଷ୍ଠ ରୋଗୀଟିକୁ ଛୁଇଁ ଦେଲେ। ସେ କହିଲେ, ମୁଁ ଚାହୁଁଛି ତୁମ୍ଭେ ସୁସ୍ଥ ହୁଅ।' ଏବଂ ସଙ୍ଗେ ସଙ୍ଗେ ତାର କୁଷ୍ଠରୋଗ ଭଲ ହାଇଗେଲା।
3 Jesus estendeu a mão, tocou nele e disse: "Quero. Seja purificado! " Imediatamente ele foi purificado da lepra.
4 ତାପରେ ଯୀଶୁ ତାହାକୁ କହିଲେ, ଦେଖ, ଏ ବିଷୟ ରେ କାହାକୁ କିଛି କୁହନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦଖାେଅ। ମାଶାଙ୍କେ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ବାରା ଲୋକଙ୍କୁ ଦେଖଇେ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହାଇେ ଯାଇଛ।
4 Em seguida Jesus lhe disse: "Olhe, não conte isso a ninguém. Mas vá mostrar-se ao sacerdote e apresente a oferta que Moisés ordenou, para que sirva de testemunho".
5 ତାପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତ ରେ ପ୍ରବେଶ କଲା ବେଳେ ଜଣେ ରୋମୀୟ ସନୋପତି ତାହାଙ୍କ ପାଖକୁ ଆସିଲେ।
5 Entrando Jesus em Cafarnaum, dirigiu-se a ele um centurião, pedindo-lhe ajuda.
6 ସେ ବିନୟ ପୂର୍ବକ କହିଲେ, ପ୍ରଭୁ, ମାରେ ଦାସ ରୋଗ ରେ ପୀଡିତ ହାଇେ ଘ ରେ ବିଛଣା ରେ ପଡିଛି। ତାକୁ ପକ୍ଷାଘାତ ରୋଗ ହାଇେଛି ଓ ସେ ଭୀଷଣ କଷ୍ଟ ପାଉଛି।
6 E disse: "Senhor, meu servo está em casa, paralítico, em terrível sofrimento".
7 ତା'ପରେ ଯୀଶ ତାହାଙ୍କୁ କହିଲେ, ମୁଁ ଯାଇ ତାହାକୁ ଭଲ କରି ଦବେି।
7 Jesus lhe disse: "Eu irei curá-lo".
8 ସନୋପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମାେ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ଯ ନୁହେଁ। ଆପଣ କବଳେ ଆଦେଶ ଦଇେ ଦିଅନ୍ତୁ। ମାରେ ଦାସ ଭଲ ହାଇଯେିବ।
8 Respondeu o centurião: "Senhor, não mereço receber-te debaixo do meu teto. Mas dize apenas uma palavra, e o meu servo será curado.
9 ମୁଁ ମଧ୍ଯ ଜଣେ ବଡ ଅଧିକାରୀଙ୍କ ଅଧୀନ ରେ କାମ କରୁଛି। ମାେ ଅଧୀନ ରେ କେତକେ ସୈନ୍ଯ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁ ହେ, 'ଯାଅ', ତବେେ ସେ ଚାଲିଯାଏ। ଅନ୍ୟଜଣକୁ ମୁଁ ଯଦି କୁ ହେ, 'ଆସ', ତବେେ ସେ ଆ ସେ। ମାରେ ଦାସକୁ ମୁଁ ଯଦି କୁ ହେ, 'ଏହା କର' ତବେେ ସେ ତାହା କରେ। ତୁମ୍ଭର ମଧ୍ଯ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ।
9 Pois eu também sou homem sujeito à autoridade, com soldados sob o meu comando. Digo a um: ‘Vá’, e ele vai; e a outro: ‘Venha’, e ele vem. Digo a meu servo: ‘Faça isto’, e ele faz".
10 ଯୀଶୁ ଏହା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ମୁଁ ଏଭଳି ଗଭୀର ବିଶ୍ବାସ ଇଶ୍ରାୟେଲ ରେ କାହାରି ପାଖ ରେ ପାଇନାହିଁ।
10 Ao ouvir isso, Jesus admirou-se e disse aos que o seguiam: "Digo-lhes a verdade: Não encontrei em Israel ninguém com tamanha fé.
11 ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସମାନେେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ବର୍ଗରାଜ୍ଯ ରେ ଭୋଜି ରେ ନିଜ ନିଜ ଆସନ ଗ୍ରହଣ କରିବେ।
11 Eu lhes digo que muitos virão do Oriente e do Ocidente, e se sentarão à mesa com Abraão, Isaque e Jacó no Reino dos céus.
12 କିନ୍ତୁ ରାଜ୍ଯର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆୟିବ। ସଠାେରେ କାନ୍ଦି କାନ୍ଦି ଓ କଷ୍ଟ ହତେୁ ଦାନ୍ତ କଡମଡ କରି ରହିବେ।
12 Mas os súditos do Reino serão lançados para fora, nas trevas, onde haverá choro e ranger de dentes".
13 ତା'ପରେ ଯୀଶୁ ସନୋପତିଙ୍କୁ କହିଲେ, ତୁମ୍ଭର ବିଶ୍ବାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ। ଠିକ୍ ସହେି ସମୟରେ ତାହାଙ୍କର ଦାସ ସୁସ୍ଥ ହାଇଗେଲା।
13 Então Jesus disse ao centurião: "Vá! Como você creu, assim lhe acontecerá! " Na mesma hora o seu servo foi curado.
14 ଯୀଶୁ ପିତରଙ୍କ ଘ ରେ ପହନ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ବର ରେ ପୀଡିତ ହାଇେ ବିଛଣା ରେ ପଡିଛନ୍ତି।
14 Entrando Jesus na casa de Pedro, viu a sogra deste de cama, com febre.
15 ଯୀଶୁ ତାହାଙ୍କୁ ଛୁଇଁ ଦେଲେ, ଓ ତାହାଙ୍କର ଜ୍ବର ଛାଡିଗଲା। ତାପରେ ସେ ଉଠି ଯୀଶୁଙ୍କ ସବୋ କରିବାକୁ ଲାଗିଲେ।
15 Tomando-a pela mão, a febre a deixou, e ela se levantou e começou a servi-lo.
16 ସହେିଦିନ ସନ୍ଧ୍ଯା ରେ ଲୋକେ ତାହାଙ୍କ ପାଖକୁ ଭୂତ ଗ୍ରସ୍ତ ଅନକେ ଲୋକଙ୍କୁ ଆଣିଲେ। ଯୀଶୁ ଗୋଟିଏ ଆଜ୍ଞା ରେ ସହେି ଭୂତମାନଙ୍କୁ ବାହାର କରି ଦେଲେ। ଏହିଭଳି ଯୀଶୁ ସମସ୍ତ ରୋଗୀଙ୍କୁ ଭଲ କରି ଦେଲେ।
16 Ao anoitecer foram trazidos a ele muitos endemoninhados, e ele expulsou os espíritos com uma palavra e curou todos os doentes.
17 ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପରମେଶ୍ବର ଯାହା କହିଥିଲେ ତାହା ସଫଳ ହବୋ ପାଇଁ ଯୀଶୁ ଏହି କାମଗୁଡିକ କଲେ:
17 E assim se cumpriu o que fora dito pelo profeta Isaías: "Ele tomou sobre si as nossas enfermidades e sobre si levou as nossas doenças".
18 ଯୀଶୁ ତାହାଙ୍କ ଚାରିପଟେ ଲୋକଙ୍କ ଭିଡ ଦେଖିଲେ। ଶିଷ୍ଯମାନଙ୍କୁ ହ୍ରଦର ଆର ପଟକୁ ୟିବାକୁ ଆଦେଶ ଦେଲେ।
18 Quando Jesus viu a multidão ao seu redor, deu ordens para que atravessassem para o outro lado do mar.
19 ତା'ପରେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କ ପାଖକୁ ଆସି କହିଲେ, ଗୁରୁ, ଆପଣ ଯେଉଁଆଡେ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି।
19 Então, um mestre da lei aproximou-se e disse: "Mestre, eu te seguirei por onde quer que fores".
20 ଯୀଶୁ ତାହାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ଯପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।
20 Jesus respondeu: "As raposas têm suas tocas e as aves do céu têm seus ninhos, mas o Filho do homem não tem onde repousar a cabeça".
21 ଆଉ ଜଣେ ଅନୁଗାମୀ ଯୀଶୁଙ୍କୁ କହିଲା, ପ୍ରଭୁ ମାେତେ ଆଗ ଯାଇ ମାରେ ବାପାଙ୍କୁ କବର ଦଇେଆସିବାକୁ ଅନୁମତି ଦିଅନ୍ତୁ। ତା'ପରେ ମୁଁ ଆପଣଙ୍କର ଅନୁସରଣ କରିବି।
21 Outro discípulo lhe disse: "Senhor, deixa-me ir primeiro sepultar meu pai".
22 କିନ୍ତୁ ଯୀଶୁ ତାହାକୁ କହିଲେ, ମାରେ ଅନୁସରଣ କର। ମରିଯାଇଥିବା ଲୋକମାନେ ଏହି ମୃତ ଲୋକଙ୍କୁ କବର ଦିଅନ୍ତୁ।
22 Mas Jesus lhe disse: "Siga-me, e deixe que os mortos sepultem os seus próprios mortos".
23 ଯୀଶୁ ନେ ୗକା ରେ ଯାଇ ବସିଲେ ଏବଂ ତାହାଙ୍କ ଶିଷ୍ଯମାନେ ତାହାଙ୍କର ଅନୁଗମନ ଗଲେ।
23 Entrando ele no barco, seus discípulos o seguiram.
24 ସହେି ସମୟରେ ହ୍ରଦ ରେ ଭୟଙ୍କର ଝଡ ହେଲା। ଲହଡି ରେ ଡଙ୍ଗା ଓଲଟ ପାଲଟ ହାଇେ ପଡୁଥିଲା। କିନ୍ତୁ ଯୀଶୁ ଶାଇେ ଥିଲେ।
24 De repente, uma violenta tempestade abateu-se sobre o mar, de forma que as ondas inundavam o barco. Jesus, porém, dormia.
25 ଶିଷ୍ଯମାନେ ଯୀଶୁଙ୍କ ପାଖ ରେ ଥିଲେ। ସମାନେେ ଯୀଶୁଙ୍କୁ ଉଠାଇଲେ। ସମାନେେ କହିଲେ, ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର। ଆମ୍ଭେ ବର୍ତ୍ତମାନ ବୁଡି ମରିୟିବା ଉପରେ।
25 Os discípulos foram acordá-lo, clamando: "Senhor, salva-nos! Vamos morrer! "
26 ଯୀଶୁ ସମାନଙ୍କେୁ କହିଲେ, ହେ ଅଳ୍ପ ବିଶ୍ବାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି? ତା'ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡିକୁ ଧମକ ଦେଲେ। ପବନ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା। ତା'ପରେ ସଠାେରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।
26 Ele perguntou: "Por que vocês estão com tanto medo, homens de pequena fé? " Então ele se levantou e repreendeu os ventos e o mar, e fez-se completa bonança.
27 ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଏ କି ପ୍ରକାର ବ୍ଯକ୍ତି? ଏପରିକି ପବନ ଓ ହ୍ରଦ ମଧ୍ଯ ତାହାଙ୍କ କଥା ମାନୁଛନ୍ତି?
27 Os homens ficaram perplexos e perguntaram: "Quem é este que até os ventos e o mar lhe obedecem? "
28 ଯୀଶୁ ହ୍ରଦର ଆରପଟ ରେ ଥିବା ଗାଦରୀୟ ଲୋକଙ୍କ ରାଜ୍ଯ ରେ ପହନ୍ଚିଲେ। ଭୁତ ଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥନରୁ ବାହାରି ତାହାଙ୍କୁ ଭଟେିଲେ। ସମାନେେ ବହୁତ ଭୟଙ୍କର ଥିଲେ।
28 Quando ele chegou ao outro lado, à região dos gadarenos, foram ao seu encontro dois endemoninhados, que vinham dos sepulcros. Eles eram tão violentos que ninguém podia passar por aquele caminho.
29 ସମାନଙ୍କେ ନିମନ୍ତେ କହେି ସହେି ବାଟେ ଯାଇପାରୁ ନଥିଲେ। ସମାନେେ ପାଟିକରି କହିଲେ, ହେ ପରମେଶ୍ବରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ଉପୟୁକ୍ତ ସମୟ ପୂର୍ବରୁ ତୁମ୍ଭେ କ'ଣ ଆମ୍ଭକୁ ଦଣ୍ଡ ଦବୋପାଇଁ ଆସିଛ?
29 Então eles gritaram: "Que queres conosco, Filho de Deus? Vieste aqui para nos atormentar antes do devido tempo? "
30 ସେତବେେଳେ ସଠାରୁେ କିଛି ଦୂର ରେ ଗୋଟିଏ ବିରାଟ ଘଷୁରୀ ପଲ ଚରୁଥିଲେ।
30 A certa distância deles estava pastando uma grande manada de porcos.
31 ଭୂତମାନେ ତାହାଙ୍କୁ ବିନୀତ ଅନୁରୋଧ କଲେ, ତୁମ୍ଭେ ଯଦି ଆମ୍ଭକୁ ଏ ମଣିଷଙ୍କ ଦହରେୁ ତଡି ଦବୋକୁ ଚାହୁଁଛ, ତବେେ ଆମ୍ଭକୁ ଘୁଷୁରୀ ପଲ ରେ ଛାଡିଦିଅ।
31 Os demônios imploravam a Jesus: "Se nos expulsas, manda-nos entrar naquela manada de porcos".
32 ଯୀଶୁ ସମାନଙ୍କେୁ କହିଲେ, ଯାଅ! ତେଣୁ ଭୂତମାନେ ମଣିଷଙ୍କ ଦହରେୁ ବାହାରି ଘୁଷୁରିମାନଙ୍କ ଦହକେୁ ଚାଲିଗଲେ। ତାପରେ ସହେି ଘୁଷୁରିପଲ ତୀଖ ପାହାଡରୁ ତଳକୁ ଗଡିଯାଇ ଶଷେ ରେ ହ୍ରଦ ରେ ବୁଡିଗଲେ।
32 Ele lhes disse: "Vão! " Eles saíram e entraram nos porcos, e toda a manada atirou-se precipício abaixo, em direção ao mar, e morreu afogada.
33 ସଠାେରେ ଘୁଷୁରି ଚରାଉଥିବା ଲୋକେ ଥିଲେ। ସମାନେେ ନଗରକୁ ଦୌଡି ପଳାଇଲେ। ସଠାେରେ ଲୋକଙ୍କ ଆଗ ରେ ଘୁଷୁରିପଲ ଓ ଭୂତ ଗ୍ରସ୍ତ ଲୋକଙ୍କ ବିଷୟ ରେ ଯାହା ଯାହା ଘଟିଥିଲା, ସହୁକଥା ଗୋଟି ଗୋଟି କରି କହିଗଲେ।
33 Os que cuidavam dos porcos fugiram, foram à cidade e contaram tudo, inclusive o que acontecera aos endemoninhados.
34 ତାପରେ ନଗରର ସବୁ ଲୋକେ ଯୀଶୁଙ୍କୁ ଭଟେିବାକୁ ଆସିଗଲେ। ସମାନେେ ଯୀଶୁଙ୍କୁ ଦେଖି ତାହାଙ୍କୁ ସମାନେେ ସହେି ଅଞ୍ଚଳ ଛାଡି ଚାଲିୟିବା ପାଇଁ ବିନତି କଲେ।
34 Toda a cidade saiu ao encontro de Jesus, e quando o viram, suplicaram-lhe que saísse do território deles.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 8, comparar traduções ou montar um estudo — tudo direto pelo WhatsApp.