Mateus 6

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ସାବଧାନ ରୁହ। ଯେତବେେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କରନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସଗେୁଡିକ କରନାହିଁ। ତାହାଲେ ତୁମ୍ଭେ ସ୍ବର୍ଗ ରେ ଥିବା ତୁମ୍ଭର ପରମପିତାଙ୍କ ଠାରୁ ପୁରସ୍କାର ପାଇ ପାରିବ ନାହିଁ।
1 "Tenham o cuidado de não praticar suas ‘obras de justiça’ diante dos outros para serem vistos por eles. Se fizerem isso, vocês não terão nenhuma recompensa do Pai celestial.
2 ଏଣୁ ଯେତବେେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦାଉଛ, ସେତବେେଳେ ତାର ଘୋଷଣା କରନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କ ରେ ତୂରୀବଜାଇ ସଭେଳି ପ୍ରଚାର କରିଥାନ୍ତି। ମୁଁ ତୁମ୍ଭକୁ ସତ୍ଯକଥା କହୁଛି ଯେ ସମାନେେ ତାହାଙ୍କର ପ୍ରତିଫଳ ପାଇ ସାରିଲଣେି।
2 "Portanto, quando você der esmola, não anuncie isso com trombetas, como fazem os hipócritas nas sinagogas e nas ruas, a fim de serem honrados pelos outros. Eu lhes garanto que eles já receberam sua plena recompensa.
3 ଯେତବେେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତବେେଳେ ତୁମ୍ଭର ଡାହାଣ ହାତ କଣ କରୁଛି, ସେ ବିଷୟ ରେ ବାମ ହାତକୁ ମଧ୍ଯ ଜାଣିବାକୁ ସୁଯୋଗ ଦିଅନାହିଁ। ତୁମ୍ଭେ କ'ଣ କରୁଛ, ତାହା ଯେପରି କହେି ନ ଜାଣନ୍ତୁ।
3 Mas quando você der esmola, que a sua mão esquerda não saiba o que está fazendo a direita,
4 ତୁମ୍ଭର ଦାନ ଗୋପନ ରେ ହବୋ ଉଚିତ। ତୁମ୍ଭର ପରମପିତା ଗୋପନ ରେ କରାଯାଇଥିବା କାର୍ୟ୍ଯକୁ ଦେଖି ପାରନ୍ତି। ସେ ତୁମ୍ଭକୁ ତାର ପ୍ରତିଫଳ ଦବେେ।
4 de forma que você preste a sua ajuda em segredo. E seu Pai, que vê o que é feito em segredo, o recompensará".
5 ତୁମ୍ଭେ ପ୍ରାର୍ଥନା କଲାବାଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସମାନେେ ୟିହୁଦୀ ସମାଜ ଗୃହ ଓଗଳି-ମୁଣ୍ଡ ରେ ଠିଆ ହାଇେ ବଡପାଟି ରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ସମାନଙ୍କେୁ ତାର ପୂରା ପ୍ରତିଫଳ ଦିଆଯାଇ ସାରିଲାଣି।
5 "E quando vocês orarem, não sejam como os hipócritas. Eles gostam de ficar orando em pé nas sinagogas e nas esquinas, a fim de serem vistos pelos outros. Eu lhes asseguro que eles já receberam sua plena recompensa.
6 କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବାଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କ ଗୋପନ ରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନ ରେ କରୁଥିବା ତୁମ୍ଭ କାମଗୁଡିକ ଦେଖି ପାରନ୍ତି। ସେ ତୁମ୍ଭକୁ ତାର ପ୍ରତିଫଳ ଦବେେ।
6 Mas quando você orar, vá para seu quarto, feche a porta e ore a seu Pai, que está no secreto. Então seu Pai, que vê no secreto, o recompensará.
7 ତୁମ୍ଭେ ପ୍ରାର୍ଥନା କଲା ବେଳେ ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ, ସମାନଙ୍କେ ଭଳି ନିରର୍ଥକ କଥା ବାରମ୍ବାର କୁହନାହିଁ। ସମାନେେ ଭାବନ୍ତି ଯେ, ବହୁତ କଥା କହିବା ଯୋଗୁଁ ତାହାଙ୍କ କଥା ପରମେଶ୍ବର ଶୁଣିବେ।
7 E quando orarem, não fiquem sempre repetindo a mesma coisa, como fazem os pagãos. Eles pensam que por muito falarem serão ouvidos.
8 ଏଣୁ ତୁମ୍ଭେ ସମାନଙ୍କେ ଭଳି ହୁଅନାହିଁ। କାରଣ ତୁମ୍ଭେ ତୁମ୍ଭର ପରମପିତାଙ୍କୁ କିଛି ମାଗିବା ପୂର୍ବରୁ ସେ ତୁମ୍ଭମାନଙ୍କର ପ୍ରୟୋଜନୀୟ ବିଷୟ ଜାଣନ୍ତି।
8 Não sejam iguais a eles, porque o seu Pai sabe do que vocês precisam, antes mesmo de o pedirem.
9 ଏଣୁ ଏହି ଭଳି ପ୍ରାର୍ଥନା କର: ' ହେ ସ୍ବର୍ଗ ରେ ଥିବା ଆମ୍ଭର ପରମପିତା, ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।
9 Vocês, orem assim: ‘Pai nosso, que estás nos céus! Santificado seja o teu nome.
10 ତୁମ୍ଭର ଆସୁ। ସ୍ବର୍ଗ ରେ ତୁମ୍ଭ ଇଚ୍ଛା ସଫଳ ହବୋଭଳି ଏ ପୃଥିବୀ ରେ ବି ତୁମ୍ଭ ଇଚ୍ଛା ସଫଳ ହେଉ।
10 Venha o teu Reino; seja feita a tua vontade, assim na terra como no céu.
11 ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ।
11 Dá-nos hoje o nosso pão de cada dia.
12 ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ, ସହେିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।
12 Perdoa as nossas dívidas, assim como perdoamos aos nossos devedores.
13 ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'
13 E não nos deixes cair em tentação, mas livra-nos do mal, porque teu é o Reino, o poder e a glória para sempre. Amém’.
14 ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦବେ ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ଯ କ୍ଷମା କରି ଦବେେ।
14 Pois se perdoarem as ofensas uns dos outros, o Pai celestial também lhes perdoará.
15 କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦବେ ନାହିଁ, ତବେେ ତୁମ୍ଭର ପରମପିତା ମଧ୍ଯ ତୁମ୍ଭ ଅପରାଧ ଗୁଡିକ ପାଇଁ ତୁମ୍ଭକୁ କ୍ଷମା ଦବେନୋହିଁ।
15 Mas se não perdoarem uns aos outros, o Pai celestial não lhes perdoará as ofensas".
16 ତୁମ୍ଭେ ଉପବାସ କଲାବାଳେ ଦୁଃଖିତ ଥିବା ଭଳି ମୁହଁ କରନାହିଁ। କପଟୀମାନେ ସହେିପରି କରିଥାନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖଇବୋକୁ ଚାହାନ୍ତି ଯେ, ସମାନେେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ସମାନଙ୍କେୁ ଏଥିପାଇଁ ପ୍ରତିଫଳ ମିଳିସାରିଛି।
16 "Quando jejuarem, não mostrem uma aparência triste como os hipócritas, pois eles mudam a aparência do rosto a fim de que os homens vejam que eles estão jejuando. Eu lhes digo verdadeiramente que eles já receberam sua plena recompensa.
17 ତେଣୁ ତୁମ୍ଭେ ଉପବାସ କଲା ବେଳେ ମୁଣ୍ଡ ରେ ତଲେ ଲଗାଇ ବାଳ ସଜାଡ ଓ ମୁହଁ ଧୁଅ।
17 Ao jejuar, ponha óleo sobre a cabeça e lave o rosto,
18 ତା' ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ। ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନ ରେ କରାଯାଇଥିବା କାମଗୁଡିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତାର ପ୍ରତିଫଳ ଦବେେ।
18 para que não pareça aos outros que você está jejuando, mas apenas a seu Pai, que vê no secreto. E seu Pai, que vê no secreto, o recompensará".
19 ନିଜ ପାଇଁ ଏ ସଂସାର ରେ ଧନ ସଞ୍ଚୟ କରନାହିଁ। ଏଠା ରେ ପୋକ ଓ କଳଙ୍କ ଲାଗି ତାକୁ ନଷ୍ଟ କରି ଦବେେ। ଗ୍ଭରେ ପଶି ସିନ୍ଧି କାଟି ଗ୍ଭରେୀ କରିନବେ।
19 "Não acumulem para vocês tesouros na terra, onde a traça e a ferrugem destroem, e onde os ladrões arrombam e furtam.
20 ବରଂ ନିଜ ପାଇଁ ସ୍ବର୍ଗ ରେ ଧନ ସଞ୍ଚୟ କର। ସଠାେରେ ତାକୁ ପୋକ କି କଳଙ୍କ ନଷ୍ଟ କରି ପାରିବ ନାହିଁ। ସଠାେରେ ଚୋର ବି ସିନ୍ଧି କାଟି ସହେିଧନ ଗ୍ଭରୋଇ କରି ନଇେ ପାରିବ ନାହିଁ।
20 Mas acumulem para vocês tesouros no céu, onde a traça e a ferrugem não destroem, e onde os ladrões não arrombam nem furtam.
21 କାରଣ ଯେଉଁଠା ରେ ତୁମ୍ଭର ଧନ, ସଠାେରେ ତୁମ୍ଭର ମନ।
21 Pois onde estiver o seu tesouro, aí também estará o seu coração.
22 ଆଖି ଶରୀର ପାଇଁ ଆଲୋକ ସ୍ବରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହବେ।
22 "Os olhos são a candeia do corpo. Se os seus olhos forem bons, todo o seu corpo será cheio de luz.
23 କିନ୍ତୁ ତୁମ୍ଭର ଆଖି ଯଦି ଖରାପ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଅନ୍ଧକାରମୟ ହାଇୟିବେ। ତୁମ୍ଭ ଭିତରର ସହେି ଏକମାତ୍ର ଆଲୋକ ଯଦି ଅନ୍ଧକାରମୟ ହାଇଯୋଏ ତବେେ ସେ ଅନ୍ଧକାର କେତେ ଘନୀଭୁତ ନ ହବେ!
23 Mas se os seus olhos forem maus, todo o seu corpo será cheio de trevas. Portanto, se a luz que está dentro de você são trevas, que tremendas trevas são!
24 'ଜଣେ କବେେ ହେଲେ ଏକା ବେଳେ ଦୁଇଜଣ ମାଲିକଙ୍କ ସବେକ ହାଇେ ପାରିବ ନାହିଁ।
24 "Ninguém pode servir a dois senhores; pois odiará a um e amará o outro, ou se dedicará a um e desprezará o outro. Vocês não podem servir a Deus e ao Dinheiro".
25 ଅତଏବ ମୁଁ ତୁମ୍ଭକୁ କହୁଛି, ବଞ୍ଚିବା ପାଇଁ ଖାଇବା ପିଇବା ବିଷୟ ରେ ଚିନ୍ତ କର ନାହିଁ। ନିଶ୍ଚିତ ରୂପରେ ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ପୋଷାକ ଅପେକ୍ଷା ମହତ୍ତ୍ବପୂର୍ଣ୍ଣ।
25 "Portanto eu lhes digo: não se preocupem com suas próprias vidas, quanto ao que comer ou beber; nem com seus próprios corpos, quanto ao que vestir. Não é a vida mais importante do que a comida, e o corpo mais importante do que a roupa?
26 ଆକାଶର ପକ୍ଷୀମାନଙ୍କୁ ଦେଖ ସମାନେେ ବିହନ ବୁଣନ୍ତି ନାହିଁ, କି ଅମଳ କରନ୍ତି ନାହିଁ। ଅମାର ରେ ଖାଦ୍ୟ ଶସ୍ଯ ବି ଜମଇେ ରଖନ୍ତି ନାହିଁ। ତଥାପି ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ସମାନଙ୍କେୁ ଖାଇବାକୁ ଦିଅନ୍ତି। ତୁମ୍ଭେ ଜାଣଛ ଯେ ତୁମ୍ଭମାନେେ ସମାନଙ୍କେ ଅପେକ୍ଷା ଅଧିକ ଶ୍ ରେଷ୍ଠ ଅଟ?
26 Observem as aves do céu: não semeiam nem colhem nem armazenam em celeiros; contudo, o Pai celestial as alimenta. Não têm vocês muito mais valor do que elas?
27 ତୁମ୍ଭ ଭିତ ରେ ଏପରି କହେି ନାହିଁ, ଯକେି ଚିନ୍ତାଗ୍ରସ୍ତ ହାଇେ ନିଜ ଜୀବନ କାଳ ସହିତ ଘଡିଏ ହେଲେ ସମୟ ଯୋଗ କରି ପାରିବ।
27 Quem de vocês, por mais que se preocupe, pode acrescentar uma hora que seja à sua vida?
28 ତୁମ୍ଭେ ପୋଷାକ ବିଷୟ ରେ କାହିଁକି ଚିନ୍ତା କରୁଛ? କ୍ଷେତ୍ରର ଫୁଲଗୁଡିକ ବିଷୟ ରେ ଭାବି ଦେଖ! ଦେଖ, ସମାନେେ କିପରି ଫୁଟୁଛନ୍ତି। ସମାନେେ କୌଣସି କାମ କରନ୍ତି ନାହିଁ, କି ନିଜ ପାଇଁ ପୋଷାକ ତିଆରି କରନ୍ତି ନାହିଁ।
28 "Por que vocês se preocupam com roupas? Vejam como crescem os lírios do campo. Eles não trabalham nem tecem.
29 କିନ୍ତୁ ମୁଁ ତୁମ୍ଭକୁ କହୁଛି ମହାନ ଓ ଧନୀରାଜା ଲୋମ ନିଜର ସମସ୍ତ ବୈଭବ ଥାଇ ମଧ୍ଯ ସେ ନିଜକୁ ସୁସଜ୍ଜିତ କରିପାରି ନଥିଲେ।
29 Contudo, eu lhes digo que nem Salomão, em todo o seu esplendor, vestiu-se como um deles.
30 ପଡିଆର ସହେି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲି ରେ ପକଇେ ଦିଆୟିବ। ତଥାପି ଯଦି ପରମେଶ୍ବର ତାକୁ ଏଭଳି ସନ୍ଦୁର ବେଶ ଦଇେଛନ୍ତି, ତବେେ ସେ କ'ଣ ତୁମ୍ଭକୁ ପିନ୍ଧବା ପାଇଁ ଅଧିକ ଦବେନୋହିଁ? ତବେେ ତୁମ୍ଭମାନେେ କାହିଁକି ଏତେ ଅଳ୍ପ ବିଶ୍ବାସ ରଖୁଛ?
30 Se Deus veste assim a erva do campo, que hoje existe e amanhã é lançada ao fogo, não vestirá muito mais a vocês, homens de pequena fé?
31 ଏଣୁ ଚିନ୍ତାଗ୍ରସ୍ତ ହାଇେ କୁହନାହିଁ ଯେ ଆମ୍ଭେ କ'ଣ ଖାଇବା, କ'ଣ ପିଇବା ବା କଣ ପିନ୍ଧିବା?
31 Portanto, não se preocupem, dizendo: ‘Que vamos comer? ’ ou ‘que vamos beber? ’ ou ‘que vamos vestir? ’
32 ଯେଉଁଲୋକମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ, ସମାନେେ ଏସବୁ ପଛ ରେ ଦୌଡ଼ନ୍ତିନ୍ତି। କିନ୍ତୁ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ଜାଣନ୍ତି ଯେ, ଏସବୁ ଜିନିଷ ତୁମ୍ଭମାନଙ୍କର ଦରକାର।
32 Pois os pagãos é que correm atrás dessas coisas; mas o Pai celestial sabe que vocês precisam delas.
33 ଏଣୁ ଆଗ ପରମେଶ୍ବରଙ୍କ ରାଜ୍ଯ ଓ ଉତ୍ତମ କାର୍ୟ୍ଯ ବିଷୟ ରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ବର ଚାହାନ୍ତି, ସଗେୁଡିକ କର। ତା' ହେଲେ ଏହିସବୁ ବିଷୟଗୁଡିକ ତୁମ୍ଭକୁ ଯୋଗାଇ ଦିଆୟିବ।
33 Busquem, pois, em primeiro lugar o Reino de Deus e a sua justiça, e todas essas coisas lhes serão acrescentadas.
34 ଆସନ୍ତାକାଲି ପାଇଁ ଚିନ୍ତା କରନାହିଁ, କାରଣ ପ୍ରେତ୍ୟକକ ଦିନର କୌଣସି ନା କୌଣସି ସମସ୍ଯା ଥାଏ। କାଲିର ଚିନ୍ତା କାଲି ପାଇଁ ୟଥେଷ୍ଟ।
34 Portanto, não se preocupem com o amanhã, pois o amanhã se preocupará consigo mesmo. Basta a cada dia o seu próprio mal".

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Mateus 6, comparar traduções ou montar um estudo — tudo direto pelo WhatsApp.