Juízes 21
Oriya Bible (GL_ORIYA) vs ARA
1 ମିପୀ ରେ ଇଶ୍ରାୟେଲର ସୈନ୍ଯମାନେ ଏକ ପ୍ରତିଜ୍ଞା କଲେ। ସମାନଙ୍କେର ପ୍ରତିଜ୍ଞା ଏହିପରି ଥିଲା, ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ବିନ୍ଯାମୀନ ପରିବାରବର୍ଗକକ୍ସ୍ଟ ଆମ୍ଭମାନଙ୍କର କନ୍ଯାକକ୍ସ୍ଟ ବିବାହ ଦବେେ ନାହିଁ।
1 Ora, haviam jurado os homens de Israel em Mispa, dizendo: Nenhum de nós dará sua filha por mulher aos benjamitas.
2 ଇଶ୍ରାୟେଲର ଲୋକମାନେ ବୈଥଲହମେକକ୍ସ୍ଟ ଗଲେ ଏବଂ ସଠାେରେ ସମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସନ୍ଧ୍ଯା ପର୍ୟ୍ଯନ୍ତ ବସି ରହିଲେ। ସମାନେେ ସଠାେରେ ସଦାପ୍ରଭୁଙ୍କ ଆଗ ରେ କରୁଣ ଭାବରେ ଜାରେ ରେ ରୋଦନ କଲେ।
2 Veio o povo a Betel, e ali ficaram até à tarde diante de Deus, e levantaram a voz, e prantearam com grande pranto.
3 ସମାନେେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ! ତୁମ୍ଭେ ଇଶ୍ରାୟେଲର ପରମେଶ୍ବର। ଇଶ୍ରାୟେଲୀୟ ପ୍ରତି ଏପରି ବିପଦ କାହିଁକି ପଡିଲା? ଏବଂ କାହିଁକି ଇଶ୍ରାୟେଲର ପରିବାରବର୍ଗ ମଧ୍ଯରକ୍ସ୍ଟ ଗୋଟିଏ ହଜି ଯାଉଛି।
3 Disseram: Ah! Senhor , Deus de Israel, por que sucedeu isto em Israel, que, hoje, lhe falte uma tribo?
4 ତା'ପରଦିନ ଠିକ୍ ସକାଳେ ଇଶ୍ରାୟେଲର ଲୋକମାନେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ସମାନେେ ସଠାେରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
4 Ao dia seguinte, o povo, pela manhã, se levantou e edificou ali um altar; e apresentaram holocaustos e ofertas pacíficas.
5 ଏହାପରେ ସମାନେେ ପଚାରିଲେ, ଯେଉଁ ପରିବାରବର୍ଗଟି ଯାହା ସଦାପ୍ରଭୁଙ୍କ ଆଡେ ଫରେିଲା ନାହିଁ? ସମାନେେ ଏହି ପ୍ରଶ୍ନ ପଚାରିଲେ କାରଣ ସମାନେେ ଏକ ଗମ୍ଭୀର ଶପଥ କରିଥିଲେ। ସମାନେେ ସହେି ଲୋକମାନଙ୍କ ହତ୍ଯା କରିବାକୁ ପ୍ରତିଜ୍ଞା କରିଥିଲେ, ଯେଉଁମାନେ ଦର୍ଶନ କରିବାକୁ ସଦାପ୍ରଭୁଙ୍କୁ ମିସ୍ପୀକକ୍ସ୍ଟ ଆସିଲେ ନାହିଁ।
5 Disseram os filhos de Israel: Quem de todas as tribos de Israel não subiu à assembleia do Senhor ? Porque se tinha feito um grande juramento acerca do que não viesse ao Senhor a Mispa, que dizia: Será morto.
6 ଇଶ୍ରାୟେଲର ଲୋକମାନେ ବିନ୍ଯାମୀନର ସଐର୍କୀଯମାନଙ୍କ ପାଇଁ ଦକ୍ସ୍ଟଃଖ କଲେ, ବିନ୍ଯାମୀନର ଲୋକମାନେ କହିଲେ, ଆଜି ଇଶ୍ରାୟେଲ ମଧ୍ଯରକ୍ସ୍ଟ ଗୋଟିଏ ପରିବାରବର୍ଗ ଉଚ୍ଛନ୍ନ ହେଲା।
6 Os filhos de Israel tiveram compaixão de seu irmão Benjamim e disseram: Foi, hoje, eliminada uma tribo de Israel.
7 ଆମ୍ଭମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପ୍ରତିଜ୍ଞା କରି ଅଛକ୍ସ୍ଟ ଯେ ବିନ୍ଯାମୀନର ପରିବାରବର୍ଗ କୌଣସି ଲୋକଙ୍କକ୍ସ୍ଟ ଆମ୍ଭମାନଙ୍କର କନ୍ଯାକକ୍ସ୍ଟ ବିବାହ ଦବେକ୍ସ୍ଟ ନାହିଁ। ଏହି ପରିବାରବର୍ଗର ଲୋକମାନଙ୍କ ପାଇଁ ସ୍ତ୍ରୀ ଖାଜେିବା ବିଷଯ ରେ ଆମ୍ଭମାନେେ କ'ଣ କରିବା?
7 Como obteremos mulheres para os restantes deles, pois juramos, pelo Senhor , que das nossas filhas não lhes daríamos por mulheres?
8 ଇଶ୍ରାୟେଲର ପରିବାରବର୍ଗ ମଧ୍ଯରକ୍ସ୍ଟ ଏପରି କେଉଁ ପରିବାରବର୍ଗ, ମିସ୍ପୀର ସଦାପ୍ରଭୁଙ୍କ ନିକଟକକ୍ସ୍ଟ ଆସିଲା ନାହିଁ। ଏବଂ ବାସ୍ତବ ରେ ସମାନେେ ଅନ୍ୟ ଇଶ୍ରାୟେଲମାନଙ୍କ ସହିତ ୟାବେଶ ଗିଲିଯଦରକ୍ସ୍ଟ କହେି ମିଶିବାକକ୍ସ୍ଟ ଆସି ନଥିଲେ।
8 E disseram: Há alguma das tribos de Israel que não tenha subido ao Senhor a Mispa? E eis que ninguém de Jabes-Gileade viera ao acampamento, à assembleia.
9 ଇଶ୍ରାୟେଲର ଲୋକମାନେ ଗଣନା କରି ଦେଖିଲେ ଯେଉଁମାନେ ଆସିଛନ୍ତି ଓ କେଉଁମାନେ ଆସି ନାହାଁନ୍ତି। ସମାନେେ ଦେଖିଲେ ଯେ ୟାବେଶ ଗିଲିଯଦରକ୍ସ୍ଟ କହେି ଆସି ନାହାଁନ୍ତି।
9 Quando se contou o povo, eis que nenhum dos moradores de Jabes-Gileade se achou ali.
10 ତେଣୁ ଇଶ୍ରାୟେଲର ଲୋକମାନେ 12,000 ସାହସୀ ୈସନ୍ଯମାନଙ୍କୁ ୟାବେଶ୍ ଗିଲିଯଦକକ୍ସ୍ଟ ପଠାଇଲେ। ସମାନେେ ସହେି ୈସନ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ୟାବେଶ ଗିଲିଯଦକକ୍ସ୍ଟ ପାଖକକ୍ସ୍ଟ ୟାଅ ସଠାେକାର ସମସ୍ତ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କୁ ହତ୍ଯା କର।
10 Por isso, a congregação enviou lá doze mil homens dos mais valentes e lhes ordenou, dizendo: Ide e, a fio de espada, feri os moradores de Jabes-Gileade, e as mulheres, e as crianças.
11 ତୁମ୍ଭେ ନିଶ୍ଚିତ ଏହିପରି କରିବ! ତୁମ୍ଭମାନେେ ନିଶ୍ଚିତ ୟାବେଶ ଗିଲିଯାଦର ସମସ୍ତ ପୁରୁଷମାନଙ୍କୁ ହତ୍ଯା କରିବ ଏବଂ ପୁରୁଷ ସହିତ ସହବାସ କରିଥିବା ପ୍ରେତ୍ୟକକ ସ୍ତ୍ରୀକକ୍ସ୍ଟ ହତ୍ଯା କରିବ। ଯେଉଁ ସ୍ତ୍ରୀ ଲୋକମାନଙ୍କର କୌଣସି ୟୌନ ସଐର୍କ ନ ଥିବ ସମାନଙ୍କେୁ ହତ୍ଯାକର ନାହିଁ। ତେଣୁ ସହେି ସୈନ୍ଯମାନେ ଠିକ୍ ସହେିପରି କରିଥିଲେ।
11 Isto é o que haveis de fazer: a todo homem e a toda mulher que se houver deitado com homem destruireis.
12 ସହେି 12,000 ସୈନ୍ଯମାନେ ଏପରି 400 ୟକ୍ସ୍ଟବତୀଙ୍କକ୍ସ୍ଟ ଦେଖିଲେ ଯେଉଁମାନଙ୍କର କୌଣସି ପୁରୁଷଙ୍କ ସହିତ ଶାରିରୀକ ସଐର୍କ ନ ଥିଲା। ସହେି ସୈନ୍ଯମାନେ ୟାବେଶ ଗିଲିଯଦରକ୍ସ୍ଟ ସହେି ସ୍ତ୍ରୀ ଲୋକମାନଙ୍କୁ ଶୀଲୋ ନିକଟର ଛାଉଣୀକକ୍ସ୍ଟ ନଇେ ଆସିଲେ। ଯାହାକି କିଣାନ ଦେଶ ରେ ଥିଲା।
12 Acharam entre os moradores de Jabes-Gileade quatrocentas moças virgens, que não se deitaram com homem; e as trouxeram ao acampamento, a Siló, que está na terra de Canaã.
13 ଏହିପରି ଇଶ୍ରାୟେଲର ଲୋକମାନେ ବିନ୍ଯାମୀନୀୟମାନଙ୍କ ପାଖକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ରିମ୍ମୋନ୍ ଶୈଳଠା ରେ ରହକ୍ସ୍ଟଥିବା ବିନ୍ଯାମୀନ ଲୋକମାନଙ୍କ ସହିତ ଶାନ୍ତି ଚକ୍ସ୍ଟକ୍ତି ପ୍ରଦାନ କଲେ।
13 Toda a congregação, pois, enviou mensageiros aos filhos de Benjamim que estavam na penha Rimom, e lhes proclamaram a paz.
14 ସହେି ସମୟରେ ବିନ୍ଯାମୀନୀଯ ଲୋକମାନେ ଫରେି ଆସିଲେ। ଇଶ୍ରାୟେଲର ଲୋକମାନେ ଯେଉଁମାନଙ୍କୁ ସମାନେେ ଜୀବିତ ରଖିଥିଲେ, ସମାନଙ୍କେୁ ୟାବେଶ ଗିଲିଯଦର ସ୍ତ୍ରୀ ଲୋକମାନଙ୍କୁ ବିବାହ କରିବା ପାଇଁ ଅନକ୍ସ୍ଟମତି ଦେଲେ। କିନ୍ତୁ ବିନ୍ଯାମୀନର ସମସ୍ତ ଲୋକମାନଙ୍କ ପାଇଁ ୟଥେଷ୍ଟ ସ୍ତ୍ରୀ ଲୋକ ନ ଥିଲେ।
14 Nesse mesmo tempo, voltaram os benjamitas; e se lhes deram por mulheres as que foram conservadas com vida, das de Jabes-Gileade; porém estas ainda não lhes bastaram.
15 ଲୋକମାନେ ବିନ୍ଯାମୀନର ପରିବାରବର୍ଗର ଲୋକମାନଙ୍କ ପାଇଁ ଦକ୍ସ୍ଟଃଖ ଅନକ୍ସ୍ଟଭବ କଲେ, କାରଣ ସଦାପ୍ରଭୁ ଇଶ୍ରାୟେଲ ରେ ଅନ୍ୟ ପରିବାରବର୍ଗଠାରକ୍ସ୍ଟ ସମାନଙ୍କେୁ ଅଲଗା କଲେ।
15 Então, o povo teve compaixão de Benjamim, porquanto o Senhor tinha feito brecha nas tribos de Israel.
16 ଇଶ୍ରାୟେଲର ଅଧିପତିମାନେ କହିଲେ, ବିନ୍ଯାମୀନ ପରିବାରବର୍ଗ ମଧ୍ଯରକ୍ସ୍ଟ ସ୍ତ୍ରୀମାନେ ମରା ୟାଇଛନ୍ତି। ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷଯ ରେ ଆମ୍ଭମାନେେ କ'ଣ କରିବା?
16 Disseram os anciãos da congregação: Como obteremos mulheres para os restantes ainda, pois foram exterminadas as mulheres dos benjamitas?
17 ବିନ୍ଯାମୀନ ପରିବାରବର୍ଗର ଅବଶିଷ୍ଟ ଲୋକମାନେ ସମାନଙ୍କେର ବଂଶ ରକ୍ଷା କରିବା ଉଚିତ୍। ତା' ନ ହେଲେ ଇଶ୍ରାୟେଲରକ୍ସ୍ଟ ପରିବାରବର୍ଗ ଲୋପ ପାଇଯିବେ।
17 Disseram mais: A herança dos que ficaram de resto não na deve perder Benjamim, visto que nenhuma tribo de Israel deve ser destruída.
18 କିନ୍ତୁ ଆମ୍ଭେ ଆମର ଝିଅମାନଙ୍କୁ ସମାନଙ୍କେୁ ବିବାହ ଦବୋନାହିଁ। ଆମ୍ଭମାନେେ ଏହିପରି ପ୍ରତିଜ୍ଞା କରିଅଛକ୍ସ୍ଟ, ' ଯେ କହେି ବିନ୍ଯାମୀନକକ୍ସ୍ଟ କନ୍ଯା ଦବେ ସେ ଶାପଗ୍ରସ୍ଥ ହବେ ବୋଲି ଆମ୍ଭେ ସଦାପ୍ରଭୁଙ୍କଠା ରେ ଶପଥ ନଇେଛକ୍ସ୍ଟ।'
18 Porém nós não lhes poderemos dar mulheres de nossas filhas, porque os filhos de Israel juraram, dizendo: Maldito o que der mulher aos benjamitas.
19 ସମାନେେ କହିଲେ, ଶୀଲୋ ରେ ସଦାପ୍ରଭୁଙ୍କର ଉତ୍ସବ ଗ୍ଭଲିଛି। ଏହି ଉତ୍ସବ ପ୍ରତି ବର୍ଷ ସଠାେରେ ହକ୍ସ୍ଟଏ। ଶୀଲୋ ବୈେଥଲର ଉତ୍ତର ରେ ଥିଲା, ବୈଥଲଠାେରକ୍ସ୍ଟ ଶିଖିମ ରାସ୍ତାର ପୂର୍ବପଟେ ଥିଲା ଏବଂ ଲବୋନାର ଦକ୍ଷିଣକକ୍ସ୍ଟ ଥିଲା।
19 Então, disseram: Eis que, de ano em ano, há solenidade do Senhor em Siló, que se celebra para o norte de Betel, do lado do nascente do sol, pelo caminho alto que sobe de Betel a Siquém e para o sul de Lebona.
20 ତେଣୁ ଇଶ୍ରାୟେଲର ନତେୃବର୍ଗ ବିଦ୍ଯାମୀନଙ୍କକ୍ସ୍ଟ ସମାନଙ୍କେର ଯୋଜନା ବିଷଯ ରେ କହିଲେ। ସମାନେେ କହିଲେ, ଦ୍ରାକ୍ଷାକ୍ଷେତ୍ରକକ୍ସ୍ଟ ୟାଅ ଓ ଲକ୍ସ୍ଟଚି ରକ୍ସ୍ଟହ।
20 Ordenaram aos filhos de Benjamim, dizendo: Ide, e emboscai-vos nas vinhas,
21 ଆଉ ଯବେେ ବେଳେ ଶୀଲୋର କନ୍ଯାମାନେ ଭୋଜି ମଧିଅରେ ନିଚିବା ପାଇଁ ବାହାର ହାଇେ ଆସିବେ ତୁମ୍ଭମାନେେ ଦ୍ରାକ୍ଷାକ୍ଷେତ୍ରରକ୍ସ୍ଟ ବାହାରି ପ୍ରେତ୍ୟକକ ନିଜ ନିଜ ପାଇଁ ଶୀଲୋ କନ୍ଯାଗଣ ମଧ୍ଯରକ୍ସ୍ଟ ପ୍ରେତ୍ୟକକ ଜଣଙ୍କକ୍ସ୍ଟ ଧରି ବିନ୍ଯାମୀନ ଦେଶକକ୍ସ୍ଟ ଗ୍ଭଲିୟାଅ।
21 e olhai; e eis aí, saindo as filhas de Siló a dançar em rodas, saí vós das vinhas, e arrebatai, dentre elas, cada um sua mulher, e ide-vos à terra de Benjamim.
22 ଯେତବେେଳେ ସମାନଙ୍କେ ପିତା ବା ଭାଇମାନେ ଆମ୍ଭମାନଙ୍କ ନିକଟକକ୍ସ୍ଟ ଆପତ୍ତି କରିବାକୁ ଆସିବେ। ଆମ୍ଭମାନେେ କହିବକ୍ସ୍ଟ, 'ଦୟାକରି ବିନ୍ଯାମୀନୀଯମାନଙ୍କୁ ଅନକ୍ସ୍ଟଗ୍ରହ କର। ଯଦିଓ ସମାନେେ ତୁମ୍ଭମାନଙ୍କର ସ୍ତ୍ରୀ ଲୋକମାନଙ୍କୁ ନଇୟୋଇଛନ୍ତି। ସମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ନାହିଁ। ତୁମ୍ଭେ ନୀରିହ ଅଟ, ଏପର୍ୟ୍ଯନ୍ତ ତୁମ୍ଭେ ସମାନଙ୍କେୁ ତୁମ୍ଭର କନ୍ଯାଗଣଙ୍କକ୍ସ୍ଟ ବିବାହ ଦଲେ, ଏଥିପାଇଁ ତୁମ୍ଭମାନେେ ତୁମ୍ଭର ସଦାପ୍ରଭୁଙ୍କ ପ୍ରତି ଶପଥ ଭାଙ୍ଗିଲ ନାହିଁ।
22 Quando seus pais ou seus irmãos vierem queixar-se a nós, nós lhes diremos: por amor de nós, tende compaixão deles, pois, na guerra contra Jabes-Gileade, não obtivemos mulheres para cada um deles; e também não lhes destes, pois neste caso ficaríeis culpados.
23 ଏଣୁ ଏହା ଅନକ୍ସ୍ଟସା ରେ ବିନ୍ଯାମୀନୀଯ ପରିବାରବର୍ଗର ଲୋକମାନେ କଲେ। ଯେତବେେଳେ ୟକ୍ସ୍ଟବତୀମାନେ ନିଚକ୍ସ୍ଟଥିଲେ, ପ୍ରେତ୍ୟକକ ଲୋକ ମାନେ ଜଣେ ଜଣେ ୟକ୍ସ୍ଟବତୀମାନଙ୍କୁ ଧରିଲେ, ସମାନଙ୍କେୁ ନଇଗେଲେ ଏବଂ ବିବାହ କଲେ। ତା'ପରେ ସମାନେେ ସମାନଙ୍କେର ଦେଶକକ୍ସ୍ଟ ଫରେି ଆସିଲେ। ବିନ୍ଯାମୀନୀଯ ଲୋକମାନେ ପକ୍ସ୍ଟନ୍ନରାଯ ସମାନଙ୍କେର ନଗର ନିର୍ମାଣ କଲେ ଓ ସଠାେରେ ବାସ କରିବାକୁ ଆରମ୍ଭ କଲେ।
23 Assim fizeram os filhos de Benjamim e levaram mulheres conforme o número deles, das que arrebataram das rodas que dançavam; e foram-se, voltaram à sua herança, reedificaram as cidades e habitaram nelas.
24 ଏହାପରେ ଇଶ୍ରାୟେଲର ଲୋକମାନେ ସମାନଙ୍କେର ନିଜ ପରିବାରବର୍ଗକକ୍ସ୍ଟ ଏବଂ ସମାନଙ୍କେର ପରିବାରକକ୍ସ୍ଟ ଏବଂ ନିଜ ଦେଶ ରେ ଥିବା ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।
24 Então, os filhos de Israel também partiram dali, cada um para a sua tribo, para a sua família e para a sua herança.
25 ସେ ସମୟର ଇଶ୍ରାୟେଲର ଲୋକମାନଙ୍କର ଜଣେ ରାଜା ନ ଥିଲେ। ତେଣୁ ପ୍ରେତ୍ୟକକ ବ୍ଯକ୍ତି ଯାହା ସମାନଙ୍କେ ପାଇଁ ଠିକ୍ ମଣକ୍ସ୍ଟଥିଲେ ତାହା କରୁଥିଲେ।
25 Naqueles dias, não havia rei em Israel; cada um fazia o que achava mais reto.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Juízes 21, comparar traduções ou montar um estudo — tudo direto pelo WhatsApp.