Josué 19

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଏହାପରେ ଯିହାଶୂେୟ ଶିମିୟୋନ ପରିବାରବର୍ଗମାନଙ୍କର ଗୋଷ୍ଠୀକକ୍ସ୍ଟ ସମାନଙ୍କେର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ୟିହକ୍ସ୍ଟଦାର ଅନ୍ତର୍ଗତ ଥିଲା।
1 A segunda sorte caiu a Simeão, à tribo dos filhos de Simeão, segundo as suas famílias. Sua parte estava situada no meio da de Judá.
2 ସମାନେେ ଯାହା ସବୁ ପାଇଲେ ତାହା ସବୁ ହେଲା, ବରେଶବୋ ଓ ମାେଲାଦା।
2 Tiveram por herança: Bersabéia {Sabéia}, Molada,
3 ହତ୍ସରଶିଯାଲ୍ ଓ ବାଲା ଏବଂ ଏତ୍ସମ୍।
3 Haser-Sual, Bala, Asen,
4 ଇଲ୍ତୋଲଦ୍, ବଥକ୍ସ୍ଟଲ୍ ଓ ହର୍ମା
4 Eltolad, Betul, Harma,
5 ସିକ୍ଲଗ୍ ବୈଥ-ମର୍କାବୋତ୍ ଓ ହତ୍ସର ସୂଷୀମ୍
5 Siceleg, Bet-Marcabot, Hasersura,
6 ବୈଥଲବାଯୋତ୍, ଶାରକ୍ସ୍ଟହନ୍ ଗ୍ରାମ ସମତେ ଏହିପରି ଭାବରେ ତରଟେି ନଗର ଥିଲା।
6 Bet-Labaot e Saroen: treze cidades com suas aldeias.
7 ଐନ୍, ରିମ୍ମୋନ୍, ଏଥର ଓ ଆଶନ୍ ଗ୍ରାମ ସମତେ ଏହିପରି ଗ୍ଭରଟି ନଗର ଥିଲା।
7 Ain, Remon, Atar e Asã: quatro cidades com suas aldeias,
8 ବାଲତ୍ ବରେ ପର୍ୟ୍ଯନ୍ତ ଏହିସବୁ ନଗରର ଚତକ୍ସ୍ଟର୍ଦିଗସ୍ଥିତ ସହରସବୁ ପାଇଲେ। ସହେି ଭୂମିଶିମିଯୋନଙ୍କର ପରିବାରବର୍ଗକକ୍ସ୍ଟ ଦିଆଗଲା (ଦିଗସ୍ଥିତ ରାମତ୍) ପ୍ରେତ୍ୟକକ ପରିବାର ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।
8 assim como todos os lugarejos dos arredores dessas cidades até Baalat-Beer, que é Rama do sul. Esta foi a parte dos filhos de Simeão, segundo suas famílias.
9 ଶିମିୟୋନ ସନ୍ତାନଗଣର ଏହି ଅଧିକାର ୟିହକ୍ସ୍ଟଦା ସନ୍ତାନଗଣର ଏକ ଅଂଶ ଥିଲା। କାରଣ ୟିହକ୍ସ୍ଟଦା ସନ୍ତାନଗଣର ଅଂଶ ସମାନଙ୍କେ ପାଇଁ ଅତି ଅଧିକ ଥିଲା। ଏଥିପାଇଁଶିମିଯୋନ ସନ୍ତାନଗଣ ସମାନଙ୍କେର ଅଧିକାର ମଧିଅରେ ଅଧିକାର ପାଇଲେ।
9 Esta parte foi tomada da porção dos filhos de Judá, que era grande demais para eles e, por isso, os filhos de Simeão receberam a sua parte no meio de seu território.
10 ସବୂଲୂନର ପରିବାରବର୍ଗ, ସମାନଙ୍କେର ଗୋଷ୍ଠୀମାନଙ୍କ ପ୍ରତୀଜ୍ଞାନକ୍ସ୍ଟସା ରେ ନିଜ ନିଜର ଭୂମି ଭାଗ ପାଇଲେ। ଏହାର ସୀମା ସାରୀଦ ପର୍ୟ୍ଯନ୍ତ ଥିଲା।
10 A terceira sorte coube aos filhos de Zabulon, segundo suas famílias, e a fronteira de sua parte estendia-se até Sarid.
11 ଏହିପରି ଭାବରେ ସମାନଙ୍କେର ସୀମା ପଶ୍ଚିମ ରେ ମରିଯଲା ଦିଗ ରେ ଉଠି ଦବେଶତ୍ ପର୍ୟ୍ଯନ୍ତ ୟାଇ ୟଗ୍ନିଯାମର ସମ୍ମକ୍ସ୍ଟଖସ୍ଥ ନଦୀ ପର୍ୟ୍ଯନ୍ତ ଥିଲା।
11 Subia para o ocidente, até Merala e chegava até Debaset, tocando a torrente que corre defronte de Jeconão.
12 ପକ୍ସ୍ଟଣି ସାରୀଦରକ୍ସ୍ଟ ପୂର୍ବ ଦିଗ ରେ ଫରେି କିଶ୍ଲୋତ୍-ତାବୋରର ସୀମା ପର୍ୟ୍ଯନ୍ତ ଲାଗିଥିଲା। ଏହି ସୀମା ଦାବରତକକ୍ସ୍ଟ ଲାଗି ୟାଫିଯ ପର୍ୟ୍ଯନ୍ତ ଥିଲା।
12 De Sarid voltava ao oriente para o nascente, até o limite de Celeset-Tabor, passava por Daberet e subia a Jaflé.
13 ସଠାେରକ୍ସ୍ଟ ପୂର୍ବ ଦିଗ ଦଇେ, ଗାତ୍- ହଫରେ ମଧ୍ଯ ଦଇେ ଏତ୍କାତ୍ସୀନ ପର୍ୟ୍ଯନ୍ତ ୟାଇ ନଯେଆଡେ ବିସ୍ତୃତ ରିମ୍ମୋଣ ପର୍ୟ୍ଯନ୍ତ ଲାଗିଥିଲା।
13 Dali passava pelo lado oriental, para o levante, até Get-Hefer e até Tacasin, e chegava a Remon, prolongando-se até Noa.
14 ଉତ୍ତର ଦିଗ ରେ ସହେି ସୀମା ଘରେି ରହିଥିଲା ହନ୍ନାଥୋନ ପର୍ୟ୍ଯନ୍ତ। ଏହାର ସୀମା ୟିଲ୍ଗଦେଲ୍ ଉପତ୍ୟକା ପର୍ୟ୍ଯନ୍ତ ଲାଗିଥିଲା।
14 Dava volta em seguida pelo norte para Hanaton e terminava no vale de Jeftael.
15 କଟତ୍, ନହଲୋଲ୍, ଶିମ୍ରୋଣ, ୟିଦାଲା ଓ ବୈଥ୍ଲହେମ୍ ଗ୍ରାମ ସମତେ ଏହିପରି ଭାବରେ ତାଙ୍କର ବାରଟି ନଗର ଥିଲା।
15 Havia ainda Catet, Naalol, Semeron, Jedala e Belém; doze cidades com suas aldeias.
16 ଏହିସବୁ ଗ୍ରାମ ନଗର ସୂବୂଲୂନ ପରିବାରବର୍ଗର ଗୋଷ୍ଠୀ ଅନକ୍ସ୍ଟସା ରେ ସମାନଙ୍କେର ଅଧିକାର ଥିଲା
16 Tal foi a parte de Zabulon, segundo suas famílias, e tais são as suas cidades e suas aldeias.
17 ଭୂମିର ଚତକ୍ସ୍ଟର୍ଥ ଅଂଶ ଇଷାଖର ପରିବାରବର୍ଗକକ୍ସ୍ଟ ଦିଆଗଲା। ପ୍ରେତ୍ୟକକ ପରିବାର ସେଥିରକ୍ସ୍ଟ ଭାଗ ପାଇଲେ।
17 A quarta sorte coube a Issacar, aos filhos de Issacar segundo suas famílias.
18 ନିମ୍ନ ରେ ଦିଆୟାଇଥିବା ଭୂମିଗକ୍ସ୍ଟଡିକ ଉକ୍ତ ପରିବାରବର୍ଗମାନଙ୍କୁ ଦିଆଗଲା। ସମାନେେ ହେଲେ ୟିଷ୍ରିଯଲେ, କସକ୍ସ୍ଟଲ୍ଲୋତ ଓ ସକ୍ସ୍ଟନେମ୍।
18 Sua fronteira era Jezrael, Casalot, Suném,
19 ହଫାରଯିମ୍, ଶୀଯୋନ ଓ ଅନହରତ୍।
19 Hafaraim, Seon, Anaarat,
20 ରାଦ୍ଦୀତ୍, କିଣିଯୋନ ଓ ଏବସ୍।
20 Rabot, Cesion, Abés,
21 ରମେତ୍ ଐନ୍-ଗନ୍ନୀମ୍ ଐନ୍ ହଦ୍ଦା ଓ ବୈଥ୍ ପତ୍ ସେସ୍।
21 Ramet, En-Ganim, En-Hada e Bet-Feses.
22 ଏସବୁର ସୀମା ତାଙ୍କର ତାବୋର ଶହତ୍ସୀସ୍ ଓ ବୈଥ୍ଶମେଣ ପର୍ୟ୍ଯନ୍ତ ଥିଲା। ୟର୍ଦ୍ଦନ ସମାନଙ୍କେ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମତେ ଏହି ଷୋଳଟି ନଗର ସମାନଙ୍କେର ଅଧିନ ରେ ଥିଲା।
22 A fronteira tocava em Tabor, Seesima e Bet-Sames indo terminar no Jordão: dezesseis cidades com suas aldeias.
23 ଏହି ସହର ଓ ଗ୍ରାମଗକ୍ସ୍ଟଡିକ ଇଷାଖର ପରିବାରବର୍ଗର ଭୂମି ଅଂଶ ବିଷେଶ ଥିଲା। ଏବଂ ଏଗକ୍ସ୍ଟଡିକ ସମାନଙ୍କେର ବଂଶାନକ୍ସ୍ଟସା ରେ ପାଇଲେ।
23 Tal foi a parte da tribo dos filhos de Issacar segundo suas famílias, e tais são suas cidades e suas aldeias.
24 ଏହି ଭୂମିର ପଞ୍ଚମ ଅଂଶ ଆଶରେ ପରିବାରବର୍ଗମାନେ ପାଇଲେ। ସହେି ପରିବାରବର୍ଗର ପ୍ରେତ୍ୟକକ ପରିବାର ସହେି ଭୂମିର ଏକ ଅଂଶ ପାଇଲେ।
24 A quinta sorte coube à tribo dos filhos de Aser, segundo suas famílias.
25 ଯେଉଁ ଭୂମିସବୁ ସମାନଙ୍କେୁ ଦିଆୟାଇଥିଲା, ସଗେକ୍ସ୍ଟଡିକର ମଧିଅରେ ହିଲକତ୍, ହଲୀ, ବଟେନ୍ ଓ ଅକଷଫ୍ ଥିଲା।
25 Sua fronteira era Halcat, Cali, Beten, Axaf,
26 ଅଲମଲେକ୍, ଅମିଯାଦ୍ ଓ ମିଶାଲ୍
26 Elmelec, Amaad e Messal; chegava pelo ocidente até o Carmelo e até Sior-Labanat.
27 ଏହାପରେ ଏହାର ସୀମା ପୂର୍ବ ହିଗ ରେ ବୈଥଦାଗକ୍ସ୍ଟନ ଆଡେ ଥିଲା। ଏହି ସୀମା ବୈଥ୍ଏମକ୍ ନୀଯଲରେ ଉତ୍ତର ଦିଗ ରେ ସବୂଲୂନ ସ୍ଥିତ ୟିଲ୍ଗ ହେଲ ଉପତ୍ୟକା ପର୍ୟ୍ଯନ୍ତ ଥିଲା। ଏହାର ବାମ ଦିଗ ରେ ଥିଲା କାବୂଲ୍।
27 Voltava em seguida pelo oriente para Bet-Dagon, tocava em Zabulon e no vale de Jeftael, ao norte de Bet-Emec e de Neiel, e estendia-se pela esquerda até Cabul,
28 ଏହାର ସୀମା ଇବ୍ରୋଣ,ରହୋବ୍ ହମ୍ମୋନ୍, କାନ୍ନା ଓ ସଦୂର ସହାସୀଦୋନ୍ ପର୍ୟ୍ଯନ୍ତ ଲାଗିଥିଲା।
28 Abrã, Roob, Amon e Caná, até Sidônia, a Grande.
29 ଏହାପରେ ଏହାର ସୀମା ଦକ୍ଷିଣ ରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକକ୍ସ୍ଟ ଲାଗିଥିଲା। ଏହିଠାରକ୍ସ୍ଟ ସେ ସୀମା ହୋଷାକକ୍ସ୍ଟ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଥିଲା।
29 Voltava depois para Ramah até a fortaleza de Tiro, e ia para Hosa, terminando no mar, pelo distrito de Acziba.
30 ଉମ୍ମା, ଅଫେକ୍ ଓ ରହୋବ
30 Havia, além disso, Ama, Afec e Roob: vinte e duas cidades com suas aldeias.
31 ଯେଉଁଟାକି ଆଶରରେ ପରିବାରବର୍ଗକକ୍ସ୍ଟ ଦିଆୟାଇଥିଲା। ସହେି ପରିବାରବର୍ଗର ପ୍ରେତ୍ୟକକ ପରିବାର ନିଜ ନିଜର ପ୍ରାପ୍ଯ ଭୂମି ଭାଗ ପାଇଲେ।
31 Esta foi a parte da tribo dos filhos de Aser, segundo suas famílias, e tais são suas cidades e suas aldeias.
32 ଏହାର ଷଷ୍ଠାଂଶଟି ନଲ୍ଗାଲିର ପରିବାରବର୍ଗଙ୍କକ୍ସ୍ଟ ଦିଆଗଲା। ଏବଂ ସହେି ପରିବାରବର୍ଗ ପ୍ରତ୍ଯକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।
32 A sexta sorte caiu aos filhos de Neftali, segundo suas famílias.
33 ସମାନେେ ଯେଉଁ ସବୁରକ୍ସ୍ଟ ଭୂମି ପାଇଥିଲେ, ସେ ସବୁର ସୀମା ଏହି ପରି ଥିଲା। ଏହା ସାନନ୍ନୀମ ନିକଟସ୍ଥ ହେଲ୍ଫଠାରକ୍ସ୍ଟ ଆରମ୍ଭ ହେଲା। ଏହା ସୀମା ଆଦାମୀ ଯବ୍ନିଯଲଠାେରକ୍ସ୍ଟ ନକବେ ମଧ୍ଯ ଦଇେ ଗଲା। ଏହାର ସୀମା ଲକ୍କକ୍ସ୍ଟମ ଓ ୟର୍ଦ୍ଦନ ନଦୀ ଶଷେଭାଗ ୟାଏଁ ଲାଗିଥିଲା।
33 Sua fronteira partia de Helef, desde o carvalhal de Saananim, indo para Adami-Neceb e Jebnael, até Lecum, terminando no Jordão.
34 ଏହାର ସୀମା ପଶ୍ଚିମ ଦିଗ ରେ ଅସ୍ନୋତ୍ ତାଦୋରକକ୍ସ୍ଟ ଲାଗିଥିଲା। ସଠାେରକ୍ସ୍ଟ ହକ୍ସ୍ଟକ୍କୋକ ପର୍ୟ୍ଯନ୍ତ ଦକ୍ଷିଣ ଦିଗ ରେ ସବୂଲୂନ ପର୍ୟ୍ଯନ୍ତ ପଶ୍ଚିମ ଦିଗ ରେ ଆଶରେ ପର୍ୟ୍ଯନ୍ତ ଓ ପୂର୍ବ ଦିଗ ରେ ୟର୍ଦ୍ଦନ ୟିହକ୍ସ୍ଟଦା ପର୍ୟ୍ଯନ୍ତ ଲାଗିଥିଲା।
34 Voltava depois pelo ocidente até Azanot-Tabor e atingia Hucuca. Ao sul, tocava em Zabulon, ao ocidente em Aser, ao oriente em Judá, perto do Jordão.
35 ଏହାର ସୀମା ରେ କେତଗେକ୍ସ୍ଟଡିଏ ଶକ୍ତିଶାଳୀ ନଗର ଥିଲା। ସଗେକ୍ସ୍ଟଡିକ ହେଲା ସବୀମ, ସରେ, ହମ୍ମତ, ରକ୍କତ୍ ଓ କିନ୍ନରେତ୍।
35 Suas fortalezas eram: Assedim, Ser, Emat, Recat, Ceneret,
36 ଆଦାମା, ରାମା ଓ ହାତ୍ସୋର,
36 Edema, Arama, Asor,
37 କଦେଶ, ଇଦ୍ରିଯୀ ଓ ଐନ ହାତସୋର,
37 Cedes, Edrai, En-Hasor,
38 ୟିରୋଣ ମିଗଦ୍ଦଲେଲ୍, ହୋ ରେମ୍ ବୈଥଂନାତ୍, ବୈଥଶମେଶ ଏହି ସବୁ ଶକ୍ତିଶାଳୀ ନଗରଗକ୍ସ୍ଟଡିକ ଥିଲା। ଏହିପରି ଭାବରେ କ୍ଷତକେକ୍ସ୍ଟ ମିଶାଇ ଉଣିଶିଟି ନଗର ଚତକ୍ସ୍ଟଃପାଶର୍‌ବ ରେ ଥିଲା।
38 Jeron, Magdalel, Horem, Bet-Anat e Bet-Sames: dezenove cidades com suas aldeias.
39 ସହେି ପରିବାରବର୍ଗର ପ୍ରେତ୍ୟକକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।
39 Esta foi a parte da tribo dos filhos de Neftali, segundo suas famílias e tais são suas cidades e suas aldeias.
40 ଏହାପରେ ଦାନ୍ ପରିବାରବର୍ଗମାନଙ୍କୁ ସଲ୍ଗମ ବାଣ୍ଟ ଉଠିଲା, ସହେି ଭୂମିର ସମସ୍ତ ଭାଗଟି ଦିଆଗଲା।
40 A sétima sorte caiu à tribo dos filhos de Dã, segundo suas famílias.
41 ଏହିସବୁ ଭୂମି ଯାହାକି ସମାନଙ୍କେୁ ଦିଆୟାଇଥିଲା, ସଗେକ୍ସ୍ଟଡିକ ହେଲା ସରିଯ ଇଷ୍ଟାଯୋଲ ଇରଶମେଶ,
41 Sua fronteira compreendia Saraa, Estaol, Hir-Semes,
42 ଶାଲ୍ବୀମ୍, ଅଯାଲୋନ୍ ଓ ୟିତ୍ଲା,
42 Selebin, Ajalon, Jetela,
43 ଏଲୋନ୍, ତିମ୍ନାଥା ଓ ଇକ୍ରୋଣ,
43 Elon, Temna, Acron,
44 ଇଲତ୍କୀ ଗିବୋଥୋନ ଓ ବାଲତ୍,
44 Eltece, Gebeton, Balaat,
45 ୟିହୂଦ୍, ବନବରକେ ଓ ଗାଥ୍-ରିମ୍ମୋନ୍।
45 Jud, Bene-Barac, Get-Remon,
46 ମଯେର୍କୋନ୍, ରକ୍କୋନ ଓ ୟାଫୋର ସମକ୍ସ୍ଟଖସ୍ଥ ଅଞ୍ଚଳ।
46 Me-Jarcon e Arecon com a terra fronteira a Jope.
47 କିନ୍ତୁ ଦାନ ବଂଶର ଲୋକମାନେ ଏହି ଭୂମିର ଅଧିକାର ପାଇଁ ଅସକ୍ସ୍ଟବିଧାର ସମ୍ମକ୍ସ୍ଟଖିନ ହେଲେ। ସଠାେରେ ତାଙ୍କର ବହକ୍ସ୍ଟତ ଶକ୍ତିଶାଳୀ ଶତୃ ଥିଲେ। ଏବଂ ଦାନ୍ର ଲୋକମାନେ ସମାନଙ୍କେୁ ଏତେ ସହଜ ରେ ପରାସ୍ତ କରିପାରି ନ ଥିଲେ। ଯେଉଁଥିପାଇଁ ଦାନ ବଂଶଧରମାନେ ଇଶ୍ରାୟେଲର ଉତ୍ତର ଦିଗକକ୍ସ୍ଟ ଗଲେ। ଏବଂ ଲେଶମ୍ମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ସମାନେେ ଲେଶମ୍ମାନଙ୍କୁ ୟକ୍ସ୍ଟଦ୍ଧ ରେ ପରାସ୍ତ କଲେ। ଏବଂ ସଠାେରେ ବାସ କରୁଥିବା ଲୋକମାନଙ୍କୁ ସମାନେେ ହତ୍ଯା କଲେ। ତେଣୁ ଦାନର ଲୋକମାନେ ଲେଶମ୍ମାନଙ୍କର ସହର ରେ ବାସ କଲେ। ଏବଂ ଦାନର ପୂର୍ବପୁରୁଷଙ୍କ ନାମାନକ୍ସ୍ଟସା ରେ ଲେଶମର ନାମ ଦାନ ରଖିଲେ।
47 O território dos danitas estendia-se para além dos seus limites, porque, tendo combatido Lesém, tomaram-na e passaram-na ao fio da espada. Entrando em sua posse, habitaram-na e deram-lhe o nome de Dã, seu pai.
48 ଏହି ସମସ୍ତ ନଗର, ଗ୍ରାମସବୁ ଓ ସମାନଙ୍କେର କ୍ଷତେସବୁ ଦାନଙ୍କ ପରିବାରବର୍ଗଙ୍କକ୍ସ୍ଟ ହିଁ ଦିଆଗଲା। ପ୍ରେତ୍ୟକକ ବଂଶଧର ସମାନଙ୍କେ ବଂଶ ଅନକ୍ସ୍ଟସା ରେ ଅଧିକାର ପାଇଲେ।
48 Tal foi a parte da tribo dos filhos de Dã, segundo suas famílias, e tais são as suas cidades e suas aldeias.
49 ଏହିପରି ଭାବରେ ସମାନଙ୍କେ ମୂଖ୍ଯ ଭୂମିକକ୍ସ୍ଟ ଭାଗ କଲେ ଓ ସଗେକ୍ସ୍ଟଡିକ ସମସ୍ତ ପରିବାରବର୍ଗମାନଙ୍କୁ ବାଣ୍ଟିଲେ। ଏହା ସେ ଶଷେ କରିଲାପରେ, ଇଶ୍ରାୟେଲୀୟ ଲୋକମାନେ ସ୍ଥର କଲେ ନୂନର ପକ୍ସ୍ଟତ୍ର ଯିହାଶୂେୟଙ୍କକ୍ସ୍ଟ କିଛି ଭୂମି ଦବୋକକ୍ସ୍ଟ। ଏହାସବୁ ଭୂମି ତାଙ୍କୁ ଦିଆୟିବା ପାଇଁ ପ୍ରତିଜ୍ଞା କରାୟାଇଥିଲା।
49 Acabada a repartição da terra segundo seus limites, os israelitas deram a Josué, filho de Nun, uma parte no meio deles.
50 ସଦାପ୍ରଭୁ ନିର୍ଦେଶ ଦଇେଥିଲେ, ଏହିସବୁ ଭୂମି ଦବୋ ପାଇଁ। ତେଣୁ ସମାନେେ ଯିହାଶୂେୟଙ୍କକ୍ସ୍ଟ ଏହିସବୁ ନଗର ଦଇେଥିଲେ। ଇଫ୍ରଯିମ ପର୍ବତମଯ ଦେଶ ରେ ତିମତ୍- ସରହେ। ତେଣୁ ସେ ସଠାେରେ ନଗର ଗଠନକରି ସଠାେରେ ବାସ କଲେ।
50 Por ordem do Senhor, deram-lhe a cidade que ele pediu, Tamnat-Saré, na montanha de Efraim. Josué reedificou a cidade e habitou nela.
51 ଏହିପରି ଭାବରେ ଇଶ୍ରାୟେଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିଯାସର ଯାଜକ, ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରୀତ ହେଲେ। ସମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାଗମ ତମ୍ବୁ ଦ୍ବାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସମାନେେ ଦେଶ ବିଭାଗ ବଣ୍ଟନ ସାରି ଦେଲେ।
51 Estas são as partes que o sacerdote Eleazar, Josué, filho de Nun, e os chefes de família das tribos dos israelitas repartiram por sorte em Silo, diante do Senhor, à entrada da tenda de reunião. E assim acabaram a divisão da terra.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Josué 19, comparar traduções ou montar um estudo — tudo direto pelo WhatsApp.