Josué 18

Oriya Bible (GL_ORIYA)

1 ଇଶ୍ରାୟେଲ ସମସ୍ତ ଲୋକ ଶୀଲୋଠା ରେ ଏକତ୍ରୀତ ହେଲେ। ସମାନେେ ପ୍ରେତ୍ୟକକ ସ୍ଥାନ ରେ ସମାଗମ ତମ୍ବୁ ସ୍ଥାପନ କଲେ। ସମାନଙ୍କେର ଦେଶକକ୍ସ୍ଟ ନିଜ ଅଧିନ ରେ ରଖିପାରିଲେ।

2 ମାତ୍ର ସହେି ସମୟରେ ମଧ୍ଯ ଇଶ୍ରାୟେଲର ସାତାଟେି ପରିବାରବର୍ଗ ଭୂମି ପାଇ ନଥିଲେ। ଯାହାକି ସଦାପ୍ରଭୁ ସମାନଙ୍କେୁ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ।

3 ତେଣୁ ଯିହାଶୂେୟ ଇଶ୍ରାୟେଲ ବାସୀଙ୍କକ୍ସ୍ଟ କହିଲେ, କାହିଁକି ତୁମ୍ଭମାନେେ ତୁମ୍ଭର ଭୂମି ନବୋ ପାଇଁ ଡରେି କରୁଛ? ସଦାପ୍ରଭୁ ତକ୍ସ୍ଟମ୍ଭ ପିତା ପରମେଶ୍ବର ତୁମ୍ଭକୁ ଏହି ଭୂମି ଦଇେଛନ୍ତି।

4 ତେଣୁ ତୁମ୍ଭମାନେେ ପ୍ରେତ୍ୟକକ ପରିବାରବର୍ଗରକ୍ସ୍ଟ ତିନି ଜଣ ଲଖାଏଁେ ବାଛ। ମୁ ସମାନଙ୍କେୁ ସମଗ୍ର ଦେଶ ଭ୍ରମଣ ପାଇଁ ପଠାଇବି, ସମାନେେ ସମାନଙ୍କେର ଉତ୍ତରାଧିକାରୀମାନଙ୍କ ଅନକ୍ସ୍ଟସା ରେ ଲେଖି ଯେତବେେଳେ ସମାନେେ ଫରେିବେ ତାହା ଆମ୍ଭମାନଙ୍କୁ ଦବେେ। ଯେତବେେଳେ ସମାନେେ ମାେ ନିକଟକକ୍ସ୍ଟ ଫରୋଇ ଆଣିବେ।

5 ସମାନେେ ସେ ଭୂମିକକ୍ସ୍ଟ ସାତ ଭାଗ ରେ ବାଣ୍ଟ କରିବେ। ୟିହକ୍ସ୍ଟଦାର ଲୋକମାନେ ସମାନଙ୍କେର ଭାଗ ଦକ୍ଷିଣ ପ୍ରାନ୍ତର ପାଇବେ। ଯୋଷଫେର ଉତ୍ତରାଧିକାରୀଗଣ ଉତ୍ତର ରେ ସମାନଙ୍କେର ଭୂମି ପାଇବେ।

6 କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନକ୍ସା ଅଙ୍କନ କରିବ। ତବେେ ତାହା ମାେତେ ଦବେ ଏବଂ ମୁ ସଦାପ୍ରଭୁ ପରମେଶ୍ବରଙ୍କ ଉପସ୍ଥିତ ରେ ଗକ୍ସ୍ଟଳାବାଣ୍ଟ ଦ୍ବାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ।

7 ଏଥି ରେ ଲବେୀୟମାନଙ୍କର କୌଣସି ଅଂଶ ରହିବ ନାହିଁ। ସମାନଙ୍କେର ଭାଗଟି ହେଉଛି ସଦାପ୍ରଭୁଙ୍କର ଯାଜକ ରୂପେ ସବୋ କରିବା। ଏବଂ ଗାଦ୍, ରକ୍ସ୍ଟବନ୍େ, ମନଃଶିର ଓ ଅର୍ଦ୍ଧବଂଶ ୟର୍ଦ୍ଦନ ପୂର୍ବ ପାରି ରେ ନିଜ ନିଜ ଅଧିକାର ପାଇଅଛନ୍ତି। ଏହା ସଦାପ୍ରଭୁଙ୍କ ସବେକ ମାଶାେ ୟିଏ ସମାନଙ୍କେୁ ଏ ଭୂମି ଦେଲେ।

8 ତେଣୁ ଲୋକମାନେ ଯେଉଁମାନେ ବଛା ୟାଇଥିଲେ, ସମାନେେ ୟାଇ ଦେଶ ଅନକ୍ସ୍ଟଧ୍ଯାନ କରି ସେ ବିଷଯ ରେ ଲେଖିଲେ।ଯିହାଶୂେୟ ସମାନଙ୍କେୁ କହିଲେ, ତୁମ୍ଭମାନେେ ୟାଇ ଦେଶ ଭ୍ରମଣ କରି ତହିଁ ବିଷଯ ରେ ଲେଖ ଓ ଆମ୍ଭ ନିକଟକକ୍ସ୍ଟ ପକ୍ସ୍ଟନର୍ବାର ଆସ, ତା'ପରେ ମୁ ଶୀଲୋହାର ପରମେଶ୍ବରଙ୍କର ସମ୍ମକ୍ସ୍ଟଖ ରେ ଗକ୍ସ୍ଟଳାବାଣ୍ଟ ପକାଇ ବାଣ୍ଟି ଦବେି।

9 ତେଣୁ ସେ ଲୋକମାନେ ସେ ଦେଶକକ୍ସ୍ଟ ଗଲେ, ଏବଂ ସହେି ଲୋକମାନେ ଦେଶ ରେ ସମସ୍ତ ଭାଗ ବକ୍ସ୍ଟଲି ଦେଖିଲେ, ଏବଂ ସେ ବିଷଯ ରେ ଏକ ବିବରଣୀ ଲେଖି ଯିହାଶୂେୟଙ୍କକ୍ସ୍ଟ ଜଣାଇଲେ। ସମାନେେ ସଠାେରେ ଥିବା ସମସ୍ତ ସହରକକ୍ସ୍ଟ ଚିଠା ଭିତରକକ୍ସ୍ଟ ଆଣିଲେ ଓ ସଗେକ୍ସ୍ଟଡିକ ସମାନେେ ସାତ ଭାଗ ରେ ବିଭକ୍ତ କଲେ। ଏହାପରେ ସମାନେେ ଶୀଲୋଠା ରେ ଥିବା ଯିହାଶୂେୟ ନିକଟକକ୍ସ୍ଟ ଫରେି ଆସିଲେ।

10 ଯିହାଶୂେୟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାନଙ୍କେ ପାଇଁ ଭାଗ ଗକ୍ସ୍ଟଳା ପକାଇଲେ। ଏହିପରି ଭାବରେ ଯିହାଶୂେୟ ଉକ୍ତ ଜମିକକ୍ସ୍ଟ ସାତ ଗକ୍ସ୍ଟଣ ରେ ବିଭକ୍ତ କରି ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭାଗ କଲେ। ପ୍ରେତ୍ୟକକ ଜଣ ତାଙ୍କର ଅଂଶ ପାଇଲେ।

11 ବିନ୍ଯାମୀନ ପରିବାରବର୍ଗଗଣ ୟିହକ୍ସ୍ଟଦା ଓ ଯୋଷଫଙ୍କେର ମଧ୍ଯବର୍ତ୍ତୀ ଅଞ୍ଚଳ ରେ ଭୂମି ପାଇଲେ। ବିନ୍ଯାମୀନ ପ୍ରେତ୍ୟକକ ପରିବାରବର୍ଗର ଲୋକମାନେ ସମାନଙ୍କେର ଭାଗ ପାଇଲେ। ଏହି ଭୂମି ଯାହାକି ବିଦ୍ଯାମୀନ ପରିବାରବର୍ଗମାନଙ୍କ ପାଇଁ ସ୍ଥିର କରାୟାଇଥିଲା।

12 ସମାନଙ୍କେର ଉତ୍ତର ସୀମା ୟର୍ଦ୍ଦନ ନଦୀଠାରକ୍ସ୍ଟ ଆରମ୍ଭ ହେଲା। ଏହାର ସୀମା ଉତ୍ତର ରେ ଯିରୀହାରେକ୍ସ୍ଟ ଲାଗିଥିଲା। ଏହାପରେ ଏହାର ସୀମା ପଶ୍ଚିମ ରେ ପର୍ବତମଯ ଦେଶକକ୍ସ୍ଟ ଲାଗିଥିଲା। ଏହାର ସୀମା ପୂର୍ବ ପଟ ରେ ବୈଥାବନ ପର୍ୟ୍ଯନ୍ତ ଲାଗିଥିଲା।

13 ସଠାେରକ୍ସ୍ଟ ସେ ସୀମା ଦକ୍ଷିଣ ଆଡେ ଲୃସ(ବୈଥଲେ)ପର୍ୟ୍ଯନ୍ତ ଗଲା। ଏହାପରେ ନିଚସ୍ଥ ବୈଥୋରୋଣର ଦକ୍ଷିଣସ୍ଥ ପର୍ବତ ଦଇେ ଅଟାରୋତ୍ ଅଦ୍ଦର ଆଡକକ୍ସ୍ଟ ଗଲା।

14 ସଠାେରକ୍ସ୍ଟ ସେ ସୀମା ଲାଗି ରହିଲା। ପଶ୍ଚିମ ରେ ବୈଥୋରୋଣ ଦକ୍ଷିଣାସ୍ଥିତ ପର୍ବତଠାରକ୍ସ୍ଟ ଦକ୍ଷିଣ ଆଡେ ୟିହକ୍ସ୍ଟଦା ସନ୍ତାନଗଣର କିରିଯଥବାଲ୍ ବା କିରିଯଥ ୟିଯାରୀମ୍ ନାମକ ଏକ ନଗର ପର୍ୟ୍ଯନ୍ତ। ଏହାଥିଲା ସମାନଙ୍କେର ପଶ୍ଚିମ ସୀମା।

15 ଏହାର ଦକ୍ଷିଣ ସୀମା କିରିଯଥ୍-ୟିଯାରୀମର ନିକଟରେ ଆରମ୍ଭ ହେଲା ଓ ସୀମା ପଶ୍ଚିମ ଦିଗ ରେ ଏହାର ସୀମା ନିଲ୍ଗୋହର ନିର୍ଝର ପର୍ୟ୍ଯନ୍ତ ଥିଲା।

16 ଏହାର ସୀମା ରଫାଯୀମ୍ ତଳ ଭୂମିର ଉତ୍ତର ଦିଗସ୍ଥ ହିନ୍ନୋମ ପକ୍ସ୍ଟତ୍ରର ଉପତ୍ୟକା ସମକ୍ସ୍ଟଖସ୍ଥ ପର୍ବତର ପ୍ରାନ୍ତ ପର୍ୟ୍ଯନ୍ତ ଲାଗିଥିଲା ଓ ଏହାର ସୀମା ହିନ୍ନୋମ ଉପତ୍ୟକାଠାରକ୍ସ୍ଟ ୟିବୂଷର ଦକ୍ଷିଣ ପାଶର୍‌ବ ପର୍ୟ୍ଯନ୍ତ ଲାଗିଥିଲା। ଏବଂ ଏହାର ସୀମା ଐନ ରୋଗଲକେକ୍ସ୍ଟ ଲାଗିଥିଲା।

17 ଏହାର ସୀମା ଉତ୍ତର ଦିଗଠାରକ୍ସ୍ଟ ଐନଶମେସ ପର୍ୟ୍ଯନ୍ତ ଲାଗିଥିଲା। ଅଦକ୍ସ୍ଟମ୍ମୀମ୍ ଘାଟି ସମ୍ମକ୍ସ୍ଟଖସ୍ଥ ପର୍ୟ୍ଯନ୍ତ ଓ ସଠାେରକ୍ସ୍ଟ ଗଲୀଲୋତ୍ଠାରକ୍ସ୍ଟ ରକ୍ସ୍ଟବନ୍େ ବଂଶୀଯ ବୋହନର ପ୍ରସ୍ତର ପର୍ୟ୍ଯନ୍ତ ଲାଗିଥିଲା।

18 ଉତ୍ତର ଦିଗ ରେ ପଦା ଭୂମିରେ ସମ୍ମକ୍ସ୍ଟଖ ପାଶର୍‌ବଠାରକ୍ସ୍ଟ ପଦାଭୂମି ପର୍ୟ୍ଯନ୍ତ ଲାଗି ଥିଲା।

19 ଏହାର ସହେି ସୀମା ବୈଥ-ଅଗ୍ଲାର ଉତ୍ତର ପାଶର୍‌ବ ପର୍ୟ୍ଯନ୍ତ ଲାଗି ରହିଥିଲା। ୟର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମକ୍ସ୍ଟଦ୍ର ଉତ୍ତର ଉପସାଗର ସହେି ସୀମାର ପ୍ରାନ୍ତଭାଗ ଥିଲା। ଏହାଥିଲା ଏହାର ଦକ୍ଷିଣ ସୀମା।

20 ୟର୍ଦ୍ଦନ ଏହାର ପୂର୍ବ ସୀମା ଥିଲା। ବିନ୍ଯାମୀନଙ୍କର ପରିବାରବର୍ଗ ସମାନଙ୍କେର ଗୋଷ୍ଠୀ ଅନକ୍ସ୍ଟସା ରେ ତାହା ଅଧିକାର କଲେ।

21 ନିଜ ନିଜ ବଂଶ ଅନକ୍ସ୍ଟସା ରେ ବିଦ୍ଯାମୀନ ସନ୍ତାନଗଣର ବଂଶମାନଙ୍କ ନଗର ଯିରୀହାେ ଓ ବୈଥ୍-ଅଗ୍ଲା ଓ ଏମକ୍ କତ୍ଶିସ।

22 ବୈଥଆରବା, ସୀମାରଯମ ଓ ବୈଥେଲ୍।

23 ଅଦ୍ଦୀମ, ପାରା ଓ ଅଫ୍ରା।

24 କଫରେସ୍କାନି, ଅଫନି ଓ ଗବୋ, ଗ୍ରାମ ସମତେ ଏହିପରି ଭାବରେ ବାରଟି ନଗର ଥିଲା।

25 ବିଦ୍ଯାମୀନ ବଂଶ ମଧ୍ଯ ଗିବିୟୋନର ରାମତ୍, ବରେୋତ୍,

26 ମିସ୍ପୀ, କଫୀରା, ମାେତ୍ସା,

27 ରକେମ୍, ୟିର୍ପେଲ୍, ତରଲା,

28 ସେଲା, ଏଲଫ୍ ୟିବୂଷ ଗିବିଯା ଓ କିରିଯଥ ଗ୍ରାମ ସମତେ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନକ୍ସ୍ଟସା ରେ ବିଦ୍ଯାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Josué 18, comparar traduções ou montar um estudo — tudo direto pelo WhatsApp.