Jeremias 50
Oriya Bible (GL_ORIYA) vs ACF
1 ସଦାପ୍ରଭୁ ଯିରିମିୟ ଭବିଷ୍ଯଦବକ୍ତାଙ୍କ ମାଧ୍ଯମ ରେ ବାବିଲ ବିଷଯ ରେ ଓ କଲଦୀଯମାନଙ୍କ ବିଷଯ ରେ ଏହି ବାର୍ତ୍ତା ଦେଲେ। ତାହା ଏହିପରି :
1 A palavra que falou o SENHOR contra a babilônia, contra a terra dos caldeus, por intermédio de Jeremias, o profeta.
2 ତୁମ୍ଭମାନେେ ଗୋଷ୍ଠୀଗଣ ମଧିଅରେ ପ୍ରକାଶ କରି ପ୍ରଚାର କର। ଧ୍ବଜା ଉଠାଇ ପ୍ରଚାର କର ଓ ଗୋପନ ନ ରଖି କୁହ, 'ବାବିଲ ହସ୍ତଗତ ହେଲା, ବଲେ ଲଜ୍ଜିତ ହେଲା ; ମରୋଦକ ବିସ୍ମିତ ହେଲା ; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦବେତା ସକଳ ବିସ୍ମିତ ହେଲେ।'
2 Anunciai entre as nações; e fazei ouvir, e arvorai um estandarte, fazei ouvir, não encubrais; dizei: Tomada está babilônia, confundido está Bel, espatifado está Merodaque, confundidos estão os seus ídolos, e quebradas estão as suas imagens.
3 କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ବାବିଲ ବିରୁଦ୍ଧ ରେ ଆସିବେ। ସମାନେେ ତାକୁ ଧ୍ବଂସ କରିବେ। ତାହା ମଧିଅରେ କହେି ବାସ କରିବେ ନାହିଁ, ମନୁଷ୍ଯ ଓ ପଶୁ ସଠାରୁେ ପଳାଯନ କରିବେ।
3 Porque subiu contra ela uma nação do norte, que fará da sua terra uma solidão, e não haverá quem nela habite; tanto os homens como os animais fugiram, e se foram.
4 ସେ ସମୟରେ ଇଶ୍ରାୟେଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହାଇଯେିବେ। ସମାନେେ କାନ୍ଦି କାନ୍ଦି ଆସିବେ, ଯେତବେେଳେ ସମାନେେ ସମାନଙ୍କେର ସଦାପ୍ରଭୁ ପରମେଶ୍ବରଙ୍କର ଅନ୍ବଷେଣ କରିବେ।
4 Naqueles dias, e naquele tempo, diz o Senhor, os filhos de Israel virão, eles e os filhos de Judá juntamente; andando e chorando virão, e buscarão ao Senhor seu Deus.
5 ସମାନେେ ସିୟୋନକୁ ୟିବାକୁ ପଥ ପଚାରିବେ। ସହେିଆଡ଼େ ମୁଖକରି ସମାନେେ କହିବେ, 'ତୁମ୍ଭମାନେେ ଆସ, ଆମ୍ଭମାନଙ୍କ ସହିତ ଅନନ୍ତକାଳସ୍ଥାଯୀ ଅବିସ୍ମରଣୀଯ ନିଯମ ଦ୍ବାରା ସଦାପ୍ରଭୁଙ୍କଠା ରେ ଆସକ୍ତ ହୁଅ।'
5 Pelo caminho de Sião perguntarão, para ali voltarão os seus rostos, dizendo: Vinde, e unamo-nos ao Senhor, numa aliança eterna que nunca será esquecida.
6 ଆମ୍ଭର ଲୋକମାନେ ହଜିଲା ମଷେ ସଦୃଶ ହାଇେଅଛନ୍ତି। ସମାନଙ୍କେର ପାଳକମାନେ ସମାନଙ୍କେୁ ବିପଥରେ ଗମନ କରାଇଅଛନ୍ତି। ବିଭିନ୍ନ ପର୍ବତ ରେ ସମାନଙ୍କେୁ ବାଟ ଭୁଲାଇ ଭ୍ରମଣ କରାଇ ଅଛନ୍ତି। ସମାନେେ ପର୍ବତରୁ ଉପପର୍ବତକୁ ଗମନ କରିଛନ୍ତି। ଆଉ ସମାନେେ ନିଜର ବିଶ୍ରାମ ସ୍ଥାନ ପାଶୋରି ଅଛନ୍ତି।
6 Ovelhas perdidas têm sido o meu povo, os seus pastores as fizeram errar, para os montes as desviaram; de monte para outeiro andaram, esqueceram-se do lugar do seu repouso.
7 ଯେଉଁମାନେ ସମାନଙ୍କେୁ ପାଇଲେ, ସମାନଙ୍କେୁ ଗ୍ରାସ କରିଅଛନ୍ତି। ସମାନଙ୍କେର ଶତ୍ରୁମାନେ କହିଲେ, 'ଆମ୍ଭମାନେେ କୌଣସି ପାପ କରି ନାହୁଁ।' କାରଣ ସମାନେେ ସଦାପ୍ରଭୁଙ୍କର ବିରୁଦ୍ଧ ରେ ପାପ କରିଅଛନ୍ତି, ସମାନଙ୍କେର ଧାର୍ମିକ ବିଶ୍ରାମସ୍ଥଳ ଯେଉଁମାନଙ୍କ ଉପ ରେ ସମାନଙ୍କେର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।
7 Todos os que as achavam as devoravam, e os seus adversários diziam: Culpa nenhuma teremos; porque pecaram contra o Senhor, a morada da justiça, sim, o Senhor, a esperança de seus pais.
8 ତୁମ୍ଭମାନେେ ବାବିଲରୁ ପଳାଅ ଓ କଲଦୀଯମାନଙ୍କ ଦେଶ ମଧ୍ଯରୁ ବାହାରି ୟାଅ। ଆଉ ପଲର ଅଗ୍ରଗାମୀ ଛାଗ ସ୍ବରୂପ ହୁଅ।
8 Fugi do meio de babilônia, e saí da terra dos caldeus, e sede como os bodes diante do rebanho.
9 ଆମ୍ଭେ ଉତ୍ତର ଦେଶ ବହୁ ଗୋଷ୍ଠୀଙ୍କୁ ଉତ୍ତଜେିତ କରି ବାବିଲ ବିରୁଦ୍ଧ ରେ ଆଣିବା। ସମାନେେ ତା' ବିରୁଦ୍ଧ ରେ ସଜ୍ଜିତ ହାଇେ ୟୁଦ୍ଧ କରିବେ ଓ ବାବିଲ ସମାନଙ୍କେ ଦ୍ବାରା ଅଧିକୃତ ହବେ। ସମାନଙ୍କେର ବାଣ ନିପୁଣ ବୀର ପୁରୁଷର ବାଣପରି ହବେ। କୌଣସି ବାଣ ବିଫଳ ହବେ ନାହିଁ।
9 Porque eis que eu suscitarei e farei subir contra a babilônia uma congregação de grandes nações da terra do norte, e se prepararão contra ela; dali será tomada; as suas flechas serão como as de valente herói, nenhuma tornará sem efeito.
10 ସମାନେେ କଲଦୀଯମାନଙ୍କର ସମସ୍ତ ଲୁଣ୍ଠନ କରିବେ। ସଦାପ୍ରଭୁ କହନ୍ତି, ସମାନେେ ନିଜର ସନ୍ତାଷେ ଅନୁସାରେ ଲୁଣ୍ଠନ କରିବେ।
10 A Caldéia servirá de presa; todos os que a saquearam serão fartos, diz o Senhor.
11 ହେ ବାବିଲ, ତୁମ୍ଭେ ମାରେ ସମ୍ପତ୍ତିର ଲୁଣ୍ଠନ କରିଛ। ତୁମ୍ଭମାନେେ ଆନନ୍ତ ଓ ଉଲ୍ଲାସ କରୁଅଛ। ତୁମ୍ଭମାନେେ ଶସ୍ଯ ମର୍ଦ୍ଦନକାରୀ ବଳଦ ସଦୃଶ କୁଦା ମାରୁଛ ଓ ବଳବାନ୍ ଅଶ୍ବପରି ହେସ୍ରାରବ କରୁଅଛ।
11 Porquanto vos alegrastes, e vos regozijastes, ó saqueadores da minha herança, porquanto vos engordastes como novilha no pasto, e mugistes como touros.
12 କିନ୍ତୁ ତୁମ୍ଭମାନଙ୍କର ମାତା ଅତିଶଯ ଲଜ୍ଜିତା ହବେ, ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶ ହବେେ। ବାବିଲ ଗୋଷ୍ଠୀଗଣ ମଧିଅରେ ନ୍ଯୁନ ହବେ। ଆଉ ସେ ପ୍ରାନ୍ତର ଶୁଷ୍କସ୍ଥାନ ଓ ମରୁଭୂମି ହବେ।
12 Será mui confundida vossa mãe, ficará envergonhada a que vos deu à luz; eis que ela será a última das nações, um deserto, uma terra seca e uma solidão.
13 ସଦାପ୍ରଭୁଙ୍କ କୋପ ଯୋଗୁଁ ତାହା ନିର୍ଜନ ସ୍ଥାନ ହବେେ ଓ ସମ୍ପୂର୍ଣ୍ଣ ଧ୍ବଂସ ସ୍ଥାନ ରେ ପରିଣତ ହବେ। ଯେଉଁ ଲୋକ ବାବିଲ ନିକଟ ଦଇେ ୟିବ, ସେ ବିସ୍ମିତ ହବେ ଓ ତାହାର ଦୁରାବସ୍ଥା ଦେଖି ଶୀସ୍ ଶବ୍ଦ କରିବ।
13 Por causa do furor do SENHOR não será habitada, antes se tornará em total assolação; qualquer que passar por babilônia se espantará, assobiará por todas as suas pragas.
14 ହେ ଧନୁର୍ଦ୍ଧର ବୀରଗଣ, ତୁମ୍ଭମାନେେ ବାବିଲ ବିରୁଦ୍ଧ ରେ ଆପଣା ସୈନ୍ଯ ସଜାଅ। ତୁମ୍ଭମାନଙ୍କର କୌଣସି ବାଣ ନ ରଖି ତାହା ପ୍ରତି ନିକ୍ଷପେ କର, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛି।
14 Ordenai-vos contra babilônia ao redor, todos os que armais arcos; atirai-lhe, não poupeis as flechas, porque pecou contra o SENHOR.
15 ବାବିଲର ଚତୁର୍ଦ୍ଦିଗ ରେ ବିଜଯର ସିଂହନାଦ କର, ସେ ନିଜକୁ ସମର୍ପଣ କରିଅଛି। ତାହାର ସମସ୍ତ ଗଡ଼ ପତିତ ହାଇେଅଛି ଓ ପ୍ରାଚୀରସବୁ ଉତ୍ପାଟିତ ହାଇେଅଛି। କାରଣ ଏହା ସଦାପ୍ରଭୁଙ୍କ ଦ୍ବାରା ଦଯେ ପ୍ରତିଶାଧେ। ତାହାଠାରୁ ପ୍ରତି ଶାଧେ ନିଅ। ସେ ଯେପରି କରିଅଛି, ତାହା ପ୍ରତି ସହେିପରି କର।
15 Gritai contra ela ao redor, ela já se submeteu; caíram seus fundamentos, estão derrubados os seus muros; porque esta é a vingança do Senhor; vingai-vos dela; como ela fez, assim lhe fazei.
16 ତୁମ୍ଭମାନେେ ବାବିଲର ବୀଜବପନକାରୀଙ୍କୁ ଓ ଶସ୍ଯ ସଂଗ୍ରହକାରୀଙ୍କୁ ବିନାଶ କର। ବାବିଲକୁ ଆସିଥିବା ବନ୍ଦୀମାନେ ନିଜ ନିଜ ଲୋକଙ୍କ ନିକଟକୁ ଫରେିଯିବେ। ସମାନେେ ନିଜ ନିଜ ଦେଶକୁ ପଳାଇବେ।
16 Arrancai de babilônia o que semeia, e o que leva a foice no tempo da sega; por causa da espada aflitiva virar-se-á cada um para o seu povo, e fugirá cada um para a sua terra.
17 ଇଶ୍ରାୟେଲ ଚ୍ଛିନ୍ନଭିନ୍ନ ହାଇେଥିବା ମଷେ ସ୍ବରୂପ ସେ ସିଂହମାନଙ୍କ ଦ୍ବାରା ବିତାଡ଼ିତ ହାଇେଅଛି। ପ୍ରଥମେ ଅଶୂରର ରାଜା ତାକୁ ଗ୍ରାସ କଲା। ଆଉ ଶଷେ ରେ ବାବିଲର ରାଜା ନବୂଖଦନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଲା।
17 Cordeiro desgarrado é Israel; os leões o afugentaram; o primeiro a devorá-lo foi o rei da Assíria; e, por último Nabucodonosor, rei de babilônia, lhe quebrou os ossos.
18 ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ଅଶୂରର ରାଜାକୁ ଯେଉଁପରି ଶାସ୍ତି ଦଇେଥିଲୁ, ସହେିପରି ବାବିଲର ରାଜାକୁ ଓ ତାହାର ଲୋକମାନଙ୍କୁ ଦଣ୍ଡ ଦବୋ।
18 Portanto, assim diz o SENHOR dos Exércitos, Deus de Israel: Eis que castigarei o rei de babilônia, e a sua terra, como castiguei o rei da Assíria.
19 ଆମ୍ଭେ ଇଶ୍ରାୟେଲକୁ ପୁନର୍ବାର ତା'ର ଚରାସ୍ଥାନକୁ ଆଣିବା, ସେ କର୍ମିଲ ଓ ବାଶନ ଉପ ରେ ଚରିବ। ଆଉ ସେ ଇଫ୍ରଯିମର ଓ ଗିଲିଯଦର ପର୍ବତମାନଙ୍କ ଉପ ରେ ଭୋଜନ କରି ପରିତୃପ୍ତ ହବେେ।
19 E farei tornar Israel para a sua morada, e ele pastará no Carmelo e em Basã; e fartar-se-á a sua alma no monte de Efraim e em Gileade.
20 ସଦାପ୍ରଭୁ କହନ୍ତି, ସେତବେେଳେ ଇଶ୍ରାୟେଲର ଅଧର୍ମ ଖୋଳାୟିବ, ମାତ୍ର କିଛି ମିଳିବ ନାହିଁ ; ଯିହୁଦାର ପାପ ଅନ୍ବଷେଣ କରାୟିବ, ମାତ୍ର ସମାନେେ କିଛି ପାଇବେ ନାହିଁ। ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦବୋ, ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଛୁ।
20 Naqueles dias, e naquele tempo, diz o Senhor, buscar-se-á a maldade de Israel, e não será achada; e os pecados de Judá, mas não se acharão; porque perdoarei os remanescentes que eu deixar.
21 ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭେ ମରାଥଯିମ୍ ଓ ପପୋଦ ନିବାସୀମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କର। ସମାନଙ୍କେ ପେଛ ପେଛ ୟାଇ ସମାନଙ୍କେୁ ସମ୍ପୂର୍ଣ୍ଣ ରୂପେ ନିଃଶଷେ କର। ଆମ୍ଭର ଆଜ୍ଞାକୁ କହିବାନୁସା ରେ ପାଳନ କର।
21 Sobe contra a terra de Merataim, sim, contra ela, e contra os moradores de Pecode; assola e inteiramente destrói tudo após eles, diz o Senhor, e faze conforme tudo o que te mandei.
22 ଦେଶସାରା ସଂଗ୍ରାମର ଓ ମହା ବିନାଶର ଶବ୍ଦ ଶୁଣାୟାଇଛି।
22 Estrondo de batalha há na terra, e de grande destruição.
23 'ସମଗ୍ର ପୃଥିବୀ ରେ ବାବିଲକୁ ହାତୁଡ଼ି' ବୋଲି ବିବଚେନା କରାଯାଉଥିଲା। ସହେି 'ହାତୁଡ଼ି' ଖଣ୍ଡ ଖଣ୍ଡ ହାଇେ ଭାଙ୍ଗି ୟାଇଛି ଓ ଗୋଷ୍ଠୀ ମଧିଅରେ ବାବିଲ ଏକ ମରୁଭୂମି ହାଇେଅଛି।
23 Como foi cortado e quebrado o martelo de toda a terra! Como se tornou babilônia objeto de espanto entre as nações!
24 ହେ ବାବିଲ, ଆମ୍ଭେ ତୁମ୍ଭ ପାଇଁ ଫାଶ ବସାଇଥିଲୁ, ଏବଂ ଅଜାଣତ ରେ ତୁମ୍ଭେ ସହେି ଫାଶ ରେ ପଡ଼ିୟାଇଛ। ତୁମ୍ଭକୁ ଧରାଗଲା କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟୁଦ୍ଧ କରିଥିଲ
24 Laços te armei, e também foste presa, ó babilônia, e tu não o soubeste; foste achada, e também apanhada; porque contra o SENHOR te entremeteste.
25 ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କୋର୍ଧରୂପ ଅସ୍ତ୍ରସବୁ ବାହାର କରି ଆଣିଛନ୍ତି। କାରଣ ସୈନ୍ଯାଧିପତି ସଦାପ୍ରଭୁଙ୍କର କଲଦୀଯମାନଙ୍କ ଦେଶ ରେ ସମାନଙ୍କେ ପାଇଁ କିଛି କରିବାର ଅଛି।
25 O SENHOR abriu o seu depósito, e tirou os instrumentos da sua indignação; porque o Senhor DEUS dos Exércitos, tem uma obra a realizar na terra dos caldeus.
26 ତୁମ୍ଭମାନେେ ପ୍ରାନ୍ତ ସୀମାରୁ ତାହା ବିରୁଦ୍ଧ ରେ ଆସ। ତାହାର ଭଣ୍ଡାରସବୁ ଖାଲିଦେିଅ। ତାହାକୁ ସମ୍ପୂର୍ଣ୍ଣରୂପେ ବିନାଶ କରି ରାଶିପରି ଢ଼ିପି କର। ତାହାର କିଛି ଅବଶିଷ୍ଟ ରଖ ନାହିଁ।
26 Vinde contra ela dos confins da terra, abri os seus celeiros; fazei dela montões de ruínas, e destruí-a de todo; nada lhe fique de sobra.
27 ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ୟାଆନ୍ତୁ। ସମାନେେ ସନ୍ତାପର ପାତ୍ର, କାରଣ ସମାନଙ୍କେର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।
27 Matai a todos os seus novilhos, desçam a matança. Ai deles, porque veio o seu dia, o tempo do seu castigo!
28 ଯେଉଁ ରକ୍ଷାପ୍ରାପ୍ତ ପଳାତକମାନେ ବାବିଲ ଦେଶରୁ ସ୍ଯୋନକୁ ଚାଲି ଯାଉଥିଲେ, ସମାନେେ ସମସ୍ତଙ୍କୁ କହୁଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କର ପ୍ରତି ଶାଧେ ନବୋର ସମୟ ଆସିୟାଇଛି। କଲଦୀଯମାନେ ତାଙ୍କର ମନ୍ଦିର ଭାଙ୍ଗିଛନ୍ତି। ତେଣୁ ସେ ବାବିଲକୁ ଧ୍ବଂସ କରୁଛନ୍ତି।
28 Eis a voz dos que fugiram e escaparam da terra de babilônia, para anunciarem em Sião a vingança do SENHOR nosso Deus, a vingança do seu templo.
29 ବାବିଲ ବିରୁଦ୍ଧ ରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ ଧନୁ ରେ ଗୁଣ ଦବୋକୁ ଏକତ୍ରୀତ କର। ତାହା ବିରୁଦ୍ଧ ରେ ଚାରିଆଡ଼େ ଏକତ୍ରୀତ ହୁଅ। ତାହା ବିରୁଦ୍ଧ ରେ ଚାରିଆଡ଼େ ଛାଉଣୀ ସ୍ଥାପନ କର। ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ। ତାହାର କର୍ମାନୁସା ରେ ତାକୁ ପ୍ରତିଫଳ ଦିଅ। ସେ ଯେପରି କରିଛି ତା' ପ୍ରତି ସହେିପରି କର। କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଓ ଇଶ୍ରାୟେଲର ଧର୍ମସ୍ବରୂପ ବିରୁଦ୍ଧ ରେ ନିଷ୍ଠୁର ହାଇେଅଛ।
29 Convocai contra babilônia os flecheiros, a todos os que armam arcos; acampai-vos contra ela em redor, ninguém escape dela; pagai-lhe conforme a sua obra, conforme tudo o que fez, fazei-lhe; porque se houve arrogantemente contra o SENHOR, contra o Santo de Israel.
30 ଏଣୁ ସଦାପ୍ରଭୁ କହନ୍ତି, ସହେିଦିନ ତା'ର ୟୁବକଗଣ ଛକରେ ମୃତ ହାଇେ ପତିତ ହବେେ ଓ ତା'ର ଯୋଦ୍ଧାମାନେ ମୃତ୍ଯୁବରଣ କରିବେ।
30 Portanto, cairão os seus jovens nas suas ruas; e todos os seus homens de guerra serão desarraigados naquele dia, diz o Senhor.
31 ହେ ଉଦ୍ଧତ ବାବିଲ, ଆମ୍ଭେ ତୁମ୍ଭ ବିପକ୍ଷ ରେ ଅଛୁ। ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯେ ହତେୁ ତୁମ୍ଭ ବିରୁଦ୍ଧ ରେ ଅଛୁ, ତେଣୁ ତୁମ୍ଭର ପ୍ରତିଫଳ ପାଇବାର ଦିନ ଆସିଅଛି।
31 Eis que eu sou contra ti, ó soberbo, diz o Senhor DEUS dos Exércitos; porque veio o teu dia, o tempo em que te hei de castigar.
32 ଅହଙ୍କାରୀ ଜଣକ ଝୁଣ୍ଟି ପଡ଼ିବ ଓ କହେି ତାକୁ ଉଠାଇବେ ନାହିଁ। ପୁଣି ଆମ୍ଭେ ତା'ର ନଗର ରେ ଅଗ୍ନି ଲଗାଇବା ଓ ସେ ତା'ର ଚତୁର୍ଦ୍ଦିଗ ରେ ସମସ୍ତଙ୍କୁ ଗ୍ରାସ କରିବ।
32 Então tropeçará o soberbo, e cairá, e ninguém haverá que o levante; e porei fogo nas suas cidades, o qual consumirá todos os seus arredores.
33 ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଉଭୟ ଇଶ୍ରାୟେଲ ଓ ଯିହୁଦାର ପୁତ୍ରଗଣ ଅତ୍ଯାଚାରିତ ହାଇେଛନ୍ତି। ଯେଉଁ ଶତ୍ରୁଗଣ ସମାନଙ୍କେୁ ବନ୍ଦୀ କରି ନେଲେ ସମାନେେ ସମାନଙ୍କେୁ ଦୃଢ଼ ହସ୍ତ ରେ ଧରି ରଖିଲେ, ଛାଡ଼ିଲେ ନାହିଁ।
33 Assim diz o Senhor dos Exércitos: Os filhos de Israel e os filhos de Judá foram oprimidos juntamente; e todos os que os levaram cativos os retiveram, não os quiseram soltar.
34 ମାତ୍ର ସମାନଙ୍କେର ମୁକ୍ତିଦାତା ବଳବାନ, ସୈନ୍ଯାଧିପତି ସଦାପ୍ରଭୁ ସମାନଙ୍କେୁ ପୁନର୍ବାର ଫରୋଇ ଆଣିବେ। ସେ ପୃଥିବୀକୁ ଶାନ୍ତ ଓ ବାବିଲବାସୀଙ୍କୁ ଉଦବିଗ୍ନ କରିବାକୁ ସମାନଙ୍କେର ବିବାଦ ସମ୍ପୂର୍ଣ୍ଣରୂପେ ନିଷ୍ପତ୍ତି କରିବେ।
34 Mas o seu Redentor é forte, o SENHOR dos Exércitos é o seu nome; certamente pleiteará a causa deles, para dar descanso à terra, e inquietar os moradores de babilônia.
35 ସଦାପ୍ରଭୁ କହନ୍ତି, କଲଦୀଯମାନଙ୍କୁ ବାବିଲର ଅଧିପତିଗଣଙ୍କୁ ଓ ଜ୍ଞାନୀମାନଙ୍କୁ ଖଡ୍ଗ ବିନାଶ କରିବ।
35 A espada virá sobre os caldeus, diz o SENHOR, e sobre os moradores de babilônia, e sobre os seus príncipes, e sobre os seus sábios.
36 ଗଣକମାନେ ଖଡ୍ଗ ରେ ବଧ ହବେ, ସମାନେେ କଡ଼େେ ନିର୍ବୋଧ ତାହା ଦଖାଇବୋ ପାଇଁ ଖଡ୍ଗ ସୈନ୍ଯମାନଙ୍କୁ ବନାଶ କରିବ, ଫଳ ରେ ସମାନେେ ଭୟଭୀତ ହବେେ।
36 A espada virá sobre os mentirosos, e ficarão insensatos; a espada virá sobre os seus poderosos, e desfalecerão.
37 ଆଉ ସମାନଙ୍କେର ଅଶ୍ବଗଣକୁ, ରଥଗୁଡ଼ିକୁ ଓ ତହିଁରେ ବାସ କରୁଥିବା ମିଶ୍ରିତ ଲୋକମାନଙ୍କୁ ଖଡ୍ଗ ବିନାଶ କରିବ ଓ ସମାନେେ ଭୟଭୀତା ସ୍ତ୍ରୀମାନଙ୍କ ପରି ହବେେ। ସମାନଙ୍କେର ଭଣ୍ଡାରସବୁ ଖଡ୍ଗ ରେ ବିନଷ୍ଟ ହବେ ଓ ସେସବୁ ଲୁଣ୍ଠିତ ହବେ।
37 A espada virá sobre os seus cavalos, e sobre os seus carros, e sobre toda a mistura de povos, que está no meio dela; e tornar-se-ão como mulheres; a espada virá sobre os seus tesouros, e serão saqueados.
38 ତାହାର ଜଳାଶଯଗୁଡ଼ିକ ଖଡ୍ଗର ଆଘାତ ରେ ଜଳଶୂନ୍ଯ ହବେ। ଆଉ ତା'ର ଖାଦେିତ ପ୍ରତିମାଗଣ ଯୋଗୁଁ ତା'ର ଲୋକମାନେ ନିର୍ବୋଧ ହାଇେଅଛନ୍ତି ଓ ସମାନଙ୍କେ ପାଇଁ ମନ୍ଦଫଳ ଘଟିବ।
38 Cairá a seca sobre as suas águas, e secarão; porque é uma terra de imagens esculpidas, e pelos seus ídolos andam enfurecidos.
39 ବାବିଲ ଆଉ କବେେ ଜନବସତି ଯୋଗ୍ଯ ହବେ ନାହିଁ। ବନ୍ଯପଶୁ, କନ୍ଦେୁଆମାନେ ସଠାେ ରେ ବାସ କରିବେ। ଓଟପକ୍ଷୀମାନେ ବିଶ୍ରାମ କରିବେ। ତାହା ପୁରୁଷାନୁକ୍ରମେ ବସତି ଯୋଗ୍ଯ ହବେ ନାହିଁ।
39 Por isso habitarão nela as feras do deserto, com os animais selvagens das ilhas; também habitarão nela as avestruzes; e nunca mais será povoada, nem será habitada de geração em geração.
40 ସଦାପ୍ରଭୁ କହନ୍ତି, ପରମେଶ୍ବର ସଦୋମ, ହ ମାରୋ ଓ ତନ୍ନିକଟବର୍ତ୍ତୀ ନଗରସବୁ ଯେଉଁପରି ଧ୍ବଂସ କରିଥିଲେ, ସହେିପରି ବାବିଲ ଧ୍ବଂସ ପାଇବ। ସଠାେ ରେ କହେି ଲୋକ ବାସ କରିବେ ନାହିଁ କି ମନୁଷ୍ଯପୁତ୍ର ତହିଁରେ ପ୍ରବାସ କରିବେ ନାହିଁ।
40 Como quando Deus subverteu a Sodoma e a Gomorra, e as suas cidades vizinhas, diz o Senhor, assim ninguém habitará ali, nem morará nela filho de homem.
41 ଦେଖ, ଉତ୍ତର ଦିଗରୁ ଏକ ଶକ୍ତିଶାଳୀ ଗୋଷ୍ଠୀରୁ ଲୋକମାନେ ଆସୁଛନ୍ତି ଓ ପୃଥିବୀସ୍ଥ ସମସ୍ତ ପ୍ରାନ୍ତରୁ ବହୁରାଜା ଏକତ୍ର ଆସୁଛନ୍ତି।
41 Eis que um povo vem do norte; uma grande nação e muitos reis se levantarão dos extremos da terra.
42 ସମାନେେ ଧନୁ ଓ ବର୍ଚ୍ଛା ଧରିଛନ୍ତି, ସମାନେେ ନିଷ୍ଠୁର ଓ ନିର୍ଦ୍ଦଯ। ସମାନେେ ସମୁଦ୍ର ପରି ଗର୍ଜନ କରୁଛନ୍ତି। ସମାନେେ ଅଶ୍ବାରୋହଣ କରି ଅଗ୍ରସର ହେଉଛନ୍ତି। ସେ ବାବିଲ, ସମାନେେ ସମସ୍ତେ ସୁସଜ୍ଜିତ ହାଇେ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।
42 Armam-se de arco e lança; eles são cruéis, e não têm piedade; a sua voz bramará como o mar, e sobre cavalos cavalgarão, todos postos em ordem como um homem para a batalha, contra ti, ó filha de babilônia.
43 ଆଉ ବାବିଲର ରାଜା ସମାନଙ୍କେ ବିଷଯ ରେ ଶୁଣିଲେ ଓ ଭୟଭୀତ ହାଇପେଡ଼ିଲେ। ସେ ଏତେ ଦୁର୍ବଳ ହେଲେ ଯେ ତାଙ୍କର ହାତ ଚାଲିଲା ନାହିଁ ଓ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ଯ ବଦନୋ ଓ ୟନ୍ତ୍ରଣା ଅନୁଭବ କଲେ।
43 O rei de babilônia ouviu a sua fama, e desfaleceram as suas mãos; a angústia se apoderou dele, como da que está de parto.
44 ପୁଣି ସଦାପ୍ରଭୁ କହନ୍ତି, ପୁଣି ୟର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାଯୀ ଚାରଣଭୂମିରେ ଥିବା ସହେିମାନଙ୍କୁ ଭୟ ଦବୋ ପାଇଁ ଆସିବା ପରି ଆମ୍ଭେ ସମାନଙ୍କେୁ ହଠାତ୍, ସମାନଙ୍କେ ଦେଶରୁ ତଡ଼ିଦବୋ। କାହାକୁ ଆମ୍ଭେ ଏଠା ରେ ନିୟୁକ୍ତ କରିବା, କାରଣ ମାେ ପରି କହେି ନୁହଁନ୍ତି ? ସଠାେ ରେ ଆମ୍ଭକୁ ପ୍ରତି ରୋଧ କରିବା ପାଇଁ କିଏ ଅଛନ୍ତି ? ଆମ୍ଭ ସମ୍ମୁଖ ରେ ଠିଆ ହେଲାପରି ପାଳକ କିଏ ଅଛନ୍ତି ?
44 Eis que ele como leão subirá da enchente do Jordão, contra a morada forte, porque num momento o farei correr dali; e quem é o escolhido que porei sobre ela? porque quem é semelhante a mim, e quem me fixará o tempo? E quem é o pastor que poderá permanecer perante mim?
45 ଏଣୁ ସଦାପ୍ରଭୁ ବାବିଲ ବିରୁଦ୍ଧ ରେ ଯେଉଁ ମନ୍ତ୍ରଣା ଓ କଲଦୀଯମାନଙ୍କ ବିପକ୍ଷ ରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ। ଲୋକମାନେ ସମାନଙ୍କେ ପଲର ଛୁଆମାନଙ୍କୁ ଟାଣି ନଇେଯିବେ। ସମାନଙ୍କେର ଚରାଭୂମି ଓ ନିବାସସ୍ଥାନ ଶୂନ୍ଯ ହାଇଯେିବ।
45 Portanto ouvi o conselho do SENHOR, que ele decretou contra babilônia, e os seus desígnios que intentou contra a terra dos caldeus: certamente os pequenos do rebanho serão arrastados; certamente ele assolará as suas moradas sobre eles.
46 ବାବିଲର ପତନ ଘଟିବ ଓ ସହେି ପତନ ରେ ପୃଥିବୀ ପ୍ରକମ୍ପିତ ହବେ। ପୃଥିବୀର ସମସ୍ତ ଗୋଷ୍ଠୀ ସହେି କ୍ରନ୍ଦନର ଶବ୍ଦ ଶୁଣିବେ।
46 Ao estrondo da tomada de babilônia estremeceu a terra; e o grito se ouviu entre as nações.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jeremias 50, comparar traduções ou montar um estudo — tudo direto pelo WhatsApp.