Jeremias 13

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ସଦାପ୍ରଭୁ ମାେତେ ଏହା କହିଲେ : ତୁମ୍ଭେ ଏକ ମାଟୋ ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣ କଟି ଦେଶ ରେ ବାନ୍ଧ ଓ ତାକୁ ଓଦା କର ନାହିଁ।
1 Assim me disse o Senhor : — Vá, compre um cinto de linho e coloque-o em volta da cintura. Não o molhe antes disso.
2 ତେଣୁ ସଦାପ୍ରଭୁଙ୍କ କହିବା ଅନୁସାରେ ମୁଁ ଏକ ପଟୁକା କିଣି ଆପଣା କଟି ଦେଶ ରେ ବାନ୍ଧିଲି।
2 Comprei o cinto, segundo a palavra do Senhor , e o pus em volta da cintura.
3 ଅନ୍ତର ରେ ଦ୍ବିତୀୟଥର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।
3 Então, pela segunda vez a palavra do Senhor veio a mim, dizendo:
4 ହେ ଯିରିମିୟ, ତୁମ୍ଭେ କଟି ଦେଶ ରେ ଯେଉଁ ପଟୁକା କିଣି ପିନ୍ଧିଛ, ତାହା ନଇେ ଫରାତ୍ ନଦୀ ନିକଟକୁ ୟାଇ ସଠାେସ୍ଥିତ ଏକ ପଥର ତଳ ରେ ଲୁଚାଇ ରଖ।
4 — Pegue o cinto que você comprou e que está em volta de sua cintura, vá até o rio Eufrates e esconda-o ali na fenda de uma rocha.
5 ତେଣୁ ସଦାପ୍ରଭୁଙ୍କ କହିବାନୁସା ରେ ମୁଁ ଫରାତ୍ ନଦୀ ନିକଟରେ ତାହା ଲୁଚାଇ ରଖିଲି।
5 Fui e escondi o cinto junto ao rio Eufrates, como o Senhor me havia ordenado.
6 ପୁଣି ଅନକେ ଦିନପ ରେ ସଦାପ୍ରଭୁ ମାେତେ କହିଲେ, ତୁମ୍ଭେ ଫରାତ୍ ନଦୀ ନିକଟକୁ ୟାଅ ଓ ଯେଉଁ ପଟୁକା ସଠାେ ରେ ଲୁଚାଇ ରଖିବା ପାଇଁ ଆମ୍ଭେ ଆଜ୍ଞା କରିଥିଲୁ, ତାହା ସଠାରୁେ ନିଅ।
6 Passados muitos dias, o Senhor me disse: — Levante-se, vá até o rio Eufrates e pegue o cinto que eu lhe ordenei que escondesse ali.
7 ତେଣୁ ମୁଁ ଫରାତ୍ ନଦୀ ନିକଟକୁ ୟାଇ ସହେି ପଥର ତଳ ଖାେଳି ଲୁଚାଇ ରଖିଥିବା ପଟୁକା କାଢ଼ିଲି। ଆଉ ଦେଖ ! ତାହା ସୂର୍ଣ୍ଣ ନଷ୍ଟ ହାଇୟୋଇଥିଲା, ତାହା ପିନ୍ଧିବା ଯୋଗ୍ଯ ନ ଥିଲା।
7 Fui até o rio Eufrates, cavei e tirei o cinto do lugar onde o havia escondido. E eis que o cinto tinha apodrecido e não prestava para nada.
8 ତା'ପ ରେ ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।
8 Então a palavra do Senhor veio a mim, dizendo:
9 ସଦାପ୍ରଭୁ କହିଲେ, ଯେପରି ପଟୁକା ଧ୍ବଂସ ପାଇଲା ସହେିପରି ଆମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବା।
9 — Assim diz o Senhor : Deste modo farei também apodrecer o orgulho de Judá e o grande orgulho de Jerusalém.
10 ଯିହୁଦାର ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭର ବାକ୍ଯ ଶୁଣିବାକୁ ଅସମ୍ମତ ହୁଅନ୍ତି ଓ ଆପଣା ଅନ୍ତଃକରଣ ରେ ଅବାଧ୍ଯ ହାଇେ ଚାଲନ୍ତି ଆଉ ଅନ୍ୟ ଦବଗେଣର ସବୋ ଓ ପୂଜା କରିବା ନିମନ୍ତେ ସମାନଙ୍କେର ପଶ୍ଚାତଗମନ କରନ୍ତି, ସମାନେେ ଏହି ଅକର୍ମଣ୍ଯ ପଟୁକା ତୁଲ୍ଯ ହବେେ।
10 Este povo mau, que se recusa a ouvir as minhas palavras, que anda segundo a dureza do seu coração e segue outros deuses para os servir e adorar, será tal como este cinto, que não presta para nada.
11 କାରଣ ସଦାପ୍ରଭୁ କହନ୍ତି, ମନୁଷ୍ଯର କଟି ଦେଶ ରେ ପଟୁକା ଯେପରି ସଂଲଗ୍ନ ଥାଏ, ସହେିପରି ଆମ୍ଭେ ସମୁଦାଯ ଇଶ୍ରାୟେଲ ଓ ସମୁଦାଯ ଯିହୁଦା ବଂଶକୁ ଆମ୍ଭର ଲୋକ ହାଇେ ଆମ୍ଭ ପାଇଁ କୀର୍ତ୍ତି, ପ୍ରଶଂସା ଓ ଗୌରବ ଆଣିବା ପାଇଁ ଆମ୍ଭଠା ରେ ସଂଲଗ୍ନ କରାଇଲୁ। ମାତ୍ର ସମାନେେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।
11 Porque, assim como o cinto se apega à cintura de um homem, assim eu fiz apegar-se a mim toda a casa de Israel e toda a casa de Judá, diz o Senhor , para que me fossem por povo, nome, louvor e glória; mas eles não quiseram ouvir.
12 ସଦାପ୍ରଭୁ, 'ଇଶ୍ରାୟେଲର ପରମେଶ୍ବର ଯିରିମିୟକୁ ଏହା କହିଲେ, ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ କୁହ, ପ୍ରେତ୍ୟକକ କଳସ ଦ୍ରାକ୍ଷାରସ ରେ ପୂର୍ଣ୍ଣ କରାୟିବ,' ତା'ପ ରେ ସମାନେେ ତୁମ୍ଭକୁ କହିବେ, 'ଆମ୍ଭେ କଣ ଜାଣୁ ନାହୁଁ ଯେ, ପ୍ରେତ୍ୟକକ କଳସ ଯେ ଦ୍ରାକ୍ଷାରସ ରେ ପୂର୍ଣ୍ଣ ହବେ ?'
12 Diga-lhes também esta palavra: — Assim diz o
13 ତା'ପ ରେ ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ଏହା କହନ୍ତି, ଦେଖ ! ସମସ୍ତ ଦେଶବାସୀଙ୍କୁ, ଦାଉଦର ଭବିଷ୍ଯତ୍ ବଂଶଧରମାନଙ୍କୁ ସମସ୍ତ ଯାଜକଗଣଙ୍କୁ, ସମସ୍ତ ଭବିଷ୍ଯତବକ୍ତାଙ୍କୁ ଏବଂ ୟିରୁଶାଲମ ନିବାସୀଙ୍କୁ ଆମ୍ଭେ ମାତାଲ ଲୋକମାନଙ୍କ ପରି ଅସହାୟ କରିବା।
13 Mas você responderá: “Assim diz o Senhor : Eis que eu vou encher de embriaguez todos os moradores desta terra: os reis que se assentam no trono de Davi, os sacerdotes, os profetas e todos os moradores de Jerusalém.
14 ପୁଣି ଆମ୍ଭେ ସମାନଙ୍କେର ଜଣକୁ ଅନ୍ୟ କିଛି ଉପ ରେ କଚାଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପ ରେ ଏକ ସଙ୍ଗେ କଚାଡ଼ିବା।' ଏହା ସଦାପ୍ରଭୁ କହନ୍ତି, 'ଆମ୍ଭେ ସମାନଙ୍କେ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦଖାଇେ ସମାନଙ୍କେୁ ବିନଷ୍ଟ କରିବା।'
14 Eu os farei em pedaços, atirando uns contra os outros, tanto os pais como os filhos, diz o Senhor . Não pouparei, não terei pena, nem terei compaixão deles; nada me impedirá de destruí-los.”
15 ତୁମ୍ଭମାନେେ ସବୁ ଶୁଣ ଓ କର୍ଣ୍ଣପାତ କର, ଅହଙ୍କାର କର ନାହିଁ। କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
15 Ouçam e prestem atenção: não sejam orgulhosos! Porque o
16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ସମ୍ମାନ ଦିଅ ଓ ତାଙ୍କର ଗୌରବ ଗାନ କର। ସେ ଅନ୍ଧକାର ଆଣିବା ପୂର୍ବରୁ, ଅନ୍ଧକାରମଯ ପର୍ବତ ରେ ତୁମ୍ଭମାନଙ୍କର ପାଦ ଝୁଣ୍ଟିବା ପୂର୍ବରୁ, ସେ ମୃତ୍ଯୁଚ୍ଛାଯା ଓ ଘାରେ ଅନ୍ଧକାର ଆଣିବା ପୂର୍ବରୁ, ଆଲୁଅର ଅପେକ୍ଷା ରେ ତୁମ୍ଭମାନେେ ତାଙ୍କର ପ୍ରଶଂସା କର।
16 Deem glória ao Senhor , seu Deus, antes que ele faça vir as trevas, antes que os pés de vocês tropecem nos montes tenebrosos e antes que, esperando vocês a luz, ele a mude em sombra de morte e a reduza à escuridão.
17 କିନ୍ତୁ ଯଦି ତୁମ୍ଭମାନେେ ମାେ କଥା ନ ଶୁଣ, ତୁମ୍ଭମାନେେ ଅହଙ୍କାରୀ ବୋଲି ମୁଁ ଚୁପ୍ଚାପ୍ କାନ୍ଦିବି। ମୁଁ ମଧ୍ଯ ଜାରେ ରେ କାନ୍ଦିବି ଏବଂ ମାରଚେକ୍ଷୁ ଅଶ୍ରୁ ରେ ପୂର୍ଣ୍ଣ ହବେ। କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହାଇେଛନ୍ତି।
17 Mas, se vocês não quiserem ouvir, eu chorarei em segredo por causa do orgulho de vocês. Chorarei amargamente e os meus olhos se desfarão em lágrimas, porque o rebanho do foi levado cativo.
18 ତୁମ୍ଭେ ରାଜାଙ୍କୁ ଓ ରାଣୀଙ୍କୁ କୁହ, ତୁମ୍ଭମାନେେ ନିଜକୁ ନମ୍ର କର, କାରଣ ତୁମ୍ଭମାନଙ୍କର ରାଜମୁକୁଟ ମସ୍ତକରୁ ଭୂପତିତ ହାଇେଅଛି।
18 Diga ao rei e à rainha-mãe: “Humilhem-se e sentem no chão, porque as gloriosas coroas caíram da cabeça de vocês.”
19 ଦକ୍ଷିଣ ପ୍ରଦେଶୀଯ ନଗରସବୁ ରୁଦ୍ଧ ହାଇେଅଛି ଓ ତାହାକୁ ଫିଟାଇବାକୁ କହେି ନାହିଁ। ସମଗ୍ର ଯିହୁଦା ନିର୍ବାସିତ ହାଇେଛନ୍ତି। ସମାନେେ ସମସ୍ତେ ବନ୍ଦୀରୂପେ ଉପନୀତ ହାଇେଛନ୍ତି।
19 As cidades do Sul estão fechadas, e não há ninguém que as abra. Todo o Judá foi levado para o exílio, todos cativos.
20 ହେ ୟିରୁଶାଲମ, ତୁମ୍ଭମାନେେ ଉତ୍ତର ଦିଗରୁ ଆସୁଥିବା ଲୋକମାନଙ୍କୁ ଚକ୍ଷୁ ମଲେି ଦେଖ, ତୁମ୍ଭକୁ ଯେଉଁ, ସୁନ୍ଦର ପଲ ଦତ୍ତ ହାଇେଥିଲା, ତୁମ୍ଭର ସେ ପଲ କାହିଁ ?
20 “Levantem os olhos e vejam os que vêm do Norte. Onde está o rebanho que lhe foi confiado, o seu lindo rebanho?
21 ତୁମ୍ଭମାନେେ କ'ଣ କହିବ ଯେତବେେଳେ ସଦାପ୍ରଭୁ ସହେି ଲୋକମାନଙ୍କୁ ତୁମ୍ଭମାନଙ୍କ ଉପ ରେ ନିୟୁକ୍ତି କରିବେ ଯେଉଁମାନଙ୍କୁ ତୁମ୍ଭର ମିତ୍ର ହବୋ ପାଇଁ ଶିକ୍ଷା ଦିଆୟାଇଥିଲା। ପ୍ରସବ କାଳୀନ ସ୍ତ୍ରୀ ଲୋକର ବଦନୋ ତୁଲ୍ଯ ତୁମ୍ଭମାନେେ ଅନୁଭବ କରିବ, ନୁହେଁ କି ?
21 O que você dirá, quando ele puser por cabeça sobre você aqueles a quem você ensinou a ser amigos? Será que você não sentirá dores, como as da mulher que está dando à luz?
22 ଯଦି ତୁମ୍ଭେ ନିଜକୁ ପଚାରିବ, ଏହି ଦଶା ମାେ ପ୍ରତି କାହିଁକି ଘଟିଲା, ତବେେ ଉତ୍ତର ରେ କୁହାୟିବ ତୁମ୍ଭର ପାପ ଅଧିକ ହବୋ ଯୋଗୁଁ ଏହା ହେଲା। ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାୟାଇଅଛି ଓ ତୁମ୍ଭର ପାଦକୁ କଷ୍ଟ ଦିଆୟାଇଅଛି।
22 Talvez você se pergunte: ‘Por que me sobrevieram estas coisas?’ Então saiba que foi por causa da multidão de suas maldades que as abas de sua saia foram levantadas e os seus calcanhares sofrem violência.”
23 ଜଣେ କୃଷ୍ଣକାଯ କ'ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ'ଣ ନିଜର ଦହରେ ଛାପ ବଦଳାଇ ପାରିବ ? ତେଣୁ ହେ ୟିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବା ରେ ଅଭ୍ଯସ୍ତ, ତୁମ୍ଭେ କବେେ ସୁକର୍ମ କରିପାରିବ ନାହିଁ।
23 “Será que o etíope pode mudar a sua pele ou o leopardo, as suas manchas? Se fosse possível, também vocês poderiam fazer o bem, estando acostumados a fazer o mal.
24 ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରାନ୍ତରସ୍ଥ ବାଯୁ ରେ ଧୂଷ ଉଡ଼ିଲାପରି ତୁମ୍ଭମାନଙ୍କ ଘରୁ ତଡ଼ିଦଇେ ଏଣେ ତଣେେ ଛିନ୍ନଭିନ୍ନ କରିଦବେୁ।
24 Por isso eu os espalharei como a palha que é levada pelo vento do deserto.
25 ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଏହି ଭାଗମାପ କଲୁ। କାରଣ ତୁମ୍ଭମାନେେ ମାେତେ ପାଶୋରିଲ ଓ ମିଥ୍ଯା ଦବଗେଣ ରେ ବିଶ୍ବାସ କଲ।
25 Esta será a parte que lhe cabe, a porção que reservei para você”, diz o “porque você se esqueceu de mim e confiou em mentiras.
26 ଏ ନିମନ୍ତେ ଏହା ଆମ୍ଭେ ୟିଏକି ତୁମ୍ଭ ବସ୍ତ୍ରାଞ୍ଚଳ ତୁମ୍ଭ ମୁହଁକୁ ଟକେିଥିଲୁ, ଯାହାଫଳ ରେ ସମେସ୍ତ ତୁମ୍ଭମାନଙ୍କର ନଗ୍ନତା ଦେଖିପାରିନଥିଲେ।
26 Assim, eu mesmo levantarei as abas de sua saia até a altura do seu rosto, e aparecerão as suas vergonhas.
27 ଆମ୍ଭେ ପର୍ବତଗୁଡ଼ିକ ଉପ ରେ ତୁମ୍ଭର ଘୃଣ୍ଯକର୍ମ, ବ୍ଯଭିଚାର, ହିଁ ହିଁ ହବୋର ଶବ୍ଦ ଓ ବେଶ୍ଯାବୃତ୍ତିର ଦୁଷ୍ଟତା ଦେଖିଅଛୁ। ୟିରୁଶାଲମ, ଦୁଃଖ ପାଉ। ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ। କେତକୋଳ ଏହି ପାପକର୍ମ କରିଚାଲିବ ?
27 Tenho visto as suas abominações sobre as colinas e no campo, a saber, os seus adultérios, os seus relinchos e a vergonha da sua prostituição. Ai de você, Jerusalém! Você não vai se purificar? Quanto tempo isso vai durar?”

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 13, comparar traduções ou montar um estudo — tudo direto pelo WhatsApp.