Jeremias 12

Oriya Bible (GL_ORIYA)

1 ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?

2 ତୁମ୍ଭେ ସମାନଙ୍କେୁ ରୋପଣ କରିଅଛ, ସମାନଙ୍କେର ମୂଳ ଦୃଢ଼ ହାଇେଅଛି। ସମାନେେ ବଡ଼ ଫୁଲ ଫଳ ଦିଅନ୍ତି। ସମାନେେ ଯଦିଓ ମୁହଁ ରେ କହନ୍ତି, ତୁମ୍ଭେ ଆମ୍ଭର ଅତିପ୍ରିଯ, ମାତ୍ର ପ୍ରକୃତ ରେ ସମାନେେ ଅନ୍ତଃକରଣ ରେ ତୁମ୍ଭଠାରୁ ଦୂର ରେ ଥାଆନ୍ତି।

3 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମାେତେ ଜାଣୁଅଛ। ତୁମ୍ଭେ ମାେତେ ଦେଖୁଅଛ ଓ ମାରେ ହୃଦଯ ପରୀକ୍ଷା କରି ମାରେ ମନ କିପରି, ଜାଣୁଅଛ। ସହେି ମନ୍ଦ ଲୋକମାନଙ୍କୁ ହତ୍ଯା ନିମନ୍ତେ ମଷଗେଣ ତୁଲ୍ଯ ଟାଣି ନିଅ ଓ ହତ୍ଯା ଦିନ ରେ ସମାନଙ୍କେୁ ହତ୍ଯା ପାଇଁ ପ୍ରସ୍ତୁତ ରଖ।

4 କେତକୋଳ ଦେଶ ଶୁଷ୍କ ରହିବ ଓ ସମୁଦାଯ ଦେଶ ରେ ତୃଣ ଶୁଷ୍କ ରହିବ ? ଦେଶର ଲୋକମାନଙ୍କର ଦୁଷ୍ଟତା ଯୋଗୁଁ ପଶୁ ଓ ପକ୍ଷୀସବୁ କ୍ଷଯ ପାଇଛନ୍ତି। କାରଣ ଲୋକମାନେ କହିଲେ, ଯିରିମିୟ ଦୀର୍ଘଦିନ ବଞ୍ଚି ଆମ୍ଭମାନଙ୍କର ଶଷୋବସ୍ଥା ଦେଖିବ ନାହିଁ।

5 ହେ ଯିରିମିୟ ତୁମ୍ଭେ ଯଦି ପଦାତିକମାନଙ୍କ ପଛ ରେ ଦୌଡ଼ି କ୍ଲାନ୍ତ ହାଇପେଡ଼ିଛ, ତବେେ ଅଶ୍ବମାନଙ୍କ ସହିତ କିପରି ଋଣ କରିପାରିବ ? ତୁମ୍ଭେ ଯଦି ଶାନ୍ତି ଦେଶ ରେ ବିବ୍ରତ ହେଉଛ, ତବେେ ୟର୍ଦ୍ଦନର ଦର୍ପ ସ୍ଥାନ ରେ ତୁମ୍ଭେ କ'ଣ କରିବ ?

6 ଏହି ଲୋକମାନେ ତୁମ୍ଭର ଭ୍ରାତୃଗଣ ଓ ତୁମ୍ଭ ପରିବାରର ଲୋକ ସଦୃଶ। ସହେି ଲୋକ ତୁମ୍ଭପ୍ରତି ବିଶ୍ବାସଘାତକତା କରିଅଛନ୍ତି। ସମାନେେ ତୁମ୍ଭ ପଶ୍ଚାତଧାବନ କରି ଉଚ୍ଚସ୍ବର ରେ ଡ଼ାକ ପକାଇଛନ୍ତି। ସମାନେେ ବନ୍ଧୁଭଳି ତୁମ୍ଭକୁ ମିଠା କଥା କହିଲେ ହେଁ ସମାନଙ୍କେୁ ବିଶ୍ବାସ କର ନାହିଁ।

7 ଆମ୍ଭେ ସଦାପ୍ରଭୁ, ଆପଣା ଗୃହ ପରିତ୍ଯାଗ କରିଅଛୁ। ଆମ୍ଭେ ନିଜର ଅଧିକାର ଛାଡ଼ି ଦଇେଅଛୁ। ଆମ୍ଭେ ଆପଣା ପ୍ରାଣର ପ୍ରିଯତମା ଯିହୁଦାକୁ ଶତ୍ରୁମାନଙ୍କ ହସ୍ତ ରେ ସମର୍ପି ଦଇେଅଛୁ।

8 ଆମ୍ଭ ନିଜର ଲୋକ ଅରଣ୍ଯ ସିଂହ ସଦୃଶ ଆମ୍ଭର ଅଧିକାର ପ୍ରତି ବିରୁଦ୍ଧାଚରଣ କରିଛନ୍ତି। ସମାନେେ ଆମ୍ଭ ବିରୁଦ୍ଧ ରେ ହୁଙ୍କାର ଦଇେଅଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ଘୃଣାକରି ଦୂ ରଇେ ଦଇେଅଛୁ।

9 ଆମ୍ଭର ନିଜ ଲୋକ ଶିକାରୀ ପକ୍ଷୀ ବେଷ୍ଟିତ ମୃଗପ୍ରାଣୀ ସଦୃଶ ହାଇେଅଛନ୍ତି। ସମାନେେ ତା'ର ବିରୁଦ୍ଧ ରେ ଚାରିଆଡ଼େ ଘରେି ରହିଅଛନ୍ତି, ତୁମ୍ଭମାନେେ ୟାଇ ବନ୍ଯ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।

10 ଅନକେ ମଷେପାଳକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରି ଅଛନ୍ତି। ସମାନେେ ଆମ୍ଭର ଭୂମିକୁ ପଦଦଳିତ କରିଛନ୍ତି। ସମାନେେ ଆମ୍ଭର ମନୋରମ ଭୂମିକୁ ଧ୍ବଂସକରି ପ୍ରାନ୍ତର ରେ ପରିଣତ କରିଅଛନ୍ତି।

11 ସମାନେେ ତାହାକୁ ଧ୍ବଂସିତ, ଶୁଷ୍କ ଓ ମୃତ ଭୂମିରେ ପରିଣତ କରିଛନ୍ତି। ତାହା ଏକ ଜନଶୂନ୍ଯ ପ୍ରାନ୍ତର ହାଇେଅଛି। କହେି ଜଣେ ହେଲେ ତା'ର ଯତ୍ନ ନବୋକୁ ରହି ନାହାଁନ୍ତି।

12 ଧ୍ବଂସକାରୀଗଣ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ଯ ଗିରି ସକଳର ଉପରକୁ ଆସିଅଛନ୍ତି। କାରଣ ସଦାପ୍ରଭୁଙ୍କ ଖଡ୍ନ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ୟ୍ଯନ୍ତ ଗ୍ରାସ କରୁଅଛି। କୌଣସି ପ୍ରାଣୀ ନିରାପଦ ନୁହେଁ।

13 ସମାନେେ ଗହମ ବୁଣି କଣ୍ଟା ଅମଳ କରିଛନ୍ତି। ସମାନେେ ବହୁ ପରିଶ୍ରମ କରି ମଧ୍ଯ କିଛି ଫଳ ପାଇ ନାହାଁନ୍ତି। ସଦାପ୍ରଭୁଙ୍କ ପ୍ରଚଣ୍ଡ କୋର୍ଧ ଯୋଗୁଁ ସମାନେେ ଆପଣା ଫଳ ବିଷଯ ରେ ଲଜ୍ଜିତ ହବେେ।

14 ସଦାପ୍ରଭୁ ଏହା କହନ୍ତି, ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ର ରେ ଇଶ୍ରାୟେଲୀୟମାନଙ୍କୁ ଦଇେଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସମାନଙ୍କେୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସମାନଙ୍କେ ମଧ୍ଯରୁ ଯିହୁଦାର ଘରକୁ ହଟଇେ ଦବୋ।

15 ପୁଣି ସମାନଙ୍କେୁ ଉତ୍ପାଟନ କଲାପ ରେ ଆମ୍ଭେ ଫରେି ସମାନଙ୍କେୁ ଦୟା କରିବା। ପୁଣି ପ୍ରେତ୍ୟକକ ଲୋକକୁ ତାହାର ଅଧିକାରକୁ ଓ ପ୍ରେତ୍ୟକକ ଲୋକକୁ ତାହାର ଜମିକୁ ଫରୋଇ ଆଣିବା।

16 ଆମ୍ଭେ ଚାହୁଁ ସହେି ଲୋକମାନେ ଉତ୍ତମ ଶିକ୍ଷା ଲାଭ କରନ୍ତୁ। ଅତୀତ ରେ ସମାନେେ ଯେପରି ବାଲ୍ଦବେ ନାମ ରେ ଶପଥ କରିବା ପାଇଁ ଆମ୍ଭ ଲୋକମାନଙ୍କୁ ଶିଖାଇଲେ, ସହେିପରି 'ସଦାପ୍ରଭୁ ଜୀବିତ' ବୋଲି ଆମ୍ଭ ନାମ ରେ ଶପଥ କରିବା ପାଇଁ ଯବେେ ଆମ୍ଭର ଲୋକମାନଙ୍କୁ ଯତ୍ନ ପୂର୍ବକ ଶିଖାଇବେ, ତବେେ ଆମ୍ଭ ଲୋକମାନଙ୍କ ସହିତ ବାସ କରିବେ।

17 ମାତ୍ର ଯବେେ କୌଣସି ଗୋଷ୍ଠୀ ଆମ୍ଭର ବାର୍ତ୍ତା ଶୁଣିବେ ନାହିଁ, ତବେେ ଆମ୍ଭେ ସହେି ଗୋଷ୍ଠୀକୁ ମୃତ ଉଦ୍ଭିଦ ସଦୃଶ ଉତ୍ପାଟନ କରି ଫିଙ୍ଗିଦବୋ। ଏହା ସଦାପ୍ରଭୁ କହନ୍ତି।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Jeremias 12, comparar traduções ou montar um estudo — tudo direto pelo WhatsApp.