Jó 40
Oriya Bible (GL_ORIYA) vs NVT
1 ସଦାପ୍ରଭୁ ଆୟୁବକୁ ଉତ୍ତର ଦଇେ କହିଲେ,
1 Então o S enhor disse a Jó:
2 ଆୟୁବ, ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ବରଙ୍କ ସହିତ ୟୁକ୍ତି କରୁଛ। ଆମ୍ଭେ ଭୁଲ କରିଛୁ ବୋଲି ତୁମ୍ଭେ ବିଚାର କରିଛ, କ'ଣ ସ୍ବୀକାର କରିବ ଯେ ତୁମ୍ଭେ ଭୁଲ କରିଛ ବୋଲି, ତୁମ୍ଭେ ମାେତେ ଉତ୍ତର ଦିଅ।
2 “Ainda quer discutir com o Todo-poderoso? Você critica Deus, mas será que tem as respostas?”.
3 ତା'ପରେ ଆୟୁବ ପରମେଶ୍ବରଙ୍କୁ ଉତ୍ତର ଦଇେ କହିଲା,
3 Então Jó respondeu ao S enhor :
4 ମୁଁ ଅତି ନିକୃଷ୍ଟ କଥା କହିବାକୁ ! ମୁଁ ବା ତୁମ୍ଭକୁ କି ଉତ୍ତର ଦବେି ? ମୁଁ ତୁମ୍ଭକୁ ଉତ୍ତର ଦଇେ ପାରିବି ନାହିଁ। ମୁଁ ମାରେ ହାତଦ୍ବାରା ମାରେ ମୁହଁ ବନ୍ଦ କରିବି।
4 “Eu não sou nada; como poderia encontrar as respostas? Cobrirei minha boca com a mão.
5 ମୁଁ କହିଛି କିନ୍ତୁ ଆଉ ଥରେ କ ହେ ନାହିଁ। ମୁଁ ଦୁଇଥର କହିଛି କିନ୍ତୁ ତା'ଠାରୁ ଅଧିକ କିଛି କହିପାରିବି ନାହିଁ।
5 Já falei demais; não tenho mais nada a dizer”.
6 ତା'ପରେ ସଦାପ୍ରଭୁ ଆୟୁବକୁ ସହେି ଝଡ଼ ଭିତରୁ ଉତ୍ତର ଦେଲେ। ସଦାପ୍ରଭୁ କହିଲେ,
6 Então, do meio do redemoinho, o S enhor respondeu a Jó:
7 ଆୟୁବ, କଟୀବନ୍ଧନ କରି ଜଣେ ମନୁଷ୍ଯ ପରି। ଏବଂ ମୁଁ ଯାହା ପ୍ରଶ୍ନ କରିବି ତା'ର ଉତ୍ତର ଦବୋକୁ ପ୍ରସ୍ତୁତ ହୁଅ।
7 “Prepare-se como um guerreiro, pois lhe farei algumas perguntas, e você responderá.
8 ଆୟୁବ, ତୁମ୍ଭେ କ'ଣ ଭାବୁଛ ମୁଁ ନ୍ଯାଯୀ ନୁହେଁ ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ କାମ କରି ୟଦ୍ବାରା ତୁମ୍ଭେ ନିରୀହ ପ୍ରମାଣିତ ହବେ।
8 “Porá em dúvida minha justiça e me condenará só para provar que tem razão?
9 ତୁମ୍ଭର ବାହୁ କ'ଣ ପରମେଶ୍ବରଙ୍କ ବାହୁ ତୁଲ୍ଯ ? ତୁମ୍ଭର କ'ଣ ପରମେଶ୍ବରଙ୍କ ଭଳି କଣ୍ଠସ୍ବର ରହିଛି। ଯାହାକି ଘଡ଼ଘଡ଼ି ପରି ଗର୍ଜ୍ଜନ କରିପା ରେ।
9 Você é tão forte quanto Deus? Sua voz pode trovejar como a dele?
10 ଯଦି ତୁମ୍ଭେ ପରମେଶ୍ବରଙ୍କ ପରି, ତା' ହେଲେ ତୁମ୍ଭେ ଗର୍ବ କରିପାର। ଯଦି ତୁମ୍ଭେ ପରମେଶ୍ବରଙ୍କ ସହ ସମକକ୍ଷ, ତା' ହେଲେ ତୁମ୍ଭେ ପରମେଶ୍ବରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର।
10 Então vista-se de glória e esplendor, de honra e majestade.
11 ଯଦି ତୁମ୍ଭେ ପରମେଶ୍ବରଙ୍କ ତୁଲ୍ଯ, ତା' ହେଲେ ତୁମ୍ଭେ ତୁମ୍ଭର କୋରଧ ପ୍ରକାଶ କରିପାର ଓ ଉଦ୍ଧତ ଲୋକମାନଙ୍କୁ ଦଣ୍ଡ ଦଇପୋର। ସହେି ଗର୍ବୀ ଲୋକମାନଙ୍କୁ ନମ୍ର କରାଅ।
11 Dê vazão à sua ira, deixe-a transbordar contra os orgulhosos.
12 ହଁ ଆୟୁବ, ସହେି ଗର୍ବୀ ଲୋକମାନଙ୍କୁ ଦେଖ ଏବଂ ସମାନଙ୍କେୁ ନମ୍ର କର। ଦୁଷ୍ଟମାନଙ୍କୁ ସମାନେେ ଛିଡ଼ା ହାଇେଥିବା ସ୍ଥାନ ରେ ହିଁ ଦଳି ଦିଅ।
12 Humilhe-os com um olhar, pise os perversos onde estiverem.
13 ସବୁ ଗର୍ବୀ ଲୋକମାନଙ୍କୁ ମାଟି ରେ ପୋତିଦିଅ। ସମାନଙ୍କେର ଶରୀର ଗୁଡ଼ାଇ ଦିଅ ଏବଂ ସମୟ ଭିତ ରେ ରଖିଦିଅ।
13 Enterre-os no pó, prenda-os no mundo dos mortos.
14 ଆଯବ, ଯଦି ତୁମ୍ଭେ ଏସବୁ କରିପାରିବ ତା' ହେଲେ ମୁଁ ତୁମ୍ଭକୁ ପ୍ରଶଂସା କରିବି ଏବଂ ମୁଁ ସ୍ବୀକାର କରେ ଯେ, ନିଜର ଦକ୍ଷିଣ ହସ୍ତ ଯୋଗୁଁ ତୁମ୍ଭେ ନିଜକୁ ରକ୍ଷା କରିବାକୁ ସମର୍ଥ।
14 Então eu mesmo reconheceria que você pode se salvar por sua própria força.
15 ଆୟୁବ, ତୁମ୍ଭେ ବ ହମୋେତକୁ ଦେଖ। ମୁଁ ପରମେଶ୍ବର, ସହେି ବ ହମୋେତକୁ ସୃଷ୍ଟି କରିଛି ଓ ତୁମ୍ଭକୁ ମଧ୍ଯ ମୁଁ ସୃଷ୍ଟି କରିଛି। ବ ହମୋେତ ଗାଈପରି ଘାସ ଖାଏ।
15 “Veja o Beemote, que eu criei, assim como criei você; ele come capim, como o boi.
16 ବେ ହମୋେତର ଶରୀର ରେ ଅତ୍ଯଧିକ ଶକ୍ତି ଅଛି। ତା'ର ପାକସ୍ଥଳୀର ମାଂସପେଶୀ ଅତି ବଳିଷ୍ଠ।
16 Veja a força que ele tem nos lombos e o vigor nos músculos da barriga.
17 ବ ହମୋେତର ଲାଞ୍ଜ ଏରସବୃକ୍ଷ ପରି ଶକ୍ତ। ତା'ର ଗୋଡ଼ର ମାଂସପେଶୀ ଅତି ଶକ୍ତ।
17 Sua cauda é forte como o cedro, e os tendões de suas coxas são entrelaçados.
18 ବ ହମାେତର ହାଡ଼ସବୁ ତମ୍ବା ପରି ଅତି ଶକ୍ତ। ତା'ର ଗୋଡ଼ ଲୁହାଖମ୍ବ ଭଳି ଶକ୍ତ।
18 Seus ossos são canos de bronze, e suas pernas, barras de ferro.
19 ବେ ହମୋେତ ପରମେଶ୍ବରଙ୍କ ସୃଷ୍ଟି ରେ ସର୍ବୋତ୍ତମ। ଅନ୍ୟ କହେି ଯଦି ତାକୁ ସୃଷ୍ଟି କରିଛି ବୋଲି ଦାବୀ କରେ, ତାକୁ ତା'ର ଶଡ୍ଗ ବାହାର କରି ଏହି ଦାବିକୁ ପ୍ରତିରକ୍ଷା କରିବାକୁ ଦିଅ।
19 É ótimo exemplo das obras de Deus, e somente seu Criador é capaz de ameaçá-lo.
20 ବ ହମୋେତ ପାହାଡ଼ ଉପରେ ଜନ୍ମିଥିବା ଘାସ ଖାଏ। ଯେଉଁଠା ରେ ଜଙ୍ଗଲୀ ପ୍ରାଣୀମାନେ ଖୋଜାବୁଲା କରନ୍ତି।
20 Os montes lhe oferecem seu melhor alimento, e ali brincam os animais selvagens.
21 ବ ହମୋେତ ପଦ୍ମବନ ତଳେ ଶଯନ କରେ। ବ ହମୋେତ ନଳବଣ ରେ ନିଜକୁ ଲୁଚାଇ ରଖିପା ରେ।
21 Ele se deita sob arbustos espinhosos, onde os juncos do brejo o escondem.
22 ପଦ୍ମପତ୍ର ସବୁ ତା'ର ଛାଯା ରେ ବ ହମୋେତକୁ ଲୁଚାଇ ରଖିପା ରେ। ସେ ନଦୀ କୂଳ ରେ ଜନ୍ମିଥିବା ବାଇଶ ବୃକ୍ଷ ତଳେ ବାସ କରେ।
22 Os arbustos lhe dão sombra entre os salgueiros junto ao riacho.
23 ଯଦି ନଦୀ ରେ ବନ୍ଯା ଆ ସେ ବ ହମୋେତ ସଠାରୁେ ପଳାଇୟିବ ନାହିଁ। ସେ ଭୟଭୀତ ହୁଏ ନାହିଁ। ଯଦିଓ ୟର୍ଦ୍ଦନ ନଦୀର ପାଣି ତା' ନାକ ପର୍ୟ୍ଯନ୍ତ ପହଁଞ୍ଚେ।
23 Ele não se perturba com as enchentes do rio, nem se preocupa quando o Jordão transborda e se agita ao redor.
24 କହେି ମନୁଷ୍ଯ ବେ ହମୋେତର ଆଖିକୁ ଅନ୍ଧ କରିପା ରେ ନାହିଁ ଏବଂ ୟନ୍ତା ରେ ଧରିପା ରେ ନାହିଁ।
24 Ninguém o pega de surpresa, nem lhe prende um anel no nariz.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 40, comparar traduções ou montar um estudo — tudo direto pelo WhatsApp.