Jó 38

Oriya Bible (GL_ORIYA) vs BKJ

Sair da comparação
1 ତା'ପରେ ସଦାପ୍ରଭୁ ଆୟୁବକୁ ଘୂର୍ଣ୍ଣିବାଯୁ ମଧ୍ଯରୁ ଉତ୍ତର ଦଇେ କହିଲେ,
1 Então, o SENHOR respondeu a Jó, através do redemoinho de vento, e disse:
2 କିଏ ଏହି ଅଜ୍ଞାନୀ ବ୍ଯକ୍ତି ୟିଏ କି ଏଭଳି ନିର୍ବୋଧ କଥା କହୁଛି ?
2 Quem é este que escurece o conselho com palavras sem conhecimento?
3 ଆୟୁବ, ଜଣେ ମଣିଷ ପରି ଛିଡ଼ା ହାଇୟୋଅ, ଯାହା ଫଳ ରେ ମୁଁ ତୁମ୍ଭକୁ ପ୍ରଶ୍ନ ପଚାରି ପାରିବି ଏବଂ ତୁମ୍ଭେ ମାେତେ ଉତ୍ତର ଦଇପୋରିବ।
3 Cinge agora os teus lombos, como um homem; porque eu exigirei de ti, e tu me responderás.
4 ଆୟୁବ, ତୁମ୍ଭେ କେଉଁଠା ରେ ଥିଲ, ଯେତବେେଳେ ମୁଁ ଏ ପୃଥିବୀକୁ ସୃଷ୍ଟି କଲି ? ଯଦି ତୁମ୍ଭେ ଏତେ ବୁଦ୍ଧିମାନ ମାେତେ ଉତ୍ତର ଦିଅ।
4 Onde estavas tu quando eu fundava a terra? Declara-o, se tens entendimento.
5 ଯଦି ତୁମ୍ଭେ ଜାଣ, କିଏ ସ୍ଥିର କରିଥିଲା ପୃଥିବୀର ଆକାର କେତେ ବଡ଼ ହବେ ? କିଏ ଏହି ପୃଥିବୀକୁ ମାପଚୁପ କରିଥିଲା ଏକ ମାପିବା ରଖାେ ଦ୍ବାରା ।
5 Quem lhes pôs as medidas, se é que o sabes? Ou quem estendeu a linha sobre ela?
6 ପୃଥିବୀ କାହା ଉପରେ ସ୍ଥିର ରହିଛି ? କିଏ ଏହି ସ୍ଥାନ ରେ ପ୍ରଥମ ପଥର ରଖିଲା ?
6 Sobre o que estão presos os seus fundamentos? Ou quem assentou a sua pedra de esquina,
7 ସକାଳର ତାରାଗଣ ଏକତ୍ର ଗୀତ ଗାଇଲେ ଏବଂ ଏହା ଯେତବେେଳେ ହେଲା ସ୍ବର୍ଗଦୂତଗଣ ଆନନ୍ଦ ରେ ଚିତ୍କାର କଲେ।
7 quando as estrelas da manhã cantavam juntas, e todos os filhos de Deus gritavam de alegria?
8 ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା, ଯେତବେେଳେ ଏହା ଗଭୀର ଭାବରେ ପୃଥିବୀ ରେ ପ୍ରବାହିତ ହେଲା ?
8 Ou quem encerrou o mar com portas, quando este irrompeu, como se tivesse saído do útero?
9 ସେତବେେଳେ ମୁଁ ତାକୁ ମେଘଦ୍ବାରା ଆବୃତ କଲି ଓ ଏହାକୁ ନିବିଡ଼ ଅନ୍ଧକାର ମଧିଅରେ ଗୁଡ଼ାଇ ରଖିଲି।
9 Quando eu fiz das nuvens sua vestidura, e da espessa escuridão uma faixa para ela;
10 ମୁଁ ସମୁଦ୍ର ପାଇଁ ସୀମା ନିରୁପିତ କଲି ଏବଂ ତହା ବନ୍ଦ ଥିବା ଫାଟକ ପଛଆଡ଼େ ରଖିଦିଅ।
10 e quando estabeleci sobre ele meu limite, e coloquei barras e portas,
11 ମୁଁ ସମୁଦ୍ରକୁ କହିଲି, 'ତୁମ୍ଭେ ଏତିକି ବାଟ ପର୍ୟ୍ଯନ୍ତ ଆସିବ, ତା'ଠାରୁ ଅଧିକା ନୁହେଁ। ଏହି ସ୍ଥାନ ରେ ତୁମ୍ଭେ ଗର୍ବି ଢ଼େଉ ଆସି ବନ୍ଦ ହବେ।'
11 e disse: Até aqui tu virás, porém não mais adiante, e aqui ficarão as tuas ondas orgulhosas?
12 ଆୟୁବ, ତୁମ୍ଭେ କବେେ ତୁମ୍ଭର ଜୀବନକାଳ ମଧିଅରେ ସକାଳକୁ ଆଜ୍ଞା କରିଛ ଆରମ୍ଭ ହବୋ ପାଇଁ କି ଦିନ ଆରମ୍ଭ ହବୋ ପାଇଁ ?
12 Comandaste tu a manhã desde teus dias; e fizeste a aurora para conhecer seu lugar;
13 ଆୟୁବ ତୁମ୍ଭେ କବେେ ସକାଳର ସୂର୍ୟ୍ଯ କିରଣକୁ ପୃଥିବୀକୁ ଆଚ୍ଛାଦିତ କରିବାକୁ କହିଛ ? ଏବଂ ଦୁଷ୍ଟ ଲୋକମାନଙ୍କୁ ହଲାଇ ଲୁଚିବା ଜାଗାରୁ ଖାଜେି ବାହାର କରିଛ ?
13 para que tomasse os confins da terra, para que os perversos pudessem ser sacudidos dela?
14 ସମାନଙ୍କେ ଆଲୋକ ଦ୍ବାରା ପୃଥିବୀ ଏକ ମାଟିଗୁଳା ପରି ପରିବର୍ତ୍ତିତ ହେଲା। ଯେତବେେଳେ ଏହା ଏକ ମାହେର ଦ୍ବାରା ମାହେରାଙ୍କିତ ହେଲା। ଏହାର ଆକାର କୋଟର ଭାଙ୍ଗ ଭଳି ଛିଡ଼ା ହୁଏ।
14 Ela é transformada em barro para selar; e permanece como uma vestimenta.
15 ଦୁଷ୍ଟ ଲୋକମାନେ ଦିନର ଆଲୁଅକୁ ଭଲ ପାଆନ୍ତି ନାହିଁ। କାରଣ ଏହାର ପ୍ରଖର କିରଣ ସମାନଙ୍କେୁ ମନ୍ଦ କରିବାକୁ ମନା କରେ।
15 E dos perversos a sua luz é retida, e o braço altivo será quebrado.
16 ଆୟୁବ ତୁମ୍ଭେ କବେେ ସମୁଦ୍ରର ଗଭୀର ସ୍ଥାନକୁ ୟାଇଛ କି। ଯେଉଁଠାରୁ ସମୁଦ୍ରର ଆରମ୍ଭ। ତୁମ୍ଭେ କବେେ ସମୁଦ୍ରର ନିମ୍ନ ଦେଶ ରେ ଚାଲିଛ କି ?
16 Ou entraste tu nas fontes do mar, ou andaste em busca da profundidade?
17 ଆୟୁବ ତୁମ୍ଭେ କବେେ ମୃତ୍ଯୁ ଦେଶର ଦ୍ବାରକୁ ଦେଖିଛ କି ? ତୁମ୍ଭେ କବେେ ସହେି ଫାଟକକୁ ଦେଖିଛ କି ଯାହା ଅନ୍ଧକାର ମରଣ ସ୍ଥାନକୁ ନଇୟୋଏ।
17 Tem sido abertos os portões da morte para ti? Ou viste as portas da sombra da morte?
18 ଆୟୁବ ତୁମ୍ଭେ ବୁଝିପାରୁଛ କି ପୃଥିବୀ କେତେ ବଡ଼ ଅଟେ ? ଯଦି ତୁମ୍ଭେ ଜାଣ ଉତ୍ତର ଦିଅ।
18 Tu percebeste a largura da terra? Declara se sabes de tudo isto.
19 ଆୟୁବ, ଆଲୋକ କେଉଁଠାରୁ ଆ ସେ ? ଅନ୍ଧକାର କେଉଁଠାରୁ ଆ ସେ।
19 Onde está o caminho onde a luz habita? E, quanto às trevas, onde está o seu lugar;
20 ଆୟୁବ, ତୁମ୍ଭେ ଆଲୋକ ଓ ଅନ୍ଧକାରକୁ ତା'ର ପୂର୍ବ ସ୍ଥାନକୁ ଫରୋଇ ଦଇପୋରିବ କି ? ତୁମ୍ଭେ ସେ ସ୍ଥାନକୁ କିପରି ୟାଇପାରିବ ଜାଣିଛ କି ?
20 poderás conduzi-la a seus limites, e para que saibas as veredas para a sua casa?
21 ନିଶ୍ଚଯ ତୁମ୍ଭେ ଏକଥା ସବୁ ଜାଣିଛ। ତୁମ୍ଭେ ଅତି ବୃଦ୍ଧ ଓ ଜ୍ଞାନୀ ମଧ୍ଯ ଅଟ। ତୁମ୍ଭେ ବଞ୍ଚିଥିଲ ମୁଁ ଯେତବେେଳେ ଏହିସବୁ ଗଢ଼ିଥିଲି, ନୁହେଁ କି ?
21 Sabes tu isso, porque tu eras então nascido, ou porque o número dos teus dias é grande?
22 ଆୟୁବ, ତୁମ୍ଭେ କବେେ ମାରେ ଭଣ୍ଡାର ଘରକୁ ୟାଇଛ କି, ଯେଉଁଠା ରେ କି ମୁଁ ବରଫ ଏବଂ କୁଆପଥର ରଖିଛି।
22 Entraste tu nos tesouros da neve? Ou viste os tesouros do granizo,
23 ମୁଁ ବରଫ ଓ କୁଆପଥର ଖଣ୍ଡଗୁଡ଼ିକୁ, କଷ୍ଟ ସମୟ ପାଇଁ ୟୁଦ୍ଧ ଓ ସଂଗ୍ରାମ ସମୟ ପାଇଁ ସଞ୍ଚଯ କରିଛି।
23 que eu tenho reservado contra os tempos de tribulação, para o dia da batalha e guerra?
24 ତୁମ୍ଭେ ସହେି ସ୍ଥାନକୁ ୟାଇଛ କି ଯେଉଁଠାରୁ ସୂର୍ୟ୍ଯ ଉଦଯ ହୁଏ ଏବଂ ଯେଉଁଠାରୁ ପୂର୍ବବାଯୁ ସାରା ପୃଥିବୀ ରେ ଚାରିଆଡ଼େ ବିଚ୍ଛୁରିତ ହାଇୟୋଏ।
24 Por qual caminho se difunde a luz, que espalha o vento do leste sobre a terra?
25 ପ୍ରବଳ ବୃଷ୍ଟିପାତ ପାଇଁ କିଏ ଆକାଶ ରେ ଖାଲ ଖାେଳି ରଖିଛି ? କିଏ ଘଡ଼ଘଡ଼ି ଝଡ଼ ପାଇଁ ବାଟ ତିଆରି କରିଛି।
25 Quem dividiu um curso de água para que as águas fluíssem, ou um caminho para o relâmpago do trovão;
26 କିଏ ବର୍ଷା ତିଆରି କରନ୍ତି ଏପରି ଜାଗା ରେ ଯେଉଁଠା ରେ କହେି ମନୁଷ୍ଯ ରହନ୍ତି ନାହିଁ।
26 para fazer com que chova sobre a terra, onde nenhum homem está, no deserto, onde não há homem;
27 ସହେି ବର୍ଷାଜଳ ଖାଲି ସ୍ଥାନମାନଙ୍କୁ ପ୍ରଚୁର ପାଣି ଦିଏ। ଘାସ ଉଠିବାକୁ ଆରମ୍ଭ କରେ।
27 para satisfazer o chão assolado e gasto, e para fazer com que o broto da tenra erva germine?
28 ବର୍ଷାର କ'ଣ ପିତା ଅଛି ? କିଏ କାକର ବୁନ୍ଦା ତିଆରି କରେ।
28 Tem a chuva um pai? Ou quem gerou as gotas do orvalho?
29 ବରଫର କ'ଣ ମାତା ଅଛି ? କିଏ କୁଆପଥରର ଜନ୍ମଦାତା ଅଟେ।
29 Do ventre de quem veio o gelo? E a branca geada do céu, quem a gerou?
30 ପାଣି ଜମାଟ ବାନ୍ଧି ପଥର ପରି ଟାଣ ହୁଏ। ଏପରିକି ସମୁଦ୍ର ଜଳ ମଧ୍ଯ ଜମାଟ ବାନ୍ଧି ୟାଏ।
30 As águas se escondem como se fossem uma pedra, e a face do abismo se congela.
31 ଆୟୁବ, ତୁମ୍ଭେ ସପ୍ତର୍ଷି ନକ୍ଷତ୍ରକୁ ବାନ୍ଧି ପାରିବ କି ? ତୁମ୍ଭେ ମୃଗଶିରା ନକ୍ଷତ୍ରର ବନ୍ଧନ ଫିଟାଇ ପାରିବ କି ?
31 Poderás anular os laços das Plêiades ou soltar as faixas do Órion?
32 ତୁମ୍ଭେ କ'ଣ ନକ୍ଷତ୍ର ମଣ୍ଡଳକୁ ଠିକ୍ ସମୟରେ ବାହାରକୁ ଆଣିପାରିବ ? କି ତୁମ୍ଭେ କ'ଣ ଭାଲୁକୁ ତା'ର ଛୁଆମାନଙ୍କ ସହିତ କଢ଼ଇେ ନବେ।
32 Podes tu abrir a Mazzaroth em seu tempo? Podes guiar Ursa com seus filhos?
33 ତୁମ୍ଭେ ଆକାଶ ମଣ୍ଡଳର ନିଯମସବୁ ଜାଣ କି ? ତୁମ୍ଭେ ତାକୁ ପୃଥିବୀକୁ ଶାସନ କରିବାକୁ କହିପାରିବ କି ?
33 Sabes tu as ordenanças do céu, ou podes estabelecer o domínio dele sobre a terra?
34 ଆୟୁବ, ତୁମ୍ଭେ ମେଘକୁ ନିର୍ଦ୍ଦେଶ ଦଇପୋରିବ, ସମାନେେ ବର୍ଷା ରେ ତୁମ୍ଭକୁ ଘାଡ଼ୋଇ ପାରିବେ ?
34 Tu podes levantar a tua voz até as nuvens, para que a abundância das águas possam te cobrir?
35 ତୁମ୍ଭେ ବିଜୁଳି କି ଡ଼ାକି ପାରିବ କି? ସେ ତୁମ୍ଭ ନିକଟକୁ ଆସି କହିବ କି? ଆମ୍ଭେ ଏଠା ରେ ଅଛୁ। ମହାଶୟ ଆପଣ କ'ଣ ଚାହାଁନ୍ତି।' ଏହା କ'ଣ ତୁମ୍ଭେ ଯେଉଁଠାକୁ ୟିବ ତୁମ୍ଭ ସାଥି ରେ ୟାଇପାରିବ କି ?
35 Tu podes enviar os raios para que vão e te digam: Aqui estamos nós?
36 ଆୟୁବ କିଏ ମଣିଷକୁ ବୁଦ୍ଧିମାନ କରେ ? କିଏ ତାଙ୍କ ଭିତ ରେ ଜ୍ଞାନ ଭର୍ତ୍ତୀ କରେ।
36 Quem pôs a sabedoria no íntimo? Ou quem deu entendimento ao coração?
37 ଏପରି କିଏ ବୁଦ୍ଧିମାନ ଅଛି, ୟିଏ ମେଘକୁ ଗଣିପା ରେ ଏବଂ କିଏ ତାଙ୍କୁ ବକ୍ସିସ ଦଇେ ତାଙ୍କ ବୃଷ୍ଟି ଢ଼ାଳି ଦବେ।
37 Quem pode enumerar as nuvens com sabedoria? Ou quem pode esvaziar os odres do céu?
38 ତେଣୁ ଧୂଳି ରାସ୍ତା କାଦୁଅ ରେ ପରିଣତ ହୁଏ ଏବଂ ମାଟିମୁଣ୍ଡା ଲାଗିୟାଆନ୍ତା।
38 Quando o pó se funde em uma massa, e os torrões se unem rapidamente?
39 ଆୟୁବ ତୁମ୍ଭେ ସିଂହ ପାଇଁ ଖାଦ୍ୟ ପାଇପାରିବ କି ? ତୁମ୍ଭେ ସମାନଙ୍କେ ଭୋକିଲା ଶାବକକୁ ଖାଦ୍ୟ ଦିଅ କି ?
39 Caçarás tu a presa para o leão, ou saciarás o apetite dos jovens leões,
40 ସହେି ସିଂହମାନେ ତାଙ୍କ ଗୁମ୍ଫା ଭିତ ରେ। ସମାନେେ ଘାସ ଭିତ ରେ ଝୁଙ୍କି ପଡ଼ି ତାଙ୍କ ଶିକାରକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହାଇେଥାଆନ୍ତା।
40 quando eles se aninharem em seus covis, e ficam nas covas à espreita?
41 କିଏ ଡ଼ାମରା କାଉକୁ ଖାଦ୍ୟ ଯୋଗଇ ଦିଏ। ଯେତବେେଳେ ତା'ର ଶାବକମାନେ ପରମେଶ୍ବରଙ୍କ ନିକଟରେ ରାବ କରି କରି ଖାଦ୍ୟ ବିନା ଭ୍ରମଣ କଲା ବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଏ।
41 Quem provê para os corvos o seu alimento, quando os seus filhotes clamam a Deus, e vagueiam por falta de alimento?

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 38, comparar traduções ou montar um estudo — tudo direto pelo WhatsApp.