Jó 28
Oriya Bible (GL_ORIYA) vs VC
1 ଏପରି ଖଣିସବୁ ଅଛି ଯେଉଁଠା ରେ ରୂପା ମିଳେ। ଏପରି ସ୍ଥାନସବୁ ଅଛି। ଯେଉଁଠା ରେ ସୁନାକୁ ତରଳାଇ ଶୁଦ୍ଧ କରାୟାଏ।
1 Há lugares de onde se tira a prata, lugares onde o ouro é apurado;
2 ଲୋକେ ଲୁହା ପାଇଁ ଭୂମି ଖୋଳନ୍ତି। ପଥର ତରଳାଇ ତମ୍ବା ବାହାର କରାୟାଏ।
2 o ferro é extraído do solo, o cobre é extraído de uma pedra fundida.
3 ଶ୍ରମିକମାନେ ହାତ ରେ ଆଲୁଅ ଧରି ଖଣି ଭିତରକୁ ୟାଆନ୍ତି। ସେ ଗୁମ୍ଫା ଭିତ ରେ ସମାନେେ ପଥର ସବୁ ଅନ୍ଧକାର ରେ ସନ୍ଧାନ କରନ୍ତି।
3 Foi posto um fim às trevas, escavaram-se as últimas profundidades da rocha obscura e sombria.
4 ଶ୍ରମିକମାନେ ଭୂମିରେ ଗଭୀରଗାତ ଖାେଳି ଖଣିଜ ଦ୍ରବ୍ଯର ପଶ୍ଚାଦବର୍ତ୍ତୀ ହୁଅନ୍ତି। ସମାନେେ ଖଣିର ନିମ୍ନ ଦେଶକୁ ବହୁତ ତଳକୁ ୟାଆନ୍ତି, ଯାହା ଲୋକମାନଙ୍କ ବାସ କରୁଥିବା ସ୍ଥାନଠାରୁ ବହୁତ ଦୂର। ଯେଉଁଠାକୁ ଆଗରୁ କହେି କବେେ ୟାଇ ନ ଥିଲେ। ସମାନେେ ଦଉଡ଼ି ଦ୍ବାରା ଝୁଲି ଭୂମିର ବହୁ ତଳକୁ ୟାଆନ୍ତି, ଅନ୍ୟ ଲୋକମାନଙ୍କଠାରୁ ମଧ୍ଯ ବହୁତ ଦୂର।
4 Longe dos lugares habitados {o mineiro} abre galerias que são ignoradas pelos pés dos transeuntes; suspenso, vacila longe dos humanos.
5 ଖାଦ୍ୟ ଶସ୍ଯ ଭୂମିର ଉପରେ ହୁଏ କିନ୍ତୁ ତଳେ ଏହା ସମ୍ପୂର୍ଣ୍ଣ ଅଲଗା। ସତେ ଯେପରିକି ସବୁକିଛି ଅଗ୍ନିଦ୍ବାରା ତରଳି ୟାଏ।
5 A terra, que produz o pão, é sacudida em suas entranhas como se fosse pelo fogo.
6 ଭୂମିର ନିମ୍ନ ଭାଗ ରେ ଇନ୍ଦ୍ରନୀଳମଣୀ ଏବଂ ଶୁଦ୍ଧ ସୁବର୍ଣ୍ଣର ରଣେୁ ସଠାେରେ ଥାଏ।
6 As rochas encerram a safira, assim como o pó do ouro.
7 ବଣୁଆ ପକ୍ଷୀ ମାଟିତଳେ ଥିବା ରାସ୍ତା ବିଷଯ ରେ କିଛି ଜାଣନ୍ତି ନାହିଁ। କୌଣସି ଉତ୍କ୍ରୋଶ ପକ୍ଷୀ ମଧ୍ଯ ସଭେଳି ଅନ୍ଧାର ବାଟ ଦେଖି ନ ଥାଏ।
7 A águia não conhece a vereda, o olho do abutre não a viu;
8 ବଣୁଆ ଜନ୍ତୁମାନେ ମଧ୍ଯ ସଭେଳି ବାଟରେ ୟାଇ ନ ଥିବେ। ସିଂହମାନେ ମଧ୍ଯ ସେ ବାଟରେ ୟାଇ ନ ଥିବେ।
8 os altivos animais não a pisaram, o leão não passou por ela.
9 ଶ୍ରମିକମାନେ ସବୁଠାରୁ ଟାଣ ପଥରକୁ ଖୋଳନ୍ତି। ସହେି ଶ୍ରମିକମାନେ ପର୍ବତକୁ ଖୋଳନ୍ତି ଏବଂ ତାକୁ ଖାଲିକରି ଦିଅନ୍ତି।
9 O homem põe a mão no sílex, derruba as montanhas pela base;
10 ଶ୍ରମିକମାନେ ପଥର କାଟି ସୁଡ଼ଙ୍ଗ ତିଆରି କରନ୍ତି। ସମାନେେ ପଥର ତଳେ ଥିବା ରତ୍ନ ଭଣ୍ଡାରର ସନ୍ଧାନ କରନ୍ତି।
10 fura galerias nos rochedos, o olho pode ver nelas todos os tesouros.
11 ଶ୍ରମିକମାନେ ବନ୍ଧ ତିଆରି କରନ୍ତି ପାଣିର ଗତି ବନ୍ଦ କରିବା ପାଇଁ। ସମାନେେ ଲୁଚିବା ବସ୍ତୁକୁ ଆଲୁଅକୁ ଆଣନ୍ତି।
11 Explora as nascentes dos rios, e põe a descoberto o que estava escondido.
12 କିନ୍ତୁ କେଉଁଠି ଜଣେ ଲୋକ ଜ୍ଞାନ ପାଇବ ? କେଉଁଠାକୁ ଆମ୍ଭେ ୟିବା ଜ୍ଞାତ ହବୋ ପାଇଁ ?
12 Mas a sabedoria, de onde sai ela? Onde está o jazigo da inteligência?
13 ଆମ୍ଭେ ଜାଣୁନା ଜ୍ଞାନର ମୂଲ୍ଯ କେତେ। ପୃଥିବୀର ଲୋକେ ଖଣି ଖାେଳି ଜ୍ଞାନର ଭଣ୍ଡାର ପାଇ ପାରିବେ ନାହିଁ।
13 O homem ignora o caminho dela, ninguém a encontra na terra dos vivos.
14 ମହାସାଗର କ ହେ, 'ଜ୍ଞାନ ମାେ ପାଖ ରେ ନାହିଁ।' ସମୁଦ୍ର କ ହେ, 'ତାହା ମାେ ପାଖ ରେ ନାହିଁ।'
14 O abismo diz: Ela não está em mim. Não está comigo, diz o mar.
15 ତୁମ୍ଭେ ଜ୍ଞାନକୁ ଶୁଦ୍ଧ ସୁବର୍ଣ୍ଣର ବିନିମଯ ରେ କିଣି ପାରିବ ନାହିଁ। ପୃଥିବୀ ରେ ଏତେ ରୂପା ମହଜୁଦ ନାହିଁ ଜ୍ଞାନକୁ କିଣିବା ପାଇଁ।
15 Não pode ser adquirida com ouro maciço, não pode ser comprada a peso de prata.
16 ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ଯ, ଗୋମଦେକ ଓ ନୀଳକାନ୍ତ ମଣି ବଦଳ ରେ କିଣିପାରିବ ନାହିଁ।
16 Não pode ser posta em balança com o ouro de Ofir, com o ônix precioso ou a safira.
17 ଜ୍ଞାନ ସୁନା ଓ ମୂଲ୍ଯବାନ ପଥରଠାରୁ ଅଧିମ ମୂଲ୍ଯବାନ। ମୂଲ୍ଯବାନ ସ୍ବଚ୍ଛ ଉଜ୍ଜଳ ସୁନା ମଧ୍ଯ ଜ୍ଞାନକୁ କିଣିପାରିବ ନାହିଁ।
17 Não pode ser comparada nem ao ouro nem ao vidro, ninguém a troca por vaso de ouro fino.
18 ଜ୍ଞାନ ଅଧିକ ମୂଲ୍ଯବାନ ମୁକ୍ତାଠାରୁ ଓ ନୀଳମଣି ପଥରଠାରୁ, ଜ୍ଞାନ ମଧ୍ଯ ମାେତିଠାରୁ ମୂଲ୍ଯବାନ।
18 Quanto ao coral e ao cristal, nem se fala, a sabedoria vale mais do que as pérolas.
19 କୂଶ ଦେଶରୁ ମିଳୁଥିବା ହଳଦିଆ ପୋଖରାଜ ମଣି ମଧ୍ଯ ଜ୍ଞାନଭଳି ମୂଲ୍ଯବାନ ନୁହେଁ। ତୁମ୍ଭେ ଖାଣ୍ଟି ସୁନା ବଦଳ ରେ ଜ୍ଞାନ କିଣିପାରିବ ନାହିଁ।
19 Não pode ser igualada ao topázio da Etiópia, não pode ser equiparada ao mais puro ouro.
20 ତବେେ ଜ୍ଞାନ କେଉଁଠାରୁ ଆ ସେ ? ବୁଝିବାର ସ୍ଥାନ କାହିଁ ?
20 De onde vem, pois, a sabedoria? Onde está o jazigo da inteligência?
21 ଜ୍ଞାନ ଏ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲୁଚାୟାଇଛି। ଏପରିକି ଆକାଶ ରେ ଉଡ଼ୁଥିବା ପକ୍ଷୀମାନେ ମଧ୍ଯ ଜ୍ଞାନକୁ ଦେଖିପାରିବେ ନାହିଁ।
21 Um véu a oculta de todos os viventes, até das aves do céu ela se esconde.
22 ବିନାଶ ଓ ମୃତ୍ଯୁ ମଧ୍ଯ କହନ୍ତି, 'ଆମ୍ଭମାନେେ ଜ୍ଞାନକୁ କେଉଁଠା ରେ ପାଇ ନାହୁଁ। କବଳେ ଆମ୍ଭମାନେେ ତା' ବିଷଯ ରେ ଜନରବ ଶୁଣିଅଛୁ।'
22 Dizem o inferno e a morte: Apenas ouvimos falar dela.
23 କବଳେ ପରମେଶ୍ବର ଜ୍ଞାନକୁ ପାଇବାର ପଥ ଜାଣିଛନ୍ତି। କବଳେ ପରମେଶ୍ବର ଜାଣନ୍ତି ଜ୍ଞାନ କେଉଁଠା ରେ ଅଛି।
23 Deus conhece o caminho para encontrá-la, é ele quem sabe o seu lugar,
24 ପରମେଶ୍ବର ପୃଥିବୀର ଶଷେ ପର୍ୟ୍ଯନ୍ତ ଦେଖିପାରନ୍ତି। ସେ ଆକାଶର ନିମ୍ନ ରେ ଥିବା ସବୁକିଛି ଦେଖି ପାରନ୍ତି।
24 porque ele vê até os confins da terra, e enxerga tudo o que há debaixo do céu.
25 ପରମେଶ୍ବର ତାଙ୍କର ଶକ୍ତିକୁ ପବନକୁ ଦଇେଛନ୍ତି। ସେ ସ୍ଥିର କରନ୍ତି କେତେ ବଡ଼ ସମୁଦ୍ର ହାଇପୋରିବ।
25 Quando ele se ocupava em pesar os ventos, e em regular a medida das águas,
26 ପରମେଶ୍ବର ସ୍ଥିର କରନ୍ତି କେଉଁଠାରୁ ବର୍ଷା ପଠଇବେେ ଏବଂ କେଉଁଠାକୁ ଘଡ଼ଘଡ଼ି ଘୂର୍ଣ୍ଣିବାତ୍ଯା ୟିବ।
26 quando fixava as leis da chuva, e traçava uma rota aos relâmpagos,
27 ସହେି ସମୟରେ ପରମେଶ୍ବର ଜ୍ଞାନକୁ ଦେଖିଲେ ଏହାକୁ ଘାଷେଣା କଲେ। ପରମେଶ୍ବର ଜ୍ଞାନ ସ୍ଥାପନ କଲେ ଏବଂ ଏହାକୁ ପରୀକ୍ଷା କଲେ।
27 então a viu e a descreveu, penetrou-a e escrutou-a.
28 ପରମେଶ୍ବର ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ତାହାହିଁ ଜ୍ଞାନ ଅଟେ। ମନ୍ଦ କାର୍ୟ୍ଯ କର ନାହିଁ। ତାହାହିଁ ବୁଝିବା ଶକ୍ତି ଅଟେ। ଆୟୁବ ତା'ର କାହାଣୀ କହି ଚାଲିଥିଲା।
28 Depois disse ao homem: O temor do Senhor, eis a sabedoria; fugir do mal, eis a inteligência.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 28, comparar traduções ou montar um estudo — tudo direto pelo WhatsApp.