Jó 25

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଏହାପରେ ଶୂହୀଯ ବିଲ୍ଦଦ୍ ଉତ୍ତର କରି କହିଲା,
1 Bildad de Chua tomou então a palavra nestes termos:
2 ପରମେଶ୍ବର ରାଜ୍ଯ କରନ୍ତି। ସେ ଲୋକଙ୍କୁ ଭୟାଳୁ କରନ୍ତି ଓ ତାକୁ ସମ୍ମାନ କରନ୍ତି। ସେ ସ୍ବର୍ଗ ରାଜ୍ଯ ରେ ଶାନ୍ତି ସ୍ଥାପନ କରନ୍ତି।
2 A ele, o poder e a majestade, em sua alta morada faz reinar a paz.
3 କହେି ବ୍ଯକ୍ତି ତାଙ୍କର ତାରାଗଣର ସଂଖ୍ଯା ଗଣନା କରିପାରିବେ ନାହିଁ। ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ୟ୍ଯକିରଣ ପ୍ରଦାନ କରନ୍ତି।
3 Podem ser contadas as suas legiões? Sobre quem não se levanta a sua luz?
4 ପରମେଶ୍ବରଙ୍କ ସହିତ ବିବାଦ କରି, କହେି ମନୁଷ୍ଯ କିପରି ଭଲ ହାଇପୋରିବ ? କିମ୍ବା ସ୍ତ୍ରୀ ଲୋକ ପାଖରୁ ଜନ୍ମ ହାଇେ ଜଣେ ମନୁଷ୍ଯ କିପରି ନିରୀହ ହାଇେ ପାରିବ।
4 Como seria justo o homem diante de Deus, como seria puro o filho da mulher?
5 ପରମେଶ୍ବରଙ୍କ ଦୃଷ୍ଟି ରେ ଚନ୍ଦ୍ର ମଧ୍ଯ ପବିତ୍ର ଓ ଦୀପ୍ତିମାନ ନୁହେଁ। ଏପରିକି ନକ୍ଷତ୍ର ସମୂହ ମଧ୍ଯ ନିର୍ମଳ ନୁହଁନ୍ତି।
5 Até mesmo a luz não brilha, e as estrelas não são puras a seus olhos;
6 ଲୋକମାନେ ବହୁତ କମ ନିର୍ମଳ। ଲୋକମାନେ କୀଟାଣୁ ପରି ମୂଲ୍ଯହୀନ ଜୀବାଣୁ।
6 quanto menos o homem, esse verme, e o filho do homem, esse vermezinho.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 25, comparar traduções ou montar um estudo — tudo direto pelo WhatsApp.