Jó 24

Oriya Bible (GL_ORIYA)

1 କାହିଁକି ସର୍ବଶକ୍ତିମାନଙ୍କଠାରୁ ସମୟ ଲୁଚି ରହନେି, କିନ୍ତୁ ଯେଉଁମାନେ ତାଙ୍କୁ ଜାଣନ୍ତି, କେତବେେଳେ ସେ ପଦକ୍ଷପେ ନବେେ ତାହା ଜାଣନ୍ତି।

2 କହେି କହେି ବ୍ଯକ୍ତି ନିଜର ଜମିର ସୀମାକୁ ଘୁଞ୍ଚାଇ ପଡ଼ୋଶୀର ଜମି ମାରି ଦବୋକୁ ଚେଷ୍ଟା କରନ୍ତି। କହେି ଅନ୍ୟର ମଷେପଲ ହରଣ କରି ଅନ୍ୟ ଚରାଭୂମିକୁ ନଇେ ୟାଆନ୍ତି।

3 ସମାନେେ ଅନାଥମାନଙ୍କ ଗଧକୁ ଚୋରାଇ ନିଅନ୍ତି। କହେି ବିଧବାର ଗାଈ ନଇେ ବନ୍ଧକ ରୂପେ ରଖନ୍ତି ଯେ ପର୍ୟ୍ଯନ୍ତ ସେ ତା'ର ପ୍ରାପ୍ଯ ପରିଶାଧେ ନ କରିଛି।

4 ସମାନେେ ଗରିବ ଲୋକର ଗୃହରୁ ତଡ଼ିଦଇେ ଏଣତେଣେେ ବୁଲିବାକୁ ଛାଡ଼ି ଦିଅନ୍ତି। ଏହି ଗରିବମାନେ ସମାନଙ୍କେ କୋପରୁ ରକ୍ଷା ପାଇବାକୁ ଲୁଚି ବୁଲନ୍ତି।

5 ଗରୀବ ଲୋକମାନେ ବଣୁଆ ଗଧଭଳି ମରୁଭୂମିରେ ଖାଦ୍ୟ ଅନ୍ବଷେଣ ରେ ଉଚ୍ଚସ୍ଥଳ ଘୁରି ବୁଲନ୍ତି। ସମାନେେ ପ୍ରାତଃକାଳରୁ ଉଠି ଖାଦ୍ୟ ଅନ୍ବଷେଣ ରେ ବୁଲନ୍ତି। ସମାନେେ ନିଜ ପିଲାମାନଙ୍କ ଖାଦ୍ୟ ପାଇଁ ବିଳମ୍ବିତ ସନ୍ଧ୍ଯା ପର୍ୟ୍ଯନ୍ତ ପରିଶ୍ରମ କରନ୍ତି।

6 ଗରିବ ଲୋକମାନେ ବହୁତ ବିଳମ୍ବିତ ରାତ୍ରିୟାଏ ଫସଲ ଅମଳ କରନ୍ତି। ସମେନେ ନିଶ୍ଚଯ ଧନୀ ଲୋକମାନଙ୍କ ପାଇଁ ତାଙ୍କ ଅଙ୍ଗୁର କ୍ଷେତ୍ର ରେ ଅଙ୍ଗୁର ସଂଗ୍ରହ କରନ୍ତି।

7 ଗରିବ ଲୋକେ ବିନା ବସ୍ତ୍ର ରେ ସାରା ରାତି ଶଯନ କରନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ସମାନଙ୍କେ ନିକଟରେ ଘାଡ଼ୋଇବା ବସ୍ତ୍ର ନ ଥାଏ।

8 ସମାନେେ ପାହାଡ଼ ପର୍ବତ ରେ ବର୍ଷା ରେ ଭିଜନ୍ତି। ଥଣ୍ଡାରୁ ରକ୍ଷା ପାଇବାକୁ ସମାନଙ୍କେ ପାଖ ରେ କିଛି ନଥାଏ। ତେଣୁ ସମାନେେ ବଡ଼ ପଥର ପାଖ ରେ ଶରଣ ନିଅନ୍ତି ଥଣ୍ଡାରୁ ରକ୍ଷା ପାଇବା ପାଇଁ।

9 ଦୁଷ୍ଟ ଲୋକେ ମା କୋଳରୁ ସ୍ତନ୍ଯପାନ କରୁଥିବା ସନ୍ତାନକୁ ଛଡ଼ାଇ ନିଅନ୍ତି। ସମାନେେ ଗରିବ ଲୋକର ପିଲାକୁ କରଜର ବନ୍ଧକ ସ୍ବରୂପ ରଖନ୍ତି।

10 ଗରିବ ଲୋକର ବସ୍ତ୍ର ନ ଥିବାରୁ ସମାନେେ ଉଲଗ୍ନ ହାଇେ କାମ କରନ୍ତି। ସମାନେେ ଧାନ ବିଡ଼ା ବୁହନ୍ତି, ତଥାପି ସମାନେେ କ୍ଷୁଧାର୍ତ୍ତ ହାଇେ ୟାଆନ୍ତି।

11 ଗରିବ ଲୋକେ ତଲେ ଉତ୍ପନ୍ନ କରନ୍ତି। ସମାନେେ ଅଙ୍ଗୁର କ୍ଷେତ୍ର ରେ ଅଙ୍ଗୁର ରସ ନଇେ ମଦ୍ଯ ପ୍ରସ୍ତୁତ ରେ ସାହାୟ୍ଯ କରନ୍ତି ଅଥଚ ନିଜେ ପାନ କରିବାକୁ କିଛି ପାଆନ୍ତି ନାହିଁ।

12 ସହର ରେ ମରୁଥିବା ମନୁଷ୍ଯମାନଙ୍କ କାନ୍ଦଣା ତୁମ୍ଭେ ନିଶ୍ଚଯ ଶୁଣିପାରୁଥିବ। ସହେି ଦୁଃଖି ମନୁଷ୍ଯମାନଙ୍କର ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର, ପରମେଶ୍ବର କାନ ରେ ଶୁଣି ପାରନ୍ତି ନାହିଁ।

13 କେତକେ ଲୋକ ଆଲୁଅ ବିରୁଦ୍ଧ ରେ ବିଦ୍ରୋହ ଘାଷେଣା କରନ୍ତି। ସମାନେେ ଜାଣିପାରନ୍ତି ନାହିଁ ପରମେଶ୍ବର କ'ଣ ଚାହାଁନ୍ତି ? ପରମେଶ୍ବର ଚାହୁଁଥିବା ରାସ୍ତା ରେ ସମାନେେ ଚାଲନ୍ତି ନାହିଁ।

14 ହତ୍ଯାକାରୀ ସକାଳୁ ଉଠି ଗରିବ ଅସହାୟ ଲୋକକୁ ହତ୍ଯା କରେ ଏବଂ ରାତି ରେ ସେ ଚୋର ପାଲଟିୟାଏ।

15 ଯେଉଁ ମନୁଷ୍ଯ ବ୍ଯଭିଚାର କରେ ରାତି ହବୋକୁ ଅପେକ୍ଷା କରେ। ସେ ଭାବେ, 'କହେି ତାକୁ ଦେଖି ପାରିବେ ନାହିଁ।' ତଥାପି ସେ ତା'ର ମୁଖକୁ ଘାଡ଼ୋଇଥାଏ।

16 ରାତି ହେଲେ ଦୁଷ୍ଟ ଲୋକ ଅନ୍ଧକାର ରେ ଅନ୍ୟ ଲୋକର ଘର ଭାଙ୍ଗି ପଶେ କିନ୍ତୁ ଦିନ ବେଳେ ନିଜ ଘ ରେ କବାଟ କିଳି ରହିଥାଏ, ଏବଂ ଆଲୁଅଠାରୁ ଦୂର ରେ ରୁହନ୍ତି।

17 ଦୁଷ୍ଟଲୋକ ପାଇଁ ଘନ ଅନ୍ଧକାର ରାତି ହିଁ ସକାଳ ସଦୃଶ। ସମାନେେ ଅନ୍ଧକାର ରେ ଭୟାନକତା ରେ ଅଭ୍ଯସ୍ତ।

18 ବନ୍ଯା ଜଳ ରେ ବସ୍ତ୍ର ଭାସିଗଲା ପରି ଦୁଷ୍ଟଲୋକ ଭାସିୟାଏ। ଯେଉଁ ଜମିର ସେ ମାଲିକ ଥାଏ ତାହା ଶଷେ ରେ ତା' ପାଇଁ ଅଭିଶାପରେ ପରିଣତ ହୁଏ। ତେଣୁ ସମାନେେ ନିଜ କ୍ଷତରେୁ ମଧ୍ଯ ଅଙ୍ଗୁର ସଂଗ୍ରହ କରି ପାରନ୍ତି ନାହିଁ।

19 ଯେପରି ଗରମ, ଶୁଖିଲା ପାଗ ଶୀତ ଦିନର ବରଫରୁ ଆସୁଥିବା ପାଣି ନଇୟୋଏ। ଠିକ୍ ସହେିଭଳି ସେ ପାପୀମାନେ କବରକୁ ବୁହା ହବେେ।

20 ଏପରିକି ଦୁଷ୍ଟ ବ୍ଯକ୍ତି ମଲାପରେ ତା'ର ଗର୍ଭଧାରିଣୀ ମା' ତାକୁ ପାଶୋରିବ। ତା'ର ସୁଗଠିତ ହୃଦଯ ସହିତ ଶରୀର କୀଟମାନଙ୍କ ସୁସ୍ବାଦୁ ଖାଦ୍ୟ ହବେ। ଲୋକେ ତାକୁ ମନେ ରଖିବେ ନାହିଁ। ସହେି ଦୁଷ୍ଟ ଲୋକଟି ପଚା ବାଡ଼ିପରି ଭାଙ୍ଗି ପଡ଼ିବ।

21 ଦୁଷ୍ଟଲୋକ ବନ୍ଧ୍ଯା ନାରୀକୁ ଆଘାତ କରେ। ଏବଂ ସେ ବିଧବା ନାରୀମାନଙ୍କୁ ସାହାୟ୍ଯ କରିବାକୁ ମନା କରେ।

22 ଦୁଷ୍ଟ ଲୋକମାନେ ତାଙ୍କ ଶକ୍ତି ବ୍ଯବହାର କରନ୍ତି ଶକ୍ତିଶାଳୀ ଲୋକମାନଙ୍କୁ ଧ୍ବଂସ କରିବାକୁ। ଯଦିଓ ଦୁଷ୍ଟ ଲୋକ ହୁଏତ ଶକ୍ତିଶାଳୀ ସମାନେେ ତାଙ୍କ ନିଜ ଜୀବନ ବିଷଯ ରେ ନିଶ୍ଚଯତା ନାହିଁ।

23 ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ। ସମାନେେ ଶକ୍ତିଶାଳୀ ହବୋକୁ ଚେଷ୍ଟା କରନ୍ତି।

24 ଦୁଷ୍ଟ ଲୋକ କମ୍ ସମୟରେ ସଫଳତା ହାସଲ କଲବେି ଶଷେ ରେ ସମାନେେ ଚିରଦିନ ଲାଗି ବିଦାଯ ନବେେ। ସମାନେେ ଶଷେ ରେ ଶସ୍ଯ କଣାଭଳି କଟା ହବେେ ଠିକ୍ ଅନ୍ୟମାନଙ୍କ ପରି।

25 ମୁଁ ଶପଥ କରି କହିପା ରେ। ଏସବୁ ସତ୍ଯ ଅଟେ। କିଏ ପ୍ରମାଣ କରିବ ଯେ ମୁଁ ମିଥ୍ଯା କହୁଛି ? କିଏ ଦଖାଇେ ଦଇେ ପାରିବ ମୁଁ ଭୁଲ୍ କରୁଛି ବୋଲି ?

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Jó 24, comparar traduções ou montar um estudo — tudo direto pelo WhatsApp.