Jó 23

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ତା'ପରେ ଆୟୁବ ଉତ୍ତର ଦଲୋ,
1 Então Jó respondeu:
2 ମୁଁ ଆଜି ବି ଅଭିଯୋଗ କରୁଛି କାରଣ ମୁଁ ଆଜିବି କଷ୍ଟ ପାଉଛି।
2 "Até agora me queixo com amargura; a mão dele é pesada, a despeito de meu gemido.
3 ମୁଁ ଇଚ୍ଛା କରେ ମୁଁ ଜାଣିଥାନ୍ତି ପରମେଶ୍ବର କେଉଁଠି ମିଳିବେ ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ୟାଇ ହବେ।
3 Se tão-somente eu soubesse onde encontrá-lo e ir à sua habitação!
4 ମୁଁ ମାରେ କଥା ତାଙ୍କ ଆଗ ରେ ବର୍ଣ୍ଣନା କରିବି। ମୁଁ ଯେ ନିର୍ଦ୍ ଦୋଷ ଏକଥା ତାଙ୍କ ଆଗ ରେ ୟୁକ୍ତି ବଳ ରେ ଉପସ୍ଥାପନା କରିବି।
4 Eu lhe apresentaria a minha causa e encheria a minha boca de argumentos.
5 ମୁଁ ଜାଣିବାକୁ ଚା ହେଁ ପରମେଶ୍ବର ମାେ ୟୁକ୍ତିର କିପରି ଉତ୍ତର ଦବେେ। ପରମେଶ୍ବରଙ୍କ ଉତ୍ତରକୁ ମୁଁ ବୁଝିବାକୁ ଚା ହେଁ।
5 Estudaria o que ele me respondesse e analisaria o que me dissesse.
6 ପରମେଶ୍ବର କ'ଣ ତାଙ୍କର ଶକ୍ତି ମାେ ବିରୁଦ୍ଧ ରେ ପ୍ରଯୋଗ କରିବେ ? ନା ସେ ମାେ କଥା ଶୁଣିବେ।
6 Será que ele se oporia a mim com grande poder? Não, ele não me faria acusações.
7 ମୁଁ ଜଣେ ସଚ୍ଚୋଟ ଲୋକ। ପରମେଶ୍ବର ନିଶ୍ଚିତ ମାେ କାହାଣୀ କହିବାକୁ ମାେତେ ଦବେେ। ତା'ପରେ ମାରେ ବିଚାରକର୍ତ୍ତା ମାେତେ ମୁକ୍ତି କରିଦବେ।
7 O homem íntegro poderia apresentar-lhe sua causa; eu seria liberto para sempre de quem me julga.
8 କିନ୍ତୁ ମୁଁ ଯଦି ପୂର୍ବକୁ ୟାଏ ପରମେଶ୍ବର ସଠାେରେ ନାହାଁନ୍ତି। ମୁଁ ପଶ୍ଚିମକୁ ୟାଏ ସଠାେରେ ପରମେଶ୍ବରଙ୍କୁ ଦେଖିପା ରେ ନାହିଁ।
8 "Mas, se vou para o oriente, lá ele não está; se vou para o ocidente, não o encontro.
9 ଯେତବେେଳେ ପରମେଶ୍ବର ଉତ୍ତର ରେ କାମ କରୁଛନ୍ତି, ମୁଁ ଯଦି ସଠାେରେ ତାଙ୍କୁ ଦେଖିପାରୁ ନାହିଁ। ପରମେଶ୍ବର ଯଦି ଦକ୍ଷିଣକୁ ୟାଆନ୍ତି ମୁଁ ତଥାପି ତାଙ୍କୁ ଦେଖେ ନାହିଁ।
9 Quando ele está em ação no norte, não o enxergo; quando vai para o sul, nem sombra dele eu vejo!
10 ପରମେଶ୍ବର ମାେତେ ଜାଣନ୍ତି। ସେ ମାେତେ ପରୀକ୍ଷା କରୁଛନ୍ତି, ଶଷେର ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।
10 Mas ele conhece o caminho por onde ando; se me puser à prova, aparecerei como o ouro.
11 ମୁଁ ସର୍ବଦା ପରମେଶ୍ବରଙ୍କ ପଥରେ ଚାଲିଛି। ମୁଁ କବେେ ତାଙ୍କୁ ଅନୁସରଣ କରିବା ବନ୍ଦ କରି ନାହିଁ।
11 Meus pés seguiram de perto as suas pegadas; mantive-me no seu caminho, sem desviar-me.
12 ମୁଁ ସବୁବେଳେ ପରମେଶ୍ବରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ବରଙ୍କ ମୁଖରୁ ନିସୃତ ବାଣୀକୁ ମାରେ ପ୍ରିଯ ଖାଦ୍ୟଠାରୁ ଅଧିକ ଭଲ ପାଇଛି।
12 Não me afastei dos mandamentos dos seus lábios; dei mais valor às palavras de sua boca, do que ao meu pão de cada dia.
13 କିନ୍ତୁ ପରମେଶ୍ବର କବେେ ହେଲେ ବଦଳନ୍ତି ନାହିଁ। କହେି ବ୍ଯକ୍ତି ପରମେଶ୍ବରଙ୍କ ବିରୁଦ୍ଧ ରେ ଛିଡ଼ା ହାଇପୋରିବେ ନାହିଁ। ପରମେଶ୍ବର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି।
13 "Mas ele é ele! Quem poderá fazer-lhe oposição? Ele faz o que quer.
14 ପରମେଶ୍ବର ମାେ ପ୍ରତି ଯାହା କରିବାକୁ ଚାହାଁନ୍ତି ତାହା ସେ ନିଶ୍ଚଯ କରିବେ। ତାଙ୍କର ମଧ୍ଯ ମାେ ପ୍ରତି ଅନକେ କିଛି କରିବାକୁ ଯୋଜନା ଥିବ।
14 Executa o seu decreto contra mim, e tem muitos outros semelhantes.
15 ସେଥିପାଇଁ ମୁଁ ପରମେଶ୍ବରଙ୍କୁ ଭୟ କରେ। ମୁଁ ଏକଥା ବୁଝିପା ରେ। ତେଣୁ ମୁଁ ପରମେଶ୍ବରଙ୍କୁ ଭୟ କରେ।
15 Por isso fico apavorado diante dele; pensar nisso me enche de medo.
16 ପରମେଶ୍ବର ମାରେ ହୃଦଯକୁ ଦୁର୍ବଳ କରିଛନ୍ତି। ମୁଁ ସାହସ ହରାଇ ଦେଉଛି। ସର୍ବଶକ୍ତିମାନ ପରମେଶ୍ବର ମାେତେ ଭୟଭୀତ କରୁଛନ୍ତି।
16 Deus fez desmaiar o meu coração; o Todo-poderoso causou-me pavor.
17 ମାେ ଉପରେ ଘଟିୟାଇଥିବା ବିପଦସବୁ କଳାବାଦଲ ସଦୃଶ ଯାହାକି ମାେ ମୁଖ ମଣ୍ଡଳକୁ ଆଚ୍ଛାଦିତ କରିଛି। କିନ୍ତୁ ସହେି କଳା ଅନ୍ଧକାର ମାେତେ ଚୁପ୍ କରି ରଖିପାରବ ନାହିଁ।
17 Contudo não fui silenciado pelas trevas, pelas densas trevas que cobrem o meu rosto.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 23, comparar traduções ou montar um estudo — tudo direto pelo WhatsApp.