Jonas 4
Oriya Bible (GL_ORIYA) vs ACF
1 ପରମେଶ୍ବର ସେ ନଗରକୁ ରକ୍ଷା କରିବାରୁ ୟୂନସ ଖୁସି ହେଲେ ନାହିଁ। ସେ ଏଥି ରେ କୋରଧାନ୍ବିତ ହେଲେ।
1 Mas isso desagradou extremamente a Jonas, e ele ficou irado.
2 ୟୂନସ ସଦାପ୍ରଭୁଙ୍କ ନିକଟରେ ଅଭିଯୋଗ କରି କହିଲା, ମୁଁ ଜାଣିଥିଲି ଏହାହିଁ ଘଟିବ। ମୁଁ ମାେ ନିଜ ଦେଶ ରେ ଥିଲା ବେଳେ ତୁମ୍ଭେ ମାେତେ ସଠାେକୁ ଡାକିଥିଲା। ସେତବେେଳେ ମୁଁ ଜାଣିଥିଲି ଯେ ତୁମ୍ଭେ ସହେି କୁନଗରୀର ଲୋକମାନଙ୍କୁ କ୍ଷମା ଦବେ। ତେଣୁ ମୁଁ ତର୍ଶୀଶକୁ ଗ୍ଭଲି ୟିବାକୁ ସ୍ଥିର କଲି। ମିଁ ଜାଣିଥିଲି ତୁମ୍ଭେ ଜଣେ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁମେ ଦୟା ଦଖାଇେ ଲୋକମାନଙ୍କୁ ଦଣ୍ତ ଦବେ ନାହିଁ। ମୁଁ ଜାଣିଥିଲି ତୁମ୍ଭେ ଦୟା ରେ ପରିପୂର୍ଣ୍ଣ। ଯଦି ଏହି ଲୋକମାନେ ପାପ କରିବା ବନ୍ଦ କରନ୍ତି ତବେେ ତୁମ୍ଭେ ଧ୍ବଂସ କରିବ ନାହିଁ ବୋଲି ମୁଁ ଜାଣିଥିଲି।
2 E orou ao Senhor, e disse: Ah! Senhor! Não foi esta minha palavra, estando ainda na minha terra? Por isso é que me preveni, fugindo para Társis, pois sabia que és Deus compassivo e misericordioso, longânimo e grande em benignidade, e que te arrependes do mal.
3 ତେଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି, ହେ ସଦାପ୍ରଭୁ, ମାେତେ ବରଂ ମାରି ଦିଅ। ବଞ୍ଚିବା ଅପେକ୍ଷା ବରଂ ମାରେମରିବା ଭଲ ହବେ।
3 Peço-te, pois, ó Senhor, tira-me a vida, porque melhor me é morrer do que viver.
4 ତା'ପ ରେ ସଦାପ୍ରଭୁ କହିଲେ, ତୁମ୍ଭେ କ'ଣ ଭାବୁଛ, ତୁମ୍ଭେ ରାଗି ଠିକ୍ କରୁଛ, କାରଣ ଆମ୍ଭେ ସମାନଙ୍କେୁ ବିନାଶ କଲୁ ନାହିଁ?
4 E disse o Senhor: Fazes bem que assim te ires?
5 ତଥାପି ୟୂନସ ଏ ବିଷଯ ରେ କୋର୍ଧାନ୍ବିତ ଥିଲା। ତେଣୁ ସେ ନଗର ବାହାରକୁ ଗ୍ଭଲିଗଲା। ନଗର ନିକଟରେ ଥିବା ପୂର୍ବ ଦିଗ ରେ ଏକ ସ୍ଥାନକୁ ସେ ଗଲା। ସେ ସଠାେ ରେ ଏକ କୁଟୀର ନିର୍ମାଣ କରି ତାରି ଛାଯା ରେ ବସି ରହିଲା। ନଗର ରେ କ'ଣ ଘଟିବ ଦେଖିବାକୁ ଅପେକ୍ଷା କରି ରହିଲା।
5 Então Jonas saiu da cidade, e sentou-se ao oriente dela; e ali fez uma cabana, e sentou-se debaixo dela, à sombra, até ver o que aconteceria à cidade.
6 ସଦାପ୍ରଭୁ ଗୋଟିଏ ଲାଉଗଛ ସୃଷ୍ଟି କଲେ ଯାହା ୟୂନସ ଉପ ରେ ଶୀଘ୍ର ମାଡିୟାଇ ତା'ର ବସିବା ସ୍ଥାନ ରେ ଛାଯା ଓ ଶୀତଳତା ପ୍ରଦାନ କଲା। ତାହା ୟୂନସକୁ ଆରାମ ଦବୋ ରେ ଏତେ ସାହାୟ୍ଯ କଲା ଯେ ୟୂନସ ଗଛ ପାଇଁ ଭାରି ଖୁସି ହେଲେ।
6 E fez o Senhor Deus nascer uma aboboreira, e ela subiu por cima de Jonas, para que fizesse sombra sobre a sua cabeça, a fim de o livrar do seu enfado; e Jonas se alegrou em extremo por causa da aboboreira.
7 ପରଦିନ ପ୍ରଭାତ ରେ ପରମେଶ୍ବର ସହେି ଗଛକୁ ଖାଇଦବୋକୁ ଗୋଟିଏ କୀଟ ପଠାଇଲେ। ସହେି କୀଟ ଗଛଟିକୁ ଖାଇଲା ଓ ଗଛ ମରିଗଲା।
7 Mas Deus enviou um verme, no dia seguinte ao subir da alva, o qual feriu a aboboreira, e esta se secou.
8 ସୂର୍ୟ୍ଯ ମୁଣ୍ତ ଉପରକୁ ଆସିଲା ପ ରପରେମେଶ୍ବର ଉତ୍ତପ୍ତ ପୁନଇେ ପବନ ବହିବାକୁ ନିର୍ଦ୍ଦେଶ ଦେଲେ। ସୂର୍ୟ୍ଯଙ୍କର ପ୍ରଖର କିରଣ ୟୂନସର ମୁଣ୍ତ ଉପ ରେ ପଡି ୟୂନସକୁ ଅତି ଦୁର୍ବଳ କରି ଦଲୋ। ୟୂନସ ପରମେଶ୍ବରଙ୍କୁ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ମାରେ ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।
8 E aconteceu que, aparecendo o sol, Deus mandou um vento calmoso oriental, e o sol feriu a cabeça de Jonas; e ele desmaiou, e desejou com toda a sua alma morrer, dizendo: Melhor me é morrer do que viver.
9 କିନ୍ତୁ ପରମେଶ୍ବର ୟୂନସକୁ କହିଲେ, ତୁମ୍ଭେ କ'ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?
9 Então disse Deus a Jonas: Fazes bem que assim te ires por causa da aboboreira? E ele disse: Faço bem que me revolte até à morte.
10 ସଦାପ୍ରଭୁ କହିଲେ, ତୁମ୍ଭେ ସେ ଗଛ ପାଇଁ କିଛି କରି ନଥିଲ। ସେ ଗଛ ବଢିବା ପାଇଁ ତୁମ୍ଭେ କିଛି କରି ନଥିଲା। ଏହା ରାତ୍ରି ରେ ବଢିଲା ଓ ପରଦିନ ମଲା। କିନ୍ତୁ ତୁମ୍ଭେ ସେ ଗଛ ପାଇଁ ଦୁଃଖିତ।
10 E disse o Senhor: Tiveste tu compaixão da aboboreira, na qual não trabalhaste, nem a fizeste crescer, que numa noite nasceu, e numa noite pereceu;
11 ତୁମ୍ଭେ ଯଦି ସାମାନ୍ଯ ଗୋଟିଏ ଗଛ ପାଇଁ ଦୁଃଖିତ, ମୁଁ ନିଶ୍ଚିତ ଭାବରେ ନୀନିବୀ ପରି ଗୋଟିଏ ବିରାଟ ନଗର ପାଇଁ ଦୁଃଖିତ ହବେି ନାହିଁ କି? ସହେି ନଗରୀ ରେ ବହୁ ଲୋକ ଓ ପ୍ରାଣୀ ଅଛନ୍ତି। ସହେି ନଗର ରେ 1,20,000 ରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ କି ଭୂଲ୍ କରୁଛନ୍ତି ବୋଲି ଜାଣି ନଥିଲେ। କ'ଣ ଆମ୍ଭେ ତାଙ୍କ ପ୍ରତି ଦୟା ନକରିବା।
11 E não hei de eu ter compaixão da grande cidade de Nínive, em que estão mais de cento e vinte mil homens que não sabem discernir entre a sua mão direita e a sua mão esquerda, e também muitos animais?
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jonas 4, comparar traduções ou montar um estudo — tudo direto pelo WhatsApp.