Isaías 52
Oriya Bible (GL_ORIYA) vs NTLH
1 ହେ ସିୟୋନ, ଉଠ, ଜାଗ, ଆପଣା ବଳ ପରିଧାନ କର। ହେ ପବିତ୍ର ନଗରୀ, ୟିରୁଶାଲମ ! ତୁମ୍ଭେ ତୁମ୍ଭର ସୁନ୍ଦର ବସ୍ତୁସବୁ ପରିଧାନ କର। କାରଣ ଏହି ସମୟ ମଧିଅରେ ତୁମ୍ଭ ମଧ୍ଯକୁ ଅନୁନ୍ନତ ଓ ଅଶୁଚି ଲୋକ ଆସିବେ ନାହିଁ।
1 Acorde, ó Jerusalém, acorde já e renove as suas forças. Cidade santa, vista os seus vestidos mais caros, pois os pagãos, aquela gente nunca mais morarão com você.
2 ତୁମ୍ଭେ ନିଜ ଦହରେ ଧୂଳି ଝାଡ଼ି ଦିଅ, ହେ ସିୟୋନର ବନ୍ଦୀନି କନ୍ଯା ୟିରୁଶାଲମ ! ଉଠ, ତୁମ୍ଭ ଗଳାର ସେ ବନ୍ଧନକୁ ଢ଼ିଲା କର।
2 Ó Sião , bela cidade, prisioneira e sentada no chão, livre-se das suas correntes; levante-se, sacuda o pó das suas roupas e sente-se no seu trono.
3 ସଦାପ୍ରଭୁ ଏହି କଥା କୁହନ୍ତି, ତୁମ୍ଭମାନେେ ବିନା ମୂଲ୍ଯ ରେ ବିବ୍ରତ ହାଇେଥିଲ, ଆଉ ବିନା ମୂଲ୍ଯ ରେ ମୁକ୍ତ ହବେ।'
3 O Senhor diz ao seu povo: — Quando vocês foram levados como escravos para outro país, ninguém pagou nada por vocês; assim também eu não pagarei nada para livrá-los da escravidão.
4 ସଦାପ୍ରଭୁ ମାରେ ପ୍ରଭୁ କୁହନ୍ତି, ଆମ୍ଭର ଲୋକମନେ ପ୍ରବାସ କରିବାକୁ ମିଶର ୟାଇଥିଲେ। ମାତ୍ର ଅଶୂରୀଯମାନେ ବିନା କାରଣ ରେ ସମାନଙ୍କେ ଉପ ରେ ଅତ୍ଯାଚାର କଲେ।
4 O Senhor Deus diz: — Primeiro, o meu povo foi para o Egito a fim de morar lá; e eles foram porque quiseram. Mais tarde, a Assíria os levou como escravos e não pagou nada por eles.
5 ସଦାପ୍ରଭୁ କୁହନ୍ତି, ବର୍ତ୍ତମାନ ଦେଖ, କ'ଣ ସବୁ ଘଟୁଅଛି। ବିନା କାରଣ ରେ ମାରେ ଲୋକମାନଙ୍କୁ ନିଆ ଯାଉଅଛି। ସମାନଙ୍କେ ଉପ ରେ ର ସହେି ଶାସକଗଣ ଗର୍ଜନ କରୁଛନ୍ତି ଓ ଆମ୍ଭର ନାମକୁ ଦିନସାରା ନିରନ୍ତର ନିନ୍ଦା କରୁଛନ୍ତି।
5 E o que é que estou vendo agora? A Babilônia fez a mesma coisa: levou o meu povo como escravo sem pagar nada por ele. Aqueles que o estão dominando dão gritos de vitória e me ofendem sem parar.
6 ତେଣୁ ସଦାପ୍ରଭୁ କୁହନ୍ତି, ଏହି କାରଣରୁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ। ଏଥିପାଇଁ ଯେ କଥା କୁହନ୍ତି, ସହେି ଯେ ଆମ୍ଭେ ଅଟୁ, ଏହା ସମାନେେ ସହେିଦିନ ଜାଣିବେ। ହିଁ ଦେଖ, ଆମ୍ଭେ ସହେି।
6 Mas virá o dia em que o meu povo conhecerá o meu nome e saberá que sou eu, o , quem diz: “Eu estou aqui!”
7 ଯେଉଁ ବ୍ଯକ୍ତି ସୁସମାଚାର ଆଣୁଛନ୍ତି, ୟିଏ ଶାନ୍ତି ପ୍ରଚାର କରୁଅଛି, ୟିଏ ମଙ୍ଗଳ ସୁସମାଚାର ଆଣୁଛନ୍ତି, ୟିଏ ପରିତ୍ରାଣ ପ୍ରଚାର କରୁଅଛି ଓ ୟିଏ ସିୟୋନକୁ ତୁମ୍ଭ ପରମେଶ୍ବର ରାଜ୍ଯ କରନ୍ତି ବୋଲି କହୁଅଛି, ସହେି ଶାନ୍ତିଦୂତର ଚରଣ ପର୍ବତଗଣ ଉପ ରେ ସ୍ବାଗତ ଯୋଗ୍ଯ।'
7 Como é bonito ver um mensageiro correndo pelas montanhas, trazendo notícias de paz, boas notícias de salvação! Ele diz a Sião: “O seu Deus é Rei!”
8 ଶୁଣ, ତୁମ୍ଭ ପ୍ରହରିଗଣ ଉଚ୍ଚସ୍ବର ରେ ଚିତ୍କାର କରୁଛନ୍ତି। ସମାନେେ ଏକତ୍ର ଆନନ୍ଦଧ୍ବନି କରୁଛନ୍ତି। କାରଣ ସମାନେେ ପ୍ରେତ୍ୟକକ ସ୍ବଚକ୍ଷୁ ରେ ସଦାପ୍ରଭୁଙ୍କ ସିୟୋନକୁ ପ୍ରତ୍ଯାବର୍ତ୍ତନ ଦେଖୁଛନ୍ତି।
8 Escutem os gritos dos vigias! Eles gritam de alegria, todos juntos, pois veem com os seus próprios olhos a volta do
9 ହେ ୟିରୁଶାଲମର ଧ୍ବଂସାବଶଷେ ସ୍ଥାନସକଳ, ଉଚ୍ଚସ୍ବର ରେ ଆନନ୍ଦଧ୍ବନି କର। ଏକତ୍ର ଗାନ କର, କାରଣ ସଦାପ୍ରଭୁ ନିଜର ଲୋକମାନଙ୍କୁ ସାନ୍ତ୍ବନା କରିଅଛନ୍ତି ଓ ସେ ୟିରୁଶାଲମକୁ ମୁକ୍ତ କରିଅଛନ୍ତି।
9 Jerusalém arrasada, cante de alegria, pois o e vai salvar Jerusalém.
10 ସଦାପ୍ରଭୁ ସର୍ବଦେଶୀଯଙ୍କ ସମ୍ମୁଖ ରେ ତାଙ୍କର ପବିତ୍ର ବାହୁ ଅନାବୃତ କରିଛନ୍ତି ଓ ପୃଥିବୀର ପ୍ରେତ୍ୟକକ ତାଙ୍କର ପରିତ୍ରାଣ ଦେଖିବେ।
10 Na presença de todas as nações, o O mundo inteiro verá que foi o nosso Deus quem nos salvou.
11 ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।
11 Meu povo, saia da Babilônia! Saiam todos e não toquem em nada que seja Que se
12 ତୁମ୍ଭମାନେେ ତରତର ହାଇେ ୟାଅ ନାହିଁ କିମ୍ବା ତୁମ୍ଭମାନେେ ପଳାତକପରି ପଳାଯନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ, ଇଶ୍ରାୟେଲର ପରମେଶ୍ବର ତୁମ୍ଭମାନଙ୍କର ଅନୁସରଣ କରିବେ।
12 Desta vez, vocês não sairão com pressa, não precisarão fugir, pois o O Deus de Israel os protegerá por todos os lados.
13 ଆମ୍ଭର ଦାସକୁ ଦେଖ, ସେ ସୁବିବଚେନା ପୂର୍ବକ ବ୍ଯବହାର କରିବେ। ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହିମାନ୍ବିତ ହବେେ।
13 O Senhor Deus diz: “Tudo o que o meu ele será louvado e receberá muitas homenagens.
14 ଅନକେ ଆମ୍ଭର ସବେକକୁ ଦେଖି ବିବ୍ରତ ହବେେ। କାରଣ ତାଙ୍କର ଆକୃତି ମନୁଷ୍ଯ ଆକୃତିଠାରୁ ଏପରି ବିକୃତ ହବେ ଯେ ତାଙ୍କୁ ଅନକେ ମନୁଷ୍ଯ ବୋଲି ଚିହ୍ନିବେ ନାହିଁ।
14 Muitos ficaram horrorizados quando o viram, pois ele estava tão desfigurado, que nem parecia um ser humano.
15 ତେଣୁ ସେ ଅନକେ ଦେଶୀଯମାନଙ୍କୁ ଚମକାଇ ଦବେେ। ରାଜାମାନେ ତାଙ୍କ ସମ୍ମୁଖ ରେ ନିଜ ନିଜ ମୁଖ ବନ୍ଦ ରଖିବେ। କାରଣ ଯାହା ସମାନଙ୍କେୁ କୁହାୟାଇ ନ ଥିଲା, ତାହା ସମାନେେ ଦେଖିବେ ଓ ଯାହା ସମାନେେ ଶୁଣି ନ ଥିଲେ ତାହା ସମାନେେ ବୁଝିବେ।'
15 Mas agora muitos povos ficarão admirados quando o virem, e muitos reis não saberão o que dizer. Pois verão coisas de que ninguém havia falado, entenderão aquilo que nunca tinham ouvido.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 52, comparar traduções ou montar um estudo — tudo direto pelo WhatsApp.