Gênesis 39
Oriya Bible (GL_ORIYA) vs VC
1 ଯୋଷଫେ ମିଶର ଦେଶକୁ ଅଣା ଯାନ୍ତେ ଫାରୋଙ୍କର ଜଣେ ଭୃତ୍ଯ ଅର୍ଥାତ୍ ମିସ୍ରୀଯ ପୋଟୀଫର ନାମକ ରକ୍ଷକ ସନୋପତି ତାଙ୍କର ଅନଯନକାରୀ ଇଶ୍ମାଯଲେୀଯମାନଙ୍କଠାରୁ ଯୋଷଫଙ୍କେୁ କିଣିଲା।
1 José foi conduzido ao Egito, e Putifar, um oficial egípcio do faraó, chefe da guarda, comprou-o aos ismaelitas que o levavam.
2 କିନ୍ତୁ ସଦାପ୍ରଭୁ ଯୋଷଫେକୁ ସହାୟ ହେଲେଓ ଯୋଷଫେ ଜଣେ ଭାଗ୍ଯବାନ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀଯ କର୍ତ୍ତାର ଗୃହ ରେ ବାସ କଲେ।
2 O Senhor estava com José, e tudo lhe prosperava. Morava na casa do seu senhor, o egípcio.
3 ପୋଟୀଫର ଦେଖିଲା ଯେ ସଦାପ୍ରଭୁ ଯୋଷଫେକୁ ସହାୟ ଅଟନ୍ତି। ପୋଟୀଫର ଦେଖିଲା ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ୟ୍ଯ କରୁଛି ତାହା ସୁଚାରୁ ରୂପେ କରି ପାରୁଛି।
3 Seu senhor viu que o Senhor estava com ele e lhe fazia prosperar tudo o que empreendia.
4 ପୋଟୀଫର ଯୋଷଫେକୁ ପାଇ ବହୁତ ଖୁସି ହେଲେ। ସେ ଯୋଷଫେକୁ ଆପଣାର ଗୃହାଧ୍ଯକ୍ଷ କରି ତାଙ୍କର ରସ୍ତ ରେ ସର୍ବସ୍ବ ସମର୍ପଣ କଲେ।
4 José conquistou a simpatia do seu senhor, que o empregou ao seu serviço, pondo-o à testa de sua casa e confiando-lhe todos os seus bens.
5 ଏହି ପ୍ରକା ରେ ସେ ଯୋଷଫଙ୍କେୁ ଆପଣା ଗୃହ ଓ ସର୍ବସ୍ବର ଅଧ୍ଯକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷଫଙ୍କେ ଲାଗି ସହେି ମିସ୍ରୀଯ ଲୋକରଗୃହ ଉପରେ ଆଶୀର୍ବାଦ କଲେ। ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ଷିଲା।
5 Desde o momento em que José tomou o governo de sua casa e de todos os seus bens, o Senhor abençoou a casa do egípcio, por causa de José: a bênção do Senhor desceu sobre tudo o que lhe pertencia, na casa como nos campos.
6 ପୋଟୀଫର ଯୋଷଫେକୁ ସବୁ ଦାଯୀତ୍ବ ଦଇେ ସେ ଆଉ ତାଙ୍କର ଖାଇବା ବିନା କୌଣସି ପାଇଁ ବ୍ଯସ୍ତ ହେଲେ ନାହିଁ।
6 Ele entregou todos os seus negócios a José, sem mais se preocupar de coisa alguma, exceto do que se alimentava. Ora, José era belo de corpo e de rosto.
7 କିଛି ଦିନ ପରେ ଯୋଷଫେର ମୁନିବର ସ୍ତ୍ରୀ ଯୋଷଫେକୁ ନଜର ପକଇବୋକୁ ଲାଗିଲେ। ଦିନେ ସହେି ସ୍ତ୍ରୀ ଯୋଷଫେକୁ ଅନୁରୋଧ କଲେ, ମାେ ସହିତ ଶଯନ କର।
7 E aconteceu, depois de tudo isto, que a mulher de seu senhor lançou seus olhos em José e disse-lhe: "Dorme comigo."
8 କିନ୍ତୁ ଯୋଷଫେ ମନା କଲେ ସେ କହିଲେ, ଦେଖ ଏ ଗୃହ ରେ ଯାହା ଅଛି ମାେ ମୁନିବ ତହିଁର ତତ୍ତ୍ବ ନିଅନ୍ତି ନାହିଁ। ସେ ମାେ ହସ୍ତ ରେ ଆପଣାର ସର୍ବସ୍ବ ସମର୍ପଣ କରିଛନ୍ତି।
8 Mas ele recusou: "Meu senhor, disse-lhe ele, não me pede conta alguma do que se faz na casa, e confiou-me todos os seus bens.
9 ଏହି ଗୃହ ରେ ସେ ମାେତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶଯନ କରି ପାରିବି ନାହିଁ। ଏହା ଭୁଲ ଅଟେ, ଏହା ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ ତୁଲ୍ଯ।
9 Não há maior do que eu nesta casa; ele nada me interdisse, exceto tu, que és sua mulher. Como poderia eu cometer um tão grande crime e pecar contra Deus?"
10 ସହେି ସ୍ତ୍ରୀ ଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶଯନ କରିବାପାଇଁ ସର୍ବଦା ମନା କରନ୍ତି।
10 Em vão se esforçava ela todos os dias, falando a José; ele não consentia em dormir com ela e unir-se a ela.
11 ଦିନେ ଯୋଷଫେ ଘରକୁ ତାଙ୍କର କିଛି କାର୍ୟ୍ଯ କରିବାକୁ ଗଲେ। ସହେି ସମୟରେ ସେ ଏକା ସହେି ଘ ରେ ଥିଲେ।
11 Certo dia, tendo ele entrado na casa para fazer seus serviços, e não se encontrando ali ninguém da casa,
12 ତା'ର ମୁନିବଙ୍କର ସ୍ତ୍ରୀ ତାଙ୍କର କୋଟ୍କୁ ଧରି ଟାଣି କହିଲେ, ମାେ ପାଖ ରେ ଶଯନ କର। କିନ୍ତୁ ଯୋଷଫେ ସେ ଘରୁ ଖସି ଦୌଡ଼ି ପଳାଇ ଆସିଲେ କିନ୍ତୁ ତା'ର ହାତ ରେ ତାହାର କୋଟ୍ଟି ରହିଗଲା।
12 ela segurou-o pelo manto, dizendo: "Dorme comigo!" Mas José, largando-lhe o manto nas mãos, fugiu.
13 ସ୍ତ୍ରୀ ଲୋକଟି ଦେଖିଲା ତା ହାତ ରେ ଯୋଷଫେର କୋଟ୍ ରହିଗଲା ଏବଂ ସେ ଦୌଡ଼ି ପଳାଇଲା।
13 Vendo a mulher que ele lhe tinha deixado o manto nas mãos e fugido,
14 ସେ ଗୃହର ବାହାର ଲୋକମାନଙ୍କୁ ଡ଼ାକି ସେ କହିଲା, ଦେଖ, ସେ ଆମ୍ଭମାନଙ୍କ ସଙ୍ଗ ରେ ପରିହାସ କରିବା ନିମନ୍ତେ ଜଣେ ଅବ୍ରୀଯକୁ ଆଣିଛନ୍ତି। ସେ ଭିତରକୁ ପଶି ମାେ ସହିତ ଶଯନ କରିବାକୁ କହିଲା। ମୁଁ ବଡ଼ ପାଟି ରେ ଡ଼ାକ ପକାଇଲି।
14 chamou a gente de sua casa e disse-lhes: "Vede: trouxeram-nos este hebreu para a casa a fim de que ele abuse de nós. Este homem veio-me procurar para dormir comigo, mas eu gritei.
15 ମାରେ ବଡ଼ ପାଟି ରେ ଡ଼ାକିବାର ଶୁଣି ସେ ତା'ର କୋଟ୍ ମାେ ପାଖ ରେ ଛାଡ଼ି ଦୌଡ଼ି ପଳାଇ ଆସିଲା।
15 E vendo que eu me punha a gritar, deixou seu manto ao meu lado e fugiu."
16 ଏହାପରେ ସେ ସହେି କୋଟ୍ଟି ତାଙ୍କର ସ୍ବାମୀ ଆସିବା ପର୍ୟ୍ଯନ୍ତ ତାଙ୍କ ପାଖ ରେ ରଖିଲେ।
16 E guardou junto de si as vestes de José até a volta de seu senhor.
17 ସେ ତାଙ୍କ ସ୍ବାମୀକୁ ସହେି ସବୁ କଥାମାନ କହିଲା। ସେ କହିଲା, ତୁମ୍ଭେ ଯେଉଁ ଅବ୍ରୀଯ ଦାସକୁ ଆଣିଅଛ ସେ ମାେତେ ପରିହାସ କରିବାକୁ ମାେ ପାଖକୁ ଆସିଲା।
17 E fez-lhe a mesma narrativa: "O escravo hebreu, disse ela, que nos trouxeste, veio à minha procura para abusar de mim.
18 କିନ୍ତୁ ସେ ଯେତବେେଳେ ମାେ ପାଖକୁ ଆସିଲା ମୁଁ ବଡ଼ ପାଟି କରିବାରୁ ସେ ତା'ର କୋଟ୍ଟି ଛାଡ଼ି ବାହାରକୁ ଦୌଡ଼ି ପଳାଇଗଲା।
18 Mas, pondo-me a gritar, deixou o seu manto ao meu lado e fugiu."
19 ଯୋଷଫେର ମୂନିବ ତାଙ୍କର ସ୍ତ୍ରୀଙ୍କଠାରୁ ଏ ସମସ୍ତ ଶୁଣିଲେ। ଏବଂ ସେ ବହୁତ କୋର୍ଧ ହେଲେ।
19 Ao ouvir isto de sua mulher, contando-lhe como se tinha comportado com ela o seu servo, ele enfureceu-se,
20 ସଠାେରେ ଏକ କାରାଗାର ଥିଲା ଯେଉଁଠା ରେ ରାଜାଙ୍କର ଶତୃମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷଫଙ୍କେୁ ସହେି କାରାଗୃହ ରେ ରଖିଲା। ଏବଂ ଯୋଷଫେ ସହେିଠା ରେ ରହିଲେ।
20 e lançou José na prisão, onde se encontravam detidos os prisioneiros do rei. E José foi encarcerado.
21 କିନ୍ତୁ ସଦାପ୍ରଭୁ ଯୋଷଫେର ସହାୟ ଥିଲେ। ସଦାପ୍ରଭୁ ତାହାପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟି ରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ।
21 O Senhor estava com ele. Mostrou-lhe sua bondade e fez que ele conquistasse a simpatia do chefe da prisão.
22 ତହିଁରେ ସହେି କାରା ରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋଷଫଙ୍କେ ହସ୍ତ ରେ ସମର୍ପଣ କଲେ। ପୁଣି ସମାନେେ ଯାହା କଲେ ସହେି ସକଳର କର୍ତ୍ତା ସହେି ହେଲେ।
22 Este confiou a José todos o presos que ali se encontravam, e nada se fazia sem sua ordem.
23 କାରା ରକ୍ଷକ ଯୋଷଫଙ୍କେର ହସ୍ତଗତ କୌଣସି ବିଷଯ ରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ।
23 O chefe da prisão não fiscalizava nada do que fazia José, porque o Senhor estava com ele e fazia-lhe prosperar tudo o que empreendia.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 39, comparar traduções ou montar um estudo — tudo direto pelo WhatsApp.