Gênesis 38

Oriya Bible (GL_ORIYA)

1 ସହେି ସମୟରେ ଯିହୁଦା ତା'ର ଭାଇମାନଙ୍କୁ ଛାଡ଼ି ହୀରା ନାମକ ଏକ ଅଦୁଲ୍ଲମୀଯ ସହିତ ରିହବାକୁ ଗଲା।

2 ସଠାେରେ ଯିହୁଦା ଏକ ସ୍ତ୍ରୀଲୋକକୁ ଦେଖିଲା ଏବଂ ବିବାହ କଲା। ତା'ର ପିତା ଜଣେ କିଣାନୀଯ ଥିଲେ। ତାଙ୍କର ନାମ ଥିଲା ଶୂଯ।

3 ସହେି ସ୍ତ୍ରୀ ଏକ ସନ୍ତାନକୁ ଜନ୍ମ ଦଲୋ। ସେ ତା'ର ନାମ ଦେଲେ ଏର।

4 ଏହାପରେ ସେ ଆଉ ଏକ ପୁତ୍ର ଜନ୍ମ ଦେଲେ। ଏବଂ ତା'ର ନାମ ରଖିଲେ ଓନନ୍।

5 ଏହାପରେ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲେ ଏବଂ ତା'ର ନାମ ଦେଲେ ଶଲୋ। ଯିହୁଦାର ତୃତୀୟ ପୁତ୍ର ଜନ୍ମ ସମୟରେ ସେ କଷୀବ ରେ ଥିଲା।

6 ଯିହୁଦା ତା'ର ପ୍ରଥମ ପୁତ୍ରକୁ ବିବାହ ଦବୋପାଇଁ ଏକ ସ୍ତ୍ରୀ ପାଇଲେ। ଯାହାର ନାମ ତାମର ଥିଲା।

7 କିନ୍ତୁ ସଦାପ୍ରଫୁ ଦେଖିଲେ ଯେ, ଯିହୁଦାର ପ୍ରଥମଜାତ ଏର ଦୁଷ୍ଟ ଥିଲା। ତେଣୁ ସେ ତାଙ୍କୁ ବିନାଶ କଲେ।

8 ଏହାପରେ ଯିହୁଦା ଏରର ଭାଇ ଓନନକୁ କହିଲେ, ତୁମ୍ଭେ ତୁମ୍ଭର ଭାଇର ସ୍ତ୍ରୀ ସହିତ ସହବାସ କର । ଯଦି ସେ ପିଲା ଜନ୍ମ କରେ, ସହେି ପୁତ୍ର ତୁମ୍ଭ ଭାଇର ସନ୍ତାନ ବୋଲି ଜଣାୟିବ।

9 ଓନନ ଜାଣିଥିଲା ଯେ ସେ ସନ୍ତାନ ତା'ର ବଂଶ ହବେ ନାହିଁ, ତେଣୁ ସେ ସହବାସ ସମୟରେ ଭୂମିରେ ରତେଃପାତ କଲା।

10 ଏଥି ରେ ସଦାପ୍ରଭୁ କ୍ରୋଧିତ ହେଲେ ଓ ଓନନକୁ ମାରି ଦେଲେ।

11 ଏହାପରେ ଯିହୁଦା ତା'ର ପୁତ୍ର ବଧୁ ତାମରକୁ କହିଲେ, ତୁମ୍ଭେ ତୁମ୍ଭର ପିତୃ ଗୃହକୁ ୟାଅ। ଏବଂ ମାରେ କନିଷ୍ଠ ପୁତ୍ରଶିଲା ୟୁବକ ନ ହବୋ ପର୍ୟ୍ଯନ୍ତ ବିବାହ କର ନାହିଁ। ଯିହୁଦା ଭୟ କଲେ ଯେ ଯଦି ତା'ର ଭାଇମାନଙ୍କ ପରି ଶଲୋ ହିଁ ମରିୟିବ। ଏଣୁ ତାମର ତା' ପିତୃ ଗୃହକୁ ୟାଇ ବାସକଲା।

12 ଅନକେ ସମୟ ପରେ ଶୂଯ ରେ କନ୍ଯା, ଯିହୁଦାର ସ୍ତ୍ରୀ ମୃତ୍ଯୁ ବରଣ କଲା। ଯେତବେେଳେ ଶୋକ ସମୟ ଅତିକ୍ରାନ୍ତ ହେଲା, ଯିହୁଦା ମଷେମାନଙ୍କ ବାଳକାଟିବା ପାଇଁ ତା'ର ବନ୍ଧୁ ହୀରା ସହିତ ଗଲେ।

13 ତାମର ଯିହୁଦାଠାରୁ ଜାଣିଲା ଯେ, ତା'ର ଶଶୁର ମଷେମାନଙ୍କର ଲୋମ କାଟିବାକୁ ତିମ୍ନାଥା ଯାଉଛନ୍ତି।

14 ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା'ର ମୁହଁକୁ ଲୁଚାଇ ତିମ୍ନାତାର ପଥ ପାଶର୍ବସ୍ଥିତ ଐନମର ପ୍ରବେଶ ସ୍ଥାନ ରେ ବସି ରହିଲା। କାରଣ ସେ ଦେଖିଲା ଶଲୋ ବଡ଼ ହେଲେ ହେଁ ତାକୁ ବିବାହ କଲାନାହିଁ।

15 ଯିହୁଦା ସହେି ବାଟ ଦଇେ ଗଲା ବେଳେ ତାଙ୍କୁ ଦେଖିଲା। କିନ୍ତୁ ସେ ଭାବିଲା ସେ ଜଣେ ବେଶ୍ଯା କାରଣ ସେ ତାଙ୍କର ମୁହଁ ଲୁଚାଇ ରଖିଥିଲା।

16 ତେଣୁ ଯିହୁଦା ତାଙ୍କ ପାଖକୁ ଗଲେ ଏବଂ କହିଲେ, ତୁମ୍ଭ ସହିତ ମାେତେ ସହବାସ କରିବାକୁ ଦିଅ। ସେ ତାଙ୍କର ପୁତ୍ରବଧୁ ବୋଲି ଯିହୁଦା ଜାଣି ନଥିଲେ।

17 ଯିହୁଦା ଉତ୍ତର ଦଲୋ, ମୁଁ ମାରେ ପଲ ମଧ୍ଯରୁ ଏକ ୟୁବା ଛଳେି ପଠାଇ ଦବେି।

18 ଯିହୁଦା ପଚାରିଲା, ତୁମ୍ଭେ ମାେତେ କ'ଣ ଦବୋ ପାଇଁ ଚାହୁଁଛ?

19 ଏହାପରେ ତାମର ଗୃହକୁ ଗଲା ଓ ତା'ର ମୁହଁ ସର୍ବଦା ଲୁଚାଇ ରଖିଲାଏବଂ ଏହାପରେ ସେ ପୁନ୍ନର୍ବାର ବିଧବା ବସ୍ତ୍ର ପରିଧାନ କଲା।

20 ଏହାପରେ ଯିହୁଦା ସହେି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ଯ ନବୋ ପାଇଁ ଆପଣା ଅଦୁଲ୍ଲମୀଯ ବନ୍ଧୁ ଦ୍ବାରା ଛଳେିଛୁଆ ଦଇେ ପଠାଇଲା। ମାତ୍ର ସେ ତା'ର ଦଖାେ ପାଇଲା ନାହିଁ।

21 ତେଣୁ ସେ ସଠାେକାର ଲୋକମାନଙ୍କୁ ପଚାରିଲା, ଐନମ ପଥ ପାଶର୍ବ ରେ ଯେଉଁ ବେଶ୍ଯା ଥିଲା ସେ କାହିଁ?

22 ତେଣୁ ଯିହୁଦାର ବନ୍ଧୁ ଯିହୁଦା ନିକଟକୁ ଫରେିୟାଇ କହିଲା, ମୁଁ ସହେି ସ୍ତ୍ରୀଲୋକକୁ ପାଇଲି ନାହିଁ ଏବଂ ସଠାେକାର ଲୋକମାନଙ୍କୁ ପଚାରିବାରୁ ସେ କହିଲେ ଏଠା ରେ କୌଣସି ବେଶ୍ଯା ରହନ୍ତି ନାହିଁ।

23 ତେଣୁ ଯିହୁଦା କହିଲା, ସେ ଯେଉଁ ଜିନିଷ ରଖିଛି ତାହା ସେ ରଖୁ। ଆମ୍ଭେ କାହିଁକି ଲଜ୍ଜ୍ଯାସ୍ପଦ ହବୋ। ଆମ୍ଭେ ଚାହିଁ ଥିଲୁ ତାକୁ ଏକ ଛଳେି ଛୁଆ ଦବୋପାଇଁ କିନ୍ତୁ ତାକୁ ପାଇଲୁ ନାହିଁ। ଏତିକି ୟଥେଷ୍ଟ।

24 ପ୍ରାଯ ତିନିମାସ ୟିବା ପରେ, କହେି ଲୋକ ଯିହୁଦାକୁ କହିଲେ, ତୁମ୍ଭର ପୁତ୍ରବଧୁ ତାମର ବେଶ୍ଯା ପରି ବର୍ଭଧାରଣ କରିଛି।

25 ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତାଙ୍କ ଶ୍ବଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲେ, ଏହି ସମସ୍ତବସ୍ତ୍ର ଯାହାର ସେ ମାେତେ ଗର୍ଭବତୀ କରାଇଛି।ଏହି ମାହେର, ସୁତ୍ର ଓ ୟଷ୍ଟି କାହାର, ତାହା ଚିହ୍ନି ଦେଖ?

26 ଯିହୁଦା ସେ ସମସ୍ତ ବସ୍ତ୍ରକୁ ଦେଖିଲା ଏବଂ କହିଲା, ସେ ଠିକ ଅଛି। ମୁଁ ଭୁଲ କରିଥିଲା। ମୁଁ ପ୍ରତିଜ୍ଞା କରିଥିଲି ଶଲୋକୁ ଦବୋପାଇଁ କିନ୍ତୁ ତାହା କରି ନଥିଲି। ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସଂପର୍କ ରଖିଲେ ନାହିଁ।

27 ତାମରର ଜନ୍ମ କରିବା ସମୟ ଆସିଲା, ସମାନେେ ଦେଖିଲେ ସେ ୟାଆଁଳା ଜନ୍ମ କରିବ।

28 ସେ ଯେତବେେଳେ ଜନ୍ମ କଲା, ସେ ସମୟରେ ଏକ ବାଳକର ହସ୍ତ ବାହାର ହେଲା, ତହିଁରେ ଧାତ୍ରୀ ତାହାର ସହେି ସିନ୍ଦୁର ବର୍ଣ୍ଣ ସୁତ୍ର ବାନ୍ଧି କହିଲା, ଏ ଜେଷ୍ଠ।

29 ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ ତାହାର ଭ୍ରାତା ଭୂମିଷ୍ଠ ହେଲା, ତହିଁରେ ଧାତ୍ରୀ କହିଲା, ତୁମ୍ଭେ ଜାରେ କରି ଭଦେ କରିଅଛ। ତେଣୁ ତା'ର ନାମ ପରେସ୍।

30 ଏହାପରେ ଅନ୍ୟ ପିଲାଟି ଜନ୍ମ ନଲୋ, ଏହି ପିଲାଟିର ହସ୍ତ ରେ ସିନ୍ଦୁର ବର୍ଣ୍ଣ ତା'ର ହାତ ରେ ଥିଲା, ସେ ତା'ର ନାମ ସରହେ ଦେଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Gênesis 38, comparar traduções ou montar um estudo — tudo direto pelo WhatsApp.