Gênesis 35
Oriya Bible (GL_ORIYA) vs VC
1 ପରମେଶ୍ବର ଯାକୁବକୁ କହିଲେ, ବୈଥଲକେୁ ୟାଅ, ସଠାେରେ ବାସକର ଏବଂ ସଠାେରେ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳି ଉତ୍ସର୍ଗ କରିବା ପାଇଁ ଏକ ୟଜ୍ଞବଦେୀ ସ୍ଥାପନ କର। ୟିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାଯନ ବେଳେ ଆର୍ବିଭାବ ହାଇେଥିଲେ।
1 Deus disse a Jacó: "Vamos, sobe a Betel e fica ali, e levanta um altar nesse lugar ao Deus que se manifestou a ti, quando fugias diante de teu irmão Esaú."
2 ତେଣୁ ଯାକୁବ ତା'ର ପରିବାର ଓ ତା'ର ଦାସମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିକଟରେ ଯେ ସବୁ ବିଦେଶୀଯ ଦବେତାଗଣ ଅଛନ୍ତି ସମାନଙ୍କେୁ ଦୂରକର, ନିଜ ନିଜକୁ ଶୁଚିକର ଏବଂ ବସ୍ତ୍ର ପରି ପରିବର୍ତ୍ତନ କର।
2 Jacó disse à sua família e à sua gente: "Tirai do meio de vós os deuses estrangeiros, purificai-vos e mudai vossos vestidos.
3 ଆମ୍ଭମାନେେ ଏହି ସ୍ଥାନ ପରିତ୍ଯାଗ କରି ବୈଥଲକେୁ ୟିବା। ମୁଁ ସଠାେରେ ଏକ ୟଜ୍ଞବଦେୀ ନିର୍ମାଣ କରିବି ଏବଂ ତାହା ପରମେଶ୍ବରଙ୍କୁ ଉତ୍ସର୍ଗ କରିବି ୟିଏ ମାରେଅସୁବିଧା ସମୟରେ ମାେତେ ଦୟା କରିଛନ୍ତି, ଯେଉଁଠାକୁ ମୁଁ ଗଲି ପରମେଶ୍ବର ମାେ ସହିତ ରହି ଆସିଛନ୍ତି।
3 Vamos subir a Betel, onde levantarei um altar ao Deus que me ouviu no dia de minha aflição, e que esteve comigo durante minha viagem."
4 ତେଣୁ ସମସ୍ତ ଲୋକେ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଯାକୁବକୁ ଦେଲେ। ସମାନେେ ମଧ୍ଯ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ୟାକବକୁ ଦେଲେ। ଯାକୁବ ସଗେୁଡ଼ିକ ନଇେ ଶିଖିମ ନିକଟବର୍ତ୍ତୀ ଆଲୋନ ବୃକ୍ଷ ମୂଳେ ପୋତି ଦେଲେ।
4 Entregaram a Jacó todos os deuses estrangeiros que tinham, assim como os brincos que traziam nas orelhas, e Jacó enterrou-os debaixo de um terebinto, perto de Siquém.
5 ଯାକୁବ ଏବଂ ତାଙ୍କର ପରିବାର ସହେି ସ୍ଥାନ ପରିତ୍ଯାଗ କଲେ। ସହେି ନଗରର ଚତୁଃପାଶର୍ବର ଲୋକମାନେ ସମାନଙ୍କେୁ ବହୁତ ଭୟ କରୁଥିଲେ। ସହେି ଯେଉଁ ଲୋକମାନେ ତାଙ୍କର ପୁତ୍ରମାନଙ୍କୁ ଅନୁସରଣ ଏବଂ ହତ୍ଯା କରିବାକୁ ଅପେକ୍ଷା କରିଥିଲେ, ଏଥିରୁ କ୍ଷାନ୍ତ ହେଲେ।
5 Partindo eles dali, Deus semeou o pânico nas cidades circunvizinhas, de sorte que não perseguiram os filhos de Jacó.
6 ତେଣୁ ଯାକୁବ ଏବଂ ତାଙ୍କର ଲୋକମାନେ ୟାଇ ଲୃସ୍ ରେ ପହନ୍ଚିଲେ। ଲୃସ୍ ଯାହାର ବର୍ତ୍ତମାନର ନାମ ବୌଥଲେ। ଏହା କିଣାନ ଦେଶ ରେ ଅବସ୍ଥିତ।
6 Chegou, portanto, Jacó com toda a sua gente à Luz, na terra de Canaã, hoje Betel.
7 ଯାକୁବ ୟଜ୍ଞବଦେୀ ନିର୍ମାଣ କଲେ। ଯାକୁବ ସହେି ସ୍ଥାନର ନାମ ଦେଲେ ଏଲ୍-ବୈଥେଲ୍। ଯାକୁବ ଏପରି ନାମ ସ୍ଥିର କଲେ କାରଣ ସହେି ସ୍ଥାନ ରେ ପରମେଶ୍ବର ତାଙ୍କୁ ପ୍ରଥମେ ଦଖାେ ଦଇେଥିଲେ। ଯେତବେେଳେ ସେ ତାଙ୍କ ଭାଇଙ୍କ ନିକଟରୁ ଦୌଡ଼ି ପଳାଉଥିଲେ।
7 Levantou aí um altar e deu a esse lugar o nome de El-Betel, porque foi aí que Deus lhe aparecera, quando fugia diante de seu irmão.
8 ସହେି ସ୍ଥାନ ରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ଯୁ ହେଲା ଏବଂ ତାକୁ ବୈଥଲରେ ଅଧଃସ୍ଥିତ ଆଲୋନ ବୃକ୍ଷମୂଳେ କବର ଦିଆଗଲା। ତେଣୁ ସହେି ସ୍ଥାନର ନାମ ଆଲୋନ-ବାଖୁତ୍ ହେଲା।
8 Foi então que morreu Débora, ama de Rebeca. E foi ali sepultada, ao pé de Betel, debaixo de um carvalho, ao qual se chamou carvalho dos Prantos.
9 ଯେତବେେଳେ ଯାକୁବ ପଦ୍ଦନ୍-ଅରାମକୁ ଫରେିଲେ ପରମେଶ୍ବର ତାଙ୍କୁ ପୁନର୍ବାର ଦଖାେ ଦେଲେ। ପରମେଶ୍ବର ଯାକୁବଙ୍କୁ ଆଶୀର୍ବାଦ କଲେ।
9 Quando Jacó voltou de Padã-Arã, Deus apareceu-lhe novamente e o abençoou.
10 ପରମେଶ୍ବର ଯାକୁବଙ୍କୁ କହିଲେ, ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସହେି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡ଼କା ୟିବ ନାହିଁ। ତୁମ୍ଭର ନୂତନ ନାମ ଇଶ୍ରାୟେଲ ହବେ। ଆଉ ସେ ତାଙ୍କର ନାମ ଇଶ୍ରାୟେଲ ରଖିଲେ।
10 "Teu nome, disse-lhe ele, é Jacó. Tu não te chamarás mais assim, mas Israel." E chamou-o Israel.
11 ପରମେଶ୍ବର ତାଙ୍କୁ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭର ପରିବାର ବହୁତ ବଡ଼ ହବେ। ତୁମ୍ଭର ପରିବାରରୁ ଅନକେ ଜାତିଗଣ ହବେ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ।
11 Deus disse-lhe: "Eu sou o Deus todo-poderoso. Sê fecundo e multiplica-te. De ti nascerão um povo e uma assembléia de povos; e de teus rins sairão reis.
12 ଆମ୍ଭେ ଅବ୍ରହାମ ଓ ଇସ୍ହାକକୁ ଯେଉଁ ଦେଶ ଦାନ କରିଅଛୁ। ସହେି ଦେଶ ତୁମ୍ଭକୁ ଓ ତୁମ୍ଭର ଭବିଷ୍ଯତ ବଂଶଧରକୁ ଦବୋ।
12 A terra que dei a Abraão e a Isaac, eu ta darei e à tua posteridade."
13 ଏହାପରେ ପରମେଶ୍ବର ସହେି ସ୍ଥାନ ଛାଡ଼ିଲେ।
13 Depois, Deus retirou-se de junto dele.
14 ଯାକୁବ ସଠାେରେ ଏକ ସ୍ମରଣାର୍ଥକ ପ୍ରସ୍ଥର ସ୍ଥାପନ କଲେ। ଯାକୁବ ସଠାେରେ ପଯେ ନବୈେଦ୍ଯ ଓ ତୈଳ ଢ଼ାଳିଲେ।
14 No mesmo lugar onde Deus lhe falou, Jacó erigiu uma estela sobre a qual fez uma libação, e derramou óleo.
15 ସେ ସହେି ସ୍ଥାନର ନାମ ବୈଥଲେ ରଖିଲେ। କାରଣ ଏହି ସ୍ଥାନ ରେ ପରମେଶ୍ବର ତାଙ୍କ ସହିତ କଥା ହାଇେଥିଲେ।
15 E deu o nome de Betel ao lugar onde Deus lhe tinha falado.
16 ଯାକୁବ ଏବଂ ତାଙ୍କର ଦଳ ବୈଥଲେ ଛାଡ଼ିଲେ, ସମାନେେ ଇଫ୍ରାଥା ରେ ଉପସ୍ଥିତ ହବୋପାଇଁ ଅଳ୍ପ ବାଟ ଥିଲା। ରାହେଲର ପ୍ରସବ ବଦନୋ ହେଲା ଏବଂ ତା'ର ପ୍ରସବ କରିବ ରେ ଅତିଶଯ କଷ୍ଟ ହେଲା।
16 E partiram de Betel. Quando estavam a pouca distância de Efrata, Raquel deu à luz, e o seu parto foi penoso.
17 ପ୍ରସବ ବଦନୋ ଅତିଶଯ କଷ୍ଟ ହବୋରୁ ଧାତ୍ରୀ ତାହାକୁ କହିଲେ, ଭୟ କରନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ।
17 Durante as dores do parto, a parteira disse-lhe: "Não temas, porque ainda terás este filho."
18 ରାହେଲ ପୁତ୍ର ସନ୍ତାନ ଜନ୍ମ ଦଇେ ମଲା। ମଲା ପୂର୍ବରୁ ରାହେଲ ସହେି ସନ୍ତାନର ନାମ ଦଇେଥିଲା, ବିନୋନୀ। କିନ୍ତୁ ଯାକୁବ ତାକୁ ଡାକିଲେ ବିନ୍ଯାମିନ୍।
18 E, estando prestes a render a alma - porque estava já agonizante - ela chamou o filho Benoni; o seu pai, porém, chamou-o Benjamim.
19 ଇଫ୍ରାଥା ୟିବା ପରେ ତାହା ବୌଥଲେ ହମେ ନିକଟରେ ରାହେଲକୁ କବର ଦିଆଗଲା।
19 Raquel expirou e foi sepultada no caminho de Efrata, hoje Belém.
20 ରାହେଲର କବରସ୍ଥାନ ରେ ଯାକୁବ ଏକ ସ୍ତମ୍ଭ ସ୍ଥାପନ କଲେ। ସହେି ସ୍ତମ୍ଭ ଆଜିପର୍ୟ୍ଯନ୍ତ ରାହେଲ କବରକୁ ଚିହ୍ନାଏ।
20 Jacó erigiu uma estela sobre seu túmulo; é a estela do túmulo de Raquel, que ainda hoje existe.
21 ଏହାପରେ ଇଶ୍ରାୟେଲ ସଠାରୁେ ୟାତ୍ରା କଲେ। ସେ ଏଦର ଗଡ ପାର ହାଇେ ତହିଁ ନିକଟରେ ଛାଉଣୀ ପକାଇଲେ।
21 Israel partiu e plantou sua tenda além de Migdal-Eder.
22 ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।
22 Foi durante sua estada nessa região que Rubem foi dormir com Bala, concubina de seu pai, e Israel soube.
23 ସମାନଙ୍କେ ମଧିଅରେ ରୁବନ୍େ ଯାକୁବଙ୍କର ଜେଷ୍ଠ ପୁତ୍ର। ଶିମିୟୋନ, ଲବେୀ, ୟହୁଦା, ଇଷାଖର ଓ ସବୂଲୂନ ଏମାନେ ଲୟୋର ସନ୍ତାନ।
23 Os filhos de Jacó foram em número de doze. Filhos de Lia: Rubem, primogênito de Jacó, Simeão, Levi, Judá, Issacar e Zabulon.
24 ଯୋଷେଫ୍ ଓ ବିନ୍ଯାମିନ୍ ରାହେଲର ସନ୍ତାନ।
24 Filhos de Raquel: José e Benjamim.
25 ଦାନ ଓ ନପ୍ତାଲି ରାହେଲର ଦାସୀ ବିଲ୍ଲହାର ସନ୍ତାନ।
25 Filhos de Bala, escrava de Raquel: Dã e Neftali.
26 ଗାଦ୍ ଓ ଆଶରେ ଲୟୋର ଦାସୀ ସିଳ୍ପାର ପୁତ୍ରଗଣ।
26 Filhos de Zelfa, escrava de Lia: Gad e Aser. Tais são os filhos nascidos a Jacó em Padã-Arã.
27 ଏହାପରେ ସେ କିରିଯଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନ ରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସହେି ସ୍ଥାନ ରେ ଯାକୁବ ଆପଣା ପିତା ଇସ୍ହାକ୍ ନିକଟରେ ଉପସ୍ଥିତ ହେଲେ।
27 Jacó foi para junto de seu pai Isaac em Mambré, em Quiriat-Arbé, hoje Hebron, onde tinham habitado Abraão e Isaac.
28 ଇସ୍ହାକ 180 ବର୍ଷ ପଞ୍ଚିଲେ।
28 E todos os dias da vida de Isaac foram cento e oitenta anos.
29 ଏହାପରେ ଇସ୍ହାକ ଦୁର୍ବଳ ହାଇେ ମୃତ୍ଯୁବରଣ କଲେ। ଇସ୍ହାକ ପୂର୍ଣ୍ଣାଯୁ ହାଇେ ପ୍ରାଣତ୍ଯାଗ କଲେ ଏବଂ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରପ୍ତ ହେଲେ। ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କର ପିତାଙ୍କ ନିକଟରେ କବର ଦେଲେ।
29 E morreu. A morte reuniu-o aos seus, velho e saciado de dias. Esaú e Jacó, seus filhos, sepultaram-no.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 35, comparar traduções ou montar um estudo — tudo direto pelo WhatsApp.