Filipenses 3

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଆଉ ଏବେ ହେ ମାରେ ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠା ରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସହେି ଏକାକଥା ଲେଖିବା ରେ, ମାେତେ କଷ୍ଟ ହୁଏ ନାହିଁ, କାରଣ ଏହାଦ୍ବାରା ତୁମ୍ଭମାନେେ ଅଧିକ ପ୍ରସ୍ତୁତ ହାଇେ ରହିବ।
1 Quanto ao mais, irmãos meus, regozijai-vos no Senhor. Não me é penoso a mim escrever-vos as mesmas coisas, e a vós vos dá segurança.
2 ଯେଉଁମାନେ ମନ୍ଦକର୍ମ ରେ ଲିପ୍ତ, ସମାନଙ୍କେଠାରୁ ସାବଧାନ ହାଇେ ରୁହ, ସମାନେେ କୁକୁରମାନଙ୍କ ପରି। ସମାନେେ ଲୋକମାନଙ୍କୁ ସୁନ୍ନତ287 ହବୋପାଇଁ ଦାବୀ କରନ୍ତି।
2 Acautelai-vos dos cães; acautelai-vos dos maus obreiros; acautelai-vos da falsa circuncisão.
3 କିନ୍ତୁ ଆମ୍ଭମାନେେ ପ୍ରକୃତ ରେ ସୁନ୍ନତ ହାଇେଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ବାରା ପରମେଶ୍ବରଙ୍କର ସବୋ କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ।
3 Porque a circuncisão somos nós, que servimos a Deus em espírito, e nos gloriamos em Cristo Jesus, e não confiamos na carne.
4 ଯଦିଓ ମୁଁ ନିଜ ଶକ୍ତି ରେ ବିଶ୍ବାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ବାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ବାସ କରିବାର ତା'ର କାରଣ ଅଛି, ତା ହେଲେ ମୁଁ କହିବି ଯେ ତା' ଅପେକ୍ଷା ମାରେ ନିଜ ଉପରେ ବିଶ୍ବାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍।
4 Se bem que eu poderia até confiar na carne. Se algum outro julga poder confiar na carne, ainda mais eu:
5 ମାରେ ଜନ୍ମ ହବୋର ଆଠ ଦିନପରେ, ମାରେସୁନ୍ନତ କରାଯାଇଥିଲା। ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ବିନ୍ଯାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମାେ ପାଇଁ ମାଶାଙ୍କେ ବ୍ଯବସ୍ଥା ଆଜି ଗୁରୁତ୍ବପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୁଶୀ।
5 circuncidado ao oitavo dia, da linhagem de Israel, da tribo de Benjamim, hebreu de hebreus; quanto à lei fui fariseu;
6 ୟିହୁଦୀଧର୍ମ ପାଇଁ ମାରେଏତେ ଅଧିକ ଉଦ୍ ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ବାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମାଶାଙ୍କେ ନିୟମ ପାଳନ କରୁଥିଲି, କହେି ହେଲେ ମାଠାେ ରେ କୌଣସି ଦୋଷ ପାଇ ନ ଥିଲେ।
6 quanto ao zelo, persegui a igreja; quanto à justiça que há na lei, fui irrepreensível.
7 ସମୟ ଥିଲା, ଯେତବେେଳେ ଏଗୁଡ଼ିକ ମାେ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହତେୁ ସଗେୁଡ଼ିକର କିଛି ମୂଲ୍ଯ ନାହିଁ।
7 Mas o que para mim era lucro passei a considerá-lo como perda por amor de Cristo;
8 ମୁଁ ମାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହତେୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନକରେେ, ସଗେୁଡ଼ିକ ମାେ ପାଇଁ ମୂଲ୍ଯହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟଗୁଡ଼ିକୁ ମହତ୍ବପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ଯାଗ କରିଛି। ମୁଁ ଏବେ ଜାଣେ ଯେ ସଗେୁଡ଼ିକ ମୂଲ୍ଯହୀନ ସଢ଼ାକୁଟା ପରି।
8 sim, na verdade, tenho também como perda todas as coisas pela excelência do conhecimento de Cristo Jesus, meu Senhor; pelo qual sofri a perda de todas estas coisas, e as considero como refugo, para que possa ganhar a Cristo,
9 ଏହା ମାେତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠା ରେ ରହିବାକୁ ସାହାୟ୍ଯ କରେ। ଖ୍ରୀଷ୍ଟଙ୍କ ସହଭାଗିତା ରେ ମୁଁ ପରମେଶ୍ବରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ଯବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ପରମେଶ୍ବରଙ୍କଠାରୁ ଆ ସେ। ପରମେଶ୍ବର ତାହାଙ୍କ ପ୍ରତି ମାେତେ ସିଦ୍ଧ କରିବାରୁ ଖ୍ରୀଷ୍ଟଙ୍କଠା ରେ ମାରେ ବିଶ୍ବାସକୁ ବ୍ଯବହାର କରନ୍ତି।
9 e seja achado nele, não tendo como minha justiça a que vem da lei, mas a que vem pela fé em Cristo, a saber, a justiça que vem de Deus pela fé;
10 ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ଯୁରୁ ସେ ପୁନରୁଜୀବିତ ହଇେ ଉଠିଥିବା ଶକ୍ତିକୁ ମଧ୍ଯ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗ ରେ ଅଂଶୀ ହବୋକୁ ଓ ତାହାଙ୍କ ମୃତ୍ଯୁ ଭୋଗ ରେ ତାହାଙ୍କ ପରି ହବୋକୁ ଚା ହେଁ।
10 para conhecê-lo, e o poder da sua ressurreição e a e a participação dos seus sofrimentos, conformando-me a ele na sua morte,
11 ସହେିପରି ଭାବରେ ମୁଁ ମୃତମାନଙ୍କ ମଧ୍ଯରୁ ପୁନରୁତ୍ଥିତ ହାଇପୋ ରେ, ଏ ଭରସା ମାରେଅଛି।
11 para ver se de algum modo posso chegar à ressurreição dentre os mortos.
12 ମୁଁ କହୁ ନାହିଁ ଯେ ପରମେଶ୍ବର ମାେତେ ଯେପରି ହବୋକୁ ଚାହାଁନ୍ତି, ମୁଁ ଠିକ୍ ସପରେି ହାଇେସାରିଛି। ମୁଁ ସହେି ଲକ୍ଷ୍ଯ ସ୍ଥଳ ରେ ଏପର୍ୟ୍ଯନ୍ତ ପହଁଞ୍ଚି ପାରି ନାହିଁ। କିନ୍ତୁ ମୁଁ ମାରେ ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ବାରା ସହେି ଲକ୍ଷ୍ଯ ହାସଲ କରିପାରିବି। ଯୀଶୁ ଖ୍ରୀଷ୍ଟ ଚାହାଁନ୍ତି ଯେ ମୁଁ ସହେି ଲକ୍ଷ୍ଯ ପାଇପା ରେ, ସେଥିପାଇଁ ସେ ମାେତେ ନିଜର କରିଛନ୍ତି।
12 Não que já a tenha alcançado, ou que seja perfeito; mas vou prosseguindo, para ver se poderei alcançar aquilo para o que fui também alcançado por Cristo Jesus.
13 ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ୟ୍ଯନ୍ତ ସହେି ଲକ୍ଷ୍ଯ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ୟ୍ଯ କରେ : ମୁଁ ଅତୀତର ବିଷୟସବୁ ଭୁଲି, ମାେ ଆଗ ରେ ଥିବା ଲକ୍ଷ୍ଯକୁ ଆଖି ରେ ରଖି ଲକ୍ଷ୍ଯ ସ୍ଥଳ ରେ ପହଁଞ୍ଚିବା ପାଇଁ କଠିନ ପରିଶ୍ରମ କରେ।
13 Irmãos, quanto a mim, não julgo que o haja alcançado; mas uma coisa faço, e é que, esquecendo-me das coisas que atrás ficam, e avançando para as que estão adiante,
14 ମୁଁ ସବୁବେଳେ ଲକ୍ଷ୍ଯ ସ୍ଥଳ ରେ ପହଁଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠା ରେ ସ୍ବର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ବର ମାେତେ ଡ଼ାକିଛନ୍ତି।
14 prossigo para o alvo pelo prêmio da vocação celestial de Deus em Cristo Jesus.
15 ଆମ୍ଭମାନଙ୍କ ଭିତରୁ ଯେଉଁମାନେ ଆତ୍ମିକ ଭାବରେ ସିଦ୍ଧ ହବୋ ପାଇଁ ଯାଉଛୁ, ସମାନେେ ମଧ୍ଯ ଏହିଭଳି ଭାବିବା ଦରକାର। ଯଦି ଏଥି ରେ କୌଣସି କଥା ରେ ତୁମ୍ଭର ଭିନ୍ନ ମତ ଥାଏ, ତା ହେଲେ ପରମେଶ୍ବର ତୁମ୍ଭ ପାଇଁ ଏହାକୁ ମଧ୍ଯ ସ୍ପଷ୍ଟ କରି ଦବେେ।
15 Pelo que todos quantos somos perfeitos tenhamos este sentimento; e, se sentis alguma coisa de modo diverso, Deus também vo-lo revelará.
16 କିନ୍ତୁ ଆମ୍ଭେ ଯେଉଁସବୁ ସତ୍ଯ ଜାଣିଛୁ, ସହେି ସତ୍ଯ ମାର୍ଗ ରେ ଅବିରତ ଚାଲିବା ଉଚିତ୍।
16 Mas, naquela medida de perfeição a que já chegamos, nela prossigamos.
17 ଭାଇ ଓ ଭଉଣୀମାନେ! ତୁମ୍ଭେ ସମସ୍ତେ ମାେ ଭଳି ଜୀବନ-ଯାପନ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ଆମ୍ଭେ ଯେଉଁ ଆଦର୍ଶ ଦଖାଇେଛୁ, ତୁମ୍ଭମାନଙ୍କ ଭିତରୁ ଯେଉଁମାନେ ସହେି ଅନୁସାରେ ଜୀବନ-ଯାପନ କରୁଛନ୍ତି, ସମାନଙ୍କେୁ ଅନୁସରଣ କର।
17 Irmãos, sede meus imitadores, e atentai para aqueles que andam conforme o exemplo que tendes em nós;
18 ଅନକେ ଲୋକ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁମାନଙ୍କ ଭଳି ଜୀବନ-ଯାପନ କରୁଛନ୍ତି। ମୁଁ ଅନକେଥର ଏହି ଲୋକମାନଙ୍କ ବିଷୟ ରେ କହିଛି। ଏବେ ମଧ୍ଯ ମୁଁ କାନ୍ଦିକାନ୍ଦି ସମାନଙ୍କେ ବିଷୟ ରେ କହୁଛି।
18 porque muitos há, dos quais repetidas vezes vos disse, e agora vos digo até chorando, que são inimigos da cruz de Cristo;
19 ସମାନେେ ଯେପରି ଜୀବନ-ଯାପନ କରୁଛନ୍ତି, ତା'ର ପରିଣତି ବିନାଶ ଅଟେ। ସମାନେେ ପରମେଶ୍ବରଙ୍କୁ ସବୋ କରିବା ପରିବର୍ତେ ନିଜକୁ ଖୁସି କରିବା ପାଇଁ ବଞ୍ଚିଛନ୍ତି। ସମାନେେ ଲଜ୍ଜାଜନକ କାର୍ୟ୍ଯ କରନ୍ତି ଓ ସଗେୁଡ଼ିକ ପାଇଁ ଗର୍ବ କରନ୍ତି ଓ ସମାନେେ କବଳେ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି।
19 cujo fim é a perdição; cujo deus é o ventre; e cuja glória assenta no que é vergonhoso; os quais só cuidam das coisas terrenas.
20 କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ବର୍ଗ। ଆମେ ସ୍ବର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି।
20 Mas a nossa pátria está nos céus, donde também aguardamos um Salvador, o Senhor Jesus Cristo,
21 ସେ ସ୍ବର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳ ରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସହେି ଶକ୍ତି ବଳ ରେ ସେ ଆମ୍ଭର ହୟେ, ଦହଗେୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦହେ ଭଳି ଗୌରବମୟ କରି ଦବେେ।
21 que transformará o corpo da nossa humilhação, para ser conforme ao corpo da sua glória, segundo o seu eficaz poder de até sujeitar a si todas as coisas.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Filipenses 3, comparar traduções ou montar um estudo — tudo direto pelo WhatsApp.