Ezequiel 4
Oriya Bible (GL_ORIYA) vs ARC
1 ହେ ମନୁଷ୍ଯ ପୁତ୍ର ତୁମ୍ଭ ସମ୍ମୁଖ ରେ ଖଣ୍ଡେ ଇଟା ରଖ ଓ ତହିଁରେ ୟିରୁଶାଲମ ନଗରର ନକ୍ସା ଅଙ୍କନ କର।
1 Tu, pois, ó filho do homem, toma um tijolo, e po-lo-ás diante de ti, e grava nele a cidade de Jerusalém.
2 ଏବଂ ସଗେୁଡ଼ିକୁ ସୈନ୍ଯ ରେ ବେଷ୍ଟିତ କର, ତାହା ବିରୁଦ୍ଧ ରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧ ରେ ପ୍ରାଚୀର ନିର୍ମାଣ କର। ଆଉ ତାହା ବିରୁଦ୍ଧ ରେ ଛାଉଣୀ ସ୍ଥାପନ କର ଓ ଚତୁର୍ଦ୍ଦିଗ ରେ ପ୍ରାଚୀର ଭଦକେ ୟନ୍ତ୍ର ସ୍ଥାପନ କର।
2 E põe contra ela um cerco, e edifica contra ela uma fortificação, e levanta contra ela uma tranqueira, e põe contra ela arraiais, e põe-lhe aríetes em redor.
3 ଏବଂ ଗୋଟିଏ ଲୁହାର କରଇେ ନିଅ ଏବଂ ତୁମ୍ଭ ଓ ନଗରର ନକ୍ସା ମଧିଅରେ ଲୁହାର ପ୍ରାଚୀର ରୂପେ ସ୍ଥାପନ କର ଏବଂ ଏହା ଆଡ଼କୁ ବୁଲିପଡ଼। ନଗର ତୁମ୍ଭର ଅବରୋଧିତ ହବେ। ଏହା ଇଶ୍ରାୟେଲୀୟମାନଙ୍କର ଏକ ଚିହ୍ନ ହବେ।
3 E tu toma uma assadeira de ferro, e põe-na por muro de ferro entre ti e a cidade, e dirige para ela o teu rosto; e assim será cercada, e a cercarás; isso servirá de sinal à casa de Israel.
4 ଆଉ ତୁମ୍ଭେ ତୁମ୍ଭର ବାମପାଶର୍ବ ହାଇେ ପଡି ରହିବ। ଏହା ଦଖାୟୋଏ ଯେ, ତୁମ୍ଭେ ନିଜେ ଇଶ୍ରାୟେଲ ଲୋକମାନଙ୍କର ପାପ ବୋହିଛ। ଯେତଦେିନ ପର୍ୟ୍ଯନ୍ତ ତୁମ୍ଭେ ବାମପାଶର୍ବ ହାଇେ ଅପରାଧ ପଡ଼ି ରହିବ,
4 Tu também deita-te sobre o teu lado esquerdo e põe a maldade da casa de Israel sobre ele; conforme o número dos dias que te deitares sobre ele, levarás as suas maldades.
5 ତୁମ୍ଭେ ନିଶ୍ଚଯ 390 ଦିନ ଇଶ୍ରାୟେଲର ଦୋଷବହନ କରିବ। ଏହି ପ୍ରକା ରେ ମୁଁ ତୁମ୍ଭକୁ କହୁଅଛି, କେତଦେିନ ପର୍ୟ୍ଯନ୍ତ ଇଶ୍ରାୟେଲ ଦଣ୍ଡିତ ହବେ, ଗୋଟିଏ ଦିନ ସମାନ ଗୋଟିଏ ବର୍ଷ।
5 Porque eu te tenho fixado os anos da sua maldade, conforme o número dos dias, trezentos e noventa dias; e levarás a maldade da casa de Israel.
6 ଏହି ସମସ୍ତ ଦିନ ସମାପ୍ତି ପ ରେ ତୁମ୍ଭେ କଡ଼ ଲେଉଟାଇବ ଏବଂ ଆପଣା ଦକ୍ଷିଣ ପାଶର୍ବ ରେ ଶଯନ କରିବ। ଏହି ପ୍ରକା ରେ ଯିହୁଦାର ପାପ ପାଇଁ ଦଣ୍ଡ ତୁମ୍ଭେ ସମାନଙ୍କେୁ ଦଖାଇବେ। ଆମ୍ଭେ ନିରୂପିତ କରିଛୁ ଯେ, ତୁମ୍ଭମାନେେ ଏହା ଚାଳିଶ ଦିନ ପାଇଁ କରିବା ଉଚିତ୍। ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ଅଟେ।
6 E, quando cumprires estes, tornar-te-ás a deitar sobre o teu lado direito e levarás a maldade da casa de Judá quarenta dias; um dia te dei para cada ano.
7 ପରମେଶ୍ବର ପୁନର୍ବାର କହିଲେ, ବର୍ତ୍ତମାନ ୟିରୁଶାଲମର ଅବରୋଧିତ ନଗର ଆଡ଼କୁ ବୁଲିପଡ଼ ଏବଂ ରିକ୍ତ ହସ୍ତ ରେ ଏହା ବିରୁଦ୍ଧ ରେ ଭବିଷ୍ଯଦବାଣୀ କର।
7 Dirigirás, pois, o rosto para o cerco de Jerusalém com o teu braço descoberto e profetizarás contra ela.
8 ବର୍ତ୍ତମାନ ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁ ରେ ବାନ୍ଧି ଅଛୁ। ଏଣୁ ତୁମ୍ଭେ ତୁମ୍ଭର ନଗର ଉପ ରେ ଅବରୋଧର ସମାପ୍ତ ନ କରିବା ପର୍ୟ୍ଯନ୍ତ ଏ ପାଶର୍ବସ୍ଥ ସେ ପାଶର୍ବକୁ ଲେଉଟିବ ନାହିଁ।
8 E eis que porei sobre ti cordas; assim, tu não te voltarás de um lado para outro, até que cumpras os dias do teu cerco.
9 ପୁନର୍ବାର ପରମେଶ୍ବର କହିଲେ, ତୁମ୍ଭେ ନିଜ ପାଇଁ ଗହମ, ୟବ, ଶିମ, ମସୁର, ଜୋଆର, ଓ ୟନ୍ନୀ ନଇେ ସଗେୁଡ଼ିକୁ ଗୋଟିଏ ପାତ୍ର ରେ ରଖ। ତୁମ୍ଭେ ତୁମ୍ଭର ଖାଦ୍ୟ ଏଥିରୁ ପ୍ରସ୍ତୁତ କରିବା ଉଚିତ୍। ଏହା ତୁମ୍ଭେ 390 ଦିନ ପର୍ୟ୍ଯନ୍ତ ତୁମ୍ଭେ ଖାଇବ ଏବଂ ଅନ୍ୟ ଏକ ପାଶର୍ବ ରେ ପଡ଼ିରହିବ। ସହେି ଦିନଗୁଡ଼ିକରେ ଏହିସବୁ ଖାଦ୍ୟ ଭୋଜନ କରିବ।
9 E tu, toma trigo, e cevada, e favas, e lentilhas, e trigo miúdo, e aveia, e coloca-os numa vasilha, e faze deles pão; conforme o número dos dias que te deitares sobre o teu lado, trezentos e noventa dias, comerás disso.
10 ତୁମ୍ଭେ ପ୍ରେତ୍ୟକକ ଦିନ କୋଡ଼ିଏ ଶକେଲ ଓଜନର ଖାଦ୍ୟ ଭୋଜନ କରିବ। ଦିନସାରା ଏହାକୁ ସମୟ ସମୟରେ ଖାଅ।
10 E a tua comida, que hás de comer, será do peso de vinte siclos cada dia; de tempo em tempo a comerás.
11 ଆଉ ତୁମ୍ଭେ ପ୍ରତିଦିନ ପରିମାଣ ଅନୁସାରେ ଏକ ହିନର ଷଷ୍ଠାଂଶ ଜଳପାନ କରିବ। ତୁମ୍ଭେ ସମୟକୁ ସମୟ ତାହା ପାନ କରିବ।
11 Também beberás a água por medida, a sexta parte de um him; de tempo em tempo beberás.
12 ପୁଣି ତୁମ୍ଭେ ସହେି ଖାଦ୍ୟ ଦ୍ରବ୍ଯ ୟବପିଷ୍ଟକ ପରି କରିବ ଓ ତାକୁ ମନୁଷ୍ଯର ବିଷ୍ଠା ଦ୍ବାରା ପାକ କରି ସମସ୍ତଙ୍କ ସମ୍ମୁଖ ରେ ଭୋଜନ କରିବ।
12 E o que comeres será como bolos de cevada, e o cozerás com o esterco que sai do homem, diante dos olhos deles.
13 ତା'ପ ରେ ସଦାପ୍ରଭୁ କହିଲେ, ଏହି ପ୍ରକା ରେ ଇଶ୍ରାୟେଲର ଲୋକମାନେ ଜାତିମାନଙ୍କର ମଧିଅରେ ଅଶୁଚି ଖାଦ୍ୟ ଖାଇବେ, ଯେଉଁଠାକୁ ଆମ୍ଭେ ସମାନଙ୍କେୁ ବଳପୂର୍ବକ ତଡ଼ିଦବୋ।
13 E disse o Senhor : Assim comerão os filhos de Israel o seu pão imundo, entre as nações, para onde serão lançados.
14 ତା'ପ ରେ ମୁଁ କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ ! ଅଶୁଚି ଖାଦ୍ୟ ଖାଇବା ଦ୍ବାରା ମୁଁ ନିଜକୁ କବେେ ଅଶୁଚି କରି ନାହିଁ। ମୁଁ ବାଲ୍ଯକାଳରୁ ଆଜି ପର୍ୟ୍ଯନ୍ତ ସ୍ବଯଂମୃତ ପଶୁ, ପଚି ୟାଇଥିବା ପଶୁଗୁଡ଼ିକ ଏବଂ ଅନ୍ୟ ପଶୁ ଦ୍ବାରା ମରା ହାଇେଥିବା ପଶୁର ମାଂସ ଭୋଜନ କରି ନାହିଁ। ଅଥବା ନିଷିଦ୍ଧ କରାୟାଇଥିବା ମାଂସ ମାେ ପାଟି ରେ ଦଇେ ନାହିଁ।
14 Então, disse eu: Ah! Senhor Jeová ! Eis que a minha alma não foi contaminada, porque nunca comi coisa morta, nem despedaçada, desde a minha mocidade até agora, nem carne abominável entrou na minha boca.
15 ତା'ପ ରେ ପରମେଶ୍ବର ମାେତେ କହିଲେ, ଏହା ଉତ୍ତମ ଅଟେ। ମନୁଷ୍ଯ ବିଷ୍ଠା ବଦଳ ରେ ମୁଁ ତୁମ୍ଭକୁ ଗୋବର ବ୍ଯବହାର କରିବାକୁ ଦବେି। ତୁମ୍ଭେ ଏହାର ନିଆଁ ରେ ରୋଟୀ ସକେି ପାରିବ।
15 E disse-me: Vê, tenho-te dado esterco de vacas, em lugar de esterco de homem; e com ele prepararás o teu pão.
16 ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ୟିରୁଶାଲମକୁ ଖାଦ୍ୟ ଯୋଗଣ ବନ୍ଦ କରିବା। ସମାନେେ ଉତ୍କଣ୍ଠା ରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟ ରେ ସୀମିତ ପରିମାଣ ରେ ଜଳପାନ କରିବେ।
16 Então, me disse: Filho do homem, eis que eu torno instável o sustento de pão em Jerusalém, e comerão o pão por peso e com desgosto; e a água beberão por medida e com espanto;
17 ଅନ୍ନ ଓ ଜଳର ଅଭାବ କାରଣରୁ, ସମାନେେ ପରସ୍ପରକୁ ଦେଖି ଆତଙ୍କିତ ହାଇଯେିବେ ଏବଂ ସମାନଙ୍କେର ପାପ ଯୋଗୁଁ କ୍ଷୀଣ ହାଇଯେିବେ।
17 para que o pão e a água lhes faltem, e se espantem uns com os outros e se consumam nas suas maldades.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 4, comparar traduções ou montar um estudo — tudo direto pelo WhatsApp.